Latest Odisha News

BREAKING NEWS

Browsing Category

ଓଡିଶା

Odisha

Kansa in Puri: ପୁରୀରେ ବରଗଡ଼ ଧନୁଯାତ୍ରା କଂସ; ମହୋଦଧିରେ ବୁଡ଼ ପକାଇ କ୍ଷମା ପ୍ରାର୍ଥନା କଲେ

ପୁରୀ: ପାପର ପ୍ରାୟଶ୍ଚିତ ପାଇଁ ପୁରୀରେ ବରଗଡ଼ ଧନୁଯାତ୍ରା କଂସ । ପୁରୀରେ ପହଞ୍ଚିଛନ୍ତି  କଂସ ଚରିତ୍ରରେ ଅଭିନୟ କରିଥିବା ସୁଶୀଲ ମେହେର। ଏହାପରେ ମହୋଦଧିରେ ବୁଡ଼ ପକାଇ କ୍ଷମା ପ୍ରାର୍ଥନା କରିଛନ୍ତି କଂସ ମହାରାଜ । ପଇତା ବିସର୍ଜନ ସହ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି ।…

Ama Bus Accident: ‘ଆମ ବସ’କୁ ଧୂପଦୀପ ଦେଇ କଲେ ପୂଜା ଅର୍ଚ୍ଚନା, ସାଷ୍ଟାଂଗ ପ୍ରଣିପାତ କରି କହିଲେ,…

ଭୁବନେଶ୍ୱର: ଦିନକୁ ଦିନ ଆମ ବସ ଦୁର୍ଘଟଣା ବଢ଼ିବାରେ ଲାଗିଛି। ବସ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚଲା, ଆଉ ମନମାନି ଯୋଗୁଁ ନିରୀହ ଲୋକଙ୍କ ଜୀବନ ଯାଉଛି। ଯାହାକୁ ନେଇ ଅସନ୍ତୋଷ ବଢ଼ିଥିବା ବେଳେ, ଏବେ ଏକ ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ଆମ ବସକୁ ପୂଜା ଅର୍ଚ୍ଚନା କରିବା ସହ, ଆଉ…

Ama Bus: ଏବେଠୁ ନିୟମିତ ତାଲିମ ନେବେ ଆମ-ବସ୍ ଚାଳକ, ସ୍ବତନ୍ତ୍ର ସ୍କ୍ବାର୍ଡ଼ ଗଠନ ପାଇଁ ନିର୍ଦେଶ .

ଭୁବନେଶ୍ବର: ବାରମ୍ବାର ରାଜଧାନୀରେ ଘଟୁଛି ସମାନ ଘଟଣା । ସରକାର ଲୋକଙ୍କ ସେବା ପାଇଁ ଚଲାଉଥିବା ଆମ ବସ୍ ସେବା କମ୍ ଜୀବନ ଅଧିକ ନେଲାଣି । ଯେତେ ପ୍ରଚାର ପ୍ରସାର ପରେ ବି ସୁଧୁରୁନାହାନ୍ତି ବସ ଚାଳକ । ମନଇଚ୍ଛା ବସ୍ ଚଲାଇବା ଫଳରେ ଗଲାଣି କେତେ ନିରୀହଙ୍କ ଜୀବନ ।  ଏତେ ସବୁ ପରେ ସରକାରଙ୍କ…

ଘନ କୁହୁଡ଼ି ପାଇଁ ବିମାନ ଉଡାଣ ପ୍ରଭାବିତ, ହନ୍ତସନ୍ତ ହେଉଛନ୍ତି ଯାତ୍ରୀ…

ଭୁବନେଶ୍ୱର: ଘନ କୁହୁଡ଼ି ପାଇଁ ରାଜଧାନୀରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏପରିକି ଦୃଶ୍ୟମାନତା ହ୍ରାସ ପାଇବା ଯୋଗୁଁ ବିମାନ ଉଡାଣ ଏବଂ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ସୂଚନା ଅନୁସାରେ, ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘନ କୁହୁଡ଼ି ଯୋଗୁଁ ବିମାନ…

Odisha Weather Update: ଆହୁରି ୨ ଦିନ ଘନକୁହୁଡ଼ି ଜାରି ରହିବ; ଏସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଶୀତ ସାମନ୍ୟ କମିଥିବା ବେଳେ କଲବଲ କରୁଛି ଘନ କୁହୁଡ଼ି । କୁହୁଡ଼ି ଯୋଗୁଁ ସକାଳ ୯ଟା ପର୍ଯ୍ୟନ୍ତ ରାସ୍ତାଘାଟ ଦିଶୁନି । ଆହୁରି ୨ ଦିନ ଘନକୁହୁଡ଼ି ପ୍ରଭାବ ଜାରି ରହିବ ବୋଲି ସୂଚନା ରହିଛି । ଆଜି ସକାଳୁ ରାଜଧାନୀ ଭୁବନେଶ୍ବର ସମେତ ନୟାଗଡ଼ ଓ ପାରାଦୀପରେ ଅତି ଘନକୁହୁଡ଼ି…

ଆମ ବସ୍ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତକାଲି ଭୁବନେଶ୍ୱର ରୂପାଲି ଛକ ନିକଟରେ ଆମ ବସ ଓ ଅଟୋ ମଧ୍ୟରେ ଧକା ହେବ ଫଳରେ ଅଟୋ ଚାଳକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ…

ଅଚ୍ୟୁତ ସାମନ୍ତଙ୍କୁ ଜେଇସିଆର୍‍ସି ବିଶ୍ୱବିଦ୍ୟାଳୟରୁ ୭୦ତମ ସମ୍ମାନସୂଚକ ଡକ୍ଟରେଟ୍

ଭୁବନେଶ୍ୱର: ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ରାଜସ୍ଥାନର ଜୟପୁରରେ ଥିବା ଜେଇସିଆର୍‍ସି ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ କରାଯାଇଛି। ଜେଇସିଆର୍‍ସି ବିଶ୍ୱବିଦ୍ୟାଳୟର ୯ମ ସମାବର୍ତ୍ତନ ଉତ୍ସବ ଅବସରରେ ତାଙ୍କୁ ଏହି ସମ୍ମାନ…

odisha politics: ମୋକିମଙ୍କ ଆଞ୍ଚଳିକ ଦଳ ହେଲେ ପୁରୁଣା ଦଳ କିଏ ଛାଡ଼ିବେ,୩ ଦଳରେ ସନ୍ଦେହର ବାତାବରଣ

ଭୁବନେଶ୍ବର: -ଗୋଟିଏ ପୋଷ୍ଟର ଦୋହଲାଇ ଦେଲା କଂଗ୍ରେସ ଦଳକୁ -ବର୍ଷ ଆରମ୍ଭରୁ କଂଗ୍ରେସକୁ ଝଟକା -କଂଗ୍ରେସକୁ ଜବାବ ଦେଲେ ବାପା-ଝିଅ! -ବାପାଙ୍କୁ ଅପମାନର ପ୍ରତିଶୋଧ ନେବେ ସୋଫିଆ…  ଉଠୁଛି ପଡ଼ୁଛି କଂଗ୍ରେସ ଦଳ ନୂଆବର୍ଷ ଆରମ୍ଭରୁ ଓଡ଼ିଶା ରାଜନୀତିରେ ହଲଚଲ ଆରମ୍ଭ ହୋଇଛି । ଗତ କିଛି…

Odisha Vigilance: ମହଙ୍ଗା ପଡିଲା ମଦ ବ୍ୟବସାୟୀଙ୍କୁ ଲାଞ୍ଚ ମାଗିବା, ଭିଜିଲାନ୍ସ ଜାଲରେ ଫସିଲେ ପୋଲିସ ବାବୁ

କଟକ: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଥାନା ଇନ୍ସପେକ୍ଟର । ୪୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି କଟକ ସିଆରଆରଆଇ ଥାନା ଇନ୍ସପେକ୍ଟର ବିଜୟ ଵାରିକ । ଜଣେ ଲାଇସେନ୍ସପ୍ରାପ୍ତ ମଦ ବେପାରୀଙ୍କ ଠାରୁ ୪୦ ହଜାର ଟଙ୍କା ହାତଗୁଞ୍ଜା ନେବେ ବେଳେ ରାଜମହଲ ଛକରେ ମାଡି ବସିଲା…

Path Festival: ଭୁବନେଶ୍ବରରେ ଆରମ୍ଭ ହେଲା ପଥ ଉତ୍ସବ, ଶୀତୁଆ ସକାଳର ମଜା ନେଲେ ଲୋକେ

ଭୁବନେଶ୍ବର: ଶୀତୁଆ ସକାଳରେ ଆରମ୍ଭ ହୋଇଛି ପଥ ଉତ୍ସବ । ଆଜି ସକାଳ ୬ଟାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପଥ ଉତ୍ସବ ଆରମ୍ଭ ହୋଇଛି । ମାଷ୍ଟର୍‌ କ୍ୟାଣ୍ଟିନ ଛକ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଉପରେ ନାଚଗୀତ ହେଉଛି । ଓଡ଼ିଶୀ ଓ ମଡନ୍ ଡ୍ୟାନ୍ସରେ ମତୁଆଲା ଦର୍ଶକ । ରଙ୍ଗୋଲିରେ…