Latest Odisha News

BREAKING NEWS

Browsing Category

ଓଡିଶା

Odisha

RI Exam Postponed: ଘୁଞ୍ଚିଲା ଆରଆଇ ପରୀକ୍ଷା;ଏହ ଦିନ ହେବ…

ଭୁବନେଶ୍ବର:ଓଡ଼ିଶା ଅଧିନସ୍ତ କର୍ମଚାରୀ ଚୟନ ଆୟୋଗ (OSSSC)ପକ୍ଷରୁ ଆୟୋଜିତ ହେବାକୁ ଥିବା ଆରଆଇ ପରୀକ୍ଷା ଘୁଞ୍ଚିଲା । ଆସନ୍ତା ଜୁନ୍ ୨୦ ତାରିଖରେ ହେବାକୁ ଥିବା ଏହି ପରୀକ୍ଷା ଏବେ ୨୮ ତାରିଖରେ ଅନୁଷ୍ଠିତ ହେବ । ଏଥିରେ ରାଜସ୍ବ ନିରିକ୍ଷକ(ଆରଆଇ), ଅତିରିକ୍ତ ରାଜସ୍ବ…

ଅଢେଇ ବର୍ଷ ତଳୁ ନିଖୋଜ ହୋଇଯାଇଥିଲେ ବାପା, ଚପଲକୁ ଦେଖି ଚିହ୍ନିଲା ପୁଅ

ମୟୂରଭଞ୍ଜ:ଅଢେଇ ବର୍ଷ ତଳୁ ନିଖୋଜ ହୋଇଯାଇଥିଲେ ବାପା । ଅଚାନକ ଅଢେଇ ବର୍ଷ ପରେ ଉଦଳା ଥାନା ଶୁଖୁଆସାହି ଗ୍ରାମର ବିଶ୍ଵନାଥ ସିଂ ତାଙ୍କ ନିଖୋଜ ବାପା ଦୁବରାଜ ସିଂଙ୍କୁ ଖୋଜି ଖୋଜି ଥାନାରେ ପହଞ୍ଚିବା ପରେ ପୋଲିସ ତାଙ୍କୁ ସନ୍ଦେହରେ ଜବତ ଚପଲ ଦେଖାଇଥିଲା । ଚପଲକୁ ଦେଖି ଅଢେଇ ବର୍ଷ ତଳୁ…

ପୃଥକ ପୃଥକ ଜୁଆ ଆଡ୍ଡାରେ ପୋଲିସର ଚଢ଼ାଉ, ୧୦ ଗିରଫ

ବାଲୁଗାଁ: ଜୁଆ ଖେଳ ଚାଲିଥିବା ବେଳେ ପୋଲିସ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିଛି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଗବପଦର ଶିବ ମନ୍ଦିର ପରିସରରେ ଜୁଆ ଖେଳ ଚାଲିଥିବା ବେଳେ ଖବରପାଇ ଲିସ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲେ । ପୋଲିସକୁ ଦେଖି ୬ ଜଣଙ୍କ ମଧ୍ୟରୁ ୨ ଜଣ ଖସି…

Dayal Gangwar Suspend:ବରିଷ୍ଠ IPS ଦୟାଲ ଗଙ୍ଗୱାର ସସ୍‌ପେଣ୍ଡ;ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ବିବାଦୀୟ ହୋଇଥିଲେ

ଭୁବନେଶ୍ବର: ବରିଷ୍ଠ ଆଇପିଏସ୍ ଦୟାଲ ଗଙ୍ଗୱାର ହେଲେ ସସ୍‌ପେଣ୍ଡ । ସୌମ୍ୟ ହତ୍ୟା ଘଟଣା ପରେ ବିବାଦରେ ଥିବା ବରିଷ୍ଠ IPS ଦୟାଲ ଗଙ୍ଗଓ୍ବାରଙ୍କୁ ନିଲମ୍ବନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୌମ୍ୟଙ୍କ ବାପା ଓ ମାଆ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଇଥିବା ସହ ମାମଲାରେ…

ଦୀର୍ଘକାଳୀନ ଅନୁପସ୍ଥିତ ଥିବା ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଡାକ୍ତରମାନଙ୍କର ଦୀର୍ଘକାଳୀନ ଅନୁପସ୍ଥିତି ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶାର ବିଭିନ୍ନ ଡାକ୍ତରଖାନାରେ ୧୨୮ ଜଣ ମେଡିକାଲ ଅଫିସର ଓ ଡେଣ୍ଟାଲ ସର୍ଜନ ଦୀର୍ଘ ୫ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରେ ଅନୁପସ୍ଥିତ ରହିଛନ୍ତି । ସେମାନଙ୍କ…

Minister Mukesh Mahaling: ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ କାର୍ ଦୁର୍ଘଟଣାଗ୍ରସ୍ତ; ଅଳ୍ପକେ ବର୍ତ୍ତିଲେ…

ଭୁବନେଶ୍ବର:ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଗୁରୁବାର ଦୁର୍ଘଟଣାର ସମ୍ମୁଖୀନ ହୋଇଛି । କେନ୍ଦୁଝର ତେଲକୋଇ ୪୯ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା । ମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ବେଳେ ଏହା ଘଟିଛି । ସୌଭାଗ୍ୟବଶତଃ ସ୍ୱାସ୍ଥ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ…

ନ୍ୟାୟ ପାଇଁ DGP ଓ IGଙ୍କୁ ଚିଠି ଲେଖିଲେ ଚାମେଲି, ‘ଦାବି ପୂରଣ ନହେଲେ ଏସପିଙ୍କ ଅଫିସ ଆଗରେ ଧାରଣା…

କେନ୍ଦ୍ରାପଡା: ନ୍ୟାୟ ପାଇଁ DGP ଓ କେନ୍ଦ୍ରାଞ୍ଚଳ IGଙ୍କୁ ଚିଠି ଲେଖିଲେ କେନ୍ଦ୍ରାପଡା ଜିଲ୍ଲା ତିଖିରୀ ସରପଞ୍ଚ ଚାମେଲି ଓଝା । ବିଡିଓଙ୍କ କାର୍ଯ୍ୟାଳୟରେ ଅସଦାଚରଣ ସହ ଧମକ ଅଭିଯୋଗରେ ସେ ଚିଠି ଲେଖିଛନ୍ତି । ଅଭିଯୁକ୍ତଙ୍କ ଗିରଫ ଏବଂ ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ଦାବି କରିଛନ୍ତି…

୨୪ ଜିଲ୍ଲାରେ ବସିବ ୭୦୭ଟି ନୂଆ 4G ଟାୱାର, ଆବଶ୍ୟକ ସରକାରୀ ଜମି ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟର ଦୁର୍ଗମ, ଆଦିବାସୀ ଓ ଟେଲିକମ୍ ସେବାରୁ ବଞ୍ଚିତ ଅଞ୍ଚଳବାସୀଙ୍କ ପାଇଁ ଖୁସି ଖବର । ଏହି ଅଞ୍ଚଳ ଗୁଡ଼ିକରେ ଡିଜିଟାଲ ସଂଯୋଗକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଡିଜିଟାଲ ସଂଯୋଗକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାର ବଡ଼ ପଦକ୍ଷେପ…

‘ପିଲାଙ୍କୁ ଆଗାମୀ ବର୍ଷ ମିଳିବ ସଂଶୋଧିତ ବହି, ଏବର୍ଷ ସଂଶୋଧନ ପୁସ୍ତିକାରେ ପଢ଼ିବେ ଛାତ୍ରଛାତ୍ରୀ’

ଭୁବନେଶ୍ୱର: ଏ ବର୍ଷ ନୁହେଁ ଆଗାମୀ ବର୍ଷ ପିଲାଙ୍କୁ ମିଳିବ ସଂଶୋଧିତ ବହି । ଏନେଇ ସୂଚନା ଦେଲେ SCERT ନିର୍ଦ୍ଦେଶିକା । ଚଳିତ ବର୍ଷ ନୂଆ ବହି ଛପା ହେବନି , ସଂଶୋଧନ ପୁସ୍ତିକାରେ ପଢ଼ିବେ ଛାତ୍ରଛାତ୍ରୀ । ପୂର୍ବରୁ ଥିବା ବହିରେ ଯେଉଁ ଭୁଲ ରହିଛି, ସେଗୁଡ଼ିକୁ ସଂଶୋଧନ କରି ଏକ ବିଶେଷ…

ବାରିପଦାରୁ ୧.୫ କୋଟି ବର୍ଷ ତଳର ଜୀବାଶ୍ମ ଠାବ

ମୟୂରଭଞ୍ଜ: ବାରିପଦାରେ ଚାଞ୍ଚଲ୍ୟ ଜିନିଷ ସାମ୍ନାକୁ ଆସିଛି। ସହରରୁ ପ୍ରାୟ ୧.୫ କୋଟି ବର୍ଷ ତଳର ମାୟୋସିନ୍ ଯୁଗର ସାମୁଦ୍ରିକ ଜୀବାଶ୍ମ ମିଳିଛି। ବର୍ତ୍ତମାନର ସ୍ଥଳଭାଗ ବାରିପଦା ଦିନେ ଏକ ଗଭୀର ସମୁଦ୍ର ଗର୍ଭରେ ଥିଲା। ଗବେଷକମାନେ ଏଠାରୁ ପ୍ରାଚୀନ ସାର୍କର ଦାନ୍ତ, ମେରୁଦଣ୍ଡ ଏବଂ ଶଙ୍କର…