Latest Odisha News

BREAKING NEWS

Browsing Category

ଓଡିଶା

Odisha

ଚିତାଳୋ କଲେଜର ପୂର୍ବତନ ଅଧ୍ୟକ୍ଷ ଓ ପୂର୍ବତନ ସଭାପତି ଗିରଫ

ଯାଜପୁର: ଯାଜପୁର ଜିଲ୍ଲାର ଚିତାଳୋ ଡିଗ୍ରୀ କଲେଜର ପୂର୍ବତନ ପ୍ରିନ୍ସିପାଲ ତଥା ବର୍ତ୍ତମାନର ଓଡ଼ିଆ ଭାଷା ଅଧ୍ୟାପକ ଅଦ୍ୱୈତ ପ୍ରସାଦ ମଲ୍ଲିକ ଏବଂ ପୂର୍ବତନ ଅଧ୍ୟକ୍ଷ ତଥା ଅନୁଷ୍ଠାନର ପରିଚାଳନା ପରିଷଦର ପୂର୍ବତନ ସଭାପତି ବଦ୍ରି ନାରାୟଣ ରାୟଙ୍କୁ ୩୨,୦୭,୬୨୦ ଟଙ୍କାର ସରକାରୀ ପାଣ୍ଠି…

୫୫ ଲକ୍ଷ ଆତ୍ମସାତ ଘଟଣାରେ ଫରେଷ୍ଟରଙ୍କୁ ବାନ୍ଧିଲା ଭିଜିଲାନ୍ସ…

ଭୁବନେଶ୍ୱର: ୫୫ ଲକ୍ଷ ଆତ୍ମସାତ ଘଟଣାରେ ଫରେଷ୍ଟରଙ୍କୁ ବାନ୍ଧିଲା ଭିଜିଲାନ୍ସ। କଳାହାଣ୍ଡିରେ ଥିବା ଥୁଆମୁଳ ରାମପୁର ବନ ବିଭାଗ ମଧ୍ୟରେ ମୃତ୍ତିକା ଏବଂ ଆର୍ଦ୍ରତା ସଂରକ୍ଷଣ (ଏସଏମସି) କାର୍ଯ୍ୟରେ ଅନିୟମିତତାର ତଦନ୍ତ କରି ଲାଞ୍ଜିଗଡ଼ ଅନ୍ତର୍ଗତ ବିଶ୍ୱନାଥପୁରରେ ବନ ରେଞ୍ଜରେ ଅଧିକାରୀଙ୍କ…

Air Pollution: ୮ଟି ସହରରେ ଲଗାତାର ଭାବେ ପ୍ରଦୂଷଣ ସ୍ତର ବୃଦ୍ଧି, ୫ ସହରରେ ଏକ୍ୟୁଆଇ ୩୦୦ ପାର୍

ଭୁବନେଶ୍ୱର: ଦେଶର ରାଜଧାନୀକୁ ବି ପଛରେ ପକାଇ ଦେଇଛି ଓଡିଶା । ରାଜ୍ୟରେ ପ୍ରଦୂଷଣ ଭୟଙ୍କର ରୂପ ଧାରଣ କରିଛି । କୁହୁଡ଼ି ଆସ୍ତରଣ ଭିତରେ ବାୟୁରେ ଧୂଳିକଣା ଜମାଟ ବାନ୍ଧିବା ପରି ପ୍ରତିତ ହେଉଛି । ୫ଟି ସହରରେଏକ୍ୟୁଆଇ ୩୦୦ ପାର୍ କରିଥିବାବେଳେ, ୮ଟି ସହରରେ ଲଗାତାର ଭାବେ ପ୍ରଦୂଷଣ ସ୍ତର…

ଓଡିଶାର ୪୦୦ ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ଯୋଗାଇବା ପାଇଁ ଓଏଚପିସି ଏବଂ ଏଏଲଆଇଏମସିଓ ମଧ୍ୟରେ…

ଭୁବନେଶ୍ବର: ସମାବେଶୀତା, ସହାନୁଭୂତି ଓ ସାମାଜିକ ଦାୟିତ୍ୱକୁ ସୁଦୃଢ଼ କରିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଓଡିଶା ଜଳ ବିଦ୍ୟୁତ୍ ନିଗମ ଲିମିଟେଡ୍ (ଓଏଚପିସି) ଏବଂ କୃତ୍ରିମ ଅଙ୍ଗ ନିର୍ମାଣ ନିଗମ, ଭୁବନେଶ୍ୱର ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି…

Utkal Keshari Dr. Harekrushna Mahatab: ୩୯ତମ ସ୍ବାଧୀନତା ସଂଗ୍ରାମୀ ମହୋତ୍ସବ;ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ…

ଭୁବନେଶ୍ୱର: ଡକ୍ଟର ମହତାବଙ୍କ ଜୀବନ କାଳ ମଧ୍ୟରେ ସ୍ବାଧୀନତା ଆନ୍ଦୋଳନ ଏବଂ ତା ପରବର୍ତ୍ତୀ ପର୍ଯ୍ୟାୟରେ ଓଡିଶାରେ ଯେ କୌଣସି ଆନ୍ଦୋଳନ ହୋଇଛି କିମ୍ବା ପ୍ରତିବାଦର ସ୍ବର ଉଠିଛି, ତା’ର ନେତୃତ୍ବ ମହତାବ ନେଇଛନ୍ତି କିମ୍ବା ସେହି ଆନ୍ଦୋଳନ ପଛରେ ଡକ୍ଟର ମହତାବଙ୍କ ଦୃଢ ପ୍ରେରଣା ରହିଛି ବୋଲି…

Capital Hospital: ବଦଳିବ କ୍ୟାପିଟାଲ ହସ୍ପିଟାଲ ଦନ୍ତ ବିଭାଗ…

ଭୁବନେଶ୍ବର: ବଦଳିବ କ୍ୟାପିଟାଲ ହସ୍ପିଟାଲ ଦନ୍ତ ବିଭାଗର ରୂପ ରେଖ । ବରିଷ୍ଠ ଦାନ୍ତ ଡାକ୍ତରଙ୍କୁ ନିଯୁକ୍ତି କରାଯିବ । ବିଭାଗରେ ଅତ୍ୟାଧୁନିକ ଚିକିତ୍ସା ଉପଲବ୍ଧ କରାଯିବ । ବିଭାଗରେ ରୋଗୀଙ୍କୁ ନିୟମିତ ହେଉଥିବା ଦୁର୍ବ୍ୟବହାର ଉପରେ ତଦନ୍ତ ହେବ । ଏନେଇ କ’ଣ କ’ଣ ପଦକ୍ଷେପ ନିଆଯିବ ସେନେଇ…

OPSC ପରୀକ୍ଷା ପାଇଁ ବିଜ୍ଞପ୍ତି; ବିଜ୍ଞାପନରେ ନାହିଁ ଓଏଏସ ଓ ଓଏଫଏସ ନିଯୁକ୍ତି ସୂଚନା

ଭୁବନେଶ୍ୱର: ଓଡ଼ିଶା ସିଭିଲ୍ ସେବା ପରୀକ୍ଷା ୨୦୨୫ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯାହା ପରେ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଓଡ଼ିଶା ପୋଲିସ ସେବା, ଓଡ଼ିଶା ଟିକସ ଏବଂ ଆକାଉଣ୍ଟ୍ସ ସେବା, ଓଡ଼ିଶା ସମବାୟ ସେବା, ଓଡ଼ିଶା ଶ୍ରମ ସେବା, ଓଡ଼ିଶା ଉତ୍ପାଦ…

Rairangpur Accident: ୩ବାଇକ୍ ଆରୋହୀଙ୍କ ଉପରେ ମାଡିଗଲା ଯାତ୍ରୀବାହୀ ବସ୍

ମୟୂରଭଞ୍ଜ:ବସ୍ ଧକ୍କାରେ ଚାଲିଗଲା ଜୀବନ । ଯାତ୍ରୀବାହୀ ବସ୍‌ରେ ପିଟିହୋଇ ତଳେ ପଶିଗଲା ବାଇକ୍ । ଘଟଣାସ୍ଥଳରେ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ । ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୨୦ର ରାଣୀବନ୍ଧ ନିକଟରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସୂଚନାଥାଉକି, ଆଜି…

Crocodiles And Bird census: ଜାନୁଆରୀ ୪ରୁ ସାତକୋଶିଆରେ କୁମ୍ଭୀର ଓ ପକ୍ଷୀଗଣନା, ମତ୍ସ୍ୟଜୀବୀଙ୍କୁ ନଦୀକୁ ଯିବା…

ଅନୁଗୁଳ: ଏବେ ଚାଲିଛି ଶୀତ ଋତୁ । ଦେଶ ବିଦେଶରୁ ବହୁ ପକ୍ଷୀଙ୍କ ଆଗମନ ହୋଇଛି ଓଡିଶାକୁ । ଏହି ଅବସରରେ ଅନୁଗୁଳ ଜିଲ୍ଲାର ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ଥିବା ୫ଟି ବନାଞ୍ଚଳରେ ପକ୍ଷୀ ସହ କୁମ୍ଭୀର ଗଣନା ହେବ । ଜାନୁଆରୀ ୪ ରୁ ୮ ତାରିଖ ପର୍ଯ୍ୟନ୍ତ ୫ ଦିନ ଏବଂ ୧୭ ଓ ୧୮ ତାରିଖ ଦୁଇ ଦିନ…

ସେୟାର ଟେଡ୍ରିଂ ନାଁରେ ୪୦ କୋଟି ଠକେଇ ଅଭିଯୋଗ; ଜଣେ ଗିରଫ

ଭୁବନେଶ୍ୱର: ସେୟାର ବଜାର ସହ ଜଡ଼ିତ ୪୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଠକେଇର ମୁଖ୍ୟ ସନ୍ଦିଗ୍ଧକୁ ବାନ୍ଧିଲା ଇଓଡବ୍ଲୁ। ଅଭିଯୁକ୍ତଙ୍କ ନାମ ଅମିତ ମଣ୍ଡଳ ବୋଲି ଜଣାପଡ଼ିଛି। ଡିସେମ୍ବର ୩୧ ତାରିଖ ଦିନ ପଶ୍ଚିମବଙ୍ଗର ବାଙ୍କୁରାରୁ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ନେଇ ଓଡ଼ିଶା…