Latest Odisha News

BREAKING NEWS

Browsing Category

ଓଡିଶା

Odisha

ଖୋଲିଲା SCERT ଏବଂ ଓସେପା ୱେବସାଇଟ୍, ଅନ୍‌ଲାଇନ୍‌ରେ ଅପଲୋଡ ହେଲା ସଂଶୋଧିତ ପୁସ୍ତକ

ଭୁବନେଶ୍ଵର: ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ଚଳିତ ଶିକ୍ଷା ବର୍ଷ ୨୦୨୬-୨୭ରୁ ନୂତନ ଭାବରେ ପ୍ରସ୍ତୁତ ପାଠ୍ୟପୁସ୍ତକଗୁଡ଼ିକରେ ଥିବା ତ୍ରୁଟି ସଂଶୋଧନ କରାଯିବ। ହେଲେ ଏବେ SCERT ଏବଂ ଓସେପା ୱେବସାଇଟ୍ ଖୋଲିଛି। ପ୍ରଥମରୁ ଚତୁର୍ଥ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସଂଶୋଧିତ…

କୋରାପୁଟ ଜଙ୍ଗଲରୁ ମାଓ ଡମ୍ପ ଠାବ

ଭୁବନେଶ୍ବର: ଶୁକ୍ରବାର ଦିନ ସୁରକ୍ଷା ବାହିନୀ କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ପୋଲିସ ଥାନା ଅନ୍ତର୍ଗତ ତେନ୍ତୁଲିଗୁମ୍ମା ଜଙ୍ଗଲରୁ ଆଉ ଏକ ମାଓ ଆଡ୍ଡା ଠାବ କରିଛି। ଏକ ସର୍ଚ୍ଚ ଅପରେସନ୍ ସମୟରେ ବନ୍ଧୁକ, ବିସ୍ଫୋରକ ଏବଂ ଗୁଳିଗୋଳା ଜବତ ହୋଇଛି। ଆତ୍ମସମର୍ପଣକାରୀ ମାଓବାଦୀଙ୍କଠାରୁ…

Balianta Soumya murder case:ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣା: ସାଙ୍ଗ ଓମ୍‌ଙ୍କ ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ବର: ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ମାମଲା । ସାଙ୍ଗ ଓମ୍‌ଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଉଛି । ରାଜ୍ୟ SFSLରେ କ୍ରାଇମବ୍ରାଞ୍ଚ ଟିମର କଡା ସୁରକ୍ଷା ଭିତରେ ଜରାଯାଉଛି ସତ ମିଛ ପରୀକ୍ଷା। କ୍ରାଇମ୍ ବ୍ରାଞ୍ଚ ଏନେଇ କୋର୍ଟ ରୁ ଅନୁମତି ଆଣିବା ପରେ ଲାଏ ଡିଟେକ୍ସନ ପରୀକ୍ଷା ପାଇଁ…

PUC ସରିଯାଇଛି କି? ସାବଧାନ! ଏବେ ପେଟ୍ରୋଲ ପମ୍ପରେ ମିଳିବନି ତେଲ, ଲାଗୁ ହେବାକୁ ଯାଉଛି ଏହି କଡ଼ା ନିୟମ

ଭୁବନେଶ୍ୱର: ଯଦି ଆପଣଙ୍କ ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ସରିଯାଇଛି, ତେବେ ତୁରନ୍ତ ଏହାକୁ ନବୀକରଣ କରନ୍ତୁ। ନଚେତ୍ ଆପଣ କେବଳ ରାସ୍ତାରେ ଜରିମାନା ଦେବେନି, ବରଂ ପେଟ୍ରୋଲ ପମ୍ପରେ ତେଲ ପାଇବାରୁ ମଧ୍ୟ ବଞ୍ଚିତ ହୋଇପାରନ୍ତି। ରାଜ୍ୟରେ ଏବଂ ସାରା ଦେଶରେ ବଢ଼ୁଥିବା ବାୟୁ…

ପୁରୀ ରଥଯାତ୍ରା ପାଇଁ ଟିପିସିଓଡିଏଲ୍‌‌ର ପକ୍ଷରୁ ଭରସାଯୋଗ୍ୟ ବିଦ୍ୟୁତ ସେବା ଯୋଗାଇବାକୁ ପ୍ରତିଶ୍ରୁତି

ଭୁବନେଶ୍ୱର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ମିଳିତ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌), ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ୨୦୨୬ ସମୟରେ ସୁରକ୍ଷିତ, ଭରସାଯୋଗ୍ୟ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇଦେବା ପାଇଁ ବ୍ୟାପକ ପ୍ରସ୍ତୁତି…

ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏନେଇ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି । ଓଡ଼ିଶାର ପ୍ରଗତି, ସାଂଗଠନିକ ସୁଦୃଢ଼ୀକରଣ ଓ ଆଗାମୀ କାର୍ଯ୍ୟପନ୍ଥା ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ…

କଟକ, ଭୁବନେଶ୍ୱର ସମେତ ଏସବୁ ସ୍ଥାନରେ ଝଡ଼ବର୍ଷା ଆଶଙ୍କା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଶୁକ୍ରବାର ଅପରାହ୍ନ ପର୍ଯ୍ୟନ୍ତ ଭୁବନେଶ୍ୱର ଏବଂ କଟକ ସମେତ ସାତଟି ଜିଲ୍ଲା ପାଇଁ ବର୍ଷା ନେଇ ଏକ ଅରେଞ୍ଜ ଆଲର୍ଟ ଜାରି କରିଛି। ଆଗାମୀ ୨ରୁ ୩ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, କଟକ (କଟକ ସହର ସମେତ), ଢେଙ୍କାନାଳ, ଯାଜପୁର, ଖୋର୍ଦ୍ଧା…

ଜେଲ୍‌ରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସହ ‘ମଉଜ’ ପରେ ଏବେ ସାମ୍ନାକୁ ଆସିଲା ଆଉ ଏକ ଚାଞ୍ଚଲ୍ୟକର ଭିଡିଓ

ରେଢାଖୋଲ: ସୁରକ୍ଷାର ବଳୟ ଭିତରେ ରହିବା କଥା ଯେଉଁ ଅପରାଧୀଙ୍କୁ, ସେମାନେ ଏବେ ଜେଲ୍ ବାହାରେ ଖୁଲମଖୁଲା ବୁଲୁଛନ୍ତି। କେବଳ ସେତିକି ନୁହେଁ, ଜେଲ୍ ଅଧିକାରୀଙ୍କ ଘରର ବାସନ ମଜାଠାରୁ ଆରମ୍ଭ କରି ଘରୋଇ କାମ କରୁଛନ୍ତି ଗୁରୁତର ଅପରାଧୀ। ଏଭଳି ଏକ ସାଂଘାତିକ ଅଭିଯୋଗ ଏବେ ସମ୍ବଲପୁର ଜିଲ୍ଲା…

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର: ଆଉ ହେବେ ନାହିଁ ହଇରାଣ, ଏହି ଟ୍ରେନର ଅବଧି ବଢ଼ିଲା

ଭୁବନେଶ୍ୱର: ଯାତ୍ରୀଙ୍କ ଚାପ ଏବଂ ଚଳାଚଳ ସୁବିଧାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଶାଲିମାର-ଚର୍ଲାପଲ୍ଲୀ ସ୍ୱତନ୍ତ୍ର ଟ୍ରେନର ସେବାକୁ ଅଧିକ ଦିନ ପାଇଁ ବଢ଼ାଇ ଦିଆଯାଇଛି, ଯାହା ଓଡ଼ିଶା ସମେତ ଚାରିଟି ରାଜ୍ୟର ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି…

ତୃତୀୟ ଦିନରେ ଡାକ୍ତରଙ୍କ ଧର୍ମଘଟ, କାର୍ଯ୍ୟରେ ଯୋଗ ନଦେଲେ ଦରମା କାଟିବାକୁ ସରକାରଙ୍କ ଚେତାବନୀ

ଭୁବନେଶ୍ୱର: ଓଡ଼ିଶା ମେଡିକାଲ୍ ସର୍ଭିସେସ୍ ଆସୋସିଏସନ୍ (OMSA) ଅଧୀନରେ ସରକାରୀ ଡାକ୍ତରମାନଙ୍କ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟବ୍ୟାପୀ ଆନ୍ଦୋଳନ ଶୁକ୍ରବାର ତୃତୀୟ ଦିନରେ ପହଞ୍ଚିଛି, ଯାହା ଫଳରେ ସାରା ଓଡ଼ିଶାରେ ସ୍ୱାସ୍ଥ୍ୟସେବା ଗୁରୁତର ଭାବରେ ବ୍ୟାହତ ହୋଇଛି। ଏହି ଆନ୍ଦୋଳନରତ…