Latest Odisha News

BREAKING NEWS

Browsing Category

ଓଡିଶା

Odisha

କ’ଣ ହେବ ଭାଗ ଚାଷୀଙ୍କ ଭାଗ୍ୟ? ମନ୍ତ୍ରୀ କହିଲେ ମିଳିବନି କ୍ଷତି ପୂରଣ…

ଭୁବନେଶ୍ୱର: ଭାଗ ଚାଷୀଙ୍କୁ ମିଳିବନି କ୍ଷତିପୂରଣ। ଅଦିନିଆ ବର୍ଷାରେ ହୋଇଥିବା କ୍ଷୟକ୍ଷତି ବାବଦ ସହାୟତା ରାଶି କେବଳ ମୂଳ ଚାଷୀଙ୍କୁ ହିଁ ମିଳିବ। ଏମିତି କିଛି ସ୍ପଷ୍ଟ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଏନେଇ ମୂଳ ଚାଷୀ ଭାଗ ଚାଷୀଙ୍କ ସହ କଥା ହୋଇ କ୍ଷତି ପୂରଣ ରାଶି ଆବଣ୍ଟନ…

ମୁଖ୍ୟମନ୍ତ୍ରୀଙ୍କ ଆଗରେ ୬ଟି ପ୍ରସ୍ତାବ ରଖିଲେ ସାଂସସ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ନବବର୍ଷ ଶୁଭେଚ୍ଛା ଜଣାଇବା ସହ ରାଜଧାନୀର ଉନ୍ନତି ପାଇଁ ୬ଟି ପ୍ରସ୍ତାବ ରଖିଛନ୍ତି । ଏହି ଅବସରରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ବିକାଶ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଆଲୋଚନା…

୫ ତାରିଖ ପରେ ରାଜ୍ୟରେ କମିବ ଶୀତ!

ଭୁବନେଶ୍ୱର: ରାଜ୍ୟରେ କମିବ ଶୀତ। ଆସନ୍ତା ୫ ତାରିଖ ବେଳକୁ ରାଜ୍ୟରେ ଶୀତ କମିବା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସକ୍ରିୟ ହେବାକୁ ଥିବା ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଶୀତର ପ୍ରଭାବ କମିବ। ପଶ୍ଚିମା ଝଡ଼ ପ୍ରଭାବରେ ଶୁଷ୍କ ଥଣ୍ଡା ବାୟୁ ଦୁର୍ବଳ ହେବ। ଏଥିସହ…

ମହାନଦୀରେ ମାଛ ଧରା ବନ୍ଦ, କଟକଣା ଜାରି କଲା ବନ ବିଭାଗ

କଟକ: ମହାନଦୀ ଉପରେ ଚାଲିବନି ଡଙ୍ଗା କଟକଣା ଜାରି କଲା ବନ ବିଭାଗ । କୁମ୍ଭୀର ଓ ପକ୍ଷୀମାନଙ୍କର ବାର୍ଷିକ ଜନଗଣନାକୁ ଦୃଷ୍ଟିରେ ରଖି ଏହି କଟକଣା ଜାରି ହୋଇଛି । କଟକସ୍ଥିତ ମହାନଦୀ ନଦୀରେ ସାତ ଦିନ ଧରି ଡଙ୍ଗା ଚଳାଚଳ ବନ୍ଦ ରହିବ । ଜାନୁୟାରୀ ୫ରୁ ୯ ମଧ୍ୟରେ କୁମ୍ଭୀରମାନଙ୍କର ବାର୍ଷିକ…

ଓଡ଼ିଶା ଆକାଶରେ ଅଜଣା ହେଲିକପ୍ଟର, ଲୋକେ ଛାନିଆ

ଭୁବନେଶ୍ୱର: ଆକାଶରେ ବୁଲୁଛି ଅଜଣା ହେଲିକପ୍ଟର । ଆଉ ଏହାର ପଛରେ ଲାଗିଛି ଇଲେକ୍ଟ୍ରୋ ମାଗନେଟିକ ମିଟର । ଏହା କେଉଁଥିପାଇଁ ବୁଲୁଛି, ଉଦ୍ଦେଶ୍ୟ କ'ଣ ତାହା ଏଯାଁଏ ଜଣାପଡି ନାହିଁ । ଦେବଗଡ ଜିଲ୍ଲା ସୁନାଖଣି ଓ ଆଖପାଖ ଅଞ୍ଚଳରେ ହେଲିକପ୍ଟ ବୁଲୁଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି ।…

ମାଆ ହେଲା କଳା କଲରାପତରିଆ ବାଘ, କ୍ୟାମେରାରେ କଏଦ ହେଲା ବିରଳ ଦୃଶ୍ୟ

ଭୁବନେଶ୍ୱର: ନୟାଗଡ଼ ଜଙ୍ଗଲରେ କଳା କଲରାପତରିଆ ବାଘ ନିଜ ଛୁଆକୁ ବହନ କରୁଥିବା ଏକ ବିରଳ ଚିତ୍ର ଦେଖିବାକୁ ମିଳିଛି। ଅର୍ଥାତ୍ ଦ୍ୱିତୀୟ ଥର ପାଇ ମା ହେଲା କଳା କଲରାପତରିଆ ବାଘ। ସୂଚନା ଦେଇଛନ୍ତି ନୟାଗଡ ବନାଞ୍ଚଳ ଅଧିକାରୀ । ନୟାଗଡ ବନାଞ୍ଚଳ ଅଧୀନ ଓ ମହାନଦୀ ୱାଇଲଡ଼ ଲାଇଫ ବନାଞ୍ଚଳ…

ଓଡ଼ିଶା ପୋଲିସ-ସୁରକ୍ଷାକର୍ମୀଙ୍କୁ ସଫଳତା: ବର୍ଷର ପ୍ରଥମ ଏନକାଉଣ୍ଟରରେ ଟଳିଲେ ୩ ମାଓବାଦୀ

ରାୟପୁର: ଛତିଶଗଡର ଗରିଆବନ୍ଧ ଜିଲ୍ଲାର ଇନ୍ଦାଗାଓଁ ଥାନା ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। କାଣ୍ଡେଶ୍ୱର ଗ୍ରାମରେ ବସ୍ତର ବାଟାଲିୟନ ଏବଂ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଏହି ଏନକାଉଣ୍ଟରରେ ୩…

୬ ଲକ୍ଷ ମୂଲ୍ୟର ବ୍ରାଉନ୍‌ ସୁଗର ଓ ୪୦ କେଜି ଗଞ୍ଜେଇ ଜବତ

ରାଉରକେଲା: ରାଉରକେଲା ପ୍ଲାଣ୍ଟ ସାଇଡ ଥାନା ଅଧୀନ ମୀନାପଡା ବସ୍ତି ଅଞ୍ଚଳରୁ ୧୧୪ ପ୍ୟାକେଟ ବ୍ରାଉନ୍‌ ସୁଗର ଓ ୪୦ କେଜି ଗଞ୍ଜେଇ ଡବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ହେବ । ଏହା ସହ ଘଟଣାସ୍ଥଳରୁ ନଗଦ ୮୦ ହଜାର ଟଙ୍କା ଜବତ କରିଛି ପୋଲିସ । ଖବର ମୁତାବକ, ସହରର ପ୍ଲାଣ୍ଟ ସାଇଡ…

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ‘ଅଦିନିଆ ବର୍ଷା ପ୍ରାକୃତିକ ବିପର୍ଯ୍ୟୟ’

ଭୁବନେଶ୍ବର: ଅଦିନିଆ ବର୍ଷା ବି ପ୍ରାକୃତିକ ବିପର୍ଯ୍ୟୟ । ଆଜି କୃଷି ଓଡିଶା କାର୍ଯ୍ୟକ୍ରମରେ ଯୋଗ ଦେଇ ଏମିତି କିଛି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି । ଏଥିପାଇଁ ସରକାରୀ ପାଣ୍ଠିରୁ ସହାୟତା ରାଶି…

୬ରୁ ରାଜରାସ୍ତାକୁ ଓହ୍ଲାଇବ ବିଜେଡି, ସରକାରଙ୍କୁ ଘେରିବ..

ଭୁବନେଶ୍ବର: ଆସନ୍ତା ୬ ତାରିଖରେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି । ସରକାରଙ୍କ ବିରୋଧରେ ଗର୍ଜିବ । ଅନିୟନ୍ତ୍ରିତ ଦରଦାମ ବୃଦ୍ଧିକୁ ନେଇ ରାଜରାସ୍ତାରେ ସରକାରଙ୍କୁ ଜବାବ ମାଗିବ ବିଜେଡି । ଏଥିପାଇଁ ଜାନୁଆରୀ ୬ ତାରିଖରେ ଦରଦାମ ବୃଦ୍ଧି ବିରୋଧରେ ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇବ…