Latest Odisha News

BREAKING NEWS

Browsing Category

ଓଡିଶା

Odisha

ଡବଲ ଡେକରରେ ଝଲସୁଛି ଓଡିଶା ସଂସ୍କୃତି: ୬ରୁ ଗଡିବ

ବ୍ରହ୍ମପୁର: ଓଡିଶା ରାସ୍ତାରେ ଗଡିବ ଡବଲ ଡେକର ବସ୍ । ଏବେ ଦିଲ୍ଲୀ, ମୁମ୍ବାଇ ଭଳି ରାଜଧାନୀରେ ଭୁବନେଶ୍ବର, କଟକ, ଏବଂ ପୁରୀକୁ ସଂଯୋଗ କରିବ ଏହି ଇଲେକ୍ଟ୍ରିକ୍ ଚାଳିତ ଡବଲ ଡେକର ବସ୍ । ତେବେ ପ୍ରାଥମିକ ପର୍ଯ୍ୟାୟରେ ମହାରାଷ୍ଟ୍ରରୁ ୫ ଟି ବସ୍ ରାଜ୍ୟକୁ ଆସିବାକୁ ଥିବା ବେଳେ ଆଜି ଓଡିଶାରେ…

ଯମୁନା, ଜିନ୍ନତ୍ ପରେ ରାଜ୍ୟକୁ ଆସିବେ ଆଉ ୩ ମହାବଳ ବାଘ

ଭୁବନେଶ୍ବର: ରାଜ୍ୟକୁ ଆସିବେ ଆହୁରି ୩ ମହାବଳ ବାଘ ।  ଯମୁନା ଏବଂ ଜିନ୍ନତଙ୍କ ପରେ ଏବେ ଆଉ ୩ଟି ବାଘ ଓଡିଶା ଜଙ୍ଗଲକୁ ଆସିବା ନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ । ଏନେଇ ମନ୍ତ୍ରୀ କହିଛନ୍ତି, ଜିନ୍ନତ ବର୍ତ୍ତମାନ ସୁସ୍ଥ ଅଛି । ଜଳକ୍ରୀଡ଼ା …

ପ୍ରେସକ୍ରିପସନରୁ ମୁକ୍ତି ଦେବ ‘ଆଭା କାର୍ଡ’: ଜାଣନ୍ତୁ କ’ଣ ଏହି କାର୍ଡ…

ଭୁବନେଶ୍ବର: ରାଜ୍ୟରେ ଫେବୃୟାରୀରୁ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଲାଗୁ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ବଡ ଅପଡେଟ୍ ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଆୟୁଷ୍ମାନ ଭାରତ ସହ ଜଡିତ ଥିବା ଡିଜିଟାଲ କାର୍ଡ ‘ଆଭା’ ରାଜ୍ୟରେ ଚାଲିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ  ।…

ଚଳିତ ବର୍ଷ ୨ଟି ଗ୍ରହଣ ୨ଟି ପରାଗ, ଜାଣନ୍ତୁ ଭାରତରେ ହେବ କି ନାହିଁ ଦୃଶ୍ୟମାନ

ଭୁବନେଶ୍ଵର: ହିନ୍ଦୁ ଧର୍ମରେ ଚନ୍ଦ୍ର ଗ୍ରହଣ ଏବଂ ସୂର୍ଯ୍ୟ ପରାଗକୁ ଅଶୁଭ ବୋଲି ବିବେଚନା କରାଯାଇଏ । ଯେଉଁଥି ପାଇଁ ଏହି ଦିନ ମାନଙ୍କରେ କୌଣସି ପ୍ରକାର ଶୁଭ କାର୍ଯ୍ୟ କରାଯାଏ ନାହିଁ । ତେବେ ନୂତନ ବର୍ଷ ଆରମ୍ଭ ପରେ ଏବେ କ୍ୟାଲେଣ୍ଡରରେ କେଉଁ ପର୍ବ କେବେ ପଡୁଛି ନୂଆ ବର୍ଷରେ କେତେ…

ଜାଡ ଭାଙ୍ଗୁଛି ହାଡ: ରାଉଲକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ରାଜ୍ୟରେ ଏବେ ଶୀତ ଲହରି ଜାରି ରହିଛି । ଜାଡରେ ଜଡସଡ ସାରା ଓଡିଶା । ଆଗକୁ ଆହୁରି ଶୀତ ବଢିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା, ସବୁଠି…

ଓଡିଶା ଆସିବେ ନୂଆ ରାଜ୍ୟପାଳ, ମହାପ୍ରଭୁଙ୍କ ଦର୍ଶନ ପରେ ଶପଥ ନେବେ ହରିବାବୁ

ଭୁବନେଶ୍ଵର: ଆଜି ଓଡିଶା ଆସିବେ ନୂଆ ରାଜ୍ୟପାଳ । ଆସନ୍ତାକାଲି ରାଜ୍ୟର ନୂଆ ରାଜ୍ୟପାଳ ଭାବେ ଶପଥ ନେବେ କେ. ହରିବାବୁ । ସେଥିପାଇଁ ଆଜି ଅପରାହ୍ନରେ ରାଜଭବନରେ ପହଞ୍ଚିବେ କେ. ହରିବାବୁ । ଅପରାହ୍ନ ୧୨ଟା ୪୫ ମିନିଟ୍‌ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ କେ. ହରିବାବୁ । ସେଠାରେ…

ଆଜିଠୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା

ଭୁବନେଶ୍ଵର: ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା । ଆଜିଠୁ ପରୀକ୍ଷା ଆରମ୍ଭ ହୋଇ ଜାନୁଆରୀ ୧୨ ତାରିଖରେ ଶେଷ ହେବ । ଯୁକ୍ତ ଦୁଇ ବିଜ୍ଞାନ, କଳା ଓ ବାଣିଜ୍ୟ ପ୍ରାକ୍ଟିକାଲ ସହ ଧନ୍ଦାମୂଳକ ପାଠ୍ୟକ୍ରମର ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ । ୬୦ ମାର୍କ, ୫୦ ମାର୍କ ଓ…

ରାଜ୍ୟକୁ ଫେରିଛି ଶୀତ, ପ୍ରବଳ ଜାଡରେ ଅସ୍ତବ୍ୟସ୍ତ ଜୀବନ

ଭୁବନେଶ୍ଵର: କିଛି ଦିନର ବିରତି ପରେ ରାଜ୍ୟକୁ ପୁଣି ଫେରିଛି ଶୀତ । ପ୍ରବଳ ଜାଡରେ ଥରୁଛି ଓଡିଶା । ଦେଶର ପୂର୍ବ ଭାଗରେ ଥିବା ଗୁରୁଚାପ ବଳୟଟି ପଶ୍ଚିମ ଦିଗକୁ ଗତି କରୁଥିବାରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ ବଢିଛି । ପ୍ରଭାବରେ ରାତିର ତାପମାତ୍ରା କମିଛି । ପାଖାପାଖି ୩ରୁ ୫ ଡିଗ୍ରୀ…

ଦୁର୍ବୃତ୍ତଙ୍କ ଦାଦାଗିରି: ଫାଷ୍ଟଫୁଡ୍ ଖାଇବା ପରେ ଟଙ୍କା ନ ଦେଇ ଛୁରାମାଡ଼

ବ୍ରହ୍ମପୁର: ବିଚ୍ ବଜାରରେ ଦୁର୍ବୃତ୍ତଙ୍କ ଦାଦାଗିରି । ଫାଷ୍ଟଫୁଡ୍ ଖାଇବା ପରେ ଟଙ୍କା ମାଗିବାରୁ କଲେ ଛୁରାମାଡ଼ । ବ୍ରହ୍ମପୁର ଟାଉନ୍ ଥାନା ଗାନ୍ଧୀନଗରରେ ୪ ଦୁର୍ବୃତ୍ତଙ୍କ ଛୁରାମାଡ଼ । ଛୁରାମାଡରେ ୨ ଆହତ । ୨ଜଣଙ୍କୁ ଧରିଲା ପୋଲିସ । ଖସିଗଲେ ଆଉ ୨ । ସୂଚନା ଅନୁସାରେ, ବ୍ରହ୍ମପୁର…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜ କର୍ମଚାରୀଙ୍କ ଗ୍ରାଚୁଇଟି ବୃଦ୍ଧି

ଭୁବନେଶ୍ବର: ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜର ଶିକ୍ଷକ ଓ କର୍ମଚାରୀମାନଙ୍କ ଗ୍ରାଚୁଇଟି ପରିମାଣକୁ ୫ଲକ୍ଷ ଟଙ୍କାରୁ ସାଢ଼େ ୭ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋଚନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ,…