Latest Odisha News

BREAKING NEWS

Browsing Category

ଓଡିଶା

Odisha

ନବୀନ ବାବୁ ନିଜେ ଟିକେଟ ବାଣ୍ଟିଥିଲେ ବିଜେଡି ପୁଣି ସରକାର କରିଥାନ୍ତା: ସୁନନ୍ଦା

ଭୁବନେଶ୍ୱର; ବିଜେଡିରୁ ଇସ୍ତଫା ଦେବା ପରେ ସୁନନ୍ଦା ଦାସଙ୍କ ବିସ୍ଫୋରକ ବୟାନ l ଅଫିସର ମାନେ ବିଜେଡି ଟିକେଟ ବାଣ୍ଟୁଥିଲେ ବୋଲି କହିଲେ ସୁନନ୍ଦା l ଡିଏସ୍ କୁଟ୍ଟେ ଓ ଆଶିଷ ସିଂହଙ୍କୁ ଦେଖା କରିବାକୁ ଆମକୁ କୁହା ଯାଇଥିଲା l ମୁଁ ମଧ୍ୟ ସେମାନଙ୍କୁ ଟିକେଟ ପ୍ରସଙ୍ଗରେ ଦେଖା କରିଥିଲି ବୋଲି…

ରାଜ୍ୟ ସରକାରଙ୍କ ସ୍କୁଲ ମିଶ୍ରଣ ନିଷ୍ପତ୍ତି ଉପରେ କ’ଣ କହିଲେ ହାଇକୋର୍ଟ?

କଟକ: ସ୍କୁଲ ମିଶ୍ରଣ ନିଷ୍ପତ୍ତିକୁ କାଏମ ରଖିଲେ ହାଇକୋର୍ଟ । ପୂର୍ବରୁ ୨୦ରୁ କମ୍ ପିଲା ଥିବା ସ୍କୁଲକୁ ବନ୍ଦ କରି ନିକଟତର ସ୍କୁଲରେ ମିଶ୍ରଣ ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ଯାହା ଉପରେ ମଙ୍ଗଳବାର ଶୁଣାଣି କରି ହାଇକୋର୍ଟ ନିଷ୍ପତ୍ତିକୁ କାଏମ ରଖିଛନ୍ତି । ହାଇକୋର୍ଟ ମୁଖ୍ୟ…

ସାମାନ୍ୟ ବଚସାରୁ ତୁମୁଳକାଣ୍ଡ; ମିସ୍ତ୍ରୀଙ୍କ ଉପରକୁ ଏସିଡ୍ ମାଡ

ବାଲେଶ୍ବର: କଥା କଟାକଟିରୁ ଦୋକାନୀଙ୍କ ଉପରକୁ ଏସିଡ୍‌ ମାଡ ହୋଇଛି । ଏଥିରେ ଦୋକାନୀ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ତୁଡିଗଡିଆ ବଜାରରେ । ଖବର ମୁାତବକ, ଗତ…

ମାଛ ପାଇଁ ଲଙ୍କାକାଣ୍ଡ, ସହକର୍ମୀଙ୍କୁ ପନିକିରେ ହାଣିଲା ଦୁର୍ବୃତ୍ତ

ଭୁବନେଶ୍ବର: ମାଛ ଖାଇବାକୁ ନଦେବାରୁ ହତ୍ୟା । ତା’ବି ପୁଣି ରାଜଧାନୀ ଛାତି ଉପରେ । ଡମଣା ଛକ ସ୍ଥିତ ଏକ ହୋଟେଲରେ ଘଟିଛି ଏହି ହତ୍ୟାକାଣ୍ଡ । ଜଣେ କର୍ମଚାରୀ ଅନ୍ୟ ଜଣଙ୍କୁ ପନିକିରେ ହାଣି ହତ୍ୟା କରିଛି । କେବଳ ସେତିକି ନହେଁ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ମୃତଦେହ ଲୁଚାଇବାକୁ ଅନେକ…

ପରକୀୟା ପ୍ରୀତିରୁ ଗୋଷ୍ଠୀ ସଂଘର୍ଷ, ଗଡ଼ିଲା ୫ ମୁଣ୍ଡ

ସୁନ୍ଦରଗଡ଼: ପରକୀୟା ପ୍ରୀତିରୁ ଗୋଷ୍ଠୀ ସଂଘର୍ଷ । ଗଡ଼ିଲା ୫ ମୁଣ୍ଡ । ସୁନ୍ଦରଗଡ ସଦର ଥାନା କରମଡିହି ଗୀତାପଡ଼ାରେ ଗୋଷ୍ଠୀ ସଂଘର୍ଷ । ମଧ୍ୟରାତ୍ରରେ ୨ ଯାଯାବର ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷରୁ ରକ୍ତପାତ । ଘଟଣାସ୍ଥଳରେ ୪ ପ୍ଲାଟୁନ ଫୋର୍ସ ମୁତୟନ । ତେବେ ପରକୀୟା ପ୍ରୀତିରୁ ଯାଯାବର…

ବିଜେଡି ଛାଡ଼ିଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ

ବରୀ : ବିଜେଡି ଛାଡ଼ିଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ଦଳରେ ସେ ୫ ମାସ ହେଲା ଦଳରେ ଅଣଦେଖା ହୋଇ ରହିଥିବା ଇସ୍ତଫା ପତ୍ରରେ ଅଭିଯୋଗ…

୧୯ ବର୍ଷ ପରେ ଓଡ଼ିଶା ଫେରିବ ପସ୍କୋ, ଜେଏସଡବ୍ଲ୍ୟୁ ସହ ବୁଝାମଣା

ଭୁବନେଶ୍ବର: ଦକ୍ଷିଣ କୋରିଆ କମ୍ପାନୀ ପସ୍କୋ ପ୍ରାୟ ୧୯ବର୍ଷ ପରେ ଓଡ଼ିଶା ଫେରିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି । ପୁଣି ଇସ୍ପାତ କ୍ଷେତ୍ରରେ ପୁଞ୍ଜିନିବେଶ କରିବ ପସ୍କୋ । ବିଶ୍ୱର ସପ୍ତମ ବୃହତମ ଇସ୍ପାତ ଉତ୍ପାଦନକାରୀ ପସ୍କୋ ଆଜି ଜେଏସଡବ୍ଲ୍ୟୁ ସହ ଏମଓୟୁ ସ୍ୱାକ୍ଷର କରି ଇସ୍ପାତ,…

ଗର୍ଭବତୀ କର୍ମଚାରୀଙ୍କୁ ମେଡ଼ିକାଲ ନ ଛାଡିବା ପ୍ରସଙ୍ଗ: ତ୍ୱରିତ ଯାଞ୍ଚ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅଧୀନସ୍ଥ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ(ସିଡିପିଓ) ସ୍ନେହଲତା ସାହୁଙ୍କ ଅବହେଳା ପାଇଁ ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ରଙ୍କ ୭ ମାସର ଗର୍ଭ ନଷ୍ଟ ହୋଇଛି। ଏହି ଘଟଣାରେ ଆଜି  ଉପମୁଖ୍ୟମନ୍ତ୍ରୀ…

ଆଜି ମଧ୍ୟରାତ୍ରୀରୁ କମିବ ପେଟ୍ରୋଲ ଓ ଡିଜେଲ ଦର! କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଦେଲେ ସୂଚନା

ଭୁବନେଶ୍ୱର: ଆଜି ମଧ୍ୟରାତ୍ରୀରୁ ସାରା ଦେଶ ତଥା ରାଜ୍ୟର କିଛି ଅଞ୍ଚଳରେ ପେଟ୍ରୋଲ ଓ ଡିଜେଲ୍ ଦର କମିପାରେ। ଓଡ଼ିଶାରେ ନଅଟି ସ୍ଥାନରେ କମିବା ନେଇ ପ୍ରାଥମିକ ସୂଚନା ରହିଛି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ମଙ୍ଗଳବାର ଏଭଳି ସଙ୍କେତ ଦେଇଛନ୍ତି।…

ବାହାନଗା ରେଳ ଦୁର୍ଘଟଣା:୩ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ ହାଇକୋର୍ଟ

କଟକ:  ବାହାନଗା ଟ୍ରେନ୍ ଟ୍ରାଜେଡି କେସର ଅଭିଯୁକ୍ତ ମହମ୍ମଦ ଅମିର ଖାଁ, ଅରୁଣ କୁମାର ମହନ୍ତ ଓ ପପୁ କୁମାରଙ୍କୁ ଜାମିନ ମିଳିଛି। ତିନି ଅଭିଯୁକ୍ତଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି। ନିମ୍ନ ଅଦାଲତରେ ଜାମିନ ନମିଳିବା ପରେ ସେମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ପୃଥକ ଭାବରେ…