Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁଣି ଫେରୁଛି ପଥୋତ୍ସବ, ଆହୁରି ମଜାଦାର ହେବ ଶୀତୁଆ ସକାଳ

ଭୁବନେଶ୍ୱର: ଏଥର ଶୀତୁଆ ସକାଳର ଖୁବ ମଜା ନେବେ ରାଜଧାନୀବାସୀ । ଖୁବଶୀଘ୍ର ରାଜଧାନୀକୁ ଫେରୁଛି ସମସ୍ତଙ୍କର ପ୍ରିୟ ପଥୋତ୍ସବ । କୁହୁଡି ସକାଳ ସହ କଅଁଳ ଖରାରେ ଜମିବ ପଥୋତ୍ସବ । ତେବେ ମଙ୍ଗଳବାର ଦିନ ମାଷ୍ଟରକାଣ୍ଟିନ୍ ଛକରୁ ରାମ ମନ୍ଦିର ଛକ ଦେଇ ପ୍ରଦର୍ଶନୀ ପଡ଼ିଆ ଯାଏ ପଥୋତ୍ସବ କରାଯିବ…

ମୁଖ୍ୟମନ୍ତ୍ରୀଙ୍କ ତେରଛା ଆକ୍ରମଣ, ନିଶାନାରେ ପୂର୍ବ ସରକାର

ଭୁବନେଶ୍ବର: ଦୁର୍ନୀତି କଥା ଆସିଲେ ନୂଆ ସରକାର ଶୂନ୍ୟ ସହନଶୀଳତା ପାଇଁ ପ୍ରତିଶ୍ରୁତି ବଦ୍ଧ । ସରକାରୀ ବାବୁମାନେ ପୂର୍ବ ସରକାରରେ ଦୁର୍ନୀତିଖୋର ହୋଇଯାଇଥିଲେ । ସବୁ ଦୁର୍ନୀତି ଟଙ୍କାରେ କାହା ସରକାର ଚାଲିଥିଲା ତାହା ସମସ୍ତେ ଜାଣନ୍ତି ବୋଲି କହି ପୂର୍ବ ସରକାରଙ୍କୁ କଟାକ୍ଷ କରିଛନ୍ତି…

କର୍ମଚାରୀଙ୍କ ଆନ୍ଦୋଳନ: ଗଡୁନି ମୋ ବସ୍

ସମ୍ବଲପୁର: ଆଜି ମୋ ବସ୍ ସେବା ପୂରା ଠପ୍ । ଠିକା କମ୍ପାନୀର ମନମୁଖୀ କାମକୁ ପ୍ରତିବାଦ କରି ମୋ ବସ୍ କର୍ମଚାରୀ ଆନ୍ଦୋଳନ କରିଛନ୍ତି । ଏଥିପାଇଁ ଆଜି ସମ୍ବଲପୁରରେ ଗଡୁନି ମୋ ବସ୍ । ବସ୍ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ମୋ ବସ୍ ଗାଡି ଚଳାଚଳ ବ୍ୟାହତ ହୋଇଛି । ତେବେ ଠିକା…

ଆଜି ବି ଆକାଶମାର୍ଗରୁ ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବାତ୍ୟା ଦାନା ପ୍ରଭାବରେ କେତେ କ’ଣ କ୍ଷତି ହୋଇଛି ଏନେଇ ସ୍ଥିତି ପରଖୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ବି ଦ୍ବିତୀୟ ଦିନରେ କେନ୍ଦ୍ରାପଡ଼ା, ଭଦ୍ରକ, ମୟୂରଭଞ୍ଜ ଏବଂ ବାଲେଶ୍ଵରର ବାତ୍ୟା ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ପରିଦର୍ଶନ କରିବେ । ଦାନା ଲ୍ୟାଣ୍ଡଫଲ୍…

କାଳୀପୂଜା ଓ ଦୀପାବଳୀ ଅମାବାସ୍ୟା ପାଳନ ନେଇ ଦ୍ବନ୍ଦ, ଜାଣନ୍ତୁ କେବେ ପାଳିବେ…

ପୁରୀ: ଚଳିତବର୍ଷ ପୁଣିଥରେ କାଳୀପୂଜା ଓ ଦୀପାବଳୀ ଅମାବାସ୍ୟା ପାଳନକୁ ନେଇ ଦ୍ବନ୍ଦ୍ୱ ଦେଖାଦେଇଛି । ଓଡିଶାରେ ଅକ୍ଟୋବର ୩୧ ତାରିଖ ଦିନ ରାତିରେ ଶ୍ୟାମାକାଳୀ ପୂଜା ଓ ନଭେମ୍ବର ୧ ତାରିଖ ଦିନ ପୟାଶ୍ରାଦ୍ଧ ଓ ଦୀପାବଳୀ ପାଳନ କରାଯିବ । ସାଧରଣତଃ ପ୍ରତ୍ୟୁଷ ଓ ପ୍ରଦୋଷ ସମୟକୁ ଭିତ୍ତି କରି…

ନଭେମ୍ବର ୧ରେ ବନ୍ଦ ରହିବ ୧୦୮ ଆମ୍ବୁଲାନ୍ସ ସେବା…

ଭୁବନେଶ୍ବର: ନଭେମ୍ବର ୧ରେ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ରଖିବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ବନ୍ଦ ରହିବ ୧୦୮ ଆମ୍ବୁଲାନ୍ସ ସେବା । ଆନ୍ଦୋଳନରେ ବସିବେ ୬ ହଜାରରୁ ଅଧିକ ଆମ୍ବୁଲାନ୍ସ କର୍ମଚାରୀ । ମିଳିଥିବା ଖବର ଅନୁସାରେ, ଗ୍ରୀନ୍‌ ହେଲଥ୍‌ ସର୍ଭିସ ନାମକ ଏକ ଠିକା କମ୍ପାନୀ ଓଡ଼ିଶାରେ…

୫୦ହଜାର ଘରେ ବିଦ୍ୟୁତ୍ ସେବା ଠପ୍, ମୋବାଇଲ୍ ଚାର୍ଜ ପାଇଁ ଦେବାକୁ ପଡୁଛି ଏତିକି ଟଙ୍କା…

ଭୁବନେଶ୍ବର: ରାଜ୍ୟରେ ବାତ୍ୟା ଦାନା ରେ ପ୍ରଭାବିତ ଜିଲ୍ଲା ଗୁଡିକରେ ୫୦ରୁ ଅଧିକ ଘରେ ବିଦ୍ୟୁତ୍ ସେବା ଠପ୍ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାତ୍ୟା ପରବର୍ତ୍ତୀ ସ୍ଥିତିର ଅନୁଧ୍ୟାନ କରିବା ପରେ ରବିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟର…

ଲୋକନୀତି ନିର୍ଦ୍ଧାରଣରେ ଲୋକଙ୍କ ଭାଗୀଦାରି ରହୁ: ଓମ୍‍ ବିର୍ଲା

ଭୁବନେଶ୍ୱର: ଦେଶ ଓ ରାଜ୍ୟରେ ସରକାର ଲୋକଙ୍କ ପାଇଁ ପ୍ରସ୍ତୁତ କରୁଥିବା ଲୋକନୀତିରେ ସାଧାରଣ ଲୋକଙ୍କ ଭାଗୀଦାରି ରହିବା ଉଚିତ। ଆଜି କିଟ୍‍ ସ୍କୁଲ୍‍ ଅଫ୍‍ ପବ୍ଲିକ୍‍ ପଲିସି ଉଦ୍‍ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କହିଛନ୍ତି ଲୋକସଭା ବାଚସ୍ପତି ଓମ୍‍ ବିର୍ଲା।…

ଶ୍ରେଷ୍ଠ ସାର୍ବଜନୀନ ପରିବହନ ସୁବିଧା ଥିବା ସହର ପୁରସ୍କାର ଜିତିଲା ଭୁବନେଶ୍ୱର

ଭୁବନେଶ୍ୱର: କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବ୍ୟାପାର ଏବଂ ଶକ୍ତି ମନ୍ତ୍ରୀ ମନୋହର ଲାଲ ଆଜି ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ତିନି ଦିନିଆ ସପ୍ତଦଶ ଅର୍ବାନ୍ ମୋବିଲିଟି ଇଣ୍ଡିଆ (ୟୁଏମ୍ଆଇ) ସମ୍ମିଳନୀ ଏବଂ ପ୍ରଦର୍ଶନୀ ୨୦୨୪ର ଉଦଯାପନୀ ଅଧିବେଶନକୁ ସମ୍ବୋଧିତ କରିବା ସହ…

୧୮ତମ ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବ, ଓଡ଼ିଶୀ ଓ ଭାରତନାଟ୍ୟମ୍‍ ନୃତ୍ୟରେ ଦର୍ଶକ ମନ୍ତ୍ରମୁଗ୍ଧ

ଭୁବନେଶ୍ୱର: ତ୍ରିଧାରା ଦ୍ୱାରା ଆୟୋଜିତ ୧୮ତମ ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବ ଉଦ୍‍ଯାପିତ ହୋଇଯାଇଛି। ତ୍ରିଧାରା ଗତ ତିନି ଦଶନ୍ଧି ଧରି ବିଶ୍ୱର କୋଣ ଅନୁକୋଣରେ ଉତ୍ସବ, ସେମିନାର, ଶିକ୍ଷା କର୍ମଶାଳା, କୋରିଓଗ୍ରାଫି ଆଦି ଆୟୋଜନ କରି ଗୁରୁଜୀଙ୍କ ପରମ୍ପରାକୁ ବଜାଇ ରଖିଆସିଛି। ଏହା…