Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାତ୍ୟା ଭୟ: ଆସନ୍ତାକାଲିଠୁ ବନ୍ଦ ରହିବ ବିମାନ ସେବା

ଭୁବନେଶ୍ବର: ସାମୁଦ୍ରିକ ଝଡ଼ 'ଦାନା' ପାଇଁ ଆସନ୍ତା କାଲି ଅର୍ଥାତ ଗୁରୁବାରରୁ ୨୫ ତାରିଖ ଅର୍ଥାତ ଶୁକ୍ରବାର ସକାଳ ୯ଟା ପର୍ଯ୍ୟନ୍ତ ବିମାନଚଳାଚଳ ବନ୍ଦ ରହିବ । ଅପରାହ୍ନ ୫ଟା ରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ କୌଣସି ବିମାନ ଉଡିବ ନାହିଁକି ଅବତରଣ କରିବ ନାହିଁ ।…

ସୁରକ୍ଷିତ ରହିବେ ଆବାସିକ ବିଦ୍ୟାଳୟ ଓ ହଷ୍ଟେଲରେ ଥିବା ଅନ୍ତେବାସୀ

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ଦାନା ସ୍ଥିତିକୁ ଦୃଷ୍ଟିରେ ରଖି ନିଆଯାଇଛି ବଡ ପଦକ୍ଷେପ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧିନରେ ଥିବା ସମସ୍ତ ଆବାସିକ ବିଦ୍ୟାଳୟ, ହଷ୍ଟେଲ, ଅନ୍ବେଷା ହଷ୍ଟେଲ୍ ଏବଂ ବିଦ୍ୟାଳୟ ଓ…

ବନଖଣ୍ଡ ଅଧିକାରୀମାନେ ପ୍ରସ୍ତୁତ ରୁହନ୍ତୁ : ଜଙ୍ଗଲମନ୍ତ୍ରୀ

ଭୁବନେଶ୍ୱର: ଆତଙ୍କ ସୃଷ୍ଟି କରିଛି ବାତ୍ୟା ଦାନା। ଅବପାତ ପରେ ଉଚ୍ଚ ପବନ ବହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଏହାକୁ ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏପଟେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ…

ଲାଞ୍ଚ ନେଇ ବନ୍ଧାହେଲେ ଏଆରଆଇ

ବିନିକା: ଏଆରଆଇଙ୍କୁ ଗିରଫ କଲା ଭିଜିଲାନ୍ସ । ଭିଜିଲାନ୍ସ ହାତରେ ଧରାପଡ଼ିଲେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ସିନ୍ଦୂରପୁର ସହକାରୀ ରାଜସ୍ବ ନିରୀକ୍ଷକ (ଏଆରଇ) ତଥା ଭାରପ୍ରାପ୍ତ ଆରଆଇ ବିବେକାନନ୍ଦ ତ୍ରିପାଠୀ। ଜଣେ ଅଭିଯୋଗକାରୀଙ୍କ ଠାରୁ ଜମିଜମା ସମ୍ବନ୍ଧୀୟ ସମସ୍ୟାର…

ଜାରି ହେଲା ଟେଲିଫୋନ ନମ୍ବର, ଚଢା ଦରରେ ବିକ୍ରି ହେଉଥିଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅନାବଶ୍ୟକ ଭାବେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧି ଯୋଗୁଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଟେଲିଫୋନ ନମ୍ବର ଜାରି କରାଯାଇଛି ।…

ବାତ୍ୟା ‘ଦାନା’ ନେଇ ସୋସିଆଲ ମିଡିଆରେ ପ୍ରତି ୩ ଘଣ୍ଟାରେ ଅପଡେଟ୍ ଦେବେ ରାଜ୍ଯ ସରକାର

ଭୁବନେଶ୍ୱର: ଅକ୍ଟୋବର ୨୪ ରାତିରୁ ଅକ୍ଟୋବର ୨୫ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରତି ୩ ଘଣ୍ଟା ବ୍ୟବଧାନରେ ବାତ୍ୟା 'ଦାନା' ନେଇ ଅପଡେଟ୍ ଦେବେ ରାଜ୍ଯ ସରକାର। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଅଗ୍ନିଶମ ସେବାର ସୋସିଆଲ ମିଡିଆ ହ୍ୟାଣ୍ଡେଲଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସୋସିଆଲ୍…

ପୋଖରୀରେ ବୁଡ଼ି ମାଆ, ପୁଅ ଓ ଝିଅ ମୃତ

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବଡ଼ ମସିଣାବିଲା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଣାପସୀ ଗ୍ରାମରେ ଘଟିଛି ଏକ ବଡ ଅଘଟଣ । ପୋଖରୀରେ ବୁଡ଼ି ଗୋଟିଏ ପରିବାରର ମା, ପୁଅ ଓ ଝିଅ ତିନିଜଣଙ୍କ ଜୀବନ ଯାଇଛି । ଆଜି ସକାଳ ୧୧ଟା ବେଳେ ଏହି ଦୁଃଖଦ ଘଟଣା ଘଟିଛି। ସୂଚନା ଅନୁଯାୟୀ, ତିନି ମୃତକ ହେଲେ…

ବାତ୍ୟା ‘ଦାନା’ ପାଇଁ ୩ ଦିନ ବନ୍ଦ ରହିବ ଭିତରକନିକା

କେନ୍ଦ୍ରାପଡା: ବାତ୍ୟା 'ଦାନା' ଓଡ଼ିଶାର ଭିତରକନିକା ଜାତୀୟ ଉଦ୍ୟାନ ଏବଂ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାକୁ ନଜରରେ ରଖି ଅଧିକାରୀମାନେ ୩ ଦିନ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ଲାଗି ନିଷ୍ପତ୍ତି ନେଇଛନ୍ତି। ଅଧିକାରୀଙ୍କ ସୂଚନା…

ବାତ୍ୟା ‘ଦାନା’ : ଦୁଇ ଦିନ ବନ୍ଦ ରହିବ ନନ୍ଦନକାନନ ଓ ବଟାନିକାଲ୍ ପାର୍କ

ଭୁବନେଶ୍ଵର : ବାତ୍ୟା ‘ଦାନା’ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଭିତରକନିକା ଓ ଭଦ୍ରକ ଜିଲ୍ଲାର ଧାମରା ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । ଭୀଷଣ ବାତ୍ୟାର ରୂପ ନେଇ ‘ଦାନା’ ଲ୍ୟାଣ୍ଡଫଲ କରିବ ବୋଲି କହିଛି ପାଣିପାଗ ବିଭାଗ। ଏହି…

ବାତ୍ୟା ‘ଦାନା’ ପାଇଁ ୨୦ ଟ୍ରେନ ବାତିଲ, ଜାଣନ୍ତୁ କେଉଁ କେଉଁ ଟ୍ରେନ

ଭୁବନେଶ୍ୱର: ବାତ୍ଯା 'ଦାନା' ଲାଗି ପୂର୍ବତଟ ରେଳବାଇ ପକ୍ଷରୁ ଏନେକ ଟ୍ରେନ ବାତିଲ କରାଯାଇଛି। ଏହା ମଧ୍ୟରେ ଆଉ ୨୦ଟି ଟ୍ରେନ ବାତିଲ କରାଯାଇଛି। 18413 ପାରାଦୀପ-ପୁରୀ ଏକ୍ସପ୍ରେସ (୨୫.୧୦.୨୦୨୪) 08407 କଟକ-ପାରାଦୀପ ସ୍ପେଶାଲ (୨୪.୧୦.୨୦୨୪) 11020 ଭୁବନେଶ୍ୱର-ମୁମ୍ବାଇ…