Latest Odisha News

BREAKING NEWS

Browsing Category

ଓଡିଶା

Odisha

ହଷ୍ଟେଲରେ ତରକାରୀରୁ ବାହାରିଲା ଝିଟିପିଟି ସହ ବିଛା

ଭୁବନେଶ୍ୱର: ରକାରୀରେ ବାହାରିଲା ମଲା ଝିଟିପିଟି ସହ ବିଛା । ଏପରି ଘଟଣା ସାମ୍ନାକୁ ଆସିଛି ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ଇଂଜିନିୟରିଂ ହଷ୍ଟେଲରେ । ପିଲାଙ୍କୁ ରାତି ଖାଇବାରେ ଦିଆଯାଇଥିବା ଆଳୁ ତରକାରୀରେ ଏସବୁ ବାହାରିଥିଲା । ଯାହାକୁ ନେଇ ହଷ୍ଟେଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା ।…

ଆଜି ନିଯୁକ୍ତି ପାଇବେ ୧୬ ହଜାର କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ

ଭୁବନେଶ୍ବର: ଆଜି ୧୬ ହଜାର ୯ଜଣ କନିଷ୍ଠ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି । ଏନେଇ କଳିଙ୍ଗ ଷ୍ଟାଡିୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ନିଯୁକ୍ତି ସମାରୋହ ଓ ନବନିଯୁକ୍ତ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କନିଷ୍ଠ…

ନବରାତ୍ରୀ ୨୦୨୪: ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା ରୂପରେ ଦର୍ଶନ ଦେଉଛନ୍ତି ମା’

ଭୁବନେଶ୍ବର: ଆଜି ନବରାତ୍ରୀର ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଉଛନ୍ତି ମା'। ମା' ଦୁର୍ଗାଙ୍କ ତୃତୀୟ ଶକ୍ତି ହେଉଛନ୍ତି ଚନ୍ଦ୍ରଘଣ୍ଟା । ଏହି ରୂପରେ ମା'ଙ୍କର ମସ୍ତକରେ ଅର୍ଦ୍ଧଚନ୍ଦ୍ର ଥିବାରୁ ତାଙ୍କୁ ଚନ୍ଦ୍ରଘଣ୍ଟା ବୋଲି କୁହାଯାଏ । ଚନ୍ଦ୍ରଘଣ୍ଟାଙ୍କ ମୁଦ୍ରା ଯୁଦ୍ଧ ମୁଦ୍ରା…

ପ୍ରାଥମିକ ସ୍କୁଲର ୬୬୦ଜଣ ସ୍କୁଲ ଶିକ୍ଷକଙ୍କୁ ଏକକାଳୀନ ବଦଳି

ଭୁବନେଶ୍ବର: ଏକାଥରକେ ୬୬୦ଜଣ ସ୍କୁଲ ଶିକ୍ଷକଙ୍କୁ ବଦଳି କଲେ ରାଜ୍ୟ ସରକାର । ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ପ୍ରାଥମିକ ସ୍କୁଲର ଏହି ଶିକ୍ଷକ ମାନଙ୍କୁ ଏକକାଳୀନ ବଦଳି କରାଯାଇଛି । ନିଜର ପତି ଅବା ପତ୍ନୀ କାର୍ଯ୍ୟରତ ଥିବା ଜିଲ୍ଲାକୁ ବଦଳି ପାଇଁ ଏହି ଶିକ୍ଷକମାନେ ଆବେଦନ…

ଓଡ଼ିଶା କନଷ୍ଟେବଳ ନିଯୁକ୍ତି ମାମଲା: ବୟସ ସୀମା ପ୍ରସଙ୍ଗରେ ବଡ଼ ରାୟ ଦେଲେ ହାଇକୋର୍ଟ

କଟକ: ଓଡ଼ିଶା ପୋଲିସ କନଷ୍ଟେବଳ ନିଯୁକ୍ତି ବୟସ ସୀମାକୁ ନେଇ ଆଜି ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି । ରାଜ୍ୟର ସମସ୍ତ ପୋଲିସ ବାଟାଲିୟନରେ କନଷ୍ଟେବଳ ନିଯୁକ୍ତି ପାଇଁ ସର୍ବାଧିକ ବୟସସୀମା କୋହଳ ପ୍ରସଙ୍ଗରେ ଆବେଦନାକାରୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି ହାଇକୋର୍ଟ । ହାଇକୋର୍ଟରେ ମାମଲା ଦାୟର…

ମହାନଦୀରେ ବୁଡ଼ି ୨ ଛାତ୍ର ନିଖୋଜ; ଗାଧୋଇବାକୁ ଯାଇଥିଲେ ୧୧ ଛାତ୍ର

ଜଗତପୁର: କଟକର ଜଗତପୁର ଅନ୍ତର୍ଗତ ବାଲିସାହି ନିକଟ ମହାନଦୀରେ ଆଜି ଦୁଇ ଜଣ ଛାତ୍ର ବୁଡ଼ି ଯାଇଛନ୍ତି। ଦୁଇଜଣ ନିଖୋଜ ଅଛନ୍ତି। ଜଣଙ୍କ ନାଁ ଆର୍ଯ୍ୟନ ନାୟକ ହୋଇଥିବା ବେଳେ ଆଉ ଜଣେ ମନୋରଞ୍ଜନ ବେହେରା। ଦୁଇ ଜଣ ଛାତ୍ର ବ୍ୟାରେଜ କଲୋନୀ ଅଞ୍ଚଳର ହୋଇଥିବା ବେଳେ ରାଜକିଶୋର ବିଦ୍ୟାପୀଠରେ ଅଷ୍ଟମ…

ପାର୍ବଣରେ ଜନସାଧାରଣଙ୍କ ସୁରକ୍ଷା ଲାଗି ଟିପିଏସ୍ଓଡିଏଲ୍ ପକ୍ଷରୁ ମାର୍ଗଦର୍ଶିକା ଜାରି

ବ୍ରହ୍ମପୁର: ପାର୍ବଣ ୠତୁ ଆରମ୍ଭ ହେବା ସହ ବିଭିନ୍ନ ପୂଜାସ୍ଥଳରେ ଓ ବଜାରରେ ଲୋକଙ୍କ ଭିଡ଼ ଜମୁଛି। ଏହି ସମୟରେ ବିଦ୍ୟୁତ ସୁରକ୍ଷାକୁ ଧ୍ୟାନରେ ରଖି ଭରସାଯୋଗ୍ୟ ବିଜୁଳି ସେବା ଯୋଗାଇବା ପାଇଁ ପ୍ରସ୍ତୁତ ରହିଛି ଟିପିଏସ୍ଓଡିଏଲ୍। ବିଶେଷ କରି ପୂଜା ମଣ୍ଡପ ଭଳି ଅସ୍ଥାୟୀ ବିଦ୍ୟୁତ ସଂଯୋଗ ଥିବା…

ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡି ଉପରକୁ ଅଣ୍ଡାମାଡ

କଳାହାଣ୍ଡି: କଳାହାଣ୍ଡି ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଉପରକୁ ଅଣ୍ଡାମାଡ । ଗୋଳମୁଣ୍ଡା ମହାବିଦ୍ୟାଳୟର ଏକ ଉତ୍ସବକୁ ଯାଉଥିବାବେଳେ କିଛି ଯୁବକ ତାଙ୍କ ଗାଡି ଉପରକୁ ଅଣ୍ଡା ମାଡ଼ କରିଥିବା ଜଣାପଡିଛି । ଏହା ସହ କଳା ପତାକା ଦେଖାଇ ଦିବ୍ୟଶଙ୍କର ମିଶ୍ର ଗୋ’ ବ୍ୟାକ୍‌…

ସମ୍ବାଦ-ନବୀନ ସଂପର୍କ…କେବେ ଖଟା କେବେ ମିଠା

ଭୁବନେଶ୍ବର: ସମ୍ବାଦ ଗ୍ରୁପ ସହ ନବୀନଙ୍କ ସଂପର୍କରେ ଟୁଇଷ୍ଟ ! ଦିନେ ସମ୍ବାଦ ସଂପାଦକ ସୌମ୍ୟ ପଟ୍ଟନାୟକଙ୍କୁ ବିଜେଡିକୁ ପାଛୋଟି ନେଇଥିଲେ । ପରେ ସଂପାଦକୀୟକୁ ନେଇ ଦଳରୁ କଲେ ବିଦା। ଏବେ ପୁଣି ସଂପର୍କ ଟ୍ରାକକୁ ଫେରାଇବାକୁ ଉଦ୍ୟମ ! ସମ୍ବାଦ ଗ୍ରୁପ ସହ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ…

କ’ଣ ଏହି ଗୁପ୍ତ ଗୁଣ୍ଡିଚା ଓ ଶାକ୍ତ ଗୁଣ୍ଡିଚା? ଯେଉଁଥିରେ ଏକାଠି ପୂଜା ପାଆନ୍ତି ଦୁର୍ଗାମାଧବ…

ପୁରୀ: ଆଜି ଶ୍ରୀମନ୍ଦିରରେ ପାଳିତ ହୋଇଛି ଶାକ୍ତ ଗୁଣ୍ଡିଚା । ପ୍ରଭୁ ଜଗନ୍ନାଥଙ୍କ ସହିତ ମା ଦୁର୍ଗା ବିମାନରେ ବସି ବିଜେ କରିଛନ୍ତି ନାରାୟଣ ମନ୍ଦିର । ଯାହା ସାରା ଭାରତ ବର୍ଷରେ ବିରଳ । ତେବେ ପ୍ରତିବର୍ଷ ଶାରଦୀୟ ଦୁର୍ଗା ପୂଜା ବେଳେ ପ୍ରଭୁ ଜଗନ୍ନାଥଙ୍କ ସହ ମା’ ଦୁର୍ଗାଙ୍କ ଅନନ୍ୟ ନୀଳା…