Latest Odisha News

BREAKING NEWS

Browsing Category

ଓଡିଶା

Odisha

ହିଟ୍ ଆଣ୍ଡ ରନ୍ ମାମଲା: ଚା’ ଦୋକାନ ମାଲିକଙ୍କ ଉପରକୁ ଏସୟୁଭି ଚଢାଇଥିବା ଡ୍ରାଇଭର ଗିରଫ

ଭୁବନେଶ୍ୱର: ନିକଟରେ ସହିଦ ନଗର ପଣ୍ଡା ପାର୍କ ସ୍ଥିତ ଘଟିଥିବା ଏକ ହିଟ୍ ଆଣ୍ଡ ରନ୍ ଘଟଣାରେ କମିସନରେଟ୍ ପୁଲିସ ୩୨ ବର୍ଷୀୟ ଜଗନ ପାଇକ ନାମକ ଜଣେ ଏସୟୁଭି ଡ୍ରାଇଭରକୁ ଗିରଫ କରିଛି। ଏକ ମର୍ସିଡିଜ୍ ବେଞ୍ଜ ଏସ୍ୟୁଭି ନାମକ ଏହି ଗାଡ଼ିକୁ ମଧ୍ୟ ଜବତ କରାଯାଇଛି। ବେପରୁଆ ଗାଡ଼ି ଚଳାଇବା ଓ…

ବିଜେପି ବୈଠକରେ ସରକାରୀ ଅଧିକାରୀ, ନିର୍ବାଚନ କମିଶନଙ୍କ ନିକଟରେ ବିଜେଡି ଫେରାଦ

ଭୁବନେଶ୍ୱର: ରବିବାର ବିଜେଡି ପକ୍ଷରୁ ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବୋଡାପୋଖରିଆ ଗାଁରେ ବିଜେପି ବୈଠକରେ ଯୋଗଦେଇ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ଭାରତୀୟ ରେଳବାଇର ୩ ଜଣ କର୍ମଚାରୀଙ୍କ…

ଦେଢ଼ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଗଞ୍ଜେଇ ସହ ୨ ବନ୍ଧୁକ ଜବତ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ମୁସୁକୁଲି ଗ୍ରାମରେ ଦେଢ଼ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଗଞ୍ଜା ଏବଂ ଦୁଇଟି ଦେଶୀ ବନ୍ଧୁକ ଜବତ କରାଯାଇଛି। ସୂଚନା ଅନୁଯାୟୀ, ନିର୍ବାଚନ ପୂର୍ବରୁ ଏହି ଅଞ୍ଚଳରେ ବେଆଇନ ତଥା ଅପରାଧିକ କାର୍ଯ୍ୟକଳାପ ଯାଞ୍ଚ କରିବା ପାଇଁ ପୋଲିସ…

କଂଗ୍ରେସ ଟିକେଟ୍ : ବିଳମ୍ବ କାହିଁକି ?

ଭୁବନେଶ୍ୱର: ଚବିଶ ମଇଦାନରେ ନିର୍ବାଚନୀ ତାତି । ପ୍ରାର୍ଥୀ ଓହ୍ଲାଇଲେଣି ବିଜେଡି, ବିଜେପି । କଂଗ୍ରେସର ସରିନି କି ଅଙ୍କକଷା ? କାହିଁକି ପ୍ରାର୍ଥୀ ତାଲିକା ଘୋଷଣାରେ ବିଳମ୍ବ ? କେଉଁଠି ଛିଣ୍ଡୁନି ଟିକେଟ ଗଣିତ ? ପ୍ରାର୍ଥୀଙ୍କୁ ନେଇ ରହିଛି କି କନଫ୍ୟୁଜନ ? କାହିଁକି ପଛରେ ପଡିଛି ହାତ ?…

ଘୁମୁସର ବନଖଣ୍ଡ ଚନ୍ଦ୍ରଗିରି ଜଙ୍ଗଲରେ ଅସୁସ୍ଥ ଦନ୍ତା ହାତୀ ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଚନ୍ଦ୍ରଗିରି ଜଙ୍ଗଲରେ ଅସୁସ୍ଥ ଥିବା ଦନ୍ତା ହାତୀର ମୃତ୍ୟୁ ଘଟିଛି। ଆଜି ସକାଳ ସମୟରେ ଦନ୍ତାଟି ଅସୁସ୍ଥ ଅବସ୍ଥାରେ ଦୀର୍ଘ ସମୟ ଧରି କରଡାବଣି ଓ ବେରୁଆବାଡ଼ି ମଧ୍ୟରେ ଥିବା ଘାଇ ନିକଟରେ ଠିଆ ହୋଇଥିଲା। ଏହା ପରେ ବନ କର୍ମଚାରୀ ମାନେ…

ସାଧାରଣ ନିର୍ବାଚନ-୨୦୨୪: ପୋଲିସ ମାଜିଷ୍ଟ୍ରେଟ ସ୍ଵମନ୍ନୟ ଏବଂ ବିଭାଗୀୟ ସ୍କ୍ୱାଡ଼୍ ଟିମ୍ ଉପରେ ସମୀକ୍ଷା

ଭବାନୀପାଟଣା: ଆସନ୍ତା ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ପୋଲିସ ମାଜିଷ୍ଟ୍ରେଟ ସ୍ୱମନ୍ନୟ ତଥା ବିଭାଗୀୟ ସ୍କ୍ୱାଡ଼୍ ଟିମ୍ ଉପରେ ବୈଠକ ଅନୁଷ୍ଠିତ…

ବିଜେଡିରେ ସାମିଲ ହେଲେ ହେଭିୱେଟ୍ ନେତା: ଦଳରେ ମିଶିଲେ ଚିରଞ୍ଜୀବ ବିଶ୍ୱାଳ, ସୁକାନ୍ତ ନାୟକ ଓ ବୃନ୍ଦାବନ ମାଝୀ

ଭୁବନେଶ୍ୱର: ଶଙ୍ଖଭବନରେ ଆଜି ବଡ଼ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ, ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ନିଜ ସମର୍ଥକଙ୍କ ସହ ବିଜେଡି ଶିବିରରେ ସାମିଲ ହୋଇଛନ୍ତି । ମିଶ୍ରଣ ଉତ୍ସବ ସମୟରେ ବିଜେଡିର…

ବିରାଟ ବାଇକ ରାଲି: ୧୧ ଗୋଟି ପଞ୍ଚାୟତରେ ଶକ୍ତି ପ୍ରଦର୍ଶନ କଲେ ବିଜେଡ଼ି ନେତା ଉମାକାନ୍ତ ସାମନ୍ତରାୟ

ପୁରୀ: ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ସଦର ବ୍ଲକ୍ ଅଧିନସ୍ଥ ୧୧ ଗୋଟି ପଞ୍ଚାୟତରେ ଆଜି ଶକ୍ତି ପ୍ରଦର୍ଶନ କରିଛନ୍ତି ବ୍ରହ୍ମଗିରି ବିଜେଡ଼ି ନେତା ତଥା ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ । ବିଜେଡ଼ି ସୁପ୍ରିମୋଙ୍କ ପ୍ରାର୍ଥୀ ଘୋଷଣା ପରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ପାଦ…

ପଦ୍ମ ଧରିଲେ ଆକାଶ ଦାସନାୟକ, ଗତକାଲି ବିଜେଡିରୁ ଦେଇଥିଲେ ଇସ୍ତଫା

ଭୁବନେଶ୍ଵର: ବିଜେପିରେ ସାମିଲ ହେଲେ ଆକାଶ ଦାସନାୟକ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ସାମିଲ ହେଲେ । ଗତକାଲି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ଆକାଶ । ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ଅରବିନ୍ଦ ଢାଲି, ସିଦ୍ଧାନ୍ତ ମହାପାତ୍ର, ପ୍ରଦୀପ…

ଇଏ ଦୁ୍ର୍ଗ ପତନର ବେଳ: ଭର୍ତ୍ତୃହରି ମହତାବ

ଭୁବନେଶ୍ଵର: ଦିଲ୍ଲୀରୁ ଫେରିଛନ୍ତି ବିଜେପି ନେତା ତଥା କଟକ ଲୋକସଭା ଆସନର ପାର୍ଥୀ ଭର୍ତ୍ତୃହରୀ ମହାତାବ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଭର୍ତ୍ତୃହରୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରିଛି ରାଜ୍ୟ ବିଜେପି । କଟକ ଲୋକସଭା ଆସନରୁ ଲୋକସଭା ପ୍ରାର୍ଥୀ ଭାବରେ…