Latest Odisha News

BREAKING NEWS

Browsing Category

ଓଡିଶା

Odisha

ସେଞ୍ଚୁରିଆନ୍ ୟୁନିଭର୍ସିଟି ପକ୍ଷରୁ ‘ହେଲଥ କେୟାର ଅନ୍ ଦି ହ୍ଵିଲ୍ସ’ ଭିଜନ କେୟାର ଯାନର ଶୁଭାରମ୍ଭ

ଭୁବନେଶ୍ୱର: ସେଞ୍ଚୁରିଆନ୍ ୟୁନିଭର୍ସିଟି ପକ୍ଷରୁ 'ହେଲଥ କେୟାର ଅନ୍ ଦି ହ୍ଵିଲ୍ସ' ଭିଜନ କେୟାର ଯାନର ଶୁଭାରମ୍ଭ କରାଯାଇଛି। ଗ୍ରାମୀଣ ଓଡ଼ିଶାକୁ ଦୂରଦର୍ଶୀ ସ୍ବାସ୍ଥ୍ୟସେବା ଯୋଗାଇଦେବା ଦିଗରେ ସେଞ୍ଚୁରିଆନର ଦୀର୍ଘଦିନର ସମର୍ପଣକୁ ଆଗକୁ ବଢ଼ାଇ ଓଡ଼ିଶାର କୌଣସି ବିଶ୍ବବିଦ୍ୟାଳୟ ପ୍ରଥମ ଥର…

ବିଦେଶୀ ପର୍ଯ୍ୟଟକ ଜଗନ୍ନାଥ ମନ୍ଦିରରେ ପ୍ରବେଶ ବେଳେ ଅଟକାଇଲା ପୋଲିସ

ପୁରୀ: ଶନିବାର ଦିନ ଥୋମାସ୍ ଶେଲଡନ୍ ନାମକ ଜଣେ ବିଦେଶୀ ପର୍ଯ୍ୟଟକ ପୁରୀ ମହାପ୍ରଭୁ ଜଗନ୍ନାଥ ମନ୍ଦିର ପରିସରରେ ପ୍ରବେଶ କରିଥିବା ବେଳେ ସେଠାରେ ତାଙ୍କ ପ୍ରବେଶ ଉପରେ ନିଷେଧ କରାଯାଇଛି। ସେ କିଛି ସୁରକ୍ଷାକର୍ମୀଙ୍କୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ,…

କଟକରୁ ୬.୪୪ କୋଟି ଟଙ୍କାର ସୁନା ଜବତ

କଟକ: ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଅଧିକାରୀମାନେ କଟକରେ ଏକ ସନ୍ଦିଗ୍ଧ ସୁନା ଚୋରା ଚାଲାଣ ଅଭିଯାନକୁ ଠାବ କରିଛନ୍ତି। ଟାଙ୍ଗୀ ଟୋଲ୍ ଗେଟ୍ ନିକଟରୁ ଏକ ଗାଡ଼ିରୁ ୯ କେଜିରୁ ଅଧିକ ସୁନା ବିସ୍କୁଟ ଆକାରରେ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖାଯାଇଛି। ଜବତ ସୁନାର ମୂଲ୍ୟ ପାଖାପାଖି…

ଏପ୍ରିଲ ୨ରୁ ସାରା ରାଜ୍ୟରେ ସ୍କୁଲ ସମୟ ପରିବର୍ତ୍ତନ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏପ୍ରିଲ ୨ ତାରିଖରୁ ସାରା ରାଜ୍ୟରେ ସ୍କୁଲ ସମୟ ପରିବର୍ତ୍ତନ କରାଯାଇଛି। ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହର ପ୍ରଭାବକୁ ଦୂର କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ତାପମାତ୍ରା ବଢ଼ୁଥିବାରୁ ସରକାରୀ, ସରକାରୀ…

ଓଡ଼ିଶାର ଅବଶିଷ୍ଟ ୩ ଲୋକସଭା ଆସନର ପାର୍ଥୀଙ୍କ ନାମ ଘୋଷଣା କଲା ବିଜେପି

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶାରେ ଲୋକସଭା ନିର୍ବାଚନ ପାଇଁ ନିଜର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। କଟକ, କନ୍ଧମାଳ ଓ ଯାଜପୁର ଲୋକସଭା ଆସନ ପାଇଁ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ପ୍ରାର୍ଥୀ ଘୋଷଣା କରିଛି। ୧୯୯୮ ମସିହାରୁ କଟକରୁ ୬ ଥର ନିର୍ବାଚିତ…

ଆଇଏଲଓ ରିପୋର୍ଟରେ ୨୪ବର୍ଷ ଧରି ବିଜୁ ଜନତା ଦଳର ଶାସନର ଅସଲ ମୁଖା ଖୋଲିଯାଇଛି: ଦେବାଶିଷ ନାୟକ

ଭୁବନେଶ୍ୱର: ‘ଓଡିଶାରେ ସର୍ବାଧିକ ବେରୋଜଗାରୀ ବା ବେକାର ଯୁବକ । ନା ନିଯୁକ୍ତି ଅଛି ନା ନିଯୁକ୍ତି ପାଇଁ ତାଲିମ ବ୍ୟବସ୍ଥା ଅଛି । ମୁଖ୍ୟମନ୍ତ୍ରୀ ଭାବେ ଦାୟୀତ୍ୱ ନେବା ସମୟରେ ଓଡିଶାର ସ୍ଥିତି ଯାହା ଥିଲା, ୨୪ ବର୍ଷର ଶାସନ ପରେ ମଧ୍ୟ ସମାନ ସ୍ଥିତି । ପ୍ରାୟ ୪୧.୬ ପ୍ରତିଶତ ଯୁବକ / ଯୁବତୀ…

‘ରାଜ୍ୟ ଷ୍ଟିୟରିଂ କମିଟି’ ବୈଠକ, ଭିନ୍ନକ୍ଷମ ମତଦାତାଙ୍କ ଅଂଶଗ୍ରହଣ ବୃଦ୍ଧି ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ଦେଶରେ ଆସନ୍ତା ସାଧାରଣ ନିର୍ବାଚନ-୨୦୨୪କୁ ଏକ ସମ୍ମିଳିତ ମତଦାନର ପର୍ବ ରୂପେ ପାଳନ କରିବା ପାଇଁ ଭାରତ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ସେହି କ୍ରମରେ ଓଡ଼ିଶାରେ ନିର୍ବାଚନ ପ୍ରକ୍ରିୟାରେ ସବୁବର୍ଗର ମତାଦାତାଙ୍କୁ ଯେଭଳି ଭାବରେ ସାମିଲ…

ବିଜେଡ଼ିରେ ଯୋଗଦେଲେ ପାରଳାଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ କେ. ସୁରିଆ ରାଓ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀର ପୂର୍ବତନ କଂଗ୍ରେସ ବିଧାୟକ କେ. ସୁରିଆ ରାଓଙ୍କ ସମେତ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚନ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ମାନ୍ୟବର ମନ୍ତ୍ରୀ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ରାଜ୍ୟସଭା ସାଂସଦ…

ଭି.କେ.ପାଣ୍ଡିଆନଙ୍କ ପାଇଁ ୭୪ ଜଣ ପୋଲିସ ନିୟୋଜିତ ପ୍ରସଙ୍ଗ: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର…

ଭୁବନେଶ୍ୱର: ବିଜୁ ଜନତା ଦଳର ଜଣେ ସାଧାରଣ କର୍ମୀ ଭିକେ ପାଣ୍ଡିଆନଙ୍କ ସୁରକ୍ଷା ଦାୟିତ୍ୱରେ ୭୪ଜଣ ପୋଲିସ କର୍ମଚାରୀ ନିୟୋଜିତ ହେବା ସମ୍ପର୍କରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କଲା ବିଜେପି ପ୍ରତିନିଧିମଣ୍ଡଳୀ । ରାଜ୍ୟରେ ନିର୍ବାଚନ ଆଚରଣବିଧି ଲାଗୁ ହୋଇସାରିଥିବାବେଳେ ଅବାଧ,…

ବିଜେପିର ଡବଲ ଇଂଜିନ ସରକାର ଗଠନ ପାଇଁ ଓଡିଶାବାସୀ ମନ ସ୍ଥିର କରିଛନ୍ତି: ବିଜୟପାଲ୍ ସିଂହ ତୋମାର

ଭୁବନେଶ୍ୱର: ଅଙ୍କୁଠ ସମର୍ଥନ ଯୋଗାଇବା ପରେ ମଧ୍ୟ ଗଂଜାମବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାରମ୍ବାର ପ୍ରତାରଣାର ଶିକାର ହୋଇଛନ୍ତି । ଜୀବନ ଜୀବିକା ପାଇଁ ବାହାର ରାଜ୍ୟକୁ ବାଧ୍ୟ ହୋଇ ଦାଦନ ଖଟିବା ପାଇଁ ଯାଉଛନ୍ତି । କୈାଣସି ପ୍ରକାରର ବିକାଶ ହେଉ ନାହିଁ, ବରଂ ଅସାଧୁ କର୍ମଚାରୀ,…