Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ଅପରାଧ ଓ ଅପରାଧୀଙ୍କ ବିରୁଦ୍ଧରେ ପୁରୀ ପୋଲିସ ଜିରୋ ଟଲେରାନ୍ସ ନୀତି ଆପଣାଇବ’

ପୁରୀ: ପୁରୀର ନୂତନ ଏସପି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ବିନୀତ ଅଗ୍ରୱାଲ । ସେ ୨୦୧୬ ବ୍ୟାଚର ଆଇପିଏସ ଅଧିକାରୀ । ଗତକାଲି ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ । ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀମନ୍ଦିର ସୁରକ୍ଷା,…

ନିବେଶକଙ୍କୁ ନିମନ୍ତ୍ରଣ: ‘ଶିଳ୍ପ ହବ୍ ହେବ ଓଡିଶା’

ଭୁବନେଶ୍ବର: ପୁଣି ଅଗ୍ରଗତି ପଥରେ ଆଗେଇବ ଓଡିଶା । ଦେଶ ବିଦେଶ ସବୁଠି ଶିଖର ଛୁଇଁବ । ଦିଲ୍ଲୀରେ ନିବେଶକଙ୍କ ସହ ଆଲୋଚନା କରି ନିବେଶକଙ୍କୁ ଓଡିଶା ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶାରେ ପୁଞ୍ଜି ବିନିଯୋଗ ନେଇ…

ଭୁବନେଶ୍ବର ନୂଆ ଡିସିପି ଭାବେ ଦାୟିତ୍ବ ନେଲେ ପିନାକ ମିଶ୍ର

ଭୁବନେଶ୍ୱର: ଭୁବନେଶ୍ବର ନୂଆ ଡିସିପି ଭାବେ ଦାୟିତ୍ବ ନେଲେ ପିନାକ ମିଶ୍ର । ଆଇପିଏସ୍‌ ପ୍ରତୀକ ସିଂଙ୍କ ସ୍ଥାନ ନେଲେ ଡିସିପି ପିନାକ ମିଶ୍ର । ପୋଲିସ ସେବା ଭବନରେ ଭୁବେନଶ୍ୱର ୟୁପିଡିର ନୂଆ ଡିସିପି ଭାବେ ଦାୟିତ୍ୱ ନେଇଛନ୍ତି ପିନାକ ମିଶ୍ର । ପୋଲିସ କମିଶନର ପିନାକ ମିଶ୍ରଙ୍କୁ…

ବଦ୍ରିଙ୍କ ଖୋଲା ଚ୍ୟାଲେଞ୍ଜ: ‘ତାକତ ଅଛି ଯଦି ବିଜେଡି ଖାଲି କରି ଦେଖାଅ’

ଭୁବନେଶ୍ବର: ବିଜେପି ସଭାପତିଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ବିଜେଡି ବିଧାୟକ ବଦ୍ରି ପାତ୍ର । କହିଲେ ତାକତ ଅଛି ଯଦି ବିଜେଡି ଖାଲି କରିକି ଦେଖାଅ ।  ଖାଲି ବୟାନବାଜିରେ କିଛି ଲାଭ ନାହିଁ । ଏଥିପାଇଁ କାହା ମୁହଁରେ ହାତ ଦେଇ ହେବନି । ବିଜେଡି ଏକ ବଡ଼ ଆଞ୍ଚଳିକ ଦଳ, ଏ ଭାଡ଼ି ଖାଲି କରିବାର…

ବବିଙ୍କ ଇସାରା ପରେ ମୁହଁ ଖୋଲିଲେ ସୁଜାତା, କହିଲେ ‘ଇସ୍ତଫା ଦେବାର ନାହିଁ’

ଭୁବନେଶ୍ବର: ଉଠୁଛି ପଡୁଛି ଯାଜପୁର ରାଜନୀତି  । ଖୋଲା ମଇଦାନରେ ବବିଙ୍କ ରଣହୁଙ୍କାର ପରେ ସୁଜତା ଦେଲେ ସଫେଇ । କହିଲେ, ମୋର ଇସ୍ତଫା ଦେବାର ନାହିଁ, କି ବବିଙ୍କୁ ଉପନିର୍ବାଚନ ବି ଲଢିବାର ନାହିଁ । ସେ ଯାଜପୁର ପାଇଁ ଲଢିବାକୁ କହିଛନ୍ତି, ଉପନିର୍ବାଚନ ନୁହେଁ । ତେବେ ଗତକାଲି ବିଜେଡି…

ଓଡିଶାରେ ମାଟିରେ ବିଚରଣ କରୁଛନ୍ତି ୬୯୬ କଲରାପତରିଆ ବାଘ

ଭୁବନେଶ୍ବର: ରାଜ୍ୟରେ ବଢିଛି କଲରାପତରିଆ ବାଘଙ୍କ ସଂଖ୍ୟା । ଏମିତି କିଛି ଖୁସି ଖବର ଦେଇଛି ରାଜ୍ୟର ପ୍ରଥମ ନିଜସ୍ବ କଲରାପତରିଆ ବାଘ ଗଣନା ରିପୋର୍ଟ । ତେବେ ଚଳିତ ଥର ନିଜସ୍ୱ କଲରାପତରିଆ ଗଣନା କରିଛି ବନବିଭାଗ । ରିପୋର୍ଟ କହୁଛି,  ଓଡ଼ିଶାରେ ମୋଟ ୬୯୬ କଲରାପତରିଆ ବାଘ ରହିଛନ୍ତି ।…

‘ବିଜେଡି ଶେଷ ହେବାକୁ ଯାଉଛି, ଆଉ ବିକଳ୍ପ ନାହିଁ’

ଭୁବନେଶ୍ବର: ଭାଙ୍ଗିଯିବ ବିଜେଡି ଗଡ । ଧିରେ ଧିରେ ଶେଷ ହୋଇଯିବ । ଆଉ ବିକଳ୍ପ ନାହିଁ । ବିଜେଡିକି ନେଇ ଆଜି ଏମିତି କିଛି ଭବିଷ୍ୟବାଣୀ କରିଛନ୍ତି ବିଜେପି ବିଧାୟକ ସନାତନ ବିଜୁଳି । ଏନେଇ ସନାତନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ବିଜେଡି ଶେଷ ହେବାକୁ ଯାଉଛି, ଆଉ କିଛି…

ସରକାରୀ ଗୋଦାମରୁ ୨ ଲକ୍ଷ ଟଙ୍କା ମୂଲ୍ୟର କେନ୍ଦୁପତ୍ର ଲୁଟ୍

ନୟାଗଡ଼: ନୟାଗଡ଼ ଜିଲ୍ଲାର ଦଶପଲା ଅଞ୍ଚଳରେ ଥିବା ଏକ ସରକାରୀ ଗୋଦାମରୁ ୨ଲକ୍ଷ ଟଙ୍କା ମୂଲ୍ୟର କେନ୍ଦୁ ପତ୍ର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଦଶପଲାର ସାକେନି କେନ୍ଦୁ ଗୋଦାମରେ କେନ୍ଦୁ ପତ୍ର ଗଚ୍ଛିତ ହୋଇ ରହିଥିଲା। ସୂଚନା ଅନୁଯାୟୀ, ଏକ ଡଜନରୁ…

ଅନଲାଇନ ପରୀକ୍ଷାକୁ ବିରୋଧ: ମନ୍ତ୍ରୀଙ୍କ ଘର ଆଗରେ ପରୀକ୍ଷାର୍ଥୀ, କଟକରେ ବିଶାଳ ରାଲି

ଭୁବନେଶ୍ବର: ବିଭିନ୍ନ ପରୀକ୍ଷାରେ ଅନିୟମିତତା ଏବେ ଯେମିତି ଟ୍ରେଣ୍ଡ କରୁଛି । ଆଉ ଏଥିରେ ଅତିଷ୍ଠ ହୋଇଗଲେଣି ପରୀକ୍ଷାର୍ଥୀ । ଗତ ସୋମବାର ଦିନ ଭୁବନେଶ୍ବରରେ ଯେପରି ଗ୍ରୁପ୍ ସି ଓ ଗ୍ରୁପ୍ ଡି ପରୀକ୍ଷାର୍ଥୀ ମାନେ ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ବିକ୍ଷୋଭ ପ୍ରଦର୍ଶନ…

୪ରେ ଲଘୁଚାପ: ଭିଜିବ ପୂଜା ବଜାର!

ଭୁବନେଶ୍ବର: ପ୍ରବଳ ବର୍ଷିବ । ଆସୁଛି ଆଉ ଏକ ଲଘୁଚାପ । ଦକ୍ଷିଣ-ପୂର୍ବ ବାଂଲାଦେଶ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ନିକଟରେ ଆସନ୍ତାକାଲି…