Latest Odisha News

BREAKING NEWS

Browsing Category

ଓଡିଶା

Odisha

ବନ୍ଧୁକ ଦେଖାଇ ୫ ଲକ୍ଷ ଟଙ୍କାର କେନ୍ଦୁପତ୍ର ଲୁଟିନେଲେ ଦୁର୍ବୃତ୍ତ

ଦଶପଲ୍ଲା: କେନ୍ଦୁପତ୍ର ଫଡ଼ିରେ ପଶି ଲୁଟିନେଲେ କେନ୍ଦୁପତ୍ର। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନ୍ୟାଞ୍ଚଳ ସାକେଣି କେନ୍ଦୁପତ୍ର ଫଡ଼ିରେ ପଶି ଆତଙ୍କ ଖେଳାଇଲେ ୧୦ ଦୁର୍ବୃତ୍ତ। ବନ୍ଧୁକ ଦେଖାଇ ୫ ଲକ୍ଷ ଟଙ୍କାର କେନ୍ଦୁପତ୍ର ଲୁଟିନେଇଥିବା ଅଭିଯୋଗ। କାମ କରୁଥିବା ଲୋକଙ୍କ ମୋବାଇଲ ମଧ୍ୟ ଛଡ଼ାଇ…

ରାୟଗଡାରେ ଝାଡ଼ାବାନ୍ତି ଆତଙ୍କ: ସପ୍ତାହ ମଧ୍ୟରେ ୫ ମୃତ, ୩୧ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ରାୟଗଡା: ଥମୁନି ଝାଡାବାନ୍ତି ଆତଙ୍କ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ବଲାଙ୍ଗୀର ପରେ ଏବେ ରାୟଗଡାରେ ବ୍ୟାପି ଚାଲିଛି ଝାଡାବନ୍ତି। ରାୟଗଡ଼ା ଜିଲ୍ଲା ଦୁର୍ଗାପାଙ୍ଗାରେ ମହାମାରୀର ରୂପ ନେଉଛି ଝାଡ଼ାବାନ୍ତି । ସପ୍ତାହ ମଧ୍ୟରେ ଗଲାଣି ୫ ଜଣଙ୍କ ଜୀବନ। ସରକାରୀ ଭାବେ ୫ ଜଣଙ୍କ ମୃତ୍ୟୁ…

ବିଜେଡି ପଦଯାତ୍ରାର ଦ୍ୱିତୀୟ ଦିନ: ଓଡ଼ିଶାର ସ୍ୱାର୍ଥ ପାଇଁ ଦଳର ରଣହୁଙ୍କାର

ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଛି ବିଜେଡିର ଜନସଂପର୍କ ପଦଯାତ୍ରା। ଆଜି ପ୍ରଥମ ପର୍ଯ୍ୟାୟ ବିଜେଡି ପଦଯାତ୍ରାର ଦ୍ୱିତୀୟ ଦିନ। ଓଡ଼ିଶାର ସ୍ୱାର୍ଥ ପାଇଁ ପଦଯାତ୍ରାରେ ରଣହୁଙ୍କାର ଦେଇଛି ଦଳ। ଲୋକଙ୍କ ସହ ଯୋଡି ହେବାକୁ ପଦଯାତ୍ରା ଆରମ୍ଭ କରିଥିବା ବିଜେଡି ପାଇଁ ଦଳ ଭିତରେ ସଂପର୍କ…

ବିଜେବି ଫ୍ରେଣ୍ଡ୍ସ ଦ୍ଵାରା ବିଜେବିରେ ଗାନ୍ଧୀ ଜୟନ୍ତୀ ପାଳିତ

ଭୁବନେଶ୍ୱର: ଯୁବପିଢି ମାନଙ୍କ ମଧ୍ୟରେ ମହାତ୍ମାଗାନ୍ଧୀଙ୍କ ନୀତି ଓ ଆଦର୍ଶର ବାର୍ତ୍ତା ପହଞ୍ଚାଇବାକୁ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆର ଆର୍ଥିକ ସହାୟତାରେ ବିଜେବି କଲେଜରେ ଗତକାଲି ପାଳିତ ହୋଇଯାଇଛି ଗାନ୍ଧୀ ଜୟନ୍ତି। ବିଜେବି କଲେଜ ପୁର୍ବତନ ଛାତ୍ରଛାତ୍ରୀ ସଂଘ ବିଜେବି ଫ୍ରେଣ୍ଡ୍ସ…

ଉପନିର୍ବାଚନ ଦେଖିପାରେ ଯାଜପୁର ବିଧାନସଭା, ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ କହିଲେ ପ୍ରଣବ

ଯାଜପୁର: ଯାଜପୁର ବିଧାନସଭା ଦେଖିପାରେ ଉପନିର୍ବାଚନ, ଇସାରା ଦେଲେ ପୂର୍ବତନ ମନ୍ତ୍ରୀ ଓ ବିଜୁ ଜନତା ଦଳର ପ୍ରଭାବଶାଳୀ ନେତା ପ୍ରଣବ ପ୍ରକାଶ ଦାସ (ବବି)। ସେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ଗାନ୍ଧୀ ଜୟନ୍ତୀ ଅବସରରେ ସାରା ଓଡ଼ିଶାରେ ବିଜୁ ଜନତା ଦଳ ପଦଯାତ୍ରା…

ସମଲେଶ୍ଵରୀ ମନ୍ଦିରରେ ରିଲ୍ସ ଓ ଫଟୋ ଉଠା ମନା

ସମ୍ବଲପୁର: ସମଲେଶ୍ଵରୀ ମନ୍ଦିରର ପବିତ୍ରତା ବଜାୟ ରଖିବା ପାଇଁ ସମ୍ବଲପୁର ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ରିଲ୍ସ ଏବଂ ପ୍ରି ୱେଡିଂ ଭିଡିଓ ସୁଟିଂ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ଗଣମାଧ୍ୟମକୁ ସୂଚନା…

ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ, ପୁଞ୍ଜିନିବେଶକାରୀଙ୍କ ସହ କରିବେ ୱାନ ଟୁ ୱାନ ଆଲୋଚନା

ଭୁବନେଶ୍ଵର: ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ମୁଁ ଦୁଇ ଦିନ ପାଇଁ ଦିଲ୍ଲୀ ଗସ୍ତରେ ଯାଉଛି । ଏହି ଗସ୍ତ ସମୟରେ ଦେଶ ବିଦେଶର ଉଦ୍ୟୋଗୀଙ୍କୁ…

୧୦୦ ଦିନରେ ଏହା ଟ୍ରେଲର, ଆଗକୁ ଫିଲ୍ମ ବାକି ଅଛି: ମନମୋହନ

ଭୁବନେଶ୍ଵର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳର ନେତା ନବୀନ ପଟ୍ଟନାୟକଙ୍କୁ ବିଗତ ୨୪ ବର୍ଷର ହିସାବ ମାଗିଲେ ବିଜେପି ସଭାପତି ମନମୋହନ ସାମଲ । ନବୀନ ପ୍ରଥମେ ଗତ ୨୪ ବର୍ଷର ହିସାବ ଦିଅନ୍ତୁ ବୋଲି କହିଛନ୍ତି ମନମୋହନ । ମନମୋହନ କହିଛନ୍ତି, ନବୀନ ସରକାର କେତେ ପ୍ରତିଶ୍ରୁତି…

ପୂର୍ବ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ରଙ୍ଗ ପରିବର୍ତ୍ତନ କରିଥିଲେ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ଵର: ହାଇସ୍କୁଲ ପିଲାଙ୍କ ୟୁନିଫର୍ମ ରଙ୍ଗ ପରିବର୍ତ୍ତନ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା । ପରିବର୍ତ୍ତନ ଆବଶ୍ୟକ ଥିଲା, ତେଣୁ ପରିବର୍ତ୍ତନ ହେଲା ବୋଲି କହିଲେ ଗଣଶିକ୍ଷା ମନ୍ତ୍ରୀ । ପୂର୍ବ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ରଙ୍ଗ ପରିବର୍ତ୍ତନ କରିଥିଲେ । ରାଜନୈତିକ ଉଦ୍ଦେଶ୍ୟ…

ମୈତ୍ରୀ ବିହାର ଗଣଦୁଷ୍କର୍ମ ଘଟଣା: ୨ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ଵର: ଭୁବନେଶ୍ୱର ମୈତ୍ରୀ ବିହାର ଅଞ୍ଚଳରେ ଗଣଦୁଷ୍କର୍ମ ଘଟଣା । ୨ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଏନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି କମିଶନର ଏସ୍‌.ଦେବଦତ୍ତ ସିଂହ । ତେବେ ଘଟଣାରେ ୨ ଜଣ ନୁହେଁ ବରଂ ୩ ଜଣଙ୍କର ସଂପୃକ୍ତି ଥିବା ନେଇ ସ୍ପଷ୍ଟ କରିଛନ୍ତି ସିପି ।…