Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶୃଙ୍ଖଳାଗତ କାରଣରୁ ନିଲମ୍ବିତ ହେଲେ ନାଲକୋ ନିର୍ଦ୍ଦେଶକ ରାଧାଶ୍ୟାମ ମହାପାତ୍ର

ନୂଆଦିଲ୍ଲୀ: ଖଣି ମନ୍ତ୍ରଣାଳୟ ପକ୍ଷରୁ ନାଲକୋର ନିର୍ଦ୍ଦେଶକ (ମାନବ ସମ୍ବଳ) ରାଧାଶ୍ୟାମ ମହାପାତ୍ରଙ୍କୁ ଶୃଙ୍ଖଳାଗତ କାରଣରୁ ନିଲମ୍ବିତ କରାଯାଇଛି। ଭୁବନେଶ୍ୱରସ୍ଥିତ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ ପକ୍ଷରୁ ଗୁରୁବାର କୁହାଯାଇଛି ଯେ ମହାପାତ୍ରଙ୍କୁ ତୁରନ୍ତ ନିଲମ୍ବିତ କରିବା ନେଇ…

ବସଷ୍ଟାଣ୍ଡ ଉଦଘାଟନ ବେଳେ ଲୋକେ ଦେଖିଲେ ବିଧାୟକ-ସରପଞ୍ଚ ବିବାଦ

ସାଲେପୁର: କଟକ ଜିଲ୍ଲା ସାଲେପୁରରେ ବସ୍ ଟର୍ମିନାଲ ଉଦଘାଟନ ଉତ୍ସବରେ ସ୍ଥାନୀୟ ସରପଞ୍ଚ ରଶ୍ମିତା ଦାସଙ୍କ ନାମ ସୂଚନା ଫଳକରୁ ବାଦ ପଡ଼ିବାରୁ ଏହାକୁ ତୀବ୍ର ବିରୋଧ କରିବା ସହ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଉଦଘାଟନ ପାଇଁ ଏକତ୍ରିତ ହୋଇଥିବା ଜନସମାଗମ ସମ୍ମୁଖରେ ସ୍ଥାନୀୟ ବିଧାୟକ…

ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ: ଦେବୀ ମିଶ୍ର

ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବୟାନକୁ ନେଇ ଆଜି ଦିନ ତମାମ ରାଜ୍ୟ ରାଜନୀତି ହଇଚଇ ହୋଇଥିଲା। ଏହାରି ମଧ୍ୟରେ ଶାସକ ବିଜେଡ଼ିର ଉଚ୍ଚସ୍ତରୀୟ ବୈଠକ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ଶାସକ ଦଳର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିଥିଲେ। ଆଶା କରାଯାଉଥିଲା ବୈଠକରେ…

ଗ୍ରାମ୍ୟ ସାଧନ କର୍ମୀ ମାନଙ୍କ ଦୈନିକ ପାରିଶ୍ରମିକରେ ବୃଦ୍ଧି, ଉପକୃତ ହେବେ ୧୦ ହଜାର କର୍ମୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ସମସ୍ତ ଗ୍ରାମ୍ୟ ସାଧନ କର୍ମୀ (Village Resource Persons) ମାନଙ୍କର ପାରିଶ୍ରମିକ ବୃଦ୍ଧି ଘୋଷଣା କରିଛନ୍ତି । ତଦନୁଯାୟୀ ସେମାନଙ୍କ ଦୈନିକ କାର୍ଯ୍ୟ ଦିବସର ପାରିଶ୍ରମିକ ୩୦୦ ଟଙ୍କାରୁ ୪୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏଥିସହିତ…

ହାତ ଛାଡ଼ି ପଦ୍ମ ଧରିଲେ ପୂର୍ବତନ ବିଧାୟକ ଅନାମ ନାୟକ ଏବଂ ପିସିସି ସଦସ୍ୟ ରାକେଶ ସିଂ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି । ରାଜ୍ୟରେ ଭାରତୀୟ ଜନତା ପାର୍ଟି ହିଁ ଓଡ଼ିଶାରେ ଏକମାତ୍ର ବିକଳ୍ପ । ମୋଦି ସରକାର ଏବଂ ମୋଦି ଗ୍ୟାରେଂଟି ଉପରେ…

ଯୁବ ଭାରତ କୃଷକ ସଙ୍ଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ

ଯାଜପୁର: କୃଷକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଯୁବ ଭାରତ କୃଷକ ସଙ୍ଗଠନ ପକ୍ଷରୁ ୧୨ଦଫା ଦାବି ନେଇ ଏକ ଦାବିପତ୍ର ଯାଜପୁର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି। ଚାଷୀଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ବୃଦ୍ଧି, କୃଷକ ମାନଙ୍କୁ ଭତା, ସ୍ୱାସ୍ଥ୍ୟ ସୁବିଧା ସମେତ ଅନ୍ୟାନ୍ୟ ଦାବି…

ବିଡିଏର ଭରତପୁର ନେଚର ପାର୍କ ଉଦଘାଟିତ

ଭୁବନେଶ୍ବର: ଭରତପୁରସ୍ଥିତ ପ୍ରକୃତି ଉଦ୍ୟାନକୁ ଆଜି ବିଧାୟକ (ଉତ୍ତର) ସୁଶାନ୍ତ କୁମାର ରାଉତ ଉଦ୍ଘାଟନ କରିଛନ୍ତି। ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଦ୍ବାରା ପରିଚାଳିତ ଏହି ପାର୍କର ଉଦ୍ଘାଟନୀ ଉତ୍ସବରେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର ଓ ବିଡିଏ ଅଧିକାରୀମାନେ…

କୋଟିଆ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି, ନିଜ ଆଡ଼କୁ ଟାଣିବାକୁ ଜୋରଦାର ପ୍ରୟାସ

କୋରାପୁଟ: କୋଟିଆକୁ ଏବେ ଆନ୍ଧ୍ର ଗୁରୁତ୍ଵ ଦେଉଛି। ଗତ ମାସ ୨୭ ତାରିଖରୁ ଏଜାବତ ଆନ୍ଧ୍ର ପକ୍ଷରୁ କୋଟିଆ ର ବିଭିନ୍ନ ଗ୍ରାମରେ ପ୍ରାୟ ୫/୬ ଟି କାର୍ଯ୍ୟକ୍ରମ କରାଗଲାଣି। ଏପରିକି କୋଟିଆର ଲୋକଙ୍କୁ ଆନ୍ଧ୍ର ମୁହାଁ କରାଇବାର ଭରପୁର ପ୍ରାୟାସ ଜାରି ରହିଛି। କୋଟିଆର ଲୋକେ ଯେପରି ଆନ୍ଧ୍ର ରେ ଭୋଟ…

ଏମ୍‌ସ ଭୁବନେଶ୍ୱରକୁ ମର୍ଯ୍ୟାଦାଜନକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏସିଆ ସେଫ୍‌ ସର୍ଜିକାଲ୍ ଇମ୍ପ୍ଲାଣ୍ଟ କନସୋର୍ଟିୟମ୍…

ଭୁବନେଶ୍ୱର: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ମର୍ଯ୍ୟାଦାଜନକ ଏସିଆ ସେଫ୍ ସର୍ଜିକାଲ୍ ଇମ୍ପ୍ଲାଣ୍ଟ କନ୍ସୋର୍ଟିୟମ୍ କ୍ୟୁଆଇପି ପୁରସ୍କାର ୨୦୨୩ରେ ସମ୍ମାନିତ ହୋଇଛି ଏମ୍‌ସ ଭୁବନେଶ୍ୱର। ହସ୍‌ପିଟାଲରେ ବ୍ୟବହୃତ ବିଭିନ୍ନ ଯାନ୍ତ୍ରିକ ଉପକରଣର ଗୁଣବତ୍ତା ଏବଂ ପ୍ରତିରୋପଣ…

ବିଜେଡି-ବିଜେପି ମେଣ୍ଟରେ ରହିଛି ଏଇ ୬ଟି ବାଧା !

ଭୁବନେଶ୍ଵର: ଗତ ସପ୍ତାହରୁ ମେଣ୍ଟ ଚର୍ଚ୍ଚାକୁ ନେଇ ଉଠୁଛି ପଡୁଛି ଓଡିଶା ରାଜନୀତି । ବିଜେଡି-ବିଜେପି ଏକାଠି ହେବେ, ନା ଧରିବେ ଅଲଗା ରାସ୍ତା । ଶୀର୍ଷ ନେତୃତ୍ୱ ରାଜି ହେବା ପରେ ବି କାହିଁକି ସରୁନି ମେଣ୍ଟ ସସପେନ୍ସ । କୁହାଯାଉଛି, ମେଣ୍ଟ ରାସ୍ତାରେ ରହିଛି ଏଇ ୬ଟି ବାଧା । ରାଜ୍ୟ…