Latest Odisha News

BREAKING NEWS

Browsing Category

ଓଡିଶା

Odisha

ଉଦଘାଟନ କରିବାକୁ ଯାଇ ଅପଦସ୍ତ ହେଲେ ବିଜେଡି ବିଧାୟକ ଅନନ୍ତ ଦାସ

ଭୋଗରାଇ: ନିର୍ବାଚନ ବେଳେ ନେତା ଏବେ ଗାଁରେ ଡେରା ପକାଇଛନ୍ତି। ରାଜଧାନୀ ଛାଡି ଲୋକଙ୍କ ସେବାରେ ସମର୍ପି ଦେବା ସହ ଲୋକଙ୍କ ଭଲ ମନ୍ଦ ବୁଝିବା ସହିତ ଅନେକ ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ଭୋଗରାଇର ବିଜେଡି ବିଧାୟକ ଜାଣିନଥିଲେ ଯେ ତାଙ୍କୁ ତାଙ୍କ ଭୋଟରଙ୍କ ଦ୍ବାରା ଅପଦସ୍ତ ହେବାକୁ…

ବିଶାଖାପାଟଣା-ଭବାନୀପାଟଣା ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ, ଲୋକୋ ପାଇଲଟ ଆହତ

ରାୟଗଡ଼ା: ଆନ୍ଧ୍ରପ୍ରଦେଶ କୋତାବାଲସା ରେଳ ଷ୍ଟେସନ ନିକଟରେ ରବିବାର ସାନ୍ଧ୍ୟାରେ ଏକ ପାସେଞ୍ଜର ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିଶାଖାପାଟଣା-ଭବାନୀପାଟଣା ପାସେଞ୍ଜର ଟ୍ରେନ୍‌ର ଇଞ୍ଜିନ ସହିତ ୨ଟି ବଗି ଲାଇନଚ୍ୟୁତ ହୋଇଛି। ଦୁର୍ଘଟଣାରେ ଜଣେ ଲୋକୋ ପାଇଲଟ ଆହତ ହୋଇଛନ୍ତି। ଅନ୍ୟ କୋଣସି…

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ: ସରିଲା ପ୍ରଥମ ବୈଠକ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲି ରତ୍ନାଳଙ୍କାରର ଆକଳନ ପାଇଁ ରାଜ୍ୟ ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ କମିଟିର ସରିଛି ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ। ରତ୍ନାଳଙ୍କାରର ଆକଳନ ପାଇଁ ବୈଷୟିକ ସହାୟତା ନିଆଯିବ। ମଣତି ଓ ମରାମତି ପାଇଁ ରଥଯାତ୍ରା ପ୍ରକୃଷ୍ଟ ସମୟ। ସେପଟେ ହାଇକୋର୍ଟଙ୍କ…

ଅଡୁଆ ସୁତାରେ ଛନ୍ଦି ଯାଇଛି ବିଜେଡି-ବିଜେପି ମେଣ୍ଟ ଅଙ୍କକଷା

ଭୁବନେଶ୍ୱର: ବିଜେଡି-ବିଜେପି ମେଂଟ ସସପେନ୍ସ । ଦିନ ଯେତେ ଗଡୁଛି, ଦ୍ୱନ୍ଦ୍ୱ ସେତେ ବଢୁଛି । ମେଂଟ ଅଙ୍କକଷା ଅଡୁଆ ସୁତାରେ ଛନ୍ଦି ହୋଇଥିବା ବେଳେ ଚାଲିଛି ଲାଭ କ୍ଷତିର ହିସାବ । ମେଂଟ ହେଲେ ବିଜେପି କେତେ ପାଇବ କେତେ ହରାଇବ ? ଓଡିଶାରେ ପଦ୍ମ ଅଧିକ ଫୁଟିବ ନା ମେଣ୍ଟ ମାଡରେ ଝାଉଁଳି ପଡିବ ?…

‘ମେରା ପେହଲା ଭୋଟ୍ ଦେଶ କେ ଲିଏ’: ବାଲୁକା କଳା ମାଧ୍ୟମରେ ଯୁବ ମତଦାତାଙ୍କୁ ମତାଧିକାର ପାଇଁ ବାର୍ତ୍ତା

ପୁରୀ: ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାକୃତି 'ମେରା ପେହଲା ଭୋଟ୍ ଦେଶ କେ ଲିଏ' ଅଭିଯାନକୁ ଏକ ନୂଆ ଦିଗ ଦେଇଛି। ଦେଶବ୍ୟାପୀ “ମେରା ପେହଲା ଭୋଟ୍ ଦେଶ କେ ଲିଏ” ଅଭିଯାନ ଜୋର ଧରିଥିବା ବେଳେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ…

ବାଙ୍କେଶ୍ୱରୀ ଘାଟିରେ ପିକଅପ୍‌ ଦୁର୍ଘଟଣା, ୨୦ ଆହତ

ବ୍ରହ୍ମପୁର: ଦିଗପହଣ୍ଡି ବାଙ୍କେଶ୍ୱରୀ ଘାଟିରୁ ଖସିପଡିଲା ପିକଅପ୍ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବାଙ୍କେଶ୍ଵରୀ ଘାଟିରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ଆହତମାନଙ୍କୁ…

ଯଦି ମେଣ୍ଟ ହୁଏ ତେବେ ଅନୁଗୁଳର କେଉଁ ଆସନରୁ କିଏ ଲଢ଼ିବେ !

ଅନୁଗୁଳ: ଗତ କିଛିଦିନ ହେଲା ମେଣ୍ଟକୁ ନେଇ ଚର୍ଚ୍ଚା ବେଶ ଜୋର ଧରିଛି । ବିଜେଡି ଓ ବିଜେପି ମଧ୍ଯରେ ମେଣ୍ଟ ହେବ ନା ନାହିଁ ? ଯଦି ହେବ ତାହାଲେ କାହା ଭାଗରେ କେଉଁ ଆସନ ପଡିବ ? ସବୁ ସ୍ଥାନରେ ଗଣିତ କଷା ଚାଲିଥିବା ବେଳେ ଅଙ୍କ ଛିଡୁନି । ତେବେ ଯଦି ମେଣ୍ଟ ହୁଏ ତେବେ ଅନୁଗୁଳ ଜିଲ୍ଲା…

ଟିଡିପି ଓ ଜନସେନା ପାର୍ଟି ଆସନ ବୁଝାମଣା ଚୂଡ଼ାନ୍ତ ପାଇଁ ବୈଜୟନ୍ତଙ୍କୁ ଦାୟିତ୍ଵ

ଭୁବନେଶ୍ବର: ଆନ୍ଧ୍ର ପ୍ରଦେଶରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଓ ଜନସେନା ପାର୍ଟି ଗତକାଲି ଏନଡିଏ ମେଣ୍ଟରେ ସାମିଲ ହେବା ପରେ, ଆସନ ବୁଝାମଣା ଚୂଡ଼ାନ୍ତ କରିବା ପାଇଁ ଆଜି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଦୁଇ ଦିନିଆ ଆନ୍ଧ୍ର…

ଦିଲ୍ଲୀରୁ ଆସିଲା ଡାକରା: ପୁଣି ପ୍ରଭାରୀଙ୍କ ସହ ଦିଲ୍ଲୀ ଗଲେ ରାଜ୍ୟ ବିଜେପି ନେତୃତ୍ୱ

ଭୁବନେଶ୍ୱର: ଗତ କିଛିଦିନ ହେଲା ମେଣ୍ଟକୁ ନେଇ ଚର୍ଚ୍ଚା ବେଶ ଜୋର ଧରିଛି । ହେଲେ ସ୍ପଷ୍ଟ ହେଉନି ମେଣ୍ଟ ଗଣିତ। ଏହାରି ଭିତରେ ରାଜ୍ୟ ବିଜେପି ନେତାଙ୍କୁ ଆସିଲା ଦିଲ୍ଲୀ ଡାକରା । ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ…

ନନ୍ଦନକାନନରେ ‘ନାଇଟ୍‌ ଆଉଟ ଆଟ୍‌ ଜୁ’ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର: ନନ୍ଦନକାନନ ପକ୍ଷରୁ ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ। ଆଜିଠୁ ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ ‘ନାଇଟ୍‌ ଆଉଟ ଆଟ୍‌ ଜୁ’ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟକଙ୍କୁ ସଂଧ୍ୟା ୬ଟା ୩୦ରୁ ରାତି ୮ଟା ଯାଏଁ ବୁଲିବାକୁ ଅନୁମତି ମିଳିବ। କେବଳ…