Latest Odisha News

BREAKING NEWS

Browsing Category

ଓଡିଶା

Odisha

ପଦ୍ମ ଧରିଲେ ପ୍ରେମାନନ୍ଦ ନାୟକ ଏବଂ ରାଜୁ ଦାସ

ଭୁବନେଶ୍ଵର: ସବୁ ଚର୍ଚ୍ଚାର ଅନ୍ତ ଘଟାଇଲେ ଧାମନଗର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । ପଦ୍ମ ଧରିଲେ ରାଜୁ ଦାସ । ତାଙ୍କ ସହ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ନିଜ ସମର୍ଥକଙ୍କ ଗହଣରେ ଆସି ବିଜେପି ଦଳୀୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲ ଓ ଅନ୍ୟ…

ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟର ଘାଇ; ଘରେ ପଶିଲା ପାଣି, ଶହଶହ ହେକ୍ଟର ଚାଷ ଜମି ଜଳମଗ୍ନ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ସୃଷ୍ଟି ହୋଇଛି ୨୦ ଫୁଟର ଘାଇ । ଘାଇ ଯୋଗୁ ଗାଁ ଭିତରେ କେନାଲ ପାଣି ପଶିଯିବା ସହ ଆଖପାଖ ଅଞ୍ଚଳ ମଧ୍ୟ ଜଳମଗ୍ନ ହୋଇଯାଇଛି । ଫଳରେ ଶହ ଶହ ହେକ୍ଟର ଚାଷ ଜମି ମଧ୍ୟ ଜଳମଗ୍ନ ହୋଇଛି । ଖବର ଅନୁଯାୟୀ, ରବିବାର…

କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ

କଟକ: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ବଡ ଝଟକା । ବିଧାୟକ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ । ୨୦୧୯ ନିର୍ବାଚନ ସମୟରେ ସତ୍ୟପାଠ ନିୟମ ମୂତାବକ ସଠିକ ତଥ୍ୟ ଦେଇନଥିବା କୋର୍ଟରେ ପ୍ରମାଣିତ ହୋଇଛି । ଯାହାର ଶୁଣାଣି କରି ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି ।…

ତାତିରୁ ମିଳିବ ଆଶ୍ବସ୍ତି; ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା

ଭୁବନେଶ୍ବର: ରାଜ୍ୟରେ ତାତିରୁ ମିଳିବ ଆଶ୍ବସ୍ତି । ପଶ୍ଚିମା ଝଡ ପ୍ରଭାବରେ ଆସନ୍ତାକାଲି (ମଙ୍ଗଳବାର) ଯାଏଁ ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । କିନ୍ତୁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିରେ ବ୍ରେକ…

ଜଗନ୍ନାଥ ମନ୍ଦିରରେ ପଶିଥିବାରୁ ୫ ଅଣ ହିନ୍ଦୁ ଅଟକ

ପୁରୀ: ପୁରୀ ଜଗନ୍ନାଥ ମନ୍ଦିରରେ ପ୍ରବେଶ କରିଥିବା ଅଭିଯୋଗରେ ୫ ଜଣ ଅଣ ହିନ୍ଦୁ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖିଛି । ସୂଚନାଅନୁସାରେ,  ଗତକାଲି ଏକ ୯ ଜଣିଆ ପର୍ଯ୍ୟଟକ ଦଳ ପୁରୀ ସହରକୁ ବୁଲିବାକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ପରିକ୍ରମା ମାର୍ଗରେ ଅପେକ୍ଷା କରିଥିବା ବେଳେ ୬ ଜଣ…

ରାଜଧାନୀରେ ଅଟୋକୁ ଧକ୍କା ଦେଲା ମୋ ବସ୍; ୩ ଆହତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ଥାନା ଅନ୍ତର୍ଗତ ଗ୍ୟାରେଜ  ଛକରେ ଏକ ଦୁର୍ଘଟଣା ଘଟିଛି । ଏଥିରେ  ତିନି ଜଣ ଆହତ ହୋଇଛନ୍ତି । ଖବର ଲେଖାଯିବା ସୁଧା ଆହତଙ୍କ ପରିଚୟ ଜଣାପଡ଼ି ନାହିଁ । ଗତକାଲି ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଛି । ମୋ ବସ୍  ଏକ ଅଟୋକୁ ପଛ ପଟୁ ଧକ୍କା…

୧ କୋଟି ଲୋକଙ୍କ ମତାମତ ଓ ପରାମର୍ଶ ସଂଗ୍ରହ ପାଇଁ ବିଜେପିର ଅଭିଯାନ ଆରମ୍ଭ

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି) ୧ କୋଟି ଲୋକଙ୍କ ମତାମତ ଓ ପରାମର୍ଶ ସଂଗ୍ରହ ପାଇଁ ଅଭିଯାନ ଆରମ୍ଭ କରିଛି। ଦଳର ନିର୍ବାଚନୀ ଇସ୍ତାହାର (ସଂକଳ୍ପପତ୍ର)କୁ ରୂପ ଦେବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ବିଜେପି ସଭାପତି…

ମୋଦୀଙ୍କ ଚଣ୍ଡିଖୋଲ ଗସ୍ତ ବେଳେ ପାରାଦୀପ-ହରିଦାସପୁର ମେମୁ ଟ୍ରେନ ସେବା ଆରମ୍ଭ ହେବ

ଭୁବନେଶ୍ୱର: ଭାରତୀୟ ରେଳବାଇ ପକ୍ଷରୁ ଜଗତସିଂହପୁର ଜିଲ୍ଲାର ପାରାଦୀପରୁ ଯାଜପୁରର ହରିଦାସପୁର ପର୍ଯ୍ୟନ୍ତ ଏକ ନୂଆ ମେମୁ ଟ୍ରେନ୍ ସେବା ମାର୍ଚ୍ଚ ୫ରୁ ଆରମ୍ଭ ହେବାକୁ ଘୋଷଣା କରାଯାଇଛି। ପାରାଦୀପ-ହରିଦାସପୁର ରେଳଧାରଣା ସେକ୍ସନ ଯାଞ୍ଚ କରିବା ପରେ ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ ଡିଭିଜନାଲ…

ନିର୍ମାଣ ଶ୍ରମିକଙ୍କ ପେନ୍‌ସନରେ ବୃଦ୍ଧି, ୫୦୦ ଟଙ୍କା ପରିବର୍ତ୍ତେ ପାଇବେ ୧୦୦୦ ଟଙ୍କା, ଫେବୃଆରୀ ୨୦୨୪ରୁ ଲାଗୁ ହେବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ମାଣ ଶ୍ରମିକ ମାନଙ୍କ ପେନ୍‌ସନ ବୃଦ୍ଧି ସଂପର୍କରେ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ‘ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’ ଅଧୀନରେ ପଞ୍ଜୀକୃତ ହୋଇଥିବା ନିର୍ମାଣ ଶ୍ରମିକ ମାନଙ୍କ…

ବିଧାୟକ ସମ୍ବିତ ରାଉତରାୟଙ୍କ ପାଇଁ ଚ୍ୟାଲେଞ୍ଜ, ନିର୍ବାଚନ ପୂର୍ବରୁ ପାରାଦୀପରେ ବିଜେଡିରେ ଅସନ୍ତୋଷ

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଶାସକ ଦଳ ବିଜୁ ଜନତା ଦଳ (ବିଜେଡି) ଦଳବଦଳ ଓ ଆଭ୍ୟନ୍ତରୀଣ ବିବାଦ ସମେତ ଅନେକ ପ୍ରସଙ୍ଗରେ ସଂଘର୍ଷ କରୁଥିବା ଜଣାପଡିଛି। ନିକଟରେ ପାରାଦୀପରେ ବିବାଦ ଉପୁଜିଥିବା ବେଳେ ସ୍ଥାନୀୟ ଦଳୀୟ ନେତାମାନେ ବିଧାୟକ ସମ୍ବିତ ରାଉତରାୟଙ୍କୁ…