Latest Odisha News

BREAKING NEWS

Browsing Category

ଓଡିଶା

Odisha

ନୂଆବର୍ଷର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା

ଭୁବନେଶ୍ବର:ରାଜ୍ୟ ଉପରୁ ପଶ୍ଚିମାଝଡ଼ ପ୍ରଭାବ ଅପସରି ଯିବା ପରେ ଗତ ଦୁଇଦିନ ହେଲା ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା କମୁଛି । ୨୫ତାରିଖ ରାତିରୁ ପାରଦ ଆହୁରି ତଳମୁହାଁ ହେବା ସହ ଶୀତ ପ୍ରକୋପ ବଢ଼ିବ। ୨୦୨୬ ଜାନୁଆରୀ ପ୍ରଥମ ସପ୍ତାହରେ ଦକ୍ଷିଣ ବଙ୍ଗୋପସାଗର ରେ ଏକ ଲଘୁଚାପ ସୃଷ୍ଟି…

Air Quality: ପ୍ରଦୂଷଣ ମାମଲାରେ ଦିଲ୍ଲୀକୁ ପଛରେ ପକାଇଲା ଓଡିଶାର ଏହି ୩ ସହର…

ଭୁବନେଶ୍ବର: ଭାରତର ରାଜଧାନୀ ଦିଲ୍ଲୀକୁ ବି ପଛରେ ପକାଇଦେଲା ଓଡ଼ିଶାର ବାୟୁ ପ୍ରଦୂଷଣ । ଓଡ଼ିଶାର କିଛି ସହରର ପ୍ରଦୂଷଣ ସ୍ତର ପୂର୍ବାହ୍ନ ୧୧ଟା ସୁଦ୍ଧା ଏତେ ମାତ୍ରାରେ ରହିଛି ଯେ, ଯାହା ଦିଲ୍ଲୀକୁ ବି ଟପିଯାଇଛି । ବାୟୁ ମାନ ସୂଚକାଙ୍କ (AQI) ରିପୋର୍ଟ ଅନୁଯାୟୀ, ଦେଶର ୫ଟି ସବୁଠାରୁ…

Raja Chakra: ବିଜେଡି ନେତା ରାଜା ଚକ୍ର ସମେତ ୧୧ ଜଣଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ

ଭୁବନେଶ୍ବର: ବିଜେଡି ନେତା ରାଜା ଚକ୍ର ସମେତ ୧୧ ଜଣଙ୍କ ନାମରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଚାର୍ଜସିଟ୍‌ ଦାଖଲ କରିଛି । ‌ମାମଲାରେ ତଦନ୍ତ କରି ଇଡି ଅଭିଯୁକ୍ତର ୨୨.୨୬ କୋଟି ଟଙ୍କା ତଦନ୍ତକାରୀ ସଂସ୍ଥା ଜବତ କରିଛି । ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି ନାଁରେ ଖଣିଜ ପରିବହନ କରିବା…

Death threat: ହାସ୍ୟ ଅଭିନେତା ଗୁଲୁଆଙ୍କୁ ମିଳିଛି ହତ୍ୟା ଧମକ, କାନ୍ଦି କାନ୍ଦି କହିଲେ…

ଭୁବନେଶ୍ବର: ହାସ୍ୟ ଅଭିନେତା ଗୁଲୁଆଙ୍କୁ ମିଳିଛି ହତ୍ୟା ଧମକ । ଥରେ ନୁହେଁ ଦୁଇଥର ନୁହେଁ ତିନିଥର ତାଙ୍କୁ ଧମକ ମିଳିଥିବା ସେ କହିଛନ୍ତି । କୋଟିଏ ଟଙ୍କା ଦିଅ ନହେଲେ ସୋସିଆଲ ମିଡିଆରେ ବଦନାମ କରିଦେବୁ । କୋଟିଏ ଟଙ୍କାରୁ ୫୦ ଲକ୍ଷକୁ ଖସିଛନ୍ତି ଦଲାଲ । ଏପରିକି ତୁମ ନାଁରେ ମିଛ କେସ କରି…

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା: ୬ ସାକ୍ଷୀଙ୍କ ବୟାନ ରେକର୍ଡ ଶେଷ

ବ୍ରହ୍ମପୁର: ବହୁଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୬ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଛନ୍ତି କୋର୍ଟ । ଖୁବ୍‌ଶୀଘ୍ର ଦାଖଲ ହେବ ଚାର୍ଜସିଟ୍ । ନିର୍ଦ୍ଧାରିତ ସମୟରେ ଚାର୍ଜସିଟ ଦାଖଲ କରିବାକୁ ପୋଲିସ ପକ୍ଷରୁ ପ୍ରସ୍ତୁତି ଚାଲିଛି । ଗତ ଅକ୍ଟୋବର ୬ରେ ପୀତବାସ ପଣ୍ଡାଙ୍କୁ…

Sand Art: ବାଲୁକା କଳାରେ ଖ୍ରୀଷ୍ଟମାସ ଶୁଭେଚ୍ଛା, ସାରା ବିଶ୍ୱକୁ ‘ଓ୍ବାର୍ଲଡ ପିସ୍’ର ବାର୍ତ୍ତା

ପୁରୀ: ଆଜି ପବିତ୍ର ବଡ଼ିଦନ । ମଧ୍ୟରାତ୍ରରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ । ବଡ଼ଦିନ ପାଇଁ ଚଳଚଞ୍ଚଳ ସାରାବିଶ୍ବ । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ବଡ ଦିନ ଉପଲକ୍ଷେ ପୁରୀର ଲାଇଟ ହାଉସ ନିକଟସ୍ଥ ବେଳାଭୂମିରେ ଥିବା ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କରେ ବାଲୁକା କଳା ନିର୍ମାଣ…

Maoist: ପୋଲିସ-ଲାଲବାହୀନି ମୁହାଁମୁହିଁ, ୨୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ୨ ମାଓବାଦୀ ନିହତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଗୁମ୍ମା ଜଙ୍ଗଲରେ ପୋଲିସ ମାଓବାଦୀ ମୁହାଁମୁହିଁ । ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ପୋଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଘଟି ଏଥିରେ ଗୁଳିରେ ଦୁଇ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ନିକଟରୁ ଗୋଟିଏ ରିଭଲଭର,…

ଜାନୁୟାରୀ ୧୦ ସୁଦ୍ଧା ସବୁ ଜିଲ୍ଲାରେ ଧାନକିଣା ପ୍ରକ୍ରିୟା ଆରମ୍ଭ, ଏଥିରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସୁନିଶ୍ଚିତ କରିବା…

ଭୁବନେଶ୍ୱର: ରାଜ୍ୟର ଧାନ କ୍ରୟ ପ୍ରକ୍ରିୟା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଧାନ କ୍ରୟ ପ୍ରକ୍ରିୟା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ମଣ୍ଡଳର ସଦସ୍ୟ…

ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା; ୬ ଘଣ୍ଟା ପାଇଁ ଚାନ୍ଦବାଲି ବନ୍ଦ ପାଳନ

ଭଦ୍ରକ: ଆଜି ୬ ଘଣ୍ଟିଆ ଚାନ୍ଦବାଲି ବନ୍ଦ ଡାକରା । ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଚାନ୍ଦବାଲି ବନ୍ଦ ଡାକରା ଦିଆଯାଇଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାଞ୍ଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି…

ବାଂଲାଦେଶୀ ସନ୍ଦେହରେ ଆକ୍ରମଣ; ଶ୍ରମିକ ମୃତ, ଦୁଇ ଗୁରୁତର

ସମ୍ବଲପୁର: ସମ୍ବଲପୁରର ଅଇଁଠାପାଲି ଥାନା ଅଧୀନ ଦାନୀପାଲି ଅଞ୍ଚଳରେ ଜମେ ଶ୍ରମିକଙ୍କୁ ହତ୍ୟା କରାଯାଇଛି । ମୃତ ଶ୍ରମିକ ଜଣକ ହେଲେ ପଶ୍ଚିମବଙ୍ଗ ରାଜ୍ୟ ନିବାସୀ ଶେଖ ଜୁଏଲ (୨୧) । ଅପରପକ୍ଷରେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ସେମାନେ ହେଲେ ଅକୁର ରହମାନ ଓ ସୋନୱାର ହୁସେନ । ଦାନିପାଲି…