Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁରୀକୁ ରେଡ୍ ଆଲର୍ଟ: ୨୪ ଘଣ୍ଟାରେ ୧୭୧ ମିମି ବର୍ଷା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବା ମନା

ପୁରୀ: ରାତି ପାହିଲେ ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଉ ଏହି ରଥଯାତ୍ରା ଦେଖିବାକୁ ଦୁର ଦୁରାନ୍ତର ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ର ଆସି ପହଞ୍ଚିଛନ୍ତି। ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବରେ ପୁରୀ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି…

ତ୍ରିକୋଣୀୟ ପ୍ରେମ ପାଇଁ ଝୁଲିପଡ଼ିଲେ ନର୍ସ !

ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରେ ଜଣେ ଷ୍ଟାଫ୍ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମଣା ଅଞ୍ଚଳର ଏକ ଭଡ଼ାଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ଘଟଣା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସୂଚନାଥାଉକି, ମୃତ ଯୁବତୀ…

ଭିଜିଲାନ୍ସ ଜାଲରେ ଆରଆଇ, ୨୫ ହଜାର ଲାଞ୍ଚ ନେଉଥିଲେ…

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆରଆଇ। ରାୟଗଡା ଜିଲ୍ଲାର ଗୁଣୁପୁର ତହସିଲର ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ) ବୁଧବାର ଦିନ ଏକ ମ୍ୟୁଟେସନ୍ ମାମଲାରେ ଅନୁକୂଳ ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ ୨୫,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି।…

ଯୁବତୀ ଥିଲେ ଗଞ୍ଜେଇ ଚାଲାଣର ମାଷ୍ଟରମାଇଣ୍ଡ: ଧରାପଡ଼ିଲା ୭୦ କିଲୋ ଗଞ୍ଜେଇ

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି ନିଶା କାରବାର। ସେ ପୁଣି ନୂଆ ନୂଆ ବିଭିନ୍ନ ଉପାୟରେ। ପ୍ରେମ ଆଉ ପରିବାରର ଆଳରେ ଚାଲିଥିଲା ନିଶା ବେପାର। କନ୍ଧମାଳରୁ ଭୁବନେଶ୍ୱରକୁ ଗଞ୍ଜେଇ ଚାଲାଣ ବେଳେ ନୟାଗଡ଼ରେ ମାଡ଼ି ବସିଲା ଅବକାରୀ ବିଭାଗ। ପୁଲିସ ଏହି ‘ଲୈଲା ମଜନୁ’ ଗ୍ୟାଙ୍ଗକୁ କାବୁ କରିବା ସହ…

ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଆଉ ୩ ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚର ନୋଟିସ

ଭୁବନେଶ୍ୱର: ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ କ୍ରାଇମ ବ୍ରାଞ୍ଚ ବଡ଼ ଆକ୍ସନ ନେଉଥିବାର ଦେଖିବାକୁ ମିଳିଛି। ପୂର୍ବରୁ ଏହି ମାମଲାରେ SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଗିରଫ କରିଛି କ୍ରାଇମ ବ୍ରାଞ୍ଚ। ବର୍ତ୍ତମାନ ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଆହୁରି ଜୋରଦାର କରିଛ।…

କଟକ ଯୋବ୍ରା ବ୍ରିଜ୍ ଉପରେ ଅଘଟଣ, ମହାନଦୀକୁ ଖସିପଡ଼ିଲେ ମତ୍ସ୍ୟଜୀବୀ

କଟକ: କଟକ ଯୋବ୍ରା ବ୍ୟାରେଜରେ ଅଘଟଣ। ମାଛ ଧରୁଥିବା ବେଳେ ଖସି ପଡିଲେ ମତ୍ସ୍ୟଜୀବୀ। ବ୍ରିଜ୍ ଉପରେ ହଠାତ୍ ଭାରସାମ୍ୟ ହରାଇ ମହାନଦୀକୁ ଖସିପଡ଼ିଥିଲେ । ଘଟଣା ପରେ ସ୍ଥାନୀୟ ଲୋକଙ୍କ ସୂଚନା ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେମାନଙ୍କ…

ଇସ୍କନର ରଥଯାତ୍ରା ବାର୍ତ୍ତାକୁ ନେଇ ବିବାଦ, ଇସ୍କନକୁ ପରାମର୍ଶ ଦେଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ବାରମ୍ବାର ଶ୍ରୀ ଜଗନ୍ନାଥ ସଂସ୍କୃତିର ଅବମାନନା କରୁଛି ଇସ୍କନ। ଇସ୍କନର ରଥଯାତ୍ରା ବାର୍ତ୍ତାକୁ ନେଇ ବିବାଦ ଥମୁନି। ତେଣୁ ଇସ୍କନକୁ ପରାମର୍ଶ ଦେଲେ ସୁଦର୍ଶନ ପଟ୍ଟନାୟକ। 'ରଥଯାତ୍ରା ବାର୍ତ୍ତାରେ 'ଶ୍ରୀମତୀ ସୁଭଦ୍ରା ଦେବୀ' ଉଲ୍ଲେଖ ଅଛି'। 'ଜଗନ୍ନାଥ ପରମ୍ପରାରେ 'ମା ସୁଭଦ୍ରା ଦେବୀ'…

ଶ୍ରୀଜିଉଙ୍କ ଉଭାଯାତ୍ରା, ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ରାତି ପାହିଲେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଆଜି ପ୍ରତିପଦା ତିଥିରେ ଶ୍ରୀଜିଉଙ୍କ ଉଭାଯାତ୍ରା। ସକାଳୁ ଦୈନନ୍ଦିନ ନୀତି ପରେ ରଥ ଆଜ୍ଞାମାଳ ବିଜେ କରାଯିବ। ଘଣ୍ଟ, ଛତା କାହାଳି ସହ ପଟୁଆରରେ ଆସିବ ଆଜ୍ଞାମାଳ। ପଟୁଆରରେ ପୂଜାପଣ୍ଡା ମାନେ ମହାପ୍ରଭୁଙ୍କର ଆଜ୍ଞାମାଳ ନେଇ…

ଭୁବନେଶ୍ୱରରେ ବାଇକକୁ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ୨ ଜୀବନ

ଭୁବନେଶ୍ୱର: ଭୁବନେଶ୍ୱରରେ ମଙ୍ଗଳବାର ରାତିରେ ଏକ ଅଜଣା ଦ୍ରୁତଗାମୀ ଗାଡ଼ି ବାଇକକୁ ଧକ୍କା ଦେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ୱରର ଖଣ୍ଡଗିରି ଓଭରବ୍ରିଜ୍ ଉପରେ ଏହି ଦୁର୍ଘଟଣା ଘଟିଥିଲା। ପ୍ରାଥମିକ ସୂଚନା ଅନୁଯାୟୀ, ଦୁଇ ଯୁବକ ଏକ ବାଇକରେ ଯାଉଥିଲା ବେଳେ ଏକ ଅଜଣା ଗାଡ଼ି…

ପ୍ରବଳ ବର୍ଷା ପାଇଁ ଆଜି ପୁରୀରେ ସ୍କୁଲ୍‌ ବନ୍ଦ

ଭୁବନେଶ୍ୱର: ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଯାହାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ଆଜି ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଏହି ଛୁଟି ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଏବଂ ଅନୁଦାନପ୍ରାପ୍ତ…