Latest Odisha News

BREAKING NEWS

Browsing Category

ଓଡିଶା

Odisha

PARAB-2025: କୋରାପୁଟ ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଭେଟି ଦେଲେ ୫୪୫ କୋଟି ଟଙ୍କାର ପ୍ରକଳ୍ପ

କୋରାପୁଟ: ୧୯୯୬ ମସିହାରୁ କୋରାପୁଟର କଳା, ସଂସ୍କୃତି, ପରମ୍ପରା ଓ ଐତିହକୁ ଉଜ୍ଜୀବିତ କରି ରଖିବା ସହିତ ଏହାର ପ୍ରଚାର ପ୍ରସାର ପାଇଁ ପରବ ତାର ସଫଳ ପ୍ରୟାସ ଜାରି ରଖିଛି । ସାମାଜିକ ଓ ସାଂସ୍କୃତିକ ଚେତନାକୁ ଜାଗ୍ରତ କରିବା ସହିତ ଅନେକ ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣି ସମସ୍ତଙ୍କୁ…

କିଟରେ ‘ମାର୍ଚ୍ଚିଂ ବିୟଣ୍ଡ ଦି ଲାଇବ୍ରେରୀ ୨୦୨୫’ ଶୀଷର୍କ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ

ଭୁବନେଶ୍ୱର: ମ୍ୟାନେଜମେଣ୍ଟ ଲାଇବ୍ରେରୀ ନେଟ୍‍ୱର୍କ (MANLIBNET) ଏବଂ ICMBL 2025 ମିଳିତ ଆନୁକୂଲ୍ୟରେ ତିନି ଦିନିଆ ଅନ୍ତର୍ଜାତୀୟ ଲାଇବ୍ରେରୀ ୨୦୨୫ ଶୀର୍ଷକ ସମ୍ମିଳନୀ କିଟରେ ଉଦଘାଟିତ ହୋଇଯାଇଛି। ତିନି ଦିନ ବ୍ୟାପୀ ହେବାକୁ ଥିବା ଏହି ସମ୍ମିଳନୀରେ ଲାଇବ୍ରେରୀ ଓ ସୂଚନା ବିଜ୍ଞାନ…

୧୮ତମ ଟାଇମପାସ୍‍ ବୁକର ପୁରସ୍କାର ପାଇବେ ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ

ଭୁବନେଶ୍ୱର: ଓଡ଼ିଶାର ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ‘ଟାଇମପାସ୍‍’ ପକ୍ଷରୁ ଯୁବ କଥାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ୧୮ ବର୍ଷ ଧରି ପ୍ରଦାନ କରାଯାଇ ଆସୁଥିବା ‘ଟାଇମପାସ୍‍ ବୁକର ପୁରସ୍କାର’ ଚଳିତବର୍ଷ ଯୁବଲେଖିକା ଡ. ପ୍ରଜ୍ଞା ପ୍ରବର୍ତ୍ତିକା ଦାଶଙ୍କୁ ତାଙ୍କ ଗଳ୍ପ ପାଣ୍ଡୁଲିପି…

ଚିଲିକା ମୁହାଣରେ ବୁଡ଼ିଗଲେ ପର୍ଯ୍ୟଟକ

ବ୍ରହ୍ମଗିରି: ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଗଲେ ପର୍ଯ୍ୟଟକ। ପର୍ଯ୍ୟଟକ ଜଣକ ସାତପଡ଼ା ବୁଲିବାକୁ ଯାଇଥିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ପର୍ଯ୍ୟଟକ ଜଣକ ହେଲେ ଝାଡଖଣ୍ଡର କୁଶଗ୍ର ଦିବ୍ୟ। ଖବରପାଇ ଅଗ୍ନିଶମ ବିଭାଗ ପହଞ୍ଚି ବାଘମୁଣ୍ଡା କୂଳରୁ ମୃତଦେହ ଉଦ୍ଧାର…

କଳିଙ୍ଗନଗରରେ ଟାଟା ଷ୍ଟିଲ୍ ପକ୍ଷରୁ ୨୪୩ଟି ନୂଆ ପୋଖରୀ…

କଳିଙ୍ଗନଗର: କଳିଙ୍ଗନଗରରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ (ଟିଏସ୍ଏଫ୍) ପକ୍ଷରୁ ସ୍ଥାୟୀ ଜଳ ସମ୍ପଦ ସୃଷ୍ଟିକୁ ଗୁରୁତ୍ୱ ଦେଇ ଗତ ୫ ବର୍ଷରେ ୨୮ଟି ଗ୍ରାମପଞ୍ଚାୟତ (ଦଗଗଦି-୧୦ ଏବଂ ସୁକିନ୍ଦା-୧୮)ରେ ୨୪୩ଟି ନୂଆ ପୋଖରୀ ସୃଷ୍ଟି କରାଯାଇଛି। ଟିଏସ୍ଏଫ୍ ଏକ ବ୍ୟାପକ ଏବଂ ନିରନ୍ତର ପ୍ରୟାସ…

ହାତୀ ଗତିବିଧି ପାଇଁ ରବିବାରଠୁ ଏହି ଡିଭିଜନରେ ଗଡିବନି ଯାତ୍ରୀବାହୀ ଟ୍ରେନ, ଜାଣନ୍ତୁ…

ଭୁବନେଶ୍ୱର: ହାତୀ ଗତିବିଧି ଦେଖାଯିବା ସମୟରେ ସୁରକ୍ଷାକୁ ନଜରରେ ରଖି ଦକ୍ଷିଣ ପୂର୍ବ ରେଳବାଇ (SER) ରବିବାରଠାରୁ ଆସନ୍ତା ତିନି ଦିନ ପାଇଁ ଚକ୍ରଧରପୁର ଡିଭିଜନରେ ଅଧ ଡଜନରୁ ଅଧିକ ଯାତ୍ରୀବାହୀ ଟ୍ରେନକୁ ବାତିଲ କରାଯାଇଥିବା ଘୋଷଣା କରାଯାଇଛି। ତେବେ ଚକ୍ରଧରପୁର (ପଶ୍ଚିମ ସିଂହଭୂମି,…

ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ସହିଦନଗର ଗଣଦୁଷ୍କର୍ମ ମାମଲା

ଭୁବନେଶ୍ୱର: ସହିଦ ନଗରର ଏକ ଭଡ଼ା ଘରେ ୧୭ ବର୍ଷୀୟା ଯୁବତୀଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ମାମଲାକୁ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ 'ରେଡ୍ ଫ୍ଲାଗ୍' ଭାବରେ ବର୍ଗୀକୃତ କରିଛି। କମିଶନରେଟ୍ ପୋଲିସକୁ ତଦନ୍ତରେ ସହଯୋଗ କରିବ କ୍ରାଇମବ୍ରାଞ୍ଚ। କ୍ରାଇମ୍ ବ୍ରାଞ୍ଚ ଡିଜିପି ମାମଲାକୁ କଡ଼ାକଡ଼ି…

ପୁଣି ୨ ଟଙ୍କା ବଢ଼ିଲା ଅଣ୍ଡା ଦର, ବୃଦ୍ଧି ପଛର କାରଣ କହିଲେ ବେପାରୀ…

ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ପୁଣି ବଢ଼ିଲା ଅଣ୍ଡା ଦର । ପୂର୍ବରୁ ବଜାରରେ ୭ଟଙ୍କା ଥିବାବେଳେ, ଏବେ ଏଥିରେ ୨ଟଙ୍କା ବୃଦ୍ଧି ପାଇ ଗୋଟାକ ୯ ଟଙ୍କାରେ ମିଳୁଛି । ସେହିପରି, ଅଣ୍ଡା ଟ୍ରେ’ ୧୮୦ ଟଙ୍କା ଥିବା ବେଳେ ଏବେ ତାହା ୨୭୦ଟଙ୍କାରେ ପହଁଚିଛି । ବେପାରୀଙ୍କ କହିବା ଅନୁସାରେ,…

ହ୍ୟୁମାନ ସାଗରଙ୍କ ମୃତ୍ୟୁର ତଦନ୍ତ ପାଇଁ ଥାନାରେ ଏତଲା ଦେଲେ ମା’ ଶେଫାଳୀ ସୁନା

କଟକ: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦେଲେ ମାଆ ଶେଫାଳୀ ସୁନା । କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ ମାଆ । ହ୍ୟୁମାନଙ୍କର ମୃତ୍ୟୁ ହୋଇନାହିଁ ବରଂ ତାଙ୍କୁ ଜାଣିଶୁଣି ମାରି ଦିଆଯାଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି…

ବେଦାନ୍ତ ଓ ପ୍ରଶାସନ ପକ୍ଷରୁ କୋଇଲିଘୁଘର ଜଳପ୍ରପାତରେ ‘ପ୍ଲାଷ୍ଟିକ-ମୁକ୍ତ ପିକନିକ୍ ସ୍ପଟ୍‌’ ସଚେତନତା…

ଝାରସୁଗୁଡା: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ କାର୍ଯ୍ୟାଳୟ ସହିତ ମିଳିତ ଭାବରେ, ଝାରସୁଗୁଡାର ସବୁଠାରୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଗୋଟିଏ କୋଇଲିଘୁଘର ଜଳପ୍ରପାତରେ 'ପ୍ଲାଷ୍ଟିକ-ମୁକ୍ତ ପିକନିକ୍…