Latest Odisha News

BREAKING NEWS

Browsing Category

ଓଡିଶା

Odisha

ରଥଯାତ୍ରାରେ ସମୟରେ ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଭଡ଼ା ଆଦାୟ ରୋକିବା ଉପରେ ଗୁରୁତ୍ବାରୋପ…

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ସୁଗମ ପରିବହନ ପାଇଁ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି । ଶ୍ରୀଗୁଣ୍ଡିଚା, ବାହୁଡ଼ା ଓ ସୁନାବେଶରେ ଶ୍ରୀକ୍ଷେତ୍ର ପୁରୀକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ । ଶ୍ରଦ୍ଧାଳୁମାନେ କିଭଳି ପୁରୀରେ ‎ସୁବିଧାରେ ପହଞ୍ଚିବେ ଓ…

ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ଅଡିଟ୍ କରି ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡିଶାର ସମସ୍ତ ଶିକ୍ଷାନୁଷ୍ଠାନ ଏବଂ କୋଚିଂ ସେଣ୍ଟରଗୁଡ଼ିକରେ ଅଗ୍ନି ନିରାପତ୍ତା ଅଡିଟ୍ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଅଡିଟ୍ କରିବାକୁ ବାଧ୍ୟତାମୂଳକ କରିଛନ୍ତି । ଉତ୍ତର ପ୍ରଦେଶର…

ରଥଯାତ୍ରା ପୂର୍ବରୁ ପୁରୀରେ ବଡ଼ ପ୍ରଶାସନିକ ହଲଚଲ; ଏକାଥରକେ ମୁତୟନ ହେଲେ ଏକାଧିକ ଶୀର୍ଷ ଅଧିକାରୀ!

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ଜୁଲାଇ ୧୬ ତାରିଖରୁ ମହାପ୍ରଭୁଙ୍କ ଏହି ଭବ୍ୟ ଘୋଷଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହାକୁ ଶୃଙ୍ଖଳିତ, ସୁରକ୍ଷିତ ଏବଂ କୌଣସି ଆହତ ନହେବେ ସେଥିପାଇଁ ରାଜ୍ୟ ସରକାର ଅଣ୍ଟା…

ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ବନ୍ଧା ହେଲେ ଟ୍ୟୁସନ ସାର

ବାଲେଶ୍ବର: ଗୁରୁ ଶିଷ୍ୟ ସମ୍ପର୍କରେ ଲାଗିଲା କଳଙ୍କ । ଅଷ୍ଟମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ଟ୍ୟୁସନ ସାର୍ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲେଶ୍ବର ଜିଲ୍ଲାର କମର୍ଦ୍ଦା ଥାନା ଅଞ୍ଚଳରେ । ଅଭିଯୁକ୍ତ ଜଣକ ମନରେଗା ସ୍କିମ ରେ ଗାଁ ସାଥି…

ଦୁଇ ଜିଲ୍ଲା ପରିଷଦ ସଭ୍ୟଙ୍କ ପଦ ରଦ୍ଦ

ବାଲେଶ୍ୱର: ପୁଣି ତେଜିଛି ଅନାସ୍ଥା ରାଜନୀତି। ଏହି କ୍ରମରେ ନୀଳଗିରିର ୨ ଜିଲ୍ଲାପରିଷଦ ସଭ୍ୟଙ୍କ ପଦ ରଦ୍ଦ ହୋଇଛି । ଏନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ନିର୍ବାଚନ କମିସନ । ଏହି ଦୁଇ ଜିଲ୍ଲା ପରିଷଦ ସଭ୍ୟ ହେଲେ ନୀଳଗିରି ୧୩ ନମ୍ବର ଜୋନର ଗତିକୃଷ୍ଣ ନନ୍ଦ ଓ ୧୧ ନମ୍ବର ଜୋନର ସୁବର୍ଣ୍ଣା…

Odisha Textbook Error: ପାଠ୍ୟ ପୁସ୍ତକ ତ୍ରୁଟି; SCERT କାର୍ଯ୍ୟାଳୟରେ ତଦନ୍ତ କମିଟି ସଦସ୍ୟ

ଭୁବନେଶ୍ବର:ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାରେ SCERT କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଠିତ ତଦନ୍ତ କମିଟିର ତନାଘନା । ଦୋଷୀଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ସୂଚନା ଅନୁଯାୟୀ, ବୁଧବାର ସକାଳୁ SCERT ଅଫିସରେ ପହଁଛିନ୍ତି ତଦନ୍ତ କମିଟି ସଦସ୍ୟ । ଓଡ଼ିଆଭାଷା…

Cement Factory:ସିମେଣ୍ଟ କାରଖାନା ବନ୍ଦକୁ ବିରୋଧ;ଶୋଭାଯାତ୍ରାରେ ବିଭିନ୍ନ ସଂଗଠନ ସାମିଲ

ବରଗଡ଼:ଆସନ୍ତା ଅଗଷ୍ଟ ୧୯ରୁ ବରଗଡ଼ ସିମେଣ୍ଟ କାରଖାନା ବନ୍ଦ ହୋଇଯିବ । କାରଖାନା କର୍ତ୍ତୃପକ୍ଷ ଏ ନେଇ ଗତ ୧୯ ତାରିଖ ଭାରତ ସରକାରଙ୍କ ଶ୍ରମ ମନ୍ତ୍ରଣାଳୟକୁ ଅବଗତ କରିଛନ୍ତି । ଏହା ଜାଣିବା ପରେ ଅଞ୍ଚଳରେ ଅସନ୍ତୋଷ ବଢିଛି । ଏନେଇ ଆଜି ବରଗଡ଼ ନାଗରିକ ମଞ୍ଚ ଆହ୍ୱାନରେ ବିକ୍ଷୋଭ…

ବିରିୟାନୀ ଖରାପ ବୋଲି କହିବାରୁ ଗ୍ରାହକଙ୍କୁ ନିର୍ଦ୍ଧୁମ ଛେଚିଲେ ହୋଟେଲ କର୍ମଚାରୀ

ଜଗତସିଂହପୁର: ବିରିୟାନୀ ପାଇଁ ତୁମୁଳକାଣ୍ଡ। ବିରିୟାନୀ ଖରାପ ଓ ବାସି ବୋଲି କହିବାରୁ ଗ୍ରାହକଙ୍କୁ ନିର୍ଦ୍ଧୁମ ଛେଚିଲେ ହୋଟେଲ କର୍ମଚାରୀ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳରେ ଘଟିଛି ଘଟଣା। ବାସି ବିରିୟାନୀ କହି ନିର୍ଘାତ ମାଡ଼ ଖାଇଛନ୍ତି ଗ୍ରାହକ। ସାମାନ୍ୟ ଏହି କଥାରେ…

ଆଇପିଏଲ ବେଟିଂ ରାକେଟର ପର୍ଦ୍ଦାଫାଶ, କିଙ୍ଗପିନକୁ ବାନ୍ଧିଲା ପୁରୀ ପୋଲିସ

ପୁରୀ: ଆଇପିଏଲ ବେଟିଂ ରାକେଟର ବସ୍ ଗିରଫ। କିଙ୍ଗପିନ୍ କୁ ବାନ୍ଧିଲା ପୁରୀ ପୋଲିସ। ଫିଲ୍ମ ଷ୍ଟାଇଲରେ ନିଜ ନାଆଁ ଗୋପନ ରଖି ବେଟିଂ ମାଧ୍ୟମରେ କୋଟି କୋଟି ଟଙ୍କା ହତେଇଥିଲା ବ୍ରହ୍ମପୁରର କ୍ରିଷ୍ଣ ପ୍ରସାଦ ତ୍ରିପାଠୀ। କ୍ରୀଷ୍ଣ ପ୍ରସାଦ ଜଣେ ହୋଟେଲ୍ ମାଲିକ ହୋଇଥିବା ବେଳେ ସେ ଚଳାଇଥିଲେ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାମଦାସ ଅଠାୱଲେ: କେନ୍ଦ୍ର ଓ ରାଜ୍ୟର ସମନ୍ୱୟରେ ଆହୁରି ସୁଦୃଢ ହେବ ସାମାଜିକ କଲ୍ୟାଣ…

ଭୁବନେଶ୍ୱର: କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱଲେ ଆଜି ଲୋକ ସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରରେ କେନ୍ଦ୍ରମନ୍ତ୍ରୀ ଅଠାୱଲେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟରେ ସାମାଜିକ ନ୍ୟାୟ…