Latest Odisha News

BREAKING NEWS

Browsing Category

ଓଡିଶା

Odisha

ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ମିଳିବ ନାହିଁ ତେଲ; ତୈଳ ବିକ୍ରୟକାରୀ କମ୍ପାନୀଙ୍କୁ ଚିଠି

ଭୁବନେଶ୍ୱର: ବାୟୁ ଗୁଣବତ୍ତାର ସ୍ଥିତିକୁ ଦୃଷ୍ଟିରେ ରଖି ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଉଛି। ମୋଟର ଯାନ ନିୟମ ଉଲ୍ଲଙ୍ଘନ କରି ପ୍ରଦୂଷଣ ସୃଷ୍ଚି କରୁଥିବା ଯାନ ଉପରେ ଅଙ୍କୁଶ ଲଗାଇବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପଦକ୍ଷେପ ଗ୍ରହଣ କରିଛି । ବିଭାଗୀୟ ମନ୍ତ୍ରୀ…

ଘନ କୁହୁଡ଼ିର ଆଶଙ୍କା ଥିବା ୬ଟି ଜିଲ୍ଲାରେ ବ୍ୟାପକ ହେବ ସଚେତନତା ଏବଂ ଏନଫୋର୍ସମେଣ୍ଟ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର କୁହୁଡ଼ି ସତର୍କତାକୁ ଦୃଷ୍ଟିରେ ରଖି ଆମ ରାଜ୍ୟରେ ଘନ କୁହୁଡ଼ିର ଆଶଙ୍କା ଥିବା ୬ଟି ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଏବଂ ସମ୍ବଲପୁର ଆରଟିଓମାନଙ୍କୁ ଦୁର୍ଘଟଣା ନିବାରଣ ପଦକ୍ଷେପ ନେବା ପାଇଁ ବାଣିଜ୍ୟ ଓ ପରିବହନ…

ଶୈଳବାଳା ମହିଳା ମହାବିଦ୍ୟାଳୟ କ୍ୟାମ୍ପସରେ ନିର୍ମାଣ ହେବ ମଧୁବାବୁ ସ୍ମାରକୀ ସଂଗ୍ରହାଳୟ

ଭୁବନେଶ୍ୱର: ଶୈଳବାଳା ମହିଳା ସ୍ୱୟଂ ଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ପରିସରରେ ନିର୍ମାଣ ହେବ ମଧୁବାବୁ ସ୍ମାରକୀ ସଂଗ୍ରହାଳୟ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ମଧୁବାବୁ ସ୍ମାରକୀ ସଂଗ୍ରହାଳୟର ନିର୍ମାଣ କରାଯିବ।ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା,…

ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ପାଳିତ ହେଲା ବାର୍ଷିକ ଉତ୍ସବ କନଫ୍ଲୁଏନ୍ସ-୨୦୨୫

ଭୁବନେଶ୍ବର: ମହାସମାରୋହରେ ପାଳିତ ହୋଇଛି ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ବାର୍ଷିକ ଉତ୍ସବ କନଫ୍ଲୁଏନ୍ସ-୨୦୨୫ ବାର୍ଷିକ ଉତ୍ସବ । ସ୍କୁଲର ଚତୁର୍ଥରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଉଡାଣ ଅ୧୦୦ ଇଣ୍ଡିଆ ରାଇଜିଂ ଦେଶାତ୍ମକ ବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ମହାଆଡମ୍ବରରେ ହୋଇଛି…

ଆସନ୍ତା ୨୬ରେ ରାଜ୍ୟବ୍ୟାପୀ ବିଜେଡି ପାଳିବ ୨୯ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ବିଜୁ ଜନତା ଦଳର ୨୯ତମ ପ୍ରତିଷ୍ଠା ଦିବସ ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ପାଳିତ ହେବ । ଏହା ସହିତ ଦଳର ମୁଖ୍ୟାଳୟ “ଶଙ୍ଖ ଭବନ” ଠାରେ ମହାସମାରୋହରେ ପାଳନ କରାଯିବ ବୋଲି ଆଜି ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଚଳିତବର୍ଷ ରେଳ ପଥ ମାଧ୍ୟମରେ ନିଶା ଦ୍ରବ୍ୟ ଚୋରା ଚାଲାଣ ରୋକିବାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ରେଳବାଇ ଥାନା…

ଭୁବନେଶ୍ବର: ବିଭିନ୍ନ ସମୟରେ ନିଶା ବ୍ୟବସାୟୀ ମାନେ ଗଞ୍ଜେଇ, ବ୍ରାଉନ ସୁଗାର, ଅଫିମ, କଫ ସିରପ ଓ ଅନ୍ୟାନ୍ୟ ବେଆଇନ ମାଦକ ଦ୍ରବ୍ୟ ରେଳ ପଥ ମାଧ୍ୟମରେ ଚାଲାଣ କରୁଛନ୍ତି । ରେଳ ପଥ ମାଧ୍ୟମରେ ବଢୁଥିବା ଏହି ନିଶା ଦ୍ରବ୍ୟ ଚୋରାଚାଲାଣ ପ୍ରକ୍ରିୟାକୁ ରୋକିବା ନେଇ ଅନେକ ସମୟରେ ରେଳବାଇ ଥାନା…

Capture Maoists: ମାଓବାଦୀଙ୍କୁ ଧରାଇଲେ ମିଳିବ ୮ କୋଟି ୪୦ ଲକ୍ଷର ପୁରସ୍କାର

ବୌଦ୍ଧ: ମାଓବାଦୀଙ୍କୁ ଧରାଇଲେ ମିଳିବ ଆକର୍ଷଣୀୟ ପୁରସ୍କାର । ମାଓବାଦୀଙ୍କ ଠିକଣା ଜଣାଇଲେ ୮ କୋଟି ୪୦ ଲକ୍ଷର ପୁରସ୍କାର ରାଶି ଘୋଷଣା କରାଯାଇଛି । ୧୮ ମାଓବାଦୀଙ୍କ ମୁଣ୍ଡ ଉପରେ ମୋଟ୍ ୮ କୋଟି ୪୦ ଲକ୍ଷର ପୁରସ୍କାର ମିଳିବ । ବୌଦ୍ଧ ପୋଲିସ ପକ୍ଷରୁ ବିଭିନ୍ନ ଉପାନ୍ତ ଅଞ୍ଚଳରେ ଏ ସମ୍ପର୍କରେ…

ଫରେଷ୍ଟ ଗାର୍ଡ ଚାକିରି କରାଇଦେବା ନାଁରେ ୩ ଲକ୍ଷରୁ ଅଧିକ ଟଙ୍କା ନେଇ ଯବାନ ଫେରାର

ଭଦ୍ରକ: ଫରେଷ୍ଟ ଗାର୍ଡ ଚାକିରି କରାଇ ଦେବାକୁ କହି ୩ ଲକ୍ଷରୁ ଅଧିକ ଟଙ୍କା ଠକେଇ ଅଭିଯୋଗ ହୋଇଛି । ପୋଲିସ ଏସଓଜିରେ କାର୍ଯ୍ୟ କରୁଥିବା ଜଣେ ଯବାନଙ୍କ ନାମରେ ଏଭଳି ଠକେଇ କରିଥିବା ଅଭିଯୋଗ ହୋଇଛି । ଦେଇଥିବା ଟଙ୍କା ଫେରସ୍ତ କରିବାକୁ ଗୁହାରି କରି ବିଫଳ ହେବା ପରେ ଅଭିଯୋଗକାରୀ ଜଣଙ୍କ ଭଦ୍ରକ…

୩୦,୦୦୦ ଲାଞ୍ଚ ନେଇ ଗିରଫ ଓଆରଏସ ଅଧିକାରୀ

ଭୁବନେଶ୍ବର: ଓଡ଼ିଶା ଭିଜିଲାନ୍ସ ଅଧିକାରୀ ଯାଜପୁର ବିଞ୍ଝାରପୁର ତହସିଲର ଅତିରିକ୍ତ ତହସିଲଦାର ତଥା ଓଆରଏସ ଅଧିକାରୀ ପ୍ରଦୀପ୍ତ କୁମାର ସେଠୀଙ୍କୁ ଶୁକ୍ରବାର ଦିନ ଗିରଫ କରିଛନ୍ତି। ସେ ଜଣେ ଜମି ମାଲିକଙ୍କଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରି ଫସିଛନ୍ତି। ସରକାରୀ ସୂତ୍ର ଅନୁଯାୟୀ,…

Barabati Fort: ଖୁବଶୀଘ୍ର ଐତିହାସିକ ବାରବାଟୀ ଦୁର୍ଗର ହେବ ସୌନ୍ଦର୍ଯ୍ୟକରଣ…

କଟକ: ବଦଳିବ ଐତିହାସିକ ବାରବାଟୀ ଦୁର୍ଗର ରୂପରେଖ । ଏହି ଆଶାରେ ବାରବାଟୀ ଦୁର୍ଗ ଚାରିପାର୍ଶ୍ବରେ ‘ପରିକ୍ରମା ମାର୍ଗ’ କରାଯିବାକୁ ଏକ ନୂଆ ଯୋଜନା ହୋଇଛି । ଯାହା ପର୍ଯ୍ୟଟକଙ୍କୁ ଭିନ୍ନ ଅନୁଭବ ଦେବ । ୨୦୨୬ ଡିସେମ୍ବର ବେଳକୁ ଐତିହାସିକ ବାରବାଟୀ ଦୁର୍ଗ ସୌନ୍ଦର୍ଯ୍ୟକରଣ ଶେଷ କରିବାକୁ…