Latest Odisha News

BREAKING NEWS

Browsing Category

ଓଡିଶା

Odisha

୧୦ ହଜାର ଲାଞ୍ଚ ନେଉଥିବା ବେଳେ ଗିରଫ ହେଲେ ଜୁନିୟର ଆସିଷ୍ଟାଣ୍ଟ

ଭଦ୍ରକ: ୧୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜୁନିୟର ଆସିଷ୍ଟାଣ୍ଟ । ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ ଜଣେ ବ୍ୟକ୍ତିଙ୍କୁ NOC ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଆଜି ଶ୍ରୀକାନ୍ତ ଦାସ ତାଙ୍କ…

ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ ବଡ଼ ମୋଡ଼: ସାମ୍ନାକୁ ଆସିଲା ବାନ୍ଧବୀଙ୍କ ଭାଇରାଲ ଅଡିଓ ଓ ହ୍ଵାଟ୍ସଆପ…

ଭୁବନେଶ୍ୱର: ବାଲିଅନ୍ତା ଭିଡ଼ ହିଂସା ଭିତରେ ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ମୃତ୍ୟୁ ଘଟଣାରେ ଏବେ ଏକ ନୂଆ ଏବଂ ଚାଞ୍ଚଲ୍ୟକର ମୋଡ଼ ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସୌମ୍ୟଙ୍କ ବାନ୍ଧବୀଙ୍କ ଏକ ଅଡିଓ କଲ୍ ଏବଂ ହ୍ଵାଟ୍ସଆପ ଚାଟ୍‌ରୁ ହତ୍ୟାକାଣ୍ଡ ପଛର…

ମାଟି କଲାଣି ଆଁ, ଲୁଚୁଛି ମୌସୁମୀ; ବଙ୍ଗୋପସାଗରର ଦୁର୍ବଳତା ଯୋଗୁଁ ଓଡ଼ିଶାକୁ ଜୁନ୍ ୧୪ ଯାଏଁ ଡରାଇବ ତାତି

ଭୁବନେଶ୍ୱର: ଦେଶର ପଶ୍ଚିମ ଉପକୂଳରେ ମୌସୁମୀର ଦ୍ରୁତ ଅଗ୍ରଗତି ଓଡ଼ିଶା ପାଇଁ ଚିନ୍ତା ବଢ଼ାଇ ଦେଇଛି। ମାୟାନଗରୀ ମୁମ୍ବାଇ ଠିକ୍ ସମୟରେ ବର୍ଷାରେ ଭିଜିବାକୁ ପ୍ରସ୍ତୁତ ହେଉଥିବା ବେଳେ, ଓଡ଼ିଶାର ଚାଷୀ ଓ ସାଧାରଣ ଜନତାଙ୍କୁ କିନ୍ତୁ ଜୁନ୍ ୧୪ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି…

ସୌମ୍ୟରଞ୍ଜନ ହତ୍ୟା ମାମଲାରେ ବଢ଼ିବ ଗିରଫଦାରି ସଂଖ୍ୟା; କ୍ରାଇମବ୍ରାଞ୍ଚ ଡିଜିଙ୍କ ବଡ଼ ସୂଚନା

ଭୁବନେଶ୍ୱର: ବାଲିଅନ୍ତାର ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ମାମଲାରେ ତଦନ୍ତ ଯେତିକି ଆଗକୁ ବଢ଼ୁଛି, ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ବଡ଼ ସୂଚନା ଦେଇ କହିଛନ୍ତି ଯେ, ଆଗାମୀ ଦିନରେ ଗିରଫଦାରି ସଂଖ୍ୟା ଆହୁରି ବଢ଼ିବ। ଘଟଣା ସହ…

ଟ୍ରକ ପଛରେ ପିଟି ହେଲା ଯାତ୍ରୀବାହୀ ବସ; ଜଣେ ମୃତ, ୮ ଗୁରୁତର

ଅନୁଗୋଳ: ଅନୁଗୋଳ ଜିଲ୍ଲାର ହଣ୍ଡପା ଥାନା ଅଧୀନ ଲୁହାମୁଣ୍ଡା ଫ୍ଲାଏଓଭର ଉପରେ ଶୁକ୍ରବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ‘ଦିଲଖୁସ’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଏକ ଟ୍ରକ ପଛରେ ଧକ୍କା ଦେବା ଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। …

ଥାର୍ଡ ଡିଗ୍ରୀ ଅଭିଯୋଗରେ ଆକ୍ସନ୍; ପଟ୍ଟାମୁଣ୍ଡାଇ ଏକ୍ସସାଇଜ OICଙ୍କ ବଦଳି

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳର ଯୁବକ ବିନୋଦ କୁମାର ଦାସଙ୍କୁ ଅବକାରୀ ବିଭାଗ ପକ୍ଷରୁ ଥାର୍ଡ ଡିଗ୍ରୀ ଦିଆଯାଇଥିବା ଅଭିଯୋଗ ଘଟଣାରେ ବିଭାଗୀୟ ସ୍ତରରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ପଟ୍ଟାମୁଣ୍ଡାଇ ଏକ୍ସସାଇଜ ଷ୍ଟେସନର OIC ଛାୟାକାନ୍ତ ନାୟକଙ୍କୁ ଜିଲ୍ଲା…

ରାଜଧାନୀରେ ଡେଲିଭେରୀ ବୟଙ୍କୁ ମରଣାନ୍ତକ ଆକ୍ରମଣ, ମୋବାଇଲ ଓ ନଗଦ ଲୁଟ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ଡେଲିଭେରୀ ବୟଙ୍କ ଉପରେ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଖଣ୍ଡଗିରି ଥାନା ଅଞ୍ଚଳର ଜାଗମରା–ଗଣ୍ଡମୁଣ୍ଡା ରାସ୍ତାରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ, ତାପସ ବେହେରା ନାମକ ଜଣେ ଯୁବକ ଡେଲିଭେରୀ କାମ ସାରି…

ତ୍ରିଶୁଳିଆ ପୋଲ ତଳୁ ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର;ହତ୍ୟା କି ଆତ୍ମହତ୍ୟା ଅସ୍ପଷ୍ଟ

କଟକ:ଗୁରୁବାର ତ୍ରିଶୁଳିଆ ନିକଟ ନେତାଜୀ ସୁଭାଷ ସେତୁ ତଳ କାଠଯୋଡି ନଦୀର ପାଣି ଭିତରୁ ସନ୍ଦେହଜନକ ଭାବେ ପଡ଼ିଥିବା ଜଣେ ଡାକ୍ତରୀ ଛାତ୍ରୀଙ୍କ ମୃତହେଦ ଉଦ୍ଧାର କରିଛି ପୋଲିସ। ମୃତ ଛାତ୍ରୀ ଜଣଙ୍କ ବାଲେଶ୍ବର FM ମେଡିକାଲ କଲେଜର ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ। ତାଙ୍କ ଘର ମୟୂରଭଂଜ ଜିଲ୍ଲା…

Electric vehicles:ଇଭି ଭଡ଼ା ଦେୟ ଧାର୍ଯ୍ୟ କଲେ ସରକାର;ହାଇକୋର୍ଟ ଜଜ୍,ମନ୍ତ୍ରୀଙ୍କ ପାଇଁ ୮୦ ହଜାର…

ଭୁବନେଶ୍ବର: ସରକାରୀ ବ୍ୟବ‌ହାର ପାଇଁ ଭଡ଼ାରେ ଆସିବ ବୈଦ୍ୟୁତିକ ଯାନ (ଇଭି) । ଭଡାରେ ନିୟୋଜିତ ବୈଦ୍ୟୁତିକ ଯାନର (EV) ଭଡ଼ା ଦେୟ  ରାଜ୍ୟ ସରକାର ଧାର୍ଯ୍ୟ କରିଛନ୍ତି। ବ୍ଲକ୍ , ତହସିଲ ସ୍ତରରେ ମାସିକ ୫୫ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ସ୍ବତନ୍ତ୍ର ସଚିବ ଏବଂ ନିର୍ଦ୍ଦେଶକ ଜିଲ୍ଲା…

୨୨ ବସ୍ତା ବେଆଇନ କଫ୍ ସିରପ୍ ଜବତ, ୨ ଗିରଫ

ବରଗଡ଼: ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରେ ବେଆଇନ ନିଶାଦ୍ରବ୍ୟ କାରବାର ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ପୋଲିସ ବିପୁଳ ପରିମାଣର ନିଶା ଜାତୀୟ କଫ୍ ସିରପ୍ ଜବତ କରିଛି । ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପୋଲିସର ଚଢାଉ ସମୟରେ OD…