Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଭିନ୍ନ ମନ୍ଦିରରେ ପହଞ୍ଚିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ ପତ୍ର

ପୁରୀ: ବିଭିନ୍ନ ମନ୍ଦିରରେ ପହଞ୍ଚିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ ପତ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଲୋକାର୍ପଣ ଉତ୍ସବରେ ସାମିଲ ହେବା ପାଇଁ ବିଭିନ୍ନ ମନ୍ଦିରଗୁଡ଼ିକରେ ନିମନ୍ତ୍ରଣ ପତ୍ର ପହଞ୍ଚିଛି । ଏହି ବଣ୍ଟନ କାର୍ଯ୍ୟ ଗତକାଲିଠାରୁ ଆରମ୍ଭ ହୋଇଛି । ଏଥିଲାଗି…

୬୮ଏକର ସରକାରୀ ଜମି ବିକିଦେଲେ ଦଲାଲ: ଇଓଡବ୍ଲ୍ୟୁରେ ଏତଲା ଦେଲା ବିଡିଏ

ଭୁବନେଶ୍ୱର: ଏକର କି ଦୁଇ ଏକର ନୁହେଁ ପୁରା ୬୮ ଏକର ସରକାରୀ ଜମିକୁ ମାଡି ବସିଛନ୍ତି ଦଲାଲ । ଏପରିକି ୧୦ଜଣ ବ୍ୟକ୍ତିଙ୍କୁ ମଧ୍ୟ ନିଜ ମାଲିକାନା ସତ୍ତ୍ୱା ଦେଖାଇ ବିକ୍ରି କରିଦେଇଛନ୍ତି । ଏମିତି ଘଟଣା ଘଟିଛି ସାମପୁର ମୌଜାରେ । ଏନେଇ ମାନସ ନାୟକ ଓ ଅନ୍ୟ ଦୁଇଜଣ ବ୍ୟକ୍ତିଙ୍କ ନାଁରେ…

ହକି ଖେଳାଳିଙ୍କ ପାଇଁ ରାଜ୍ୟ ସରକାର ଭଡ଼ାରେ ଆଣିବେ ୨ ଏୟାରକ୍ରାଫ୍ଟ

ଭୁବନେଶ୍ୱର : ଆସନ୍ତା ଫେବୃୟାରୀ ୩ରୁ ଆରମ୍ଭ ହେବ ଇଣ୍ଟରନ୍ୟାଶନାଲ ହକି ଫେଡେରେଶନ ବା ଏଫ୍‌ଆଇଏଚ୍ ପ୍ରୋ ଲିଗ୍‌(ମହିଳା ଓ ପୁରୁଷ) ୨୦୨୩-୨୪ । ଏହାର କେତେକ ଲିଗ୍ ଓଡ଼ିଶାରେ ମଧ୍ୟ ଖେଳାଯିବ । ଖେଳାଳି ଏବଂ ଅଧିକାରୀ ସୁରକ୍ଷିତ ଭାବେ ଯିବା ଆସିବା କରିବା ପାଇଁ ସରକାର ଦୁଇଟି ଏୟାରକ୍ରାଫ୍ଟ…

କଟକ ବାଲିଯାତ୍ରାରେ ଦୁର୍ନୀତି ଅଭିଯୋଗ, ସିଏମସି ବୈଠକରେ ହଙ୍ଗାମା କଲେ ବିରୋଧୀ

କଟକ: ବାଲିଯାତ୍ରା ଆୟୋଜନରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି କଟକ ମହାନଗର ନିଗମ (ସିଏମସି) ବୈଠକରେ ହଙ୍ଗାମା ହୋଇଛି। ଠିକା ଦେବାରେ ସିଏମସି ନିର୍ଦ୍ଦିଷ୍ଟ ଏଜେନ୍ସିକୁ ଫାଇଦା ଦେଉଥିବାରୁ କୋଟି କୋଟି ଟଙ୍କା ହଡ଼ପ ହୋଇଥିବା ବିରୋଧୀ କର୍ପୋରେଟରମାନେ ଅଭିଯୋଗ କରିଛନ୍ତି। ଅସ୍ଥାୟୀ…

ଜାନୁଆରୀରେ ଲଢ଼େଇ ଜୋରଦାର ହେବ କହି ବିଜେଡି ସରକାରକୁ ବିରୋଧୀ ଦଳ ନେତା ଦେଲେ ଚେତାବନୀ

ଭୁବନେଶ୍ୱର: ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି) ଆଗାମୀ ନିର୍ବାଚନରେ ସମସ୍ତ ୨୧ଟି ଲୋକସଭା ଆସନ ଦଖଲ କରିବାକୁ ଲକ୍ଷ୍ୟ ରଖିଛି। ବରିଷ୍ଠ ବିଜେପି ନେତା ତଥା ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହା କହିଛନ୍ତି। ଜାନୁଆରୀ ମାସରୁ ଶାସକ ବିଜୁ ଜନତା ଦଳ ସରକାର ବିରୋଧରେ…

କଲେଜରେ ସେକ୍ସ ରାକେଟ ଚାଲିଥିବା ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର

ଗଞ୍ଜାମ: ହିଞ୍ଜିଳିସ୍ଥିତ ସାଇନ୍ସ କଲେଜର ଗତ ୨ ବର୍ଷ ହେଲା ସେକ୍ସ ରାକେଟ ଚାଲିଥିବା ଅଭିଯୋଗ ହେବା ପରେ ଏହାକୁ ନେଇ ରିପୋର୍ଟ ପାଇବା ପରେ ଉଚ୍ଚଶିକ୍ଷା ବିଭାଗ ତୁରନ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି। ବ୍ରହ୍ମପୁର ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ଯିଏକି ଅଭିଯୋଗର…

ପ୍ରକାଶ ପାଇଲା OJS ରେଜଲ୍ଟ, ସୁଶ୍ରୀତା ମିଶ୍ର ଟପ୍ପର

ଭୁବନେଶ୍ବର: ପ୍ରକାଶ ପାଇଲା ଓଡ଼ିଶା ଜୁଡିସିଆଲ ସର୍ଭିସ୍ ବା OJS ପରୀକ୍ଷା ଫଳ। ଏଥିରେ ମୋଟ ୫୫ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୩୯ ଜଣ ଝିଅ । ଟପ୍ ଟେନରେ ବାଜି ମାରିଛନ୍ତି ଝିଅ। ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୮ ଜଣ ଝିଅ ଅଛନ୍ତି । ସୁଶ୍ରୀତା ମିଶ୍ର…

ନନ୍ଦନକାନନ ଚିଡ଼ିଆଖାନାକୁ ଆସିବେ ଚିତା, ଧଳା ସିଂହ ଏବଂ ଅନେକ ପକ୍ଷୀ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବିଦେଶରୁ ଏକ ଯୋଡ଼ା ଚିତା, ବିଦେଶୀ ଧଳା ସିଂହ ଓ ଅନ୍ୟାନ୍ୟ ଆକର୍ଷଣୀୟ ପ୍ରାଣୀ ଆସିବେ। ଚିଡ଼ିଆଖାନା ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଦୁବାଇ ସଫାରି ପାର୍କ ସହିତ ଏକ ପଶୁ ବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ଏହାର ବିବିଧ ସଂଗ୍ରହରେ ଏହି ନୂତନ…

ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

ସମ୍ବଲପୁର: ବୁଧବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଯୁବକଙ୍କ ଅକାଳ ମୃତ୍ୟୁ ଘଟିଛି। ରାଇରାଖୋଲ ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଶୁଭେନ୍ଦୁ ସାହୁ ଓ ଶ୍ୟାମସୁନ୍ଦର…

‘ଅବିକା’ ୨୦୨୪ କ୍ୟାଲେଣ୍ଡର ଗ୍ରାଣ୍ଡ୍‌ ଫିନାଲେରେ ଦିବ୍ୟାଂଶୀ ମିଶ୍ର ‘ଫେସ୍ ଅଫ୍ ଦ ଇୟର’

ଭୁବନେଶ୍ବର: 'ଅବିକା' ତରଫରୁ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ଆୟୋଜିତ ହୋଇଛି କ୍ୟାଲେଣ୍ଡର ମଡେଲ୍ ପ୍ରତିଯୋଗିତା-୪। ଏଥିରେ "ଫେସ୍ ଅଫ୍ ଦ ଇୟର- ୨୦୨୪" ଭାବେ ମନୋନୀତ ହୋଇଛନ୍ତି ଦିବ୍ୟାଂଶୀ ମିଶ୍ର । ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ଏବଂ ବୁଣାକାରମାନଙ୍କୁ…