Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭ ସ୍ତମ୍ଭ

ବରଗଡ଼: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭ ସ୍ତମ୍ଭ । ବରଗଡ ର ୭୬ ତମ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଆସନ୍ତା ୨୦୨୪ ଜାନୁୟାରୀ ୧୫ ତାରିଖ ରୁ ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଯାଇଛି…

ଆଦିମାତା ମଠର ପ୍ରତିଷ୍ଠାତା ବାବା ପ୍ରହଲ୍ଲାଦ ଦାସଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ରାହଣ ପଞ୍ଚାୟତର କୋଷିଦା ବରଗୁଡ଼ିପଡ଼ା ଗ୍ରାମରେ ଥିବା ଆଦିମାତା ମଠର ପ୍ରତିଷ୍ଠାତା ବାବା ପ୍ରହଲ୍ଲାଦ ଦାସ ଙ୍କୁ ହତ୍ୟା । ଆଜି ମଧ୍ୟାହ୍ନ ସମୟରେ ମଠ ପରିସରରେ ଖାଉଥିବା ବେଳେ ନାରଦିଆ କେଳା ସାହିର ବାନା ଦାସ ନିଶାସକ୍ତ ଅବସ୍ଥାରେ ଏକ…

ରାଜ୍ୟ କଂଗ୍ରେସ ସାମାଜିକ ଗଣମାଧ୍ୟମ ବିଭାଗକୁ ଅଧିକ କ୍ରିୟାଶୀଳ କରାଯିବ: ଅମିୟ ପାଣ୍ଡବ

ଭୁବନେଶ୍ୱର: ରାଜ୍ୟ ସାମାଜିକ ଗଣମାଧ୍ୟମ ବିଭାଗକୁ ଅଧିକ କ୍ରିୟାଶୀଳ କରିବାପାଇଁ ଏଆଇସିସି ପକ୍ଷରୁ ପୁର୍ନଗଠନ କରାଯାଇଛି । ପିସିସି ମୁଖପାତ୍ର ତଥା ପିସିସି ଇସ୍ତାହାର କମିଟି ସଦସ୍ୟ ଅମିୟ ପାଣ୍ଡବଙ୍କୁ ରାଜ୍ୟ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି । ଏଆଇସିସି ପକ୍ଷରୁ…

ରାଉରକେଲାରେ ଝାଡାବାନ୍ତି ରୋକିବାକୁ ତତ୍ପର ୱାଟକୋ, ଚାଲିଛି ପାଇପ ମରାମତି

ରାଉରକେଲା: ସହରରେ ଝାଡ଼ାବାନ୍ତି ବ୍ୟାପିବା ପରେ ଏହାକୁ ରୋକିବାକୁ ୱାଟର କର୍ପୋରେସନ୍ ଅଫ୍ ଓଡ଼ିଶା ୱାଟକୋ ତତ୍ପର ହୋଇ ପଡ଼ିଛି । ରାଉରକେଲାର ୬୦ରୁ ଅଧିକ ସ୍ଥାନରେ ପାଣି ପାଇପ ଲିକେଜର ମରାମତି କରାଯାଇଛି। ସହରର ସମସ୍ତ ପାଣିଟାଙ୍କି ସଫା କରାଯାଉଛି। ଏଥିସହ ଚିହ୍ନିତ ହଟସ୍ପଟ୍ ଅଞ୍ଚଳରେ ଜଳର…

ଗାଡିରେ ତେଲ ପକାଇଲା ବେଳେ ମହିଳାଙ୍କ ଠାରୁ ୪ ଲକ୍ଷ ଟଙ୍କା ଝାମ୍ପି ନେଲେ ଦୁର୍ବୁତ୍ତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ର କାମାକ୍ଷାନଗରରେ ଅଘଟଣ ।  କାମାକ୍ଷାନଗର ଥାନା ଅଧୀନ ସିଆରିମାଳିଆ ଛକ ନିକଟରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ଠାରୁ ୪ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୁତ୍ତ । ଗୋଟିଏ ବାଇକରେ ଆସି ଦୁର୍ବୁତ୍ତ ମାନେ ଏହି ଟଙ୍କା ଲୁଟି ନେଇଥିବା ଜଣାପଡିଛି ।…

ଓଡିଶାରେ ବଲିଉଡ ଷ୍ଟାର ସୁନୀଲ ଶେଟ୍ଟୀ, ପ୍ରଥମଥର ଲିଙ୍ଗରାଜଙ୍କୁ ଦର୍ଶନ ସହ ଡାଲମାର କଲେ ପ୍ରଶଂସା

ଭୁବନେଶ୍ବର: ବାଲିଅନ୍ତାରେ ଚାଲିଥିବା ତିନିଦିନିଆ ଜୟଦେବ ଗୌରବ ସମ୍ମାନରେ ଯୋଗଦେବାକୁ ଓଡିଶାରେ ପହଞ୍ଚିଛନ୍ତି ବଲିଉଡ ଲୋକପ୍ରିୟ ଅଭିନେତା ସୁନୀଲ ଶେଟ୍ଟୀ । ଏହି ସମୟରେ ସେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଥମେ ‘ଜୟ ଜଗନ୍ନାଥ’ କହି ଓଡିଶାବାସୀଙ୍କୁ ସମ୍ବୋଧନ କରିଥିଲେ । ଏହାପରେ ସେ…

ମୁଖ୍ୟମନ୍ତ୍ରୀ ଡାହାଣି ହୋଇ ଲାଗୁଛନ୍ତି ଓ ଗୁଣିଆ ହୋଇ ଝାଡୁଛନ୍ତି: ବିଜେପି

ଭୁବନେଶ୍ୱର: ସାଧାରଣ ଲୋକକଥା ଅଛି ‘ବ୍ରହ୍ମା ବିଳିବିଳି ହେଲେ ବେଦ’ କିନ୍ତୁ ବିଜୁ ଜନତା ଦଳର ମୁଖିଆ ନବୀନ ବାବୁ ଯାହା ବିଳିବିଳି ହୋଇ କୁହନ୍ତି ତାହା ସିଦ୍ଧ ବୋଲି ବିଜେଡି ବିଶ୍ୱାସ କରେ । ବାସ୍ତବତା ହେଉଛି କୌଣସିଥିରେ ବି ସିଦ୍ଧାନ୍ତରେ ପହଁଚିପାରନ୍ତି ନାହିଁ । ଏଥିପାଇଁ ସାରା ଦେଶରେ…

ବେଲପାହାଡ ରେଞ୍ଜ ପିକୋଲ ଜଙ୍ଗଲରେ ବୁଲୁଛି କଲରାପତରିଆ ବାଘ

ଝାରସୁଗୁଡା: ଲଖନପୁର ବ୍ଲକ ବେଲପାହାଡ ଫରେଷ୍ଟ ରେଞ୍ଜ ଅଧୀନ ପିକୋଲ ଜଙ୍ଗଲରେ ଦେଖାଦେଇଛି କଲରାପତରିଆ ବାଘ । ଜଙ୍ଗଲରେ ଲାଗିଥିବା ଟ୍ରାପ କ୍ୟାମେରାରେ ଏହି କଲରାପତରିଆ ବାଘର ଫୋଟୋ କଏଦ ହୋଇଛି । ଗତ ୧୪ ତାରିଖ ଜଙ୍ଗଲରେ ଲାଗିଥିବା ଟ୍ରାପ କ୍ୟାମେରାର ଫୁଟେଜରୁ ବାଘ ଥିବା ସ୍ପଷ୍ଟ ହୋଇଛି ।…

 ବିଜେଡିର କାଉଣ୍ଟର: ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ ମିଥ୍ୟା ପ୍ରଚାର ଚଳାଇଛି ରାଜ୍ୟ ବିଜେପି

ଭୁବନେଶ୍ୱର: ଓଡିଶାର ଶିଳ୍ପ ବିକାଶରେ ଅସହିଷ୍ଣୁ ହୋଇପଡିଛି ବିଜେପି ।  ସଂକୀର୍ଣ୍ଣ ସ୍ୱାର୍ଥ ପାଇଁ ମିଥ୍ୟା ପ୍ରଚାର ଚଳାଇଛି ରାଜ୍ୟ ବିଜେପି । ଓଡିଶାକୁ ଦେଶ ବିଦେଶରେ ବଦନାମ ପାଇଁ ଷଡଯନ୍ତ୍ର କରୁଛି ଏହି ଦଳ । ଏମିତି କହି ବିଜେପି ଉପରେ ଜୋରଦାର ବର୍ଷିଛି ବିଜେଡି । ଏଥିସହିତ ଦଳ ତାର ଶାସନ…

ସୁଶାସନ ଦିବସରେ ‘ଅଟଳ ସମ୍ମାନ-୨୦୨୩’ରେ ସମ୍ମାନୀତ ହେବେ ବରିଷ୍ଠ ରାଜନେତା ଶ୍ରୀଯୁକ୍ତ କ୍ଷୀରୋଦ ପ୍ରସାଦ ସ୍ୱାଇଁ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୨୫ ତାରିଖରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ତିଥି । କୃଷି, ବିଜ୍ଞାନ, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆଦି ଅନେକ କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ । ସେଥିଲାଗି…