Latest Odisha News

BREAKING NEWS

Browsing Category

ଓଡିଶା

Odisha

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପ୍ରଧାନ ଶିକ୍ଷକଙ୍କୁ ମାଡ଼ ମାରିଲେ ଗାଁ ଲୋକେ

ବାଲେଶ୍ବର: ସୋମବାର ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିବା ପରେ ଜଣେ ପ୍ରଧାନ ଶିକ୍ଷକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଚାନ୍ଦିପୁର ମୁଣ୍ଢାବଣି ନୋଡାଲ ସ୍କୁଲର ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ସ୍ଥାନୀୟ ଲୋକେ ପ୍ରଧାନ ଶିକ୍ଷକଙ୍କୁ ମାଡ଼ ମାରିଥିବା…

ସୋଆ ପକ୍ଷରୁ ଆରମ୍ଭ କରାଗଲା ଭାଷା କେନ୍ଦ୍ର, ବିଦେଶୀ ଭାଷାର ପ୍ରଶିକ୍ଷଣ ନେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଛାତ୍ରଛାତ୍ରୀମାନଙ୍କ ପାଇଁ ଖୁସି ଖବର । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଏକ ଭାଷା କେନ୍ଦ୍ର ଆରମ୍ଭ କରାଯାଇଛି । ଯେଉଁଠାରେ ଛାତ୍ରଛାତ୍ରୀମାନେ ଫ୍ରେନ୍‌ଚ, ସ୍ୱାହିଲି ଓ ଆରବିକ୍ ଭଳି ବିଦେଶୀ ଭାଷା ଗୁଡ଼ିକୁ ଶିକ୍ଷା କରିବାର ସୁଯୋଗ ପାଇବେ । ସୋଆ ସେଣ୍ଟର ଫର ଲାଙ୍ଗୁଏଜେସ୍…

ଫୋକସ ଢେଙ୍କାନାଳ ଲୋକସଭା, ପଦ ଛାଡିବେ ଉପବାଚସ୍ପତି ରଜନୀକାନ୍ତ ସିଂହ!

ଭୁବନେଶ୍ୱର: ଆଗକୁ ବିଧାନସଭା ସହିତ ଲୋକସଭା ନିର୍ବାଚନ। ଏହାପୂର୍ବରୁ ସମସ୍ତ ଦଳ ପରସ୍ପର ବିରୋଧରେ କ୍ଷେତ୍ର ପ୍ରସ୍ତୁତି କରୁଛନ୍ତି। କିନ୍ତୁ ସଦ୍ୟ ସୂଚନା ଅନୁଯାୟୀ ଉପବାଚସ୍ପତି ରଜନୀକାନ୍ତ ସିଂହ ନିଜ ପଦରୁ ଆସନ୍ତା ଶୀତ ଅଧିବେଶନ ପୂର୍ବରୁ ଇସ୍ତଫା ଦେଇପାରନ୍ତି। ଯଦିଓ ଏହାକୁ ନେଇ…

୧୭ ବର୍ଷ ପରେ ବି ସ୍କୁଲରେ ନାହିଁ ନଳକୂପ, ଛାତ୍ରଛାତ୍ରୀଙ୍କୁ ଭରସା ନଦୀ ପାଣି

ଗଜପତି: ସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଅନେକ ସୁବ୍ୟବସ୍ଥା କରୁଛନ୍ତି ବୋଲି ଡେଙ୍ଗୁରା ପିଟୁଛନ୍ତି। ହେଲେ ମୋହନା ବ୍ଲକ ଡିମ୍ବିରିପଙ୍କାଳ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନଳକୂପ କିମ୍ବା ହ୍ୟାଣ୍ଡପମ୍ପ ନଥିବାରୁ ଛାତ୍ରଛାତ୍ରୀମାନେ ନଦୀ ଓ ନାଳର ଦୂଷିତ…

ବେଦାନ୍ତ ଆଲୁମିନିୟମକୁ ବକ୍ସାଇଟ ବିଶୋଧନ ପ୍ରକ୍ରିୟାରେ ଅଭିନବ ସଫଳତା

ଭୁବନେଶ୍ୱର : ବେଦାନ୍ତ ଆଲୁମିନିୟମ ଲିମିଟେଡ, ଭାରତର ଆଲୁମିନିୟମ ନିର୍ମାତା ବକ୍ସାଇଟ ଅବଶିଷ୍ଟ ଉତ୍ପାଦକୁ ବହୁମାତ୍ରାରେ ହ୍ରାସ କରିବା ଲାଗି ଏକ ପ୍ରକ୍ରିୟାର ଶୁଭାରମ୍ଭ କରିଛି । ଯାହା ଆଲୁମିନିୟମ ବିଶୋଧନ ପ୍ରକ୍ରିୟାରେ ବକ୍ସାଇଟ ଅବଶିଷ୍ଟାଂଶକୁ ୩୦% ହ୍ରାସ କରିବ । ଏହି ପ୍ରକ୍ରିୟା…

ବିଶାଲ ବଡ଼ ଲୋକ ବୋଲି ପୋଲିସ କ’ଣ ସୁରକ୍ଷା ଦେଉଛି ?

ଭୁବନେଶ୍ୱର: ରେଞ୍ଜ ରୋଭର ଦୁର୍ଘଟଣାରେ ଜଣେ ଯାଜପୁରର ଯୁବତୀ ଲୋପାମୁଦ୍ରାଙ୍କ ମୃତ୍ୟୁ ଘଟିଛି। ଏହି ମାମଲାରେ ଅନ୍ୟ ଜଣେ ତାଙ୍କ ସଂପର୍କୀୟ କାହ୍ନଚରଣ ନାୟକ ଚିକିତ୍ସାଧୀନ ରହିଛନ୍ତି। ଏପରି ସ୍ଥିତିରେ ଛାତ୍ର କଂଗ୍ରେସ ସୋମବାର ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କ ଗିରଫ ଦାବି…

ପୂର୍ବତଟ ରେଳପଥ ପକ୍ଷରୁ ଦୂରଗାମୀ ସ୍ୱତନ୍ତ୍ର ଟ୍ରେନ୍ ସେବା ବୃଦ୍ଧି

ଭୁବନେଶ୍ୱର: ସାଧାରଣ ଜନତା, ବିଶେଷକରି ରେଳ ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ନିୟମିତ ଚଳାଚଳ କରୁଥିବା ଟ୍ରେନ ମାନଙ୍କରେ ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଚଳାଚଳ କରୁଥିବା ସ୍ପେଶାଲ ଟ୍ରେନର ସେବା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ସହିଦ ପ୍ରତାପଙ୍କ ଶେଷକୃତ୍ୟ

ପୁରୀ: ଜୀବନ ଯୁଦ୍ଧରେ ହାରି ପଞ୍ଚଭୂତରେ ଲୀନ ହେଲେ ଗୋପ ବ୍ଲକର ପ୍ରଥମ ଓଡ଼ିଆ ପୁଅ ସହୀଦ ପ୍ରତାପ ପରିଡା । ମେଘାଳୟରେ ବିଏସଏଫ ହାବିଲଦାର ଭାବେ କାର୍ଯ୍ୟରତ ପ୍ରତାପ ଓରଫ ବଗୁଲି ଏକ ଖାଲରେ ପଡି ସହୀଦ ହୋଇଛନ୍ତି । ଗତକାଲି ପ୍ରତାପଙ୍କ ପାର୍ଥୀବ ଶରୀର ଭୁବନେଶ୍ୱରରେ ପହଞ୍ଚିବା ପରେ ଆଜି ସକାଳୁ…

ରାଜ୍ୟରେ ପ୍ରଥମ ଘଟଣା: ନାଗସାପର ଭୟ ଦେଖାଇ ନାବାଳିକା ଶୋଷଣ, ପୀଡ଼ିତାଙ୍କ ପରିବାରକୁ ଭେଟିଲା ସ୍ନେକ ହେଲ୍ପ ଲାଇନ

ନୟାଗଡ଼: ଓଡ଼ଗାଁ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ନାଗସାପ ଦ୍ଵାରା ଭୟଭୀତ କରାଇ ଶୋଷଣ କରିବା ମାମଲା ସାମ୍ନାକୁ ଆସିଛି। ଅଭିଯୁକ୍ତ ଜଗନ୍ନାଥ ସାହୁଙ୍କ ବିରୁଦ୍ଧରେ ଜାତିଆଣ ଆକ୍ଷେପ ସହିତ ସଙ୍ଗୀନ ପୋକସୋ ଦଫା ଲଗାଯାଇଛି ଏବଂ ଅଧୁନା ସେ ବିଚାରାଧୀନ କଏଦୀ ଭାବରେ ନୟାଗଡ଼ ଜିଲ୍ଲା କାରାଗାରରେ…

ନୟାଗଡ଼ ଚାଷୀ ଆତ୍ମହତ୍ୟା ଘଟଣାର ଅନୁଧ୍ୟାନ ପାଇଁ କମିଟି ଗଠନ

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଜଙ୍କିଆ ପଞ୍ଚାୟତ ଅନ୍ତର୍ଗତ ଓସ୍ତପଡ଼ା ଗ୍ରାମର ଚାଷୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାର ଅନୁଧ୍ୟାନ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛି। ପିସିସି ସଭାପତି ଶରତ ପଟ୍ଟନାୟକ, ପିସିସି ଉପସଭାପତି…