Latest Odisha News

BREAKING NEWS

Browsing Category

ଓଡିଶା

Odisha

ଫିକା ପଡିପାରେ ଦଶହରା : ଅବପାତର ରୂପ ନେଲା ଲଘୁଚାପ; ୨୭ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ

ଭୁବନେଶ୍ବର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି । ବର୍ତ୍ତମାନ ପାରଦୀପଠାରୁ ଦକ୍ଷିଣରେ ୬୧୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ୨୪ ଘଣ୍ଟାରେ ଏହା ଗଭୀର ଅବପାତର ରୂପ ନେବାର ସମ୍ଭାବନା ରହିଛି । ମଧ୍ୟାହ୍ନଠାରୁ ଗତିପଥ ପରିବର୍ତ୍ତନ କରି ଉତ୍ତର-ଉତ୍ତର ପୂର୍ବକୁ…

ଚାଲିଛି ପୂଜା , ଲାଗୁଛି ଗହଳି : ଶକ୍ତିପୀଠରେ ଆଜି ମହାନବମୀ, ମଣ୍ଡପରେ ମହାଷ୍ଟମୀ ପୂଜା; ଭକ୍ତିମୟ ପରିବେଶରେ ଚାଲିଛି…

ଭୁବନେଶ୍ବର: ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା’ ଜଗତଜନନୀ ଦୁର୍ଗା । ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ଶକ୍ତିପୀଠରେ ଆଜି ମହାନବମୀ ପୁଜା ଚାଲିଥିବା ବେଳେ ମଣ୍ଡପରେ ଆଜି ମାଆଙ୍କର ମହାଷ୍ଟମୀ ପୂଜା । ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ମହାଷ୍ଟମୀ ପୂଜା କରିବା…

ସରିଲା ‘ସାଥିଆ ପ୍ରଶିକ୍ଷଣ’ : କିଶୋର ଯୌନ ସ୍ୱାସ୍ଥ୍ୟ ସଚେତନତା ଉପରେ ଗୁରୁତ୍ୱ

କଳିଙ୍ଗନଗର : ସରିଲା ସୁକିନ୍ଦା ବ୍ଲକ ସମ୍ମିଳନୀ କକ୍ଷରେ ଟାଟା ଷ୍ଟିଲ୍ ଫାେଉଣ୍ଡସନର ରିସ୍ତା ପ୍ରକଳ୍ପ ପକ୍ଷରୁ ତିନି ଦିନିଆ ‘ସାଥିଆ ପ୍ରଶିକ୍ଷଣ' କାର୍ଯ୍ୟକ୍ରମ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବାଲ୍ୟ ବିବାହ ହାର ହ୍ରାସ ଏବଂ କିଶୋର  ଯୌନ ସ୍ୱାସ୍ଥ୍ୟ ବିଷୟରେ ସେଚତନତା ସୃଷ୍ଟି କରିବାକୁ…

ରମାଦେବୀ ଯୁକ୍ତ ୨ ହଷ୍ଟେଲରେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ, ତଦନ୍ତ ଲାଗି ନିର୍ଦ୍ଦେଶ ଦେଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ରମାଦେବୀରେ ରାଗିଂ ହୋଇଥିବା ଅଭିଯୋଗ ଆସିଛି। ଅଭିଯୋଗ ଆଣିଛନ୍ତି ଯୁକ୍ତ ୨ ହଷ୍ଟେଲ ଛାତ୍ରୀ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଘଟଣାର ତଦନ୍ତ ଲାଗି ନିର୍ଦ୍ଦେଶ ଦେଲା ଗଣଶିକ୍ଷା ବିଭାଗ। ସେପଟେ ଅଭିଯୋଗକୁ ଖଣ୍ଡନ କଲେ ଅଧ୍ୟକ୍ଷା। ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ,…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ନନ୍ଦନକାନନରେ ହ୍ୱାଟସଆପ୍ ଜରିଆରେ ଟିକେଟ ବୁକ୍ କରିପାରିବେ ପର୍ଯ୍ୟଟକ

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଏଣିକି ନନ୍ଦନକାନନ ଗଲେ ଆଉ ଧାଡିରେ ଛିଡା ହେବାକୁ ପଡିବନି। କାରଣ ଏବେଠାରୁ ଆରମ୍ଭ ହୋଇଯାଇଛି ଡିଜିଟାଲ୍ ବୁକିଂ। ତାହା ପୁଣି ଗୋଟିଏ ମିନିଟରେ। ହ୍ବାଟସ୍ ଆପ୍ ଜରିଆରେ ଟିକେଟ କାଟିପାରିବେ ପର୍ଯ୍ୟଟକ। ଶନିବାର ଏକ କାର୍ଯ୍ୟକ୍ରମରେ ଅନଲାଇନ୍…

ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ଉତ୍ତରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି ଉତ୍ତରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ। ସିଂହଦ୍ଵାର ସମ୍ମୁଖରେ ପହଞ୍ଚିବା ପରେ ତାଙ୍କୁ ଶ୍ରୀମନ୍ଦିର ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ କରି ସ୍ୱାଗତ…

ନୌସେନା ଜାହାଜରେ କ୍ରିୟୁ ମେମ୍ବର ଅସୁସ୍ଥ, ପାରାଦୀପ ବନ୍ଦରରେ ଆଇଏନଏସ ଦର୍ଶକର ଏମର୍ଜେନ୍ସି ବାର୍ଥିଂ

ଜଗତସିଂହପୁର: ପାରାଦୀପ ବନ୍ଦରରେ ନୌସେନା ଜାହାଜର ଏମର୍ଜେନ୍ସି ବାର୍ଥିଂ ହୋଇଛି। ସୂଚନାନୁସାରେ, ଭାରତୀୟ ନୌସେନାର ସର୍ବେ ସିପ୍, ଆଇଏନଏସ ଦର୍ଶକରେ ଥିବା ଜଣେ କ୍ରିୟୁ ସଦସ୍ୟଙ୍କର ଦେହ ଅସୁସ୍ଥ ହେବାରୁ ଜରୁରୀକାଳୀନ ବାର୍ଥିଂ ହୋଇଥିବା ସୂଚନା ରହିଛି। ପାରାଦୀପ ବନ୍ଦରର ଏମପିଭି ବାର୍ଥରେ…

ଟ୍ରେନ୍ ଶୌଚାଳୟରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା: ୬ ମାସ ପରେ ଅଭିଯୁକ୍ତ ସ୍ୱାମୀ ଗିରଫ

ଭୁବନେଶ୍ୱର: ସତ୍ୟନଗର କୋଚିଂୟାର୍ଡରେ ଟ୍ରେନ୍ ଶୌଚାଳୟରୁ ମହିଳାଙ୍କ ତଣ୍ଟିକଟା ମୃତଦେହ ମିଳିବା ଘଟଣାରେ ଆଜି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି ପୋଲିସ। ଘଟଣାର ୬ ମାସ ପରେ ଅଭିଯୁକ୍ତ ସ୍ୱାମୀକୁ ସୁରତରୁ ଗିରଫ କରାଯାଇଛି। ସୂଚନା ଅନୁସାରେ ଏପ୍ରିଲ ୨୦ ତାରିଖରେ ଭୁବନେଶ୍ୱର-ଧାନବାଦ…

ଗତପତି ଜଙ୍ଗଲରେ ଚିହ୍ନଟ ହେଲା ରୟାଲ ବେଙ୍ଗଲ ଟାଇଗର

ଭୁବନେଶ୍ୱର: ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଏକ ଖୁସି ଖବର। ନିକଟରେ ଗଜପତି ଜିଲ୍ଲାର ଏକ ଜଙ୍ଗଲରେ ରୟାଲ ବେଙ୍ଗଲ ଟାଇଗର (ଆରବିଟି) ଦେଖିବାକୁ ମିଳିଛି। ସୂଚନାନୁସାରେ, ବନ ବିଭାଗ ଏକ ଫଟୋ ପ୍ରକାଶ କରିଛି, ଯେଉଁଠି ଜିଲ୍ଲାର ମହେନ୍ଦ୍ରଗିରି ଜଙ୍ଗଲରେ ଏହି ବାଘକୁ ଚିହ୍ନଟ କରାଯାଇଛି। ଅକ୍ଟୋବର…

ଦୂଷିତ ଜଳରୁ ଗଲା ୧୧ ଜୁଆଙ୍ଗଙ୍କ ଜୀବନ: ଜନ୍ତାରୀ ଗ୍ରାମକୁ କଂଗ୍ରେସ ପଠାଇଲା ତଥ୍ୟ ଅନୁସନ୍ଧାନୀକାରୀ ଦଳ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ଗୋନାସିକା ପଞ୍ଚାୟତ ଅନ୍ତର୍ଗତ ଜନ୍ତାରୀ ଗ୍ରାମର ଜୁଆଙ୍ଗ ସାହିରେ ଦୂଷିତ ପାଣି ପିଇ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଖବର ପ୍ରକାଶ ପାଇବା ପରେ ଏକ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠନ କରିଛି ପ୍ରଦେଶ କଂଗ୍ରେସ କମିଟି। ଏହି ଘଟଣାର ପ୍ରକୃତ…