Latest Odisha News

BREAKING NEWS

Browsing Category

ଓଡିଶା

Odisha

କିମ୍‍ସରେ ଆଲେଚନାଚକ୍ର, ଅତ୍ୟାଧୁନିକ ସିଆଲୋଏଣ୍ଡୋସ୍କୋପି ପଦ୍ଧତିରେ ଲାଳ ଗ୍ରନ୍ଥି ରୋଗ ଚିକିତ୍ସା

ଭୁବନେଶ୍ୱର: କେବଳ ଯେ କିଡନୀରେ ଷ୍ଟେନ୍ ସମସ୍ୟା ଦେଖା ଦେଇଥାଏ ତା ନୁହେଁ; ଏଭଳି ସମସ୍ୟା ଆମ ଲାଳ ଗ୍ରନ୍ଥିରେ ମଧ୍ୟ ପଥର ହୋଇଥାଏ। ଏଣିକି ଅତ୍ୟାଧୁନିକ ପଦ୍ଧତିରେ ଲାଳ ଗ୍ରନ୍ଥିରୁ ପଥର ବାହାର କରାଯାଇପାରୁଛି। କିମ୍‍ସରେ ପ୍ରଥମ ଥର ପାଇଁ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏହି…

ସାଇବର ଅପରାଧ ରୋକିବାକୁ ପ୍ରୟାସ, କର୍ମଶାଳା ଜରିଆରେ ଗୁଣୁପୁର ପୋଲିସର ସଚେଚନତା

ରାୟଗଡ଼ା: ଆଜି ଗୁଣୁପୁର ମହାବିଦ୍ୟାଳୟରେ ସାଇବର ଅପରାଧ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୁଣୁପୁର ଉପଜିଲ୍ଲାପାଳ ଲଳିତ କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଇବର ଅପରାଧକୁ କିପରି ରୋକାଯାଇ ପାରିବ ତାଉପରେ ଉପସ୍ଥିତ କଲେଜ ଛାତ୍ରଛାତ୍ରୀଙ୍କୁ ବୁଝାଇ ଥିଲେ। ଅନ୍ୟମାନଙ୍କ…

ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରାର ଶେଷ ଦିନ, ବଡ଼ଦାଣ୍ଡରେ ବିଜେଡିର ବିରାଟ ଶୋଭାଯାତ୍ରା

ପୁରୀ: ବଡ଼ଦାଣ୍ଡରେ ବିଜେଡିର ବିଶାଳ ରୋଡ ଶୋ ଦେଖିବାକୁ ମିଳିଛି। ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରାର ଶେଷ ଦିନ। ଆଉ ଏହି ଜନସମ୍ପର୍କ ପଦଯାତ୍ରାରେ ଜିଲ୍ଲା ସଭାପତି ମହେଶ୍ୱର ମହାନ୍ତିଙ୍କ ପାୱାର ଶୋ' ଦେଖିବାକୁ ମିଳିଛି। ପନ୍ଦର ହଜାରରୁ ଅଧିକ ଦଳୀୟ ନେତା ଓ କର୍ମୀଙ୍କୁ ନେଇ ନରେନ୍ଦ୍ର…

ମୁଖ୍ୟମନ୍ତ୍ରୀ ଦେଲେ ସ୍କୁଟି, ଓଡ଼ିଶା ମା’ମାନଙ୍କୁ ସଶକ୍ତ କରିବ ମିଶନ ଶକ୍ତି ସ୍କୁଟର ଯୋଜନା

କଳାହାଣ୍ଡି: ଓଡ଼ିଶାର ମାଆମାନଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ସ୍କୁଟି। ଖୁସି ହେଲେ ମହିଳା। କଳାହାଣ୍ଡି ଜିଲ୍ଲାରେ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମିଶନ ଶକ୍ତି ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ଆୟୋଜିତ ସଭାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ…

‘ଜାତୀୟ ସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା’ରେ ଓଡ଼ିଶା ପ୍ରକଳ୍ପ ସର୍ବଭାରତୀୟ ସ୍ତରରେ ୩ୟ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରାଳୟ ତତ୍ତ୍ୱାବଧାନରେ National Innovation Foundation ଦ୍ୱାରା ଆୟୋଜିତ ‘ଜାତୀୟ ସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା’ରେ ଓଡ଼ିଶାରୁ ୫ଟି ପ୍ରକଳ୍ପ ପୁରସ୍କୃତ ହୋଇଛି। ସେଥିମଧ୍ୟରୁ ଗୋଟିଏ ପ୍ରକଳ୍ପ ସର୍ବଭାରତୀୟ…

ଦୀର୍ଘ ୩୨ ଦିନ ପରେ ପ୍ରତ୍ୟାହୃତ ହେଲା ଲୋୟର ଇନ୍ଦ୍ର ବିସ୍ଥାପିତଙ୍କ ଧାରଣା

ନୂଆପଡ଼ା: ଥମୁନି ବିସ୍ଥାପିତଙ୍କ ଦୁଃଖ, ମିଳୁନି ଉପଯୁକ୍ତ କ୍ଷତିପୂରଣ। ଗୋଟିଏ ପଟେ ଆନ୍ଦୋଳନ ଉପରେ ଆନ୍ଦୋଳନ। ଅନ୍ୟପଟେ ଅଧିକାରୀ, ଦଲାଲ ବର୍ଷ ବର୍ଷ ଧରି ଦୁର୍ନୀତି କରି ମାଲାମାଲ। ଭିଟାମାଟି ହରାଇ ସର୍ବସ୍ୱାନ୍ତ ବିସ୍ଥାପିତ। ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହେବା ପରେ ମଧ୍ୟ ସମସ୍ୟା ଥମିବା…

କଟକ-ଅନୁଗୋଳ-ସମ୍ବଲପୁର ରାଜପଥ ଓ ତାଳଚେର-କାମାକ୍ଷାନଗର ବାଇପାସ ଖୁବ ଶୀଘ୍ର ଶେଷ ହେବ- ପ୍ରତିଶ୍ରୁତି ଦେଲେ ପରିବହନ…

ନୂଆଦିଲ୍ଲୀ: ଜାତୀୟ ରାଜପଥ ପ୍ରକଳ୍ପ ପ୍ରସଙ୍ଗ ନେଇ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମନ୍ତ୍ରୀଙ୍କ ସହ କଟକ-ଅନୁଗୋଳ-ସମ୍ବଲପୁର ରାଜପଥ, ରିଙ୍ଗ୍ ରୋଡ୍, କୋଷ୍ଟାଲ ହାଇଓ୍ୱେ, ରାଜଧାନୀ ରିଙ୍ଗ୍ ରୋଡ୍ ପ୍ରକଳ୍ପ…

ବିଜେପି ସାଂସଦମାନେ ଦିବାସ୍ୱପ୍ନ ଦେଖାନ୍ତି, ପ୍ରତିଶ୍ରୁତି ଦିଅନ୍ତି, ହେଲେ କାମ ବେଳକୁ ଭୁଲି ଯାଆନ୍ତି- ବିଜେଡି

ଭୁବନେଶ୍ୱର: ଜାତୀୟ ରାଜପଥକୁ ନେଇ ବିଜେପି ଉପରେ ବର୍ଷିଛି ବିଜେଡି । କଟକ-ସମ୍ବଲପୁର ଜାତୀୟ ରାଜପଥ ଅତ୍ୟନ୍ତ ଦୟନୀୟ   ସ୍ଥିତିରେ ରହିଛି । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅବହେଳା ଏବଂ ରକ୍ଷଣା ବେକ୍ଷଣ ଅଭାବରୁ ଶହ ଶହ ଦୁର୍ଘଟଣା ଘଟୁଛି । ଅନେକ ଜୀବନ ଗଲାଣି ।   ଉପକୂଳ ରାଜପଥ ଓ…

କୂଅରେ ପଡ଼ି ଯାଇଥିବା ବିରାଡିକୁ ଉଦ୍ଧାର କରିବାକୁ ଯାଇ ଜଣେ ମୃତ; ୨ ଗୁରୁତର

ଭୁବନେଶ୍ୱର: କୂଅରେ ପଡିଯାଇଥିଲା ବିରାଡି । ବିରାଡିକୁ ଉଦ୍ଧାର କରିବାକୁ ଯାଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ହୋଇ ପଡିଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏମିତି ଘଟଣା ଘଟିଛି ବୁଧବାର ପଟିଆ ରେଲୱେ ଷ୍ଟେସନ ନିକଟରେ । ମିଳିଥିବା ସୂଚନା ଅନୁସାରେ, …