Latest Odisha News

BREAKING NEWS

Browsing Category

ଓଡିଶା

Odisha

ଚମକାଇଲା ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇ ଇଣ୍ଡିଆର ଏକଜିଟ୍ ପୋଲ, କହିଲା ବିଜେଡି ଜିତିପାରେ ୨ଟି ଲୋକସଭା ଆସନ

ନୂଆଦିଲ୍ଲୀ: ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇ ଇଣ୍ଡିଆର ଏକଜିଟ୍ ପୋଲର ଆକଳନ ଏବେ ଚମକାଇ ଦେଇଛି। ଯାହାକୁ କେହି କେବେ ଆକଳନ କରିନାହାନ୍ତି। ଯଦିଓ ମାଇ ଇଣ୍ଡିଆର ରିପୋର୍ଟ ବିଭିନ୍ନ ସମୟରେ ସଠିକ ହୋଇଥିବାର ମଧ୍ୟ ରିପୋର୍ଟ ରହିଛି। ଚଳିତ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେପି ୧୮ରୁ ୨୦ଟି…

କେଉଁଠି ହିଂସା, କେଉଁଠି ଶାନ୍ତି, ସବୁଠୁ ବେଶୀ ଇଭିଏମ ତ୍ରୁଟି; ଏହାରି ଭିତରେ ସରିଲା ୨୪ ନିର୍ବାଚନ

ଭୁବନେଶ୍ୱର: ସରିଲା ୨୦୨୪ ନିର୍ବାଚନ। ଦେଶରେ ମୋଟ ୭ ଟି ରାଜ୍ୟରେ ୪ ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ଉଭୟ ଲୋକସଭା ଓ ବିଧାନସଭାର ଆଜି ଥିଲା ଶେଷ ପରୀକ୍ଷା। ଜୁନ୍ ୪ ରେ ଜଣାପଡ଼ିବ କାହାର ହେବ ଗାଦି? ତେବେ ଏଥର ନିର୍ବାଚନ ସବୁଠୁ ନିଆରା ଥିଲା। ଶାସକ ଓ ବିରୋଧି ଦଳ ମଧ୍ୟରେ ଏଥର ଟକ୍କର…

ସରିଲା ନିର୍ବାଚନ; ଇଭିଏମରେ ସିଲ୍ ହେଲା ମୋଟ ୬୩.୧୮ ପ୍ରତିଶତ ଭୋଟ

ଭୁବନେଶ୍ୱର: ରାଜ୍ୟରେ ସରିଛି ୨୦୨୪ ନିର୍ବାଚନ। ମୋଟ ୪ ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ଉଭୟ ଲୋକସଭା ଓ ବିଧାନସଭାର ଆଜି ଥିଲା ଶେଷ ପରୀକ୍ଷା। ଜୁନ୍ ୪ ରେ ବାହାରିବା ଫଳାଫଳ। ଆଜି ଅନ୍ତିମ ପର୍ଯ୍ୟାୟରେ ରାଜ୍ୟ ରେ ମୋଟ ୬୩.୧୮ ପ୍ରତିଶତ ଭୋଟ ଗ୍ରହଣ ହୋଇଯାଇଛି। ଅନ୍ତିମ ପର୍ଯ୍ୟାୟ…

ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ମାଗୁଣି

କେନ୍ଦୁଝର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ମାଗୁଣି କୁଅଁର। ତାଙ୍କ ପାର୍ଥିବ ଶରୀରକୁ ଏକ ସୁସଜ୍ଜିତ ଗାଡ଼ିରେ ଜନ୍ମସହରରେ ପରିକ୍ରମା କରାଯାଇ ଗାଁ ଶ୍ମଶାନକୁ ନିଆଯାଇଥିଲା। ସେଠାରେ ପୋଲିସ ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର ଓ ତୋପ ସଲାମୀ ଦିଆଯାଇ…

ଏକଜିଟ୍ ପୋଲ ଦେଲା ବଡ଼ ଇସାରା, ଓଡ଼ିଶାରେ ବିଜେଡିକୁ ଝଟକା?

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ଭୋଟ୍ ଦାନ ପ୍ରକ୍ରିୟା ଶନିବାର ଶେଷ ହୋଇଛି। ଆଉ ନିର୍ଦ୍ଦାରିତ ସମୟ ଅନୁଯାୟୀ ଏକଜିଟ୍ ପୋଲ୍ ପ୍ରକାଶ ପାଇଛି। ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ବ୍ୟାପକ ଫାଇଦା ମିଳିବ ବୋଲି ଆକଳନ କରାଯାଇଥିବା ବେଳେ ଶାସକ ବିଜୁ ଜନତା ଦଳ (ବିଜେଡି)କୁ ବଡ଼…

ଜୁନ୍‌ ୭ରୁ ଆରମ୍ଭ ହେବ +୨ ନାମଲେଖା ପ୍ରକ୍ରିୟା

ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷ ୨୦୨୪-୨୫ ନିମନ୍ତେ ଉଚ୍ଚ ମାଧ୍ୟମିକ (ଯୁକ୍ତ-୨) ଶିକ୍ଷା ଅନ୍ତର୍ଭୁକ୍ତ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀ ଏକାଦଶ ଶ୍ରେଣୀରେ ନାମ ଲେଖା ନିମନ୍ତେ ଆସନ୍ତା ତା. ୦୭/୦୬/୨୦୨୪ରିଖଠାରୁ ପ୍ରକ୍ରିୟା ଆରମ୍ଭ ହେବ । ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ…

ନିର୍ବାଚନୀ ହିଂସା: ବିଜେପି ବୁଥ ସଭାପତିଙ୍କୁ ଛୁରାମାଡ

କେନ୍ଦ୍ରାପଡ଼ା: ଆଜି ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଇଭିଏମ୍ ରେ ସିଲ୍ ହୋଇଛି ୬ ଲୋକସଭା ଆସନ ଓ ଏହା ଅନ୍ତର୍ଗତ ବିଧାନସଭା ଆସନର ପ୍ରାର୍ଥୀଙ୍କ ଭାଗ୍ୟ। ଏହାରି ଭିତରେ ଅନେକ ଜାଗାରେ ଆଜି ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଏହି କ୍ରମରେ ଆଜି କେନ୍ଦ୍ରାପଡ଼ା ଲୋକସଭା…

ଜୁନ୍ ୪ ହେଉଛି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ନାମଲେଖା ପାଇଁ ଆବେଦନର ଶେଷ ତାରିଖ, ଏହିପରି କରିବେ ଆବେଦନ

ଭୁବନେଶ୍ବର: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ଏନ.ସି.ଇ.ଆର.ଟି ର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱର, ଭୋପାଳ, ଆଜମେର, ମଇଶୁର ଓ ଶିଲଂରେ ୨୦୨୪-୨୦୨୫ ଶିକ୍ଷାବର୍ଷ ପାଇଁ ବି.ଏବି.ଇଡି, ବି.ଏସସି.ବି.ଇଡି, ବି.ଇଡି, ଏମ.ଇଡି, ଏମ.ଏସସି.ଇଡି, ଆଦି ଶିକ୍ଷା ଭିତ୍ତିକ…

ବୁଥ୍‌ ସାମ୍ନାରେ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ

ଭଦ୍ରକ: ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ଜାରି ଥିବା ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଭଦ୍ରକ ଗ୍ରାମାଞ୍ଚଳରେ ଥିବା ଏକ ମତଦାନ କେନ୍ଦ୍ର ସାମ୍ନାରେ ଜଣେ ମହିଳାଙ୍କୁ ଅତି ନୃଶଂସ ଭାବେ ବୁଥ୍ ସାମ୍ନାରେ ହାଣି ହତ୍ୟା କରିଛି ତାଙ୍କ ସ୍ବାମୀ । ମୃତ ମହିଳା ହେଲେ ରଶ୍ମିରେଖା ବେହେରା…

ଭୋଟ ଦେଉଛି ଓଡିଶା, ଅପରାହ୍ନ ୫ଟା ସୁଦ୍ଧା ୬୨.୪୬% ଭୋଟିଂ

ଭୁବନେଶ୍ଵର: ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟ୍ ଦେଇ ନିଜ ପ୍ରତିନିଧି ବାଛୁଛନ୍ତି ଭୋଟର । ୪୬୦ ନେତାଙ୍କର ଭାଗ୍ୟ ପରିକ୍ଷା ହେବ । ଅପରାହ୍ନ ୫ଟା ସୁଦ୍ଧା ୬୨.୪୬% ଭୋଟିଂ ହୋଇଛି । ବାଲେଶ୍ବରରେ ୬୧.୯୧% ମତଦାନ ହୋଇଥିବା ବେଳେ ଭଦ୍ରକରେ ୫୮.୨୧%,…