Latest Odisha News

BREAKING NEWS

Browsing Category

ଓଡିଶା

Odisha

ତହସିଲଦାରଙ୍କ ଗାଡ଼ି ସିଜ୍‌ ପରେ ଜମି ମାଲିକଙ୍କୁ ମିଳିଲା କ୍ଷତିପୂରଣ ଟଙ୍କା

ଢେଙ୍କାନାଳ: ଜମି ଅଧିଗ୍ରହଣ ମାମଲାରେ ୧୩ ଲକ୍ଷ ଟଙ୍କାର କ୍ଷତିପୂରଣ ନ ଦେବାରୁ ବୁଧବାର ଢେଙ୍କାନାଳ ତହସିଲଦାର ସ୍ୱାଧୀନ କୁମାର ବେହେରାଙ୍କ ସରକାରୀ କାର, କମ୍ପ୍ୟୁଟର ଏବଂ ଅଫିସ୍ ଆସବାବପତ୍ର ଆଦି ଜବତ କରାଯାଇଥିବା ନେଇ ସୂଚନା ମିଳିଛି। ତେବେ ତହସିଲଦାରଙ୍କ ଗାଡ଼ି ସିଜ୍‌ ପରେ ଜମି…

ଦାବି ପୂରଣ ନହେଲେ ରାଜ୍ୟବ୍ୟାପୀ ଧର୍ମଘଟ କରିବେ ଡାକ୍ତର: ଓଏମଏସଏ

ଭୁବନେଶ୍ୱର: ରାଜ୍ୟ ସରକାର ଯଦି ଡକ୍ଟର ମାନଙ୍କର ୧୮ ଦଫା ଦାବି ପୂରଣ ନକରନ୍ତି ତାହେଲେ ଓଡ଼ିଶା ମେଡିକାଲ୍ ସର୍ଭିସେସ୍ ଆସୋସିଏସନ୍ (OMSA)ର ସଦସ୍ୟମାନେ ଜାନୁଆରୀ ୨୦୨୬ ରୁ ରାଜ୍ୟବ୍ୟାପୀ ଧର୍ମଘଟ କରିବେ। ଏନେଇ OMSA ରାଜ୍ୟ ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି।…

ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଅଧ୍ୟକ୍ଷ ଗିରଫ

ଖୋର୍ଦ୍ଧା: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଅଧ୍ୟକ୍ଷ ଗିରଫ । ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ୍ତ ଦାସ ଗିରଫ । ଅଧ୍ୟାପିକାଙ୍କ ବାପା ବୋଲଗଡ଼ ଥାନାରେ ମଙ୍ଗଳବାର ଏତଲା କରିଥିଲେ । ଅଧ୍ୟାପିକାଙ୍କ ବାପାଙ୍କ ଲିଖିତ ଅଭିଯୋଗ ଆଧାରରେ ବୋଲଗଡ଼ ପୋଲିସ ଅଧ୍ୟକ୍ଷଙ୍କୁ ଗିରଫ…

ଭାଙ୍ଗୁଛି ନିଶା କାରବାର ନେଟୱର୍କ: ୬୧ଟି ମାମଲା ରୁଜୁ, ୧୮୧ ଗିରଫ

ଭୁବନେଶ୍ବର: ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା ପାଇଁ ଓଡିଶା ପୋଲିସ କଠୋର ପଦକ୍ଷେପ ଗ୍ରହଣ କରୁଛି। ବିଗତ କିଛି ଦିନ ମଧ୍ୟରେ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ କରାଯାଇ ବିପୁଳ ପରିମାଣର କଫ୍‌ ସିରପ ଜବତ ସହିତ ଚୋରା ଚାଲାଣରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ…

ଓଡ଼ିଶା କଂଗ୍ରେସର ନେତୃତ୍ୱ ନେବା ପାଇଁ ଭକ୍ତ ଦାସ ଅନଫିଟ୍: ସୋନିଆଙ୍କୁ ଚିଠି ଲେଖିଲେ ମୋକିମ୍

ଭୁବନେଶ୍ବର: ରାଜ୍ୟ କଂଗ୍ରେସରେ ପୁଣି ବାହାରିଲା ପୁରୁଣା ରୋଗ। କଂଗ୍ରେସରେ ଦେଖା ଦେଲାଣି ନେତୃତ୍ବ ସଂକଟ। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ନିଜ ଦଳର ନେତା। ଭକ୍ତ ଦାସ ନିଜ ଦଳ ନୁହେଁ ବରଂ ଅନ୍ୟ ଦଳ ପାଇଁ କାର୍ଯ୍ୟ କରୁଛନ୍ତି, ଏଭଳି ଅଭିଯୋଗ…

କିଟ୍‍ ଅନ୍ତର୍ଜାତୀୟ ଛାୟା ଜାତିସଂଘ (ମୁନ୍‌) ଉଦ୍‍ଯାପିତ

ଭୁବନେଶ୍ୱର: କିଟ ଅନ୍ତର୍ଜାତୀୟ ଛାୟା ଜାତିସଂଘ (ମୁନ୍‌)ର ୧୩ତମ ସଂସ୍କରଣ ଉଦ୍‍ଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ତିନି ଜଣ ଅନ୍ତର୍ଜାତୀୟ କାର୍ଯ୍ୟନିର୍ବାହୀ ବୋର୍ଡ ସଦସ୍ୟ, ୨୦ ରୁ ଅଧିକ କର୍ପୋରେଟ୍ ବ୍ୟକ୍ତିତ୍ୱଙ୍କ ଉପସ୍ଥିତି ଓ ବଲିଉଡ୍ ପ୍ଲେବ୍ୟାକ୍ ଗାୟକ ଆଶ୍ କିଙ୍ଗଙ୍କ ଷ୍ଟାର…

ଉଚ୍ଚଶିକ୍ଷାନୁଷ୍ଠାନକୁ ବୁଲା କୁକୁର,ଗାଈ ଭୟ…ଚିଠି ଲେଖିଲେ ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର: ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି । କୁକୁର, ଗାଈ କଲେଜରେ ପ୍ରବେଶ ରୋକିବା ପାଇଁ ପଦକ୍ଷେପ ନେବାକୁ ଚିଠି ଦିଆଯାଇଛି । ଏନେଇ ସମସ୍ତ ସରକାରୀ/ଅଣସରକାରୀ ସହାୟତାପ୍ରାପ୍ତ ଡିଗ୍ରୀ କଲେଜର ଅଧ୍ୟକ୍ଷମାନଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି…

ପୁଣି ଘରୋଇ ବିଶ୍ୱବିଦ୍ୟାଳୟରେ ରାଗିଂ: ଡ୍ରଗ୍ସ ନେବାକୁ ମନା କରିବାରୁ ଛାତ୍ରଙ୍କୁ ପିଆଇ ଦେଲେ ଶୌଚାଳୟ ପାଣି

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ତଥା ପିପିଲି ସଂଲଗ୍ନ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ପୁଣି ଥରେ ରାଗିଂର ଏକ ସାଂଘାତିକ ଖବର ସାମ୍ନାକୁ ଆସିଛି। କ୍ୟାମ୍ପସ ଭିତରେ ନିଶା କାରବାର ଓ ଦାଦାଗିରିର ଶିକାର ହୋଇଛନ୍ତି ଜଣେ ଛାତ୍ର। ଡ୍ରଗ୍ସ ସେବନ ନକରିବାରୁ ଛାତ୍ରଙ୍କୁ ନିସ୍ତୁକ ମାଡ଼। ଏଭଳି…

ଓଡ଼ିଶା ଛାତ୍ରୀଙ୍କୁ ନିର୍ଯାତନା; ଆନ୍ଧ୍ରପ୍ରଦେଶର ୨ ପ୍ରଫେସର ଗିରଫ

ଭୁବନେଶ୍ୱର: ଓଡ଼ିଶାର ଜଣେ ୨୭ ବର୍ଷୀୟ ବିଏଡ୍ ଛାତ୍ରୀ ଯୌନ ନିର୍ଯାତନା, ଉତ୍ପୀଡ଼ନ ଏବଂ ବ୍ଲାକମେଲ୍ ଅଭିଯୋଗ କରିବା ପରେ ତିରୁପତି ପୋଲିସ ଜାତୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ (NSU)ର ଦୁଇ ଜଣ ସହକାରୀ ପ୍ରଫେସରଙ୍କୁ ଗିରଫ କରାଯାଇଛି। ଅଭିଯୋଗକାରୀଙ୍କ ଅନୁଯାୟୀ, କେନ୍ଦ୍ରୀୟ…

ଓପିଟିସିଏଲ ଓ ନାବାର୍ଡ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର:ଓଡିଶାରେ ବିଦ୍ୟୁତ୍ ଭିତ୍ତିଭୂମି ବିକାଶ ପାଇଁ ଓପିଟିସିଏଲ ଏବଂ ନାବାର୍ଡ ମଧ୍ୟରେ ଏକ ଦୀର୍ଘକାଳୀନ ଋଣ ଚୁକ୍ତିନାମା ସ୍ୱାକ୍ଷରିତ ଲୋକସେବା ଭବନରେ ହୋଇଛି। ଏହି ରଣନୈତିକ ଆର୍ଥିକ ସହଭାଗିତା ରାଜ୍ୟର ଆଗାମୀ ଶିଳ୍ପ ପ୍ରକଳ୍ପ ଓ ଗ୍ରାହକମାନଙ୍କ ପାଇଁ ଗୁଣାତ୍ମକ ଏବଂ ନିର୍ଭରଯୋଗ୍ୟ…