Latest Odisha News

BREAKING NEWS

Browsing Category

ଓଡିଶା

Odisha

୨୨୦ ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା; ବାପ ପୁଅ ମୃତ, ମା ଗୁରୁତର

ମୟୂରଭଞ୍ଜ:୨୨୦ ନମ୍ବର ଜାତୀୟ ରାଜପଥ କାଳିକାପୁର ନିକଟରେ ଅଟୋକୁ ଧକ୍କା ଦେଲା ଟ୍ରକ । ଫଳରେ ବାପ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ମା ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଗାନସା କିସ୍କୁ ଓ ୮ ବର୍ଷର ପୁଅ ରାମରାଜ କିସ୍କୁ । ମୃତକଙ୍କ ଘର ବଡ଼ଗାଁ ପଞ୍ଚାୟତ ଶରଧା ଗାଁରେ । ଏପଟେ ଗୁରୁତର…

କମ୍ବିଂ ଅପରେସନ୍ ବେଳେ ଜଙ୍ଗଲରୁ ପୁଣି ଠାବ ହେଲା ମାଓ ଡମ୍ପ୍‌

ରାୟଗଡ଼ା: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା। କମ୍ବିଂ ଅପରେସନ୍ ବେଳେ ପୁଣି ଠାବ ହେଲା ମାଓ ଡମ୍ପ୍‌। ରାୟଗଡ଼ା ଜିଲ୍ଲା ଅମ୍ବାଦୋଳା ଥାନା ରଘୁବାରୀ ସଂରକ୍ଷିତ ଜଙ୍ଗଲରେ ଠାବ ହୋଇଛି। ୩୦୩ ରାଇଫଲ୍, ୩୭ ରାଉଣ୍ଡ ଗୁଳି, ଗୋଟିଏ ଦେଶୀ ବନ୍ଧୁକ ଜବତ ହୋଇଛି। ଏହାସହ ୨୫ଟି ଗୁଳି, ୧୦ଟି ଆରବିଜିଏଲ୍ ସହ…

Robbery at Petrol Pump:ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା; ସିସିଟିଭିରେ କଏଦ…

ବାଲେଶ୍ୱର: ଏକ ପେଟ୍ରୋଲ ପମ୍ପରୁ ଗତକାଲି ବିଳମ୍ବିତ ରାତିରେ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦରଡାସ୍ଥିତ ଏକ ପେଟ୍ରୋଲ ପମ୍ପରୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ ହୋଇଛି । ଶୁକ୍ରବାର ବିଳମ୍ବିତ ରାତିର…

ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ୍ ଷ୍ଟାଣ୍ଡିଂ କମିଟି ବୈଠକ; ମାଓବାଦୀ ଓ ମାଦକ ଦ୍ରବ୍ୟ ଚୋରାଚାଲାଣ ଉପରେ ଲାଗିବ ରୋକ୍

ଭୁବନେଶ୍ୱର: ଆସନ୍ତା ୭ ତାରିଖରେ ଭୁବନେଶ୍ୱରରେ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ଷ୍ଟାଣ୍ଡିଂ କମିଟି ବୈଠକ। ଏକାଠି ହେବେ ୪ ରାଜ୍ୟର ମୁଖ୍ୟ ସଚିବ ଓ ପୋଲିସ ଡିଜି। କେନ୍ଦ୍ର ସରକାରଙ୍କ ଅଧିକାରୀ ମଧ୍ୟ ସାମିଲ ହେବେ। ଏଥିପାଇଁ ୮୭ ଜଣ ଅଫିସରଙ୍କୁ ନିୟୋଜିତ କଲେ ରାଜ୍ୟ ସରକାର। ଏହି ୧୫ତମ ଷ୍ଟାଣ୍ଡିଂ…

ଓଡ଼ିଶା ହାଇକୋର୍ଟର ଏଏସ୍‌ଓ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲା: ଗିରଫ ୧୪ ଜଣଙ୍କ ଜାମିନ ଆବେଦନର ଶୁଣାଣି ଶେଷ

କଟକ: ଓଡ଼ିଶା ହାଇକୋର୍ଟର ଆସିଷ୍ଟାଣ୍ଟ୍‌ ସେକ୍ସନ ଅଫିସର୍‌ (ଏଏସ୍‌ଓ) ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲା । ଗିରଫ ହୋଇଥିବା ସମସ୍ତ ୧୪ ଜଣଙ୍କ ଜାମିନ ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଗୌରୀଶଙ୍କର ଶତପଥୀ ରାୟ । ଆବେଦନକାରୀଙ୍କୁ ଲିଖିତ…

Pakhala Divas bill: ପଖାଳ ପାଇଁ ୨ କୋଟି!

ଭୁବନେଶ୍ବର: ଗରିବର ପଖାଳ, କୋଟିର ଖର୍ଚ୍ଚ! ସାଧାରଣ ପଖାଳ ଖିଆରେ ୨ କୋଟି ଖର୍ଚ୍ଚ ନେଇ ବିବାଦ! ପଖାଳ...ଏହି ନାଁ ଶୁଣିଲେ ଓଡ଼ିଆଙ୍କ ମନକୁ ଆସିଯାଏ ମାଆର ହାତର ସ୍ୱାଦ, ଖରାଦିନର ଶାନ୍ତି ଆଉ ମାଟିର ବାସ୍ନା। କିନ୍ତୁ ସେହି ପଖାଳ ଏବେ ସ୍ୱାଦ ପାଇଁ ନୁହେଁ, ବରଂ କୋଟି କୋଟି ଟଙ୍କାର…

ଥାନାରେ ଆଇଆଇସି ବ୍ୟୁଟି ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁ

କଟକ: କଟକ ଚାଉଳିଆଗଞ୍ଜ ଥାନାର ଇନ୍ସପେକ୍ଟର-ଇନ୍-ଚାର୍ଜ (ଆଇଆଇସି) ବ୍ୟୁଟି ମହାନ୍ତିଙ୍କ ଶନିବାର ସକାଳେ ସନ୍ଦେହଜନକ ଭାବରେ ମୃତଦେହ ଉଦ୍ଧାର କରାଯାଇଛି। ତିନି ମହଲା ପୋଲିସ ଷ୍ଟେସନ କୋଠାର ଉପର ମହଲାରେ ଥିବା ବିଶ୍ରାମଗାର ଭିତରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।…

ତାମିଲନାଡୁ ଘଟଣା ପରେ ସତର୍କ ଓଡ଼ିଶା, ସି-ଫୁଡ୍ ଶିଳ୍ପ ପାଇଁ ଗଠିତ ତ୍ରିପାକ୍ଷିକ କମିଟି

ଭୁବନେଶ୍ୱର: ତାମିଲନାଡୁ ଘଟଣା ପରେ ସତର୍କ ହେଲା ଓଡ଼ିଶା। ସି-ଫୁଡ୍ ଶିଳ୍ପ ପାଇଁ ଗଠନ ହେଲା ରାଜ୍ୟସ୍ତରୀୟ ତ୍ରିପାକ୍ଷିକ କମିଟି। ଶ୍ରମିକ କଲ୍ୟାଣ ଓ ଆନ୍ତର୍ଜାତିକ ଶ୍ରମ ମାନଦଣ୍ଡ ପାଳନ ଉପରେ ରହିବ ନଜର। ତାମିଲନାଡୁର ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ରେ ଗ୍ୟାସ୍ ଲିକ୍ ଜନିତ…

ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାଝୀଙ୍କ ପରଲୋକ

କଳାହାଣ୍ଡି: ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ବିଶିଷ୍ଟ ନାରୀନେତ୍ରୀ ଶ୍ରୀମତୀ ମାଝୀଙ୍କ ୫୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ଶ୍ରୀମତୀ ୧୯୯୨ ମସିହାରେ ଲାଞ୍ଜିଗଡ଼ ବ୍ଲକ ଛତ୍ରପୁର ପଞ୍ଚାୟତର ସମିତିସଭ୍ୟା ଭାବେ ନିର୍ବାଚିତ ହେବା ସହିତ ନିଜର ରାଜନୈତିକ ଯାତ୍ରାର…

ବାଇକ୍‌କୁ ଧକ୍କା ଦେଲା ଅଜଣା ଗାଡ଼ି, ଭୟଙ୍କର ଦୁର୍ଘଟଣାରେ ୩ ମୃତ

କନ୍ଧମାଳ: ମହାସିଙ୍ଗ ବ୍ରିଜ୍‌ ନିକଟରେ ବାଇକ୍‌କୁ ଧକ୍କା ଦେଲା ଅଜଣା ଗାଡ଼ି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ, ବାଲିଗୁଡ଼ା ହସ୍ପିଟାଲ୍‌ରେ ଆଉ ୨ ମୃତ। ୩ ମୃତକଙ୍କ ପରିଚୟ ମିଳିନି। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅଜଣା ଗାଡ଼ି ଧକ୍କା ଦେବାରୁ ୩…