Latest Odisha News

BREAKING NEWS

Browsing Category

ଓଡିଶା

Odisha

ନିବେଦିତା ଦିଦି ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ: ନିର୍ମଳା ସୀତାରମଣ

ଭୁବନେଶ୍ୱର: କଟକ ମହାନଗର ନିଗମର ପ୍ରଥମ ମହିଳା ମେୟର ତଥା ବିଧାୟିକା ସୁଶ୍ରୀ ନିବେଦିତା ପ୍ରଧାନ କୁନି ଅପାଙ୍କ ଗତ ୧୦ତାରିଖ ଦିନ ଦେହାନ୍ତ ହୋଇଯାଇଛି । ସ୍ୱର୍ଗତଃ ସୁଶ୍ରୀ ନିବେଦିତା ରାଜ୍ୟ ବିଜେପିର କର୍ମତତ୍ପର ନେତ୍ରୀ ଓ କଟକବାସୀଙ୍କ ଅତିପ୍ରିୟ ଥିଲେ । ତାଙ୍କ ବିୟୋଗରେ ଭାରତୀୟ ଜନତା…

ଟ୍ୱିନ ସିଟିରେ ଡେଙ୍ଗୁ ଭୟ, କଟକରେ ରୋଗୀ ବ୍ୟବହାର କଲେଣି ଅମୃତଭଣ୍ଡା ଗଛର ପତ୍ର

ଭୁବନେଶ୍ୱର/କଟକ: ଟ୍ୱିନ୍ ସିଟିରେ ଡେଙ୍ଗୁ ଆତଙ୍କ ଦେଖାଦେଇଛି। ରାଜଧାନୀରେ ୨ ହଜାର ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସିଲଭର ସିଟିରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେପଟେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଏଡିସ ମଶାଙ୍କ ବଂଶ ବୃଦ୍ଧି…

ପୁଣି ମାର୍କେଟ ବିଲଡିଂରେ ଉଠା ଦୋକାନୀ ଓ ବ୍ୟବସାୟୀ ମୁହାଁମୁହିଁ

ଭୁବନେଶ୍ୱର: କିଛି ସମୟର ନିରବତା ପରେ ମାର୍କେଟ ବିଲ୍ଡିଂ ଅଞ୍ଚଳରେ ଥିବା ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ପୁଣି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ମାର୍କେଟ ବିଲ୍ଡିଂ ପରିସରରୁ କିଛି ଉଠାଦୋକାନୀ ବ୍ୟବସାୟ ଆରମ୍ଭ କରିବାକୁ ଉଦ୍ୟମ କରିବା ପରେ ବୁଧବାର ମାର୍କେଟ ବିଲ୍ଡିଂରେ…

‘ମ୍ୟାଜିକ ମିରର’ ଆଗରେ ଛିଡାହେଲେ ଉଲଗ୍ନ ଦେଖାଯିବ କହି ଠକେଇ, ତିନି ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: 'ଯାଦୁକର' ବା ଆଣ୍ଟିକ୍ ମିରର୍ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇ ନଅ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ୩ ଜଣଙ୍କୁ କମିଶନରେଟ ପୁଲିସ ଗିରଫ କରିଛି। ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ୟୁପି କାନପୁପରର ଅବିନାଶ ଶୁକ୍ଳା ଅଭିଯୋଗ କରିବା ପରେ କମିଶନରେଟ୍ ପୋଲିସ ଏହି ତିନି ଠକଙ୍କୁ…

ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତ: ୨୬ କିଲୋମିଟରରେ ହେବ ୨୦ଟି ଷ୍ଟେସନ

ଭୁବନେଶ୍ୱର: ଭୁବନେଶ୍ୱର ମେଟ୍ରୋ ଟ୍ରେନ୍ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ରାଜ୍ୟ ସରକାର । ଏହି  ପ୍ରକଳ୍ପ ପାଇଁ ସରକାର ପ୍ରସ୍ତୁତ କରିଛନ୍ତି ବିସ୍ତୁତ ପ୍ରକଳ୍ପ ରିପୋର୍ଟ ବା’ ଡିପିଆର । ଏହି ଡିପିଆର ଅନୁଯାୟୀ,ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ମୋଟ୍ ୨୬ କିଲୋମିଟର…

ଫେବୃୟାରୀ ୧୪ତାରିଖରୁ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା

ଭୁବନେଶ୍ୱର:  ଆସନ୍ତାବର୍ଷ ଫେବୃୟାରୀ ୧୪ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା  । ଉଭୟ କଳା,ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ପରୀକ୍ଷା ୨୦୨୪  ଫେବୃଆରୀ  ୧ ୪ ତାରିଖରୁ ଆରମ୍ଭ ହେବ । ଏହା  ମାର୍ଚ୍ଚ ୧୩ତାରିଖ ପର୍ଯ୍ୟନ୍ତ ଚାଲିବ ।  ଏନେଇ ଆଜି  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ…

ଅଗଷ୍ଟ ୧୮ରେ ୩୧୪ ବ୍ଲକ ଘେରିବ କଂଗ୍ରେସ

ଭୁବନେଶ୍ୱର:ବ୍ଲକ ସ୍ତରରେ ଚାଲିଥିବା ୧୫-୫୦ ପ୍ରତିଶତ ପିସି କାରବାର ବନ୍ଦ କର  ।  ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତ୍ୟେକ ପଂଚାୟତକୁ ମଞ୍ଜୁର ହୋଇଥିବା ୫୦ଲକ୍ଷ ଟଙ୍କାର ପ୍ରକଳ୍ପ ତାଲିକା ପଂଚାୟତ ଦ୍ୱାରା ପ୍ରସ୍ତୁତ କର ।  ପଂଚାୟତ ମାଧ୍ୟମରେଏହି ଅର୍ଥ ଖର୍ଚ୍ଚ କର । ବଢ଼ିଚାଲିଥିବା ନାରୀ…

ବିଜେଡିକୁ ବିଜୟଙ୍କ ପ୍ରଶ୍ନ: ୨୪ ବର୍ଷର ଭିତରେ ମହାନଦୀରେ ଆନିକଟ କରିପାରିଲନି, ୩୫ ପ୍ରତିଶତ ଜମି ଜଳସେଚିତ କରିବ…

ଭୁବନେଶ୍ୱର: କଂଗ୍ରେସ ବର୍ଷିଲା ବିଜେଡି ଉପରେ | ପ୍ରଶ୍ନ ବାଣରେ ଘାଇଲା କଲା ନବୀନ ସରକାରଙ୍କୁ  । ୨୪  ବର୍ଷର ଶାସନ କାଳରେ ବିଜେଡି କରିଛି କଣ ? ଏମିତି ପ୍ରଶ୍ନ ପରେ ପ୍ରଶ୍ନ ବାଣ ବିନ୍ଧି ଚାଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ  । ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ…

ଭିଜିଲାନ୍ସ ଜାଲରେ ଭଦ୍ରକ ସିଡିପିଓ ଓ ସୁପରଭାଇଜର, ଚାକିରି ପାଇଁ ନେଉଥିଲେ ୧୦ ହଜାର ଟଙ୍କା

ଭଦ୍ରକ: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଭଦ୍ରକ ସିଜିପିଓ ଓ ସୁପରଭାଇଜର। ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲେ ଭିଜିଲାନ୍ସ ଅଧିକାରୀ। ଅଙ୍ଗନୱାଡି କର୍ମୀ ନିଯୁକ୍ତି ପାଇଁ ନେଉଥିଲେ ଲାଞ୍ଚ। ଏହି ସମୟରେ ସିଡିପିଓ ସୁନନ୍ଦା ଦାସ ଏବଂ ସୁପରଭାଇଜର ସୁଲୋଚନା ବେହେରାଙ୍କୁ…