Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆହତ ଅବସ୍ଥାରେ ପଡିରହିଥିବା ହରିଣକୁ ଉଦ୍ଧାର କଲା ବନ ବିଭାଗ, ଗୋଡ ଓ ମୁଣ୍ଡରେ ଲାଗିଛି ଆଘାତ

ବରଗଡ: ଆହତ ଅବସ୍ଥାରେ ପଡିରହିଥିବା ଜଙ୍ଗଲି ହରିଣକୁ ଉଦ୍ଧାର କଲା ବରଗଡ ବନଖଣ୍ଡ ବିଭାଗ । ବରଗଡ ଜିଲ୍ଲା ଡେବ୍ରିଗଡ ଜଙ୍ଗଲରୁ ପାଣି ଅନୁସନ୍ଧାନରେ ଜଙ୍ଗଲ ବାହାରୁ ବରଗଡ ସହରକୁ ଚାଲିଆସିଥିବା ବେଳେ ଗାଡି ଧକ୍କାରେ ଆହତ ହୋଇ ଜାତୀୟ ରାଜପଥ ନିକଟରେ ପଡିରହିଥିଲା ହରିଣଟି । ଏନେଇ ସ୍ଥାନୀୟ…

ଆଜିଠୁ ମା’ ତାରିଣୀଙ୍କ ଚଇତି ପର୍ବ; ଚଳଚଞ୍ଚଳ ଘଟଗାଁ, ଛୁଟୁଛି ଭକ୍ତଙ୍କ ସୁଅ

କେନ୍ଦୁଝର: ଆଜିଠୁ କେନ୍ଦୁଝରସ୍ଥିତ ମା’ ତାରିଣୀଙ୍କ ପୀଠରେ ଚଇତି ପର୍ବ ଆରମ୍ଭ । ଚଇତି ପର୍ବ ଦିନ ମା’ଙ୍କ ଆବିର୍ଭାବ ହୋଇଥିଲା । ମା’ଙ୍କ ଜନ୍ମ ବାର୍ଷିକୀକୁ ବଡ ଧୁମଧାମରେ ଆଜିଠୁ ବିଷୁବ ପଣା ସଂକ୍ରାନ୍ତି ଯାଏ ପାଳନ କରାଯାଇଥାଏ । ଏହି ସମୟରେ ମା’ଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା…

ବିଜେଡି ଛାଡିଲେ ନୂଆପଡା ଜିଲ୍ଲା ଯୁବ ବିଜେଡି ସଭାପତି

ନୂଆପଡା: ବିଜେଡି ଛାଡିଲେ ନୂଆପଡା ଜିଲ୍ଲା ବିଜୁ ଜନତା ଦଳର ସଭାପତି ହରିଶ୍ଚନ୍ଦ୍ର ପଣ୍ଡା । ସେ ନିଜ ପଦ ଓ ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ଦଳର ସୁପ୍ରିମୋ ନବାନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ଏନେଇ ନିଜେ ହରିଶ୍ଚନ୍ଦ୍ର ସୋସିଆଲ…

ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ବଡ଼ଗଡ଼ ଥାନା ଅଧୀନ ଏକ ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର । ମୃତ ଯୁବତୀ ଜଣକ ହେଉଛନ୍ତି ପୁରୀ ଜିଲ୍ଲା ଜଗଦଳପୁରର ୨୧ ବର୍ଷୀୟା ସରୋଜିନୀ ସୁନ୍ଦରାୟ । ଖବର ପାଇ ପୁଲିସ ମୃତଦେହ ଉଦ୍ଧାର କରିଛି । ଖବର ମୁତାବକ, ସରୋଜିନୀ କିଛି ଦିନ…

ତାମିଲନାଡୁରେ ନିର୍ବାଚନ ଡ୍ଯୁଟି ବେଳେ ଦୁର୍ଘଟଣା: କନଷ୍ଟେବଳ ପ୍ରମୋଦ କୁମାର ମାଝୀଙ୍କ ମୃତ୍ୟୁ

ଭୁବନେଶ୍ୱର: ତାମିଲନାଡୁ ରାଜ୍ୟର ତ୍ରିଚୀ ଠାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା କନଷ୍ଟେବଳ ପ୍ରମୋଦ କୁମାର ମାଝୀ ( C/୨୨୨)ଙ୍କ ଅକାଳ ବିୟୋଗ ଘଟିଛି। ତ୍ରିଚୀଠାରେ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ଦୁର୍ଘଟଣାରେ ଶିକାର ହୋଇ ତାଙ୍କର ମୃତ୍ୟୁ ଘଟିଛି । ସେ ୫ମ ଆଇଆରବିଏନ…

ଦିଲୀପ ରାୟଙ୍କ ରାଜନୈତିକ ପ୍ରତ୍ୟାବର୍ତ୍ତନ: ବିଜେପିରୁ ହୋଇପାରନ୍ତି ପ୍ରାର୍ଥୀ

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ବିଜେପିକୁ ଫେରିବା ନେଇ କଳ୍ପନାଜଳ୍ପନା ଜୋର ଧରିଛି। ସୁନ୍ଦରଗଡ଼ ଜିଲ୍ଲାର ୬ଟି ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ରାଉରକେଲା ଏଥିରୁ ବାଦ୍ ପଡ଼ିଛି। ଦିଲ୍ଲୀପ ରାୟ ରାଉରକେଲା ଆସନରୁ ବିଜେପି ଟିକେଟରେ…

ଏପ୍ରିଲ ଶେଷ ସପ୍ତାହ ବେଳକୁ ଏସି ବସରେ ବୁଲି ପ୍ରଚାର କରିବେ ନବୀନ

ଭୁବନେଶ୍ୱର: ଲୋକସଭା ଓ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୋରଦାର ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି। ୨୦୧୯ ନିର୍ବାଚନ ସମୟରେ ଯେଉଁଭଳି ସେ ପ୍ରଚାର କରୁଥିଲେ ଏବେ ମଧ୍ୟ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଥିବା ପ୍ରଚାର ବସରେ…

ହାରିବା ଭୟରେ ବିଜେପି ସରକାରୀ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣୁଛି: ବିଜେଡି

ଭୁବନେଶ୍ୱର: ନିର୍ବାଚନରେ ବିରୋଧୀ ଦଳ ବିଜେପି ନିଶ୍ଚିତ ପରାଜୟର ସମ୍ମୁଖୀନ ହେଉଥିବାରୁ ଜଣେ ବରିଷ୍ଠ ଆଇପିଏସ୍ ଅଫିସରଙ୍କ ବିରୋଧରେ ବିଜେପି ଅଭିଯୋଗ କରିଛି ବୋଲି ବିଜେଡି କହିଛି। ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ସସ୍ମିତ ପାତ୍ର ଗଣମାଧ୍ୟମକୁ କହିଛନ୍ତି, ନିର୍ବାଚନ ପୂର୍ବରୁ…

ଅପରାଜିତାଙ୍କ ସମାବେଶରେ ଛୋଟ ଛୁଆ ସାମିଲ ହେବା ଆଚରଣ ବିଧି ଉଲ୍ଲଂଘନ: ବିଜେଡି

ଭୁବନେଶ୍ୱର: ବିଜେପି ପ୍ରଚାର କାର୍ଯ୍ୟରେ ପିଲାଙ୍କୁ ସାମିଲ କରିଥିବା ଅଭିଯୋଗ ଆଣିଛି ବିଜେଡି। ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଟଣୀ ବ୍ଲକ ଛକରେ ବିଜେପି ସମାବେଶରେ ପ୍ରାୟ ୧୫ରୁ ୨୦ ଜଣ ପିଲା ଅଂଶଗ୍ରହଣ କରିଥିବା ନେଇ ବିଜେଡି ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ…

ଚର୍ଚ୍ଚାରେ ଦଳ ବଦଳ ରାଜନୀତି: ବିଜେଡିର ଏକ ତୃତୀୟାଂଶ ସାଂସଦ ପ୍ରାର୍ଥୀ ଦଳ ବଦଳକାରୀ

ଭୁବନେଶ୍ୱର: ଚଳିତ ନିର୍ବାଚନରେ ରାଜ୍ୟ ରାଜନୀତିରେ ଦଳ ପରିବର୍ତ୍ତନ ଏକ ସାଧାରଣ ଘଟଣା ପାଲଟିଥିବା ବେଳେ ଅନେକ ନେତା ଗୋଟିଏ ଦଳରେ ଟିକେଟ୍ ପାଇଁ ଉପେକ୍ଷିତ ହେବେ ଆଶଙ୍କା କରିଥିବା ବେଳେ ଦଳ ବଦଳ କରି ଟିକେଟ୍ ପାଇଛନ୍ତି। ଏହି ରାଜନୈତିକ ପରିବର୍ତ୍ତନ ସୂଚାଉଛି ଯେ ଅନେକ ରାଜନେତା ଆଦର୍ଶଗତ…