Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭାରତ-ଓ୍ବେଷ୍ଟଇଣ୍ଡିଜ ଦ୍ବିତୀୟ ଟେଷ୍ଟ ଡ୍ର, ଭାରତ ୧-୦ରେ ସିରିଜ୍ ଆଗୁଆ

ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ବର୍ଷା ହେତୁ ଡ୍ରରେ ଶେଷ ହୋଇଛି। ମ୍ୟାଚ୍‌ର ପଞ୍ଚମ ଦିନରେ ଗୋଟିଏ ବି ବଲ୍‌ ବୋଲ ପଡିପାରିଲା ନାହିଁ ଏବଂ ମ୍ୟାଚ ଡ୍ର ବୋଲି ଘୋଷଣା କରାଯାଇଛି। ଚାରି ଦିନିଆ ଖେଳ ଶେଷ ହେବା ପରେ ୱେଷ୍ଟଇଣ୍ଡିଜ୍ ଦଳ ୨ ୱିକେଟ୍…

ନୂଆପଡାରୁ ମାଓ କ୍ୟାମ୍ପ ଠାବ, ବହୁ ବିସ୍ପୋରକ ସାମଗ୍ରୀ ଜବତ

ନୂଆପଡ଼ା: ନୂଆପଡା ଜିଲ୍ଲାର ସଂରକ୍ଷିତ ଜଙ୍ଗଲରେ ଥିବା ମାଓ କ୍ୟାମ୍ପ । ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ କରି ଏହି ମାଓ କ୍ୟାମ୍ପକୁ ଠାବ କରିଥିବା ବେଳେ  ଚକୋଲେଟ୍ ବୋମା ସମେତ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛନ୍ତି ସୁରକ୍ଷା ବାହିନୀ। ନୂଆପଡା ଜିଲ୍ଲା ଏସପି ଜିଆର ରାଘବେନ୍ଦ୍ର…

ଆଗକୁ ଜିଲ୍ଲା ପରିଷଦ ଉପନିର୍ବାଚନ, ସ୍କୁଲରେ ବିଧାୟକଙ୍କ ଜନ୍ମଦିନ ପାଳନର ଭିଡିଓ ଭାଇରାଲ

ଯାଜପୁର: ଧର୍ମଶାଳା ବ୍ଲକ ଅନ୍ତର୍ଗତ ବ୍ରଜଗିରି ପ୍ରୋଜେକ୍ଚ ହାଇସ୍କୁଲରେ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଜନ୍ମଦିନ ପାଳନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଭିଡିଓରେ କେକ୍ କାଟିବା ଓ ଜନ୍ମଦିନର ଗୀତର ତାଳେ ତାଳେ ଶିକ୍ଷକ…

ଦୁଷ୍କର୍ମ ମାମଲାରେ ଚାରି ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ଘଟିଥିବା ଗଣଦୁଷ୍କର୍ମ ଘଟଣାର ପ୍ରାୟ ୪ ବର୍ଷ ପରେ ପୋଲିସ ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଦୁଷ୍କର୍ମ ମାମଲାରେ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ନିକିରାଇ ଥାନା ଅନ୍ତର୍ଗତ କଳସପୁର ଗ୍ରାମର ମୁଖ୍ୟ ଅଭିଯୁକ୍ତ ମହେଶ୍ୱର ସାହୁଙ୍କ ସହ…

ଖୋର୍ଦ୍ଧାରେ ଖୋଲିଲା ଦେଶର ଦ୍ବିତୀୟ ଗାଡି ସ୍କ୍ରାପିଂ ୟୁନିଟ୍

ଖୋର୍ଦ୍ଧା: କୁମାରବସ୍ତା ଠାରେ ଓଡ଼ିଶାର ପ୍ରଥମ ଓ ଦେଶର ଦ୍ୱିତୀୟ ପଞ୍ଜିକୃତ ଯାନ ସ୍କ୍ରାପିଂ ସୁବିଧା ସେବା ଆରମ୍ଭ ହୋଇଛି। ସ୍କ୍ରାପିଂ ସୁବିଧା ଟାଟା ମୋଟର୍ସ ଏବଂ ଏମ୍ପ୍ରିଓ ପ୍ରିମିୟମର ମିଳିତ ଉଦ୍ୟମରେ ଆରମ୍ଭ ହୋଇଛି। ୧୫ ବର୍ଷରୁ ଅଧିକ ବର୍ଷର ଗାଡ଼ି ଓ ଫିଟନେସ୍ ସାର୍ଟିଫିକେଟ୍ ନଥିବା…

ବନ ବିଭାଗ ହେପାଜତରୁ ଖସିଗଲା ଶିକାରୀ, ଜଳକା ସାଜିଲେ ଅଧିକାରୀ

ବାରିପଦା: ଗିରଫ ହେବାର ଗୋଟିଏ ଦିନ ପରେ ବାରିପଦାରେ ଥିବା ଓଡ଼ିଶା ବନ ବିଭାଗର ହେପାଜତରୁ ଖସି ପଳାଇଛି କୁଖ୍ୟାତ ଶିକାରୀ ରୁପୟ ମାର୍ଣ୍ଡି। ମୟୂରଭଞ୍ଜ ଜିଲ୍ଲା ଉଦଳାରୁ ରବିବାର ମାର୍ଣ୍ଡିକୁ ଅନ୍ୟ ଦୁଇ ବନ୍ୟପ୍ରାଣୀ ଚୋରା ଚାଲାଣକାରୀଙ୍କ ସହ ଗିରଫ କରାଯାଇଥିଲା। ବାରିପଦା ବନ ବିଭାଗ ପକ୍ଷରୁ…

ନିଆଳିରେ ଶାସକ ଦଳରେ କନ୍ଦଳ! ଦେବାଶିଷ ଓ ପ୍ରମୋଦଙ୍କ ବିରୋଧରେ ବର୍ଷିଲେ ଦଳୀୟ ନେତା

କଟକ: ଶାସକ ବିଜୁ ଜନତା ଦଳ ଭିତରେ କନ୍ଦଳ ଲାଗି ରହିଥିବା ବେଳେ ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ନେଇ କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ଦେଇଥିବା ବୟାନକୁ ନେଇ ସୋମବାର ନିଆଳିର ଦୁଇ ବିଜେଡି ନେତା କଟାକ୍ଷ କରିଛନ୍ତି। ସେମାନେ ଏହି ଅବସରରେ ନିଆଳି ବିଧାୟକ ମଲ୍ଲିକଙ୍କୁ…

ବାବୁଙ୍କ ଆମେରିକା ଗସ୍ତ, ବିଜୟ ପଟ୍ଟନାୟକ କହିଲେ ପୂର୍ବ ଗସ୍ତରୁ ଜଣାପଡିଛି ନିବେଶ କେତେ ଆସିଛି

ଭୁବନେଶ୍ୱର: 5-ଟି ସଚିବଙ୍କ ଓଡ଼ିଶା ଭ୍ରମଣକୁ ନେଇ ସାରା ଓଡିଶାରେ ଅନେକ ହଇଚଇ ସୃଷ୍ଟି ହେବା ପରେ ଏବେ ରାଜ୍ୟର କ୍ଷମତାଶାଳୀ ଟିମ୍ ଆମେରିକା ଗସ୍ତ କରିଛନ୍ତି। ଯେଉଁଥିରେ 5-ଟି ସଚିବ ଭି. କେ. ପାଣ୍ଡିଆନ୍, ଆଇଟି ସଚିବ ମନୋଜ ମିଶ୍ର, ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଜେଡି ସାଂସଦ…

ପ୍ରଶ୍ନପତ୍ର ଲିକ୍ ଘଟଣାରେ ଜବାବ ଲୋଡିଲେ ବିରୋଧୀ, ବିଜେଡି କହିଲା ବିଜେପି ପ୍ରଶ୍ନ କରିବା ସୈତାନର ବେଦପାଠ ସହ ସମାନ

ଭୁବନେଶ୍ୱର: ନିକଟରେ ଅନୁଷ୍ଠିତ ଜେଇ (ସିଭିଲ) ପାଇଁ ହୋଇଥିବା ଲିଖିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍କୁ ନେଇ ସୋମବାର ବିଜେପି ଓ କଂଗ୍ରେସର ରାଜ୍ୟର ଶାସକ ଦଳ ବିଜୁ ଜନତା ଦଳ ଉପରେ ପ୍ରବଳ ବର୍ଷିଛନ୍ତି। ସରକାରୀ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି, ବିହାର ଏବଂ…

ରାଜଧାନୀରେ ଦୁଇ ଜଣଙ୍କ ଡେଙ୍ଗୁର ମୃତ୍ୟୁ ହୋଇଛି ଏବେ କହିହେବନି: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜଧାନୀରେ ଦୁଇ ଜଣ ଡେଙ୍ଗୁ ରୋଗୀଙ୍କ ସନ୍ଦେହଜନକ ମୃତ୍ୟୁର ଗୋଟିଏ ଦିନ ପରେ ସୋମବାର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଏ ନେଇ ସ୍ପଷ୍ଟୀକରଣ ରଖିଛନ୍ତି। ନିରଞ୍ଜନ ମିଶ୍ରଙ୍କ କହିବାନୁସାରେ, ଡେଙ୍ଗୁ ମୃତ୍ୟୁ ଘୋଷଣା ପାଇଁ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ରହିଛି।…