Latest Odisha News

BREAKING NEWS

Browsing Category

ଓଡିଶା

Odisha

ମେଣ୍ଟ ଚର୍ଚ୍ଚା ହୋଇନି, ସବୁ ଆସନ ପାଇଁ ପ୍ରସ୍ତୁତି କରୁଛୁ:  ଲତା ଉସେଣ୍ଡି

ଭୁବନେଶ୍ୱର: କୌଣସି ମେଣ୍ଟ ଚର୍ଚ୍ଚା ହୋଇନି । ସବୁ ଆସନ ପାଇଁ ଆମେ ପ୍ରସ୍ତୁତି  କରୁଛୁ ବୋଲି  ଆଜି ଏପରି କହିଛନ୍ତି ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି । ସେ ଆହୁରି କହିଛନ୍ତି,‘‘ ଦିଲ୍ଲୀରେ ହୋଇଥିବା ବୈଠକରେ  ପ୍ରତିଟି ଆସନ ପାଇଁ  ଆଲୋଚନା ହୋଇଛି ।…

ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀମାନଙ୍କ ପାଇଁ ବର୍ଷକୁ ୧୫ ଦିନର ସାମୟିକ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀମାନଙ୍କ ପାଇଁ ବର୍ଷକୁ ୧୫ ଦିନର ସାମୟିକ ଛୁଟି ଏବଂ ମହିଳା କର୍ମଚାରୀମାନଙ୍କ ପାଇଁ ସବୈତନିକ ପ୍ରସୂତିକାଳୀନ ଛୁଟି ପ୍ରଦାନ କରିବା ନିମନ୍ତେ ଘୋଷଣା କରିଛନ୍ତି। ଏହା…

ଇବ୍ ନଦୀରୁ ମିଳିଲା ୩ଜଣଙ୍କ ମୃତଦେହ, ଭୋଜି କରିବାକୁ ଯାଇ ଇବ୍ ନଦୀରେ ବୁଡି ଯାଇଥିଲେ

ସୁନ୍ଦରଗଡ: ଜନ୍ମଦିନ ଖୁସିରେ ଗତକାଲି ଭୋଜି କରିବା ପାଇଁ ଘରୁ ବାହାରିଥିଲେ ୨ଭାଇ ମହମ୍ମଦ ଫରହାନ ଏବଂ ମହମ୍ମଦ ରିଜୱାନ । ତାଙ୍କ ସହ ଯାଇଥିଲେ ତାଙ୍କ କାକା ମହମ୍ମଦ ସାଜିଦ । କିନ୍ତୁ କିଏ ବା ଜାଣିଥିଲା ନଦୀରେ ଛକିଥିଲା ମୃତ୍ୟୁ । ଫରହାନଙ୍କ ପାଇଁ ଜନ୍ମଦିନ ପାଲଟିଗଲା ମରଣଦିନ । ନିଜ ସହ…

ପୁରୀ ଲୋକସଭାରୁ କାହାର ପ୍ରାର୍ଥୀ ?

ପୁରୀ/ଭୁବନେଶ୍ୱର: ସ୍ପଷ୍ଟ ହେଉନି ମେଂଟ ଗଣିତ। ଶଙ୍ଖ-ପଦ୍ମ ଏକାଠି ହେଲେ କାହା ଖାତାକୁ ଯିବ ପୁରୀ ସଂସଦୀୟ କ୍ଷେତ୍ର? ବିଜେପି ନା ବିଜେଡି, କିଏ ମଇଦାନକୁ ଓହ୍ଲାଇବ ସେନାପତି ? ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଶ୍ରେୟ ସହ ପୁରୀ ଗଡ ରକ୍ଷା କରିବାକୁ ବିଜେଡି ଚାହୁଁଛି, ତ ନିର୍ବାଚନର ଅନେକ…

ରୂପାନ୍ତରିତ ହୋଇଥିବା ଆଇଆରସି ଭିଲେଜ ସରକାରୀ ଉଚ୍ଚ ବିଦ୍ୟାଳୟ ଉଦଘାଟିତ

ଭୁବନେଶ୍ବର, ୯ ମାର୍ଚ୍ଚ ୨୦୨୪: ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରଠାରେ ଅବସ୍ଥିତ ଆଇଆରସି ଭିଲେଜ, ସରକାରୀ ଉଚ୍ଚ ବିଦ୍ୟାଳୟକୁ ଉଦଘାଟନ କରିଛନ୍ତି। ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠତ ହୋଇଥିଲା। ଏହି ରୂପାନ୍ତରୀକରଣ ପ୍ରକ୍ରିୟାରେ…

ମେଣ୍ଟରୁ ଫାଇଦା ନେବ କି କଂଗ୍ରେସ, କଣ କହୁଛି ସମୀକରଣ

ଭୁବନେଶ୍ୱର: ଆଗାମୀ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଏବେ ଉଠୁଛି ପଡ଼ୁଛି। ମେଣ୍ଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ରାଜ୍ୟରେ ଯଦି ମେଣ୍ଟ ହୁଏ ତେବେ କଂଗ୍ରେସକୁ ଏହାର ଭରପୁର ଫାଇଦା ମିଳିବ ବୋଲି ରାଜନୈତିକ ମହଲରେ ବେଶ ଆଲୋଚନା ହେଉଛି। କୁହାଯାଉଛି ଯେ ଯଦି ମେଣ୍ଟ ହୁଏ ତେବେ ବିରୋଧୀ ଦଳରେ…

ମେଣ୍ଟ ଚର୍ଚ୍ଚା ମଧ୍ୟରେ ସାମ୍ନାକୁ ଆସିଲା ନବୀନ-ପାଣ୍ଡିଆନଙ୍କ ଭିଡ଼ିଓ, ଦେଖନ୍ତୁ କଣ କହିଲେ ନବୀନ

ଭୁବନେଶ୍ୱର: ରାଜ୍ୟରେ ମେଣ୍ଟ ରାଜନୀତି ଚର୍ଚ୍ଚା ଜୋର ଧରିଥିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓଟିକୁ ନେଇ ଚର୍ଚ୍ଚ ଯେତିକି ହେଉଛି, ସେତିକି ପରିମାଣରେ ରାଜନୀତି ଆହୁରି…

ସହରାଞ୍ଚଳ ଗରିବଙ୍କ ପାଇଁ ଉଦଘାଟିତ ହେଲା ନୀଳମାଧବ ନିବାସ ଯୋଜନା

ଭୁବନେଶ୍ୱର: ସହରାଞ୍ଚଳର ଗରିବ ତଥା ବସ୍ତିବାସିନ୍ଦାଙ୍କ ପାଇଁ ଆଜି ନୀଳମାଧବ ନିବାସ ଯୋଜନାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ସରକାରଙ୍କ 'ସମସ୍ତଙ୍କ ପାଇଁ ଗୃହ' ନୀତି ଅଧୀନରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି। କେୟାର ହସ୍ପିଟାଲ ନିକଟରେ ପ୍ରକଳ୍ପ ସ୍ଥଳରେ…

ଶିକ୍ଷକମାନଙ୍କ ନ୍ୟାର୍ଯ୍ୟ ଦାବୀକୁ ଯଥାଶୀଘ୍ର ପୂରଣ କରନ୍ତୁ ରାଜ୍ୟ ସରକାର: ବିଜେପି

ଭୁବନେଶ୍ୱର: ରାଜ୍ୟ ସରକାର ସବୁବେଳେ ଶିକ୍ଷା ଓ ଶିକ୍ଷକମାନଙ୍କ ପ୍ରତି ଅବିଚାର କରିଆସିଛି। ନାହିଁ ନାହିଁର ସରକାରରେ ବିଦ୍ୟାଳୟ ନାହିଁ, ଶିକ୍ଷକ ନାହିଁ, ନୂଆ ଶିକ୍ଷକ ନିଯୁକ୍ତି ନାହିଁ। ରାଜ୍ୟ ସରକାର ଓଡ଼ିଆଙ୍କୁ ଅଶିକ୍ଷିତ କରି ରଖିବାକୁ ପଣ କରିଛି। ଯେତିକି ଶିକ୍ଷକ ଅଛନ୍ତି ସେମାନଙ୍କ ପାଇଁ…

ମେଣ୍ଟ ହେଲେ ବିଜେଡିର ଲାଭ କେତେ କ୍ଷତି କେତେ ?

ଭୁବନେଶ୍ଵର: ମେଣ୍ଟ ହେବ ନା ହେବନି ? କେବେ ହଁ କେବେ ନା । ଉଠୁଛି ପଡୁଛି ରାଜ୍ୟ ରାଜନୀତି । ପଲିଟିକାଲ ଗୋଲ୍ ସ୍କୋର ଭିତରେ ଚାଲିଛି ଲାଭ କ୍ଷତିର ହିସାବ ନିକାଶ । ମେଣ୍ଟ କାହାକୁ ଦେବ କେତେ ? ବିଜେଡି ପାଇବ କେତେ ହରାଇବ କେତେ ? ୨୦୦୦ ମସିହାରୁ ଶାସନ କ୍ଷମତାରେ ରହିଥିବା ବିଜେଡିକୁ…