Latest Odisha News

BREAKING NEWS

Browsing Category

ଓଡିଶା

Odisha

ଫାଇଭ ଟି ସଚିବଙ୍କ ଗସ୍ତକୁ ବିରୋଧ କରି ବିଜେପିର ଧାରଣା

ଦେବଗଡ: ଫାଇଭ ଟି ସଚିବ ଭି. କେ. ପାଣ୍ଡିଆନଙ୍କ ସମ୍ବଲପୁର ଜିଲ୍ଲା ରାଇରଖୋଲ ଓ ଦେବଗଡ଼ ଗସ୍ତକୁ ବିରୋଧ କରି ରବିବାର ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆସନ୍ତା ସାଧାରଣ ନିର୍ବାଚନରେ ଶାସକ ବିଜୁ ଜନତା ଦଳକୁ ଭୋଟ୍ ଦେବା ଲକ୍ଷ୍ୟରେ ପାଣ୍ଡିଆନଙ୍କ ଏହି ଗସ୍ତକୁ ଏକ ରାଜନୈତିକ…

‘ଖୋଲିଦିଅ ଶ୍ରୀମନ୍ଦିର ଚାରି ଦ୍ୱାର’, ସରକାରଙ୍କୁ ଦାବି ଜଣାଇବାକୁ ଆରମ୍ଭ ହେଲା ଦସ୍ତଖତ ଅଭିଯାନ

ପୁରୀ (ସନ୍ତୋଷ କୁମାର ଦାସ) : ଶ୍ରୀମନ୍ଦିର ସମସ୍ତ ଦ୍ଵାର ପୂର୍ବଭଳି ଭକ୍ତଙ୍କ ପାଇଁ ଖୋଲାଯାଉ। ଏହି ଦାବୀ ନେଇ ପୁରୀରେ ଆରମ୍ଭ ହୋଇଛି ଦସ୍ତଖତ ଅଭିଯାନ। ଏକ ଲକ୍ଷ ଦସ୍ତଖତ ସଂଗ୍ରହ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଦାବୀ ପତ୍ର ମାଧ୍ୟମରେ ପଠାଯିବ। ପୂରୀର ସଚେତନ ନାଗରିକ ମଞ୍ଚ ପକ୍ଷରୁ…

କଂଗ୍ରେସରୁ ନିଲମ୍ବିତ ମୋକିମ ଏବଂ ଚିରଞ୍ଜୀବ ଆଗକୁ କରିବେ କ’ଣ?

ଭୁବନେଶ୍ୱର: ଆଗକୁ ବିଧାନସଭା ସହିତ ସାଧାରଣ ନିର୍ବାଚନ। ଟିକେଟ ନେବା ପାଇଁ ରାଜନୈତକ ଦଳର ନେତାଙ୍କ ମଧ୍ୟରେ ଏବେ ଜୋରସୋର ଉଦ୍ୟମ ଆରମ୍ଭ ହୋଇଛି । ତେଣୁ ଦଳ ଡିଆଁ ପର୍ବ ମଧ୍ୟ ଏକ ପ୍ରକାର ଆରମ୍ଭ ହୋଇଛି। ଏପରି ସ୍ଥିତିରେ କଂଗ୍ରେସର ଦୁଇ ବରିଷ୍ଠ ନେତା ମହମ୍ମଦ ମୋକିମ ଏବଂ ଚିରଞ୍ଜୀବ…

କାଲି ଶ୍ରାବଣ ସୋମବାର, ପାଣି ଉଠାଇବା ବେଳେ ଦେବୀରେ ବୁଡ଼ି ୨ କାଉଡ଼ିଆ ନିଖୋଜ

ଜଗତସିଂହପୁର: ଆସନ୍ତାକାଲି ଶ୍ରାବଣ ଦ୍ୱିତୀୟ ସୋମବାର । ଏଥିପାଇଁ ବିଭିନ୍ନ ନଦୀ ପଠା ସହ ଶୈବ ପୀଠ ଚଳଚଞ୍ଚଳ ହୋଇ ଉଠିଛି । ବଡ଼ି ଭୋରରୁ ମହାଦେବଙ୍କ ପାଖରେ ଜଲ ଲାଗି କରିବାକୁ ବିଭିନ୍ନ ନଦୀରୁ ପାଣି ଆଣି ମନ୍ଦିର ଅଭିମୁଖେ ବାହାରୁଛନ୍ତି କାଉଡ଼ିଆ । ଜଗତସିଂହପୁରର ଦେବୀ ନଦୀରେ ବୁଡ଼ମାରି…

ମୁଖ୍ୟ ରାସ୍ତାରୁ ଜବର ଦଖଲ ଉଚ୍ଛେଦ ପାଇଁ ୭ ଦିନ ମହଲତ

ରାୟଗଡ଼ା: ରାୟଗଡ଼ା ସହରର ସୌନ୍ଦର୍ଯ୍ୟକରଣ ପାଇଁ ପୌର ପରିଷଦ ପକ୍ଷରୁ ଆରମ୍ଭ ହୋଇଛି ଜବର ଦଖଲ ଉଚ୍ଛେଦ । ସହରର ମୁଖ୍ୟ ରାସ୍ତାରୁ ଜବର ଦଖଲ ଖାଲି କରିବାକୁ ୭ ଦିନ ତଳେ ତଳେ ପ୍ରଶାସନ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରିଥିଲା । ଆଜି ସହରର ଅଶୋକ ସିନେମା ହଲ୍ ଠାରୁ ଉଚ୍ଛେଦ ପ୍ରକ୍ରିୟା…

ସଚିବ ଭିକେ ପାଣ୍ଡିଆନଙ୍କ ସମ୍ବଲପୁର ଗସ୍ତ ବେଳେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାତିଲ ଅଭିଯୋଗ

ସମ୍ବଲପୁର: ସମ୍ବଲପୁରରେ ଏକ କଲେଜ ପରୀକ୍ଷା ଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ୫-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ସହ ବୈଠକରେ ଯୋଗ ଦେବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି। ଜୁଲାଇ ୧୫ ତାରିଖରେ ଧନକଉଡା ଗ୍ରାମରେ ୫ଟି ସଚିବଙ୍କ ବୈଠକ ବସିଥିଲା। ବୈଠକ ଶେଷ ହେବା ପରେ କିଛି ଛାତ୍ର ଚେୟାର…

ଇନ୍‌ଷ୍ଟାଗ୍ରାମ୍ ଓ ୟୁଟ୍ୟୁବ ଛାଡ଼ି ଛାତ୍ରଛାତ୍ରୀ ନୂତନ ପ୍ରଯୁକ୍ତିବିଦ୍ୟାକୁ ଆପଣାନ୍ତୁ: ବିଶେଷଜ୍ଞ

ଭୁବନେଶ୍ୱର: ବର୍ତ୍ତମାନ ବିଶ୍ୱରେ ପ୍ରତ୍ୟେକ ୩ ମାସରେ ଥରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପରିବର୍ତ୍ତନ ଘଟୁଛି । ଭବିଷ୍ୟତରେ ପ୍ରତ୍ୟେକ ୩ ସପ୍ତାହରେ ଥରେ ଏ କ୍ଷେତ୍ରରେ ପରିବର୍ତ୍ତନ ଘଟିବ । ତେଣୁ ଛାତ୍ରଛାତ୍ରୀମାନେ ଦ୍ରୁତ ଗତିରେ ପରିବର୍ତନ ଘଟୁଥିବା ଏହି ଜ୍ଞାନକୌଶଳକୁ ଆପଣାନ୍ତୁ ବୋଲି…

ନେତାଙ୍କୁ ଦଳରୁ ନିଲମ୍ବନକୁ ନେଇ ତାତିଲେ କର୍ମୀ, ଜଗତସିଂହପୁରରେ ଶରତଙ୍କ କୁଶପୁତ୍ତଳିକା ଦାହ

ଜଗତସିଂହପୁର: ଦଳ ବିରୋଧୀ କାର୍ଯ୍ୟ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ କ୍ରମେ ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳ ନିଲମ୍ବିତ କରିଛି । ଶନିବାର ଦଳ ଉଭୟ ନେତାଙ୍କୁ କଂଗ୍ରେସରୁ ନିଲମ୍ବିତ କରିଥିବା ବେଳେ ରବିବାର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି କର୍ମୀ ।…

୩୯ ଲକ୍ଷ ହଡ଼ପ ଅଭିଯୋଗରେ ବନ୍ଧା ହେଲେ ଫ୍ଲିପକାର୍ଟର ୩ କର୍ମଚାରୀ

ବୌଦ୍ଧ: ବନ୍ଧା ହେଲେ ଫ୍ଲିପକାର୍ଟର ୩ କର୍ମଚାରୀ । ପ୍ରାୟ ୩୯ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ବୌଦ୍ଧ ଜିଲ୍ଲା ପୋଲିସ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟର ୩ ଜଣ କର୍ମଚାରୀଙ୍କୁ ଗିରଫ କରିଛି । ଏନେଇ ବୌଦ୍ଧ ଏସପି ରାଜ ପ୍ରସାଦ କହିଛନ୍ତି, ୩ ଜଣ କର୍ମଚାରୀ ହବରେ କାମ କରୁଥିବା ବେଳେ ବିଭିନ୍ନ…

ସୃଷ୍ଟି ହେଲା ଲଘୁଚାପ, ୫ ଦିନ ଯାଏ ବର୍ଷିବ

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଜି ଉତ୍ତର ଓଡ଼ିଶା-ପାର୍ଶ୍ଵବର୍ତ୍ତୀ ଗାଙ୍ଗୀୟ ପଶ୍ଚିମ ବଙ୍ଗ ଉପତ୍ୟାକା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଉ ଏକ ଘୂର୍ଣ୍ଣିବଳୟ ୧୮ ତାରିଖ ବେଳକୁ ଉତ୍ତରପଶ୍ଚିମ…