Latest Odisha News

BREAKING NEWS

Browsing Category

ଓଡିଶା

Odisha

ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତା ହେବ ଅନ୍ତିମ ରଥ ସମନ୍ୱୟ ବୈଠକ

ପୁରୀ: ଗତକାଲି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ୨୦୨୩-୨୪ ବର୍ଷର ବଜେଟ ଅନୁମୋଦନ ସହ ସ୍ନାନଯାତ୍ରାର ଭିଡିଓ ଫୁଟେଜ ଅନୁଧ୍ୟାନ ଓ ତ୍ରୁଟି ସମୀକ୍ଷା କରାଯାଇଥିଲା। ଏଥିରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରିଥିଲେ ଆଉ ଆଜି (ମଙ୍ଗଳବାର) ତୃତୀୟ ତଥା…

କରମଣ୍ଡଳ ଦୁର୍ଘଟଣା: ଆଜି ଦ୍ୱାଦଶାହ ପାଳୁଛନ୍ତି ବାହାନଗାବାସୀ, ୫ ହଜାର ଦୀପଦାନ ସହ ଚାଲିଛି ଗାୟତ୍ରୀ ମହାଯଜ୍ଞ

ବାହାନଗା:ଆଜି କରମଣ୍ଡଳ ଦୁର୍ଘଟଣାକୁ ୧୨ ଦିନ ପୂରିବ । ବାହାନଗାବାସୀ ମୃତକ ଉଦ୍ଦେଶ୍ୟରେ ଦଶାହ, ଏକାଦଶାହ ପରେ ଆଜି ଦ୍ୱାଦଶାହ ପାଳନ କରୁଛନ୍ତି । ଏହି ଅବସରରେ ଆଜି ଏଠାରେ ସର୍ବଧର୍ମ ସଭା, ଶାନ୍ତି ଶୋଭାଯାତ୍ରା,  ବିଶ୍ୱଶାନ୍ତି ଗାୟତ୍ରୀ ମହାଯଜ୍ଞ ଆୟୋଜନ କରାଯାଇଛି । ଏଥିସହିତ  ୫ ହଜାର ୮…

ଓଟିପି ସେୟାରିଂ ସ୍କାମ୍‌ରେ ପାକିସ୍ତାନ ଲିଙ୍କ୍, ୮ ଟି ବ୍ୟାଙ୍କ ଆକାଉଣ୍ଟ ଅଚଳ କଲା ଏସ୍‌ଟିଏଫ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଓଟିପି ସେୟାରିଂ ସ୍କାମ୍ ମାମଲାରେ ଗିରଫ ହୋଇଥିବା ପ୍ରୀତମ କର ଏବେ ଝାରପଡ଼ା ଜେଲରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ପ୍ରୀତମର ୮ଟି ବ୍ୟାଙ୍କ ଆଉଣ୍ଟ ଅଚଳ କରିଛି ଏସଟିଏଫ୍। ଯାଜପୁର ଜିଲ୍ଲାର ବିଭିନ୍ନ ବ୍ୟାଙ୍କରରେ ପ୍ରୀତମର ୮ଟି ଆକାଉଣ୍ଟ ଥିଲା। ସେଥିରେ ପ୍ରାୟ…

ରାଜ୍ୟରେ ଭୟଙ୍କର ତାତି, ଅଂଶୁଘାତରେ ଚାଷୀଙ୍କ ମୃତ୍ୟୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ତତଲା କଢେଇରେ ଭାଜି ହେଉଛି ସାରା ରାଜ୍ୟ। ଭୟଙ୍କର ତାପମାତ୍ରାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅଂଶୁଘାତଜନିତ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ପୁରୀ ଜିଲ୍ଲାରେ ଅଂଶୁଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।…

ମୌସୁମୀ ପୂର୍ବରୁ ମୁକୁଳା ଡ୍ରେନ କାମ ଶେଷ କରିବାକୁ ଭୁବନେଶ୍ୱର ମେୟରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମେୟର ସୁଲୋଚନା ଦାସ ସୋମବାର ବର୍ଷା ଋତୁ ପୂର୍ବରୁ ଡ୍ରେନ୍ ନିର୍ମାଣ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଉ ଅଳ୍ପ ଦିନ ପରେ ରାଜ୍ୟରେ ମୌସୁମୀ ବର୍ଷା ଛୁଇଁବ। ଏହାପରେ ବର୍ଷା ଋତୁ ଆରମ୍ଭ ହେବ। ତାପୁର୍ବରୁ ମେୟର ସମସ୍ତ ଡ୍ରେନ କାମ…

କଟକରେ କାଳବୈଶାଖୀର ତାଣ୍ଡବ, ବନ୍ଦ ହୋଇଯାଇଛି ଘରର ଆଲୁଅ

କଟକ: ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ସୋମବାର ସନ୍ଧ୍ୟାରେ ବିଜୁଳି, ଘଡ଼ଘଡ଼ି ସହ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ଏହାର ପ୍ରଭାବରେ କଟକରେ ବିଭିନ୍ନ ସ୍ଥାନରେ ଗଛ ପଡିଯିବା ସହ ବିଦ୍ୟୁତ ଖୁଣ୍ଟ ନଇଁ ପଡ଼ିଛି। ମିଳିଥିବା ସୂଚନା ଅନୁସାରେ…

ପୁରୀରେ ରାଜ୍ୟସ୍ତରୀୟ ହସ୍ତତନ୍ତ ପ୍ରଦର୍ଶନୀ ଉଦଘାଟିତ

ପୁରୀ: ଓଡ଼ିଶାର ଗଣପର୍ବ ରଜ ପୂର୍ବରୁ ରବିବାର ପୁରୀର ନୀଳାଚଳ ଅର୍ବାନ ହାଟରେ ରାଜ୍ୟସ୍ତରୀୟ ହସ୍ତତନ୍ତ ପ୍ରଦର୍ଶନୀ ଉଦଘାଟିତ ହୋଇଛି। ବୟନିକାର ପରିଚାଳନା ସଭାପତି ପ୍ରକାଶ ଚନ୍ଦ୍ର ମେହେର ଉତ୍ସବକୁ ଉଦଘାଟନ କରିଥିଲେ। ଏହି ଅବସରରେ ଶ୍ରୀ ମେହେର କହିଥିଲେ ଯେ ଏକ୍ସପୋର ସମୟ ରଜ ପର୍ବ…

ଅଘୋଷିତ ବିଦ୍ୟୁତ କାଟ: କଂଗ୍ରେସ ପରେ ବିଜେପି ଲଣ୍ଠନ ଜାଳି କଲା ପ୍ରତିବାଦ

ଭୁବନେଶ୍ୱର: ବାରମ୍ବାର ଅଘୋଷିତ ବିଜୁଳା କାଟ ପ୍ରସଙ୍ଗକୁ ନେଇ ଓଡ଼ିଶାରେ ରାଜନୈତିକ ପାରା ତେଜିଛି। ସୋମବାର ଛାତ୍ର କଂଗ୍ରେସ ପରେ ବିଜେପି ମଧ୍ୟ ବିଜୁଳ କାଟକୁ ବିରୋଧ କରି ଭୁବନେଶ୍ୱରରେ ରାଜରାସ୍ତାକୁ ଓହ୍ଲାଇଛି। କଂଗ୍ରେସର ଛାତ୍ର ସଙ୍ଗଠନର ସଦସ୍ୟ ଆଜି ସକାଳେ ଶକ୍ତିମନ୍ତ୍ରୀ ପ୍ରତାପ…

ଟ୍ରେନ୍ ଦୁର୍ଘଟଣା: ମୃତାହତଙ୍କ ଶବ ଚିହ୍ନଟ ନହେବା ଯାଏଁ ଏମ୍ସରେ ସଂରକ୍ଷିତ ରହିବ

ଭୁବନେଶ୍ୱର: ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ ସ୍ପଷ୍ଟ କରିଛନ୍ତି ଯେ, ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତାହତଙ୍କ ପରିଚୟ ନମିଳିବା ଯାଏ ସେମାନଙ୍କ ଶବ ସତ୍କାର କରାଯିବ ନାହିଁ। ବାଲେଶ୍ୱରର ବାହାନଗା ବଜାର ଷ୍ଟେସନରେ ଘଟିଥିବା ଦୁର୍ଘଟଣାକୁ ଦଶ ଦିନ ବିତିଛି।…

ରେଳମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଭୁବନେଶ୍ୱରରେ ବିରୋଧୀଙ୍କ ବିକ୍ଷୋଭ

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବିରେ ଆଜି ପୂର୍ବତଟ ରେଳପଥ ମୁଖ୍ୟାଳୟ ସମ୍ମୁଖରେ ୧୨ଟି ବିରୋଧୀ ଦଳ ଏକଜୁଟ୍ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଘଟଣାରେ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ରେଳବାଇ ଅଧିକାରୀଙ୍କ ଅବହେଳା…