Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆୟୁବ ଖାଁ ମଲଟି ସ୍ପେଶାଲିଟି ହସ୍ପିଟାଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଠାରେ ଆୟୁବ ଖାଁ ମଲଟି ସ୍ପେଶାଲଟି ହସ୍ପିଟାଲର ଉଦଘାଟନ କରିଛନ୍ତି । ଏହା ଦ୍ୱାରା ବଲାଙ୍ଗୀର ଜିଲ୍ଲା ବିଶେଷ କରି କଣ୍ଟାବାଞ୍ଜି ଓ ଟିଟିଲାଗଡ ଅଞ୍ଚଳର ଲୋକମାନେ ଉନ୍ନତମାନର…

ପାରଳାଖେମୁଣ୍ଡି ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ଘଟଣାର ଆରମ୍ଭ ହେଲା କ୍ରାଇମବ୍ରାଞ୍ଚ ତଦନ୍ତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ଜଣେ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ପାରଳାଖେମୁଣ୍ଡି ସ୍ଥିତ ବେତାଗୁଡ଼ା ଜବାହର ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ସୌଦାମିନୀ ରାଇତାଙ୍କ ଘରକୁ ସୋମବାର କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ଗସ୍ତ କରିଛନ୍ତି।…

ଏନଜିଟିର ନିର୍ଦ୍ଦେଶ: ପରବର୍ତ୍ତୀ ଶୁଣାଣି ଯାଏ ଶିଖରଚଣ୍ଡୀ ପାହାଡରେ ହୋଇପାରିବନି କୌଣସି ନିର୍ମାଣ କାମ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଥିବା ଶିଖରଚଣ୍ଡୀ ପାହାଡ଼ରେ ନିର୍ମାଣ କାମ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଏହାକୁ ବନ୍ଦ କରିବା ପାଇଁ ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନଜିଟି) ହସ୍ତକ୍ଷେପ କରିଛନ୍ତି। ଏନଜିଟିର ଚାରି ଜଣିଆ ଖଣ୍ଡପୀଠ ଏହି ମାମଲାର ନିରପେକ୍ଷ ତଦନ୍ତ ପାଇଁ…

ଆକାଶରୁ ଅଗ୍ନିବର୍ଷା ବେଳେ ସୁନ୍ଦରଗଡ ସହରରେ ଜଳ ଯୋଗାଣ ବ୍ୟବସ୍ଥା ଠପ୍

ସୁନ୍ଦରଗଡ଼: ସାରା ରାଜ୍ୟ ଯେତେବେଳେ ଚତଲା କଢେଇରେ ଭାଜି ହେଉଛି ସେହି ସମୟରେ ସୁନ୍ଦରଗଡ ସହରରେ ସରକାରଙ୍କ ଜଳ ଯୋଗାଣ ବ୍ୟବସ୍ଥା ଠପ୍ ହୋଇପଡ଼ିଛି। ପ୍ରଚଣ୍ଡ ଖରାରେ ଲୋକେ ପାଣି ଟୋପେ ପାଇଁ ନାହିଁ ନଥିବା ଅସୁବିଧାର ସାମ୍ନା କରିଛନ୍ତି। ଗତ କିଛି ଦିନ ହେବ ସମଗ୍ର ପଶ୍ଚିମ ଓଡ଼ିଶାରେ…

ସମ୍ବଲପୁରରେ ପାରଦ ଛୁଇଁଲା ୪୬.୧ ଡିଗ୍ରୀ, ରାଜଧାନୀରେ ସ୍ବାଭାବିକଠୁ ୮ ଡିଗ୍ରୀ ଅଧିକ

ଭୁବନେଶ୍ୱର: ସୋମବାର ଭୁବନେଶ୍ୱରର ତାପମାତ୍ରାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବା ବେଳେ ସ୍ୱାଭାବିକଠାରୁ ୮ ଡିଗ୍ରୀରୁ ଅଧିକ ତାପମାତ୍ରା ବୃଦ୍ଧି ପାଇଛି। ସାରା ଓଡ଼ିଶାରେ ୩୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ବା ତା'ଠାରୁ ଅଧିକ ରହିଛି। ଆଜି ସକାଳେ ରାଜଧାନୀରେ ତାପମାତ୍ରା ସ୍ବାଭାବିକଠାରୁ ୬…

ଡ୍ରାଇଭର ଓ କର୍ମଚାରୀଙ୍କ ମୃତ୍ୟୁ ହେଲେ ମିଳିବ ୪ ଲକ୍ଷ ଟଙ୍କା

ଭୁବନେଶ୍ୱର: ମୋଟର ଯାନ ଚାଳକ ଓ କର୍ମଚାରୀ କଲ୍ୟାଣ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ପ୍ରାରମ୍ଭରେ ଓଡ଼ିଶା ସରକାରଙ୍କ ଅର୍ଥରେ ପରିଚାଳିତ କଲ୍ୟାଣ ବୋର୍ଡ…

ଅଗ୍ନିକାଣ୍ଡରେ ୭ ଗାଈବାଛୁରୀ ଜୀବନ୍ତ ଦଗ୍ଧ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାବୁପାଲି ପଂଚାୟତର ପଲସାପାଲି ଗାଁରେ ଭୟଙ୍କର ଅଗ୍ନିକାଣ୍ଡ ।  ଚାଷ ଜମିରେ ନିଆଁ ଲାଗି ଜଳିଗଲେ ୭ ଗାଈବାଛୁରୀ ।  କେହି ଜଣେ ଚାଷଜମିରେ ନିଆ ଲଗେଇଥିବା ସନ୍ଦେହ କରାଯାଉଛି ।  ନିଆଁ ବ୍ୟାପି ଗାଁର ଚୈତନ୍ୟ ମେଲ୍ଲୀ ଏବଂ କୃପାମେଲ୍ଲୀଙ୍କ ଘର ଜଳି…

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ସେବାୟତଙ୍କ ପରିବାର ସଦସ୍ୟଙ୍କ ପାଇଁ ୫ କୋଟିର ସ୍ୱାସ୍ଥ୍ୟବୀମା

ପୁରୀ:  ଆଉ ମାତ୍ର ୭ ଦିନ ପରେ ରଥଯାତ୍ରା  ।  ରଥଯାତ୍ରା ସୁପରିଚାଳନା ପାଇଁ ଆଜି ନୀଳାଦ୍ରୀ ଭକ୍ତନିବାସରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧକ୍ଷତାରେ ବସିଥିଲା ପରିଚାଳନା କମିଟି ବୈଠକ । ବୈଠକରେ ଆଜି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ…

ଶାସନ ସଚିବଙ୍କ ନିର୍ଦ୍ଦେଶ: ଫୋନ ଏବଂ ସୋସିଆଲ ମିଡିଆରେ ଆସୁଥିବା ସମସ୍ୟା ପ୍ରତି ଧ୍ୟାନ ଦିଅ, ବିଦ୍ୟତକାଟ ସମସ୍ୟାର…

ଭୁବନେଶ୍ୱର: ବିଜୁଳିକାଟ ସମସ୍ୟାର ତୁରନ୍ତ ସମାଧାନ କର । ଖରା ଏବଂ ଗୁଳୁଗୁଳି ଅସହ୍ୟ ହେଉଥିବାବେଳେ ବିଜୁଳି ସମସ୍ୟାର ତୁରନ୍ତ ସମାଧାନ ଆବଶ୍ୟକ । ତେଣୁ ଫୋନ ଏବଂ ସୋସିଆଲ ମିଡିଆରେ ଆସୁ୍‌ଥିବା ଅଭିଯୋଗର ତୁରନ୍ତ ସମାଧାନ କରିବାକୁ ସୋମବାର କଡା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ…

ଯୁକ୍ତ ୩ ନାମଲେଖା: ଅନଲାଇନ୍ ଫର୍ମପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ଯୁକ୍ତ ୩ ନାମ ଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଯୁକ୍ତ ତିନି ଅନଲାଇନ ଆଡମିଶନ ପାଇଁ ପ୍ରକାଶ ପାଇଲା ତାରିଖ । ଛାତ୍ରଛାତ୍ରୀ  ଜୁନ୍ ୧୯ରୁ ଜୁଲାଇ ୪ ଯାଏଁ ଅନଲାଇନ୍ ଆବେଦନ କରିପାରିବେ । ଜୁଲାଇ ୪ ତାରିଖ ଯାଏଁ ଚାଲିବ ଅନଲାଇନ୍ ଫର୍ମପୂରଣ । ଜୁଲାଇ ୧୪ରେ ପ୍ରକାଶ ପାଇବ…