Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ଵତନ୍ତ୍ର ବାଟାଲିୟନ: ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର: ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ଵତନ୍ତ୍ର ବାଟାଲିୟନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। 5T ଅଧ୍ୟକ୍ଷଙ୍କ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ପୁରୀ ଏସ୍‌ପିଙ୍କ ଅଧନରେ ରହିବ ଏହି ସ୍ଵତନ୍ତ୍ର ବାଟାଲିୟନ । ୧୧୯୦ ଜଣ ସୁରକ୍ଷା କର୍ମୀ…

ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୁର୍ମାନୁର ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ପୋଲିସକୁ ମିଳିଛି ବଡ଼ ସଫଳତା । ଆଜି ମାଟିତଳୁ ଉଦ୍ଧାର କଲା ବିପୁଳ ପରିମାଣର ମାଓ ସାମଗ୍ରୀ । ଆନ୍ଧ୍ର ଓ ଓଡ଼ିଶା ସୀମା କାଳିମେଳା ଥାନା ଅନ୍ତର୍ଗତ କୁର୍ମାନୁର ଜଙ୍ଗଲରେ ସର୍ଚ୍ଚ ଅପରେସନରେ ନିୟୋଜିତ ଏସ୍‌ଓଜି ଓ ଡିବିଏଫ୍‌ ଯବାନମାନେ ମାଟି ତଳୁ ଉଦ୍ଧାର କଲେ ମାଓ…

ବଡ ଦିନରେ ଜଗା ଦର୍ଶନ ପାଇଁ ବହୁ ଭକ୍ତଙ୍କ ସମାଗମ, ଭିଡ ନିୟନ୍ତ୍ରଣରେ ଫେଲ ମାରିଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଆଜି ବଡଦିନ ଅବସରରେ ପୁରୀରେ ଭକ୍ତ ଓ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ପରିଲିକ୍ଷିତ ହୋଇଛି l ମହାପ୍ରଭୁଙ୍କ ଦର୍ଶନ ଲାଗି ମାତ୍ରାଧିକ ଭକ୍ତଙ୍କ ସମାଗମ ହୋଇଛି l ଭକ୍ତମାନେ ଦର୍ଶନ ଲାଗି ଦୀର୍ଘ ସମୟ ଅପେକ୍ଷା କରିବା ଫଳରେ ସିଂହଦ୍ୱାର ସମ୍ମୁଖରେ ଥିବା ବ୍ୟାରିକେଡ୍ କୁ ଠେଲି ଅବାଧରେ ପ୍ରବେଶ…

ରାଜଧାନୀରେ ୨ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ଘଟଣାରେ ୮ ଗିରଫ, ଅନ୍ୟମାନଙ୍କୁ ଖୋଜୁଛି ପୋଲିସ

ଭୁବନେଶ୍ୱର: ଗତକାଲି (ରବିବାର) ଏୟାରପୋର୍ଟ ଛକ ନିକଟରେ ଧାରୁଆ ଅସ୍ତ୍ରରେ ଦୁଇ ଜଣ ଯୁବକଙ୍କୁ ଆକ୍ରମଣ ଘଟଣା । ଏଥିରେ ୮ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ । ବର୍ତ୍ତମାନ ୮ ଅଭିଯୁକ୍ତଙ୍କୁ ଫରେଷ୍ଟ ପାର୍କ ଓ କେଦାରପଲ୍ଲୀ ବସ୍ତିରୁ ଗିରଫ କରାଯାଇଥିବା ବେଳେ, ଏଥିରେ ସମ୍ପୃକ୍ତ…

ମାନସ ସାହୁ ଙ୍କ ସ୍ୟାଣ୍ଡ୍ ଆନିମେସନ ଯାଦୁରେ ମନ୍ତ୍ର ମୁଗ୍ଧ ହେଲେ ଦର୍ଶକ

ନୂଆଦିଲ୍ଲୀ/ଭୁବନେଶ୍ବର: ଦିଲ୍ଲୀ ର ପ୍ରସିଦ୍ଧ ଭାରତ ମଣ୍ଡପମ ରେ ୨୦ ମିନିଟ୍ ରେ ମୁଠାଏ ବାଲିର ଯାଦୁ ଦେଖାଇଲେ ସ୍ୟାଣ୍ଡ ଆନିମେଟର ମାନସ କୁମାର ସାହୁ । ତାଙ୍କର ଏହି କଳା ଯାଦୁଗରୀ କୁ ଦେଖିଥିଲେ ଶହ ଶହ ଦର୍ଶକ । ଗଭରମେଣ୍ଟ ଅଫ ଇଣ୍ଡିଆ, ଦିଲ୍ଲୀ ଗଭରମେଣ୍ଟ, ଗେଲ (GAIL), ବିପିସିଏଲ (BPCL),…

ବାହାରୁ ଆସୁଥିବା ଧାନ ବେପାରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ଚିନ୍ତା ବଢାଇଲେ ବାହାର ବେପାରୀ । ବାହାରୁ ଆସୁଥିବା ଧାନ ବେପାରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ରହିଛି । ବେପାରୀ ଏବଂ ଦଲାଲଙ୍କ ଉପରେ ଦୃଷ୍ଟି ଦେବାକୁ ସମବାୟ ବିଭାଗ ନିର୍ଦ୍ଦେଶ ଦେଇଛି । ଚେକ ପଏଣ୍ଟ ଗୁଡିକରେ ଚେକିଂ କୁ କଡାକଡି କରିବାକୁ ପରାମର୍ଶ ରହିଛି ।…

ମା’କୁ ଖୁଣ୍ଟିରେ ବାନ୍ଧିଥିବା ନିଷ୍ଠୁର ପୁଅକୁ ଏବେ ଗିରଫ କଲା ପୋଲିସ

କେନ୍ଦୁଝର: କୋବି ଚୋରି ଅଭିଯୋଗରେ ମାକୁ ଖୁଣ୍ଟିରେ ବାନ୍ଧି ପକାଇଥିବା ନିଷ୍ଠୁର ପୁଅ ଶତ୍ରୁଘ୍ନ ମହନ୍ତ ଗିରଫ। ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଏହି ଗିରଫ କରିଛି। ପରେ ଶତ୍ରୁଘ୍ନକୁ କୋର୍ଟରେ ହାଜର କରାଯାଇଥିବା ଜଣାପଡ଼ିଛି। ସଂପୃକ୍ତ ଖବରଟି ସୋଶିଆଲ ମିଡିଆରେ ଭାଇରାଲ ହେବା ପରେ…

ବଡ଼ଦିନରେ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ବଡ଼ଭିଡ଼

ପୁରୀ: ନୂଆବର୍ଷ ପାଖେଇ ଆସୁଥିବା ବେଳେ ଆଜି ବଡ଼ଦିନ। ସରକାରୀ କାର୍ଯ୍ୟାଳୟଠୁ ଆରମ୍ଭ କରି ସ୍କୁଲ କଲେଜ ଛୁଟି ରହିଥିବାରୁ ଲୋକେ ପୁରୀ ଆସି କାଳିଆ ଠାକୁରର ଆଶୀର୍ବାଦ ନେବାକୁ ଭିଡ ଜମାଇଛନ୍ତି। ୨୦୨୩କୁ ବିଦାୟ ଦେବା ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କ ଠାରୁ ଆଶୀର୍ବାଦ ନେବାକୁ ଆଗ୍ରହୀ…

ବ୍ୟାପକ ସୁରକ୍ଷା ବଳୟ ମଧ୍ୟରେ ଖ୍ରୀଷ୍ଟମାସ ଓ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ପ୍ରସ୍ତୁତ ଭୁବନେଶ୍ବର

ଭୁବନେଶ୍ୱର: ଖ୍ରୀଷ୍ଟମାସ ଓ ଜିରୋ ନାଇଟ୍ ସେଲିବ୍ରେସନକୁ ଦୃଷ୍ଟିରେ ରଖି ଭୁବନେଶ୍ୱର କମିଶନରେଟ୍ ପୁଲିସ ପକ୍ଷରୁ ସହରବାସୀଙ୍କ ସୁରକ୍ଷା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ…

ଖ୍ରୀଷ୍ଟମାସ ମଧ୍ୟ ରାତ୍ରିରେ ଯୀଶୁଙ୍କ ଆଗମନକୁ କ୍ୟାରୋଲ୍ ଏବଂ ଲୋକଙ୍କ ଗହଳିରେ ସ୍ୱାଗତ

ଭୁବନେଶ୍ୱର: ବିଶ୍ୱବ୍ୟାପୀ ଖ୍ରୀଷ୍ଟିଆନମାନଙ୍କ ପାଇଁ ଅତ୍ୟନ୍ତ ଧାର୍ମିକ ମହତ୍ତ୍ୱର ପର୍ବ ଖ୍ରୀଷ୍ଟମାସ ଯୀଶୁଙ୍କ ଅବତାରକୁ ସ୍ମରଣ କରେ। ଯାହା ପରମେଶ୍ୱରଙ୍କ ପ୍ରେମ ଏବଂ ମୁକ୍ତିକୁ ସୂଚିତ କରେ । ତଥାପି ଏହା ଧାର୍ମିକ ସୀମା ଅତିକ୍ରମ କରି ସୁଖ, ଉଦାରତା ଏବଂ ଦାନ କାର୍ଯ୍ୟ ଦ୍ୱାରା ପରିଚିତ ଏକ…