Latest Odisha News

BREAKING NEWS

Browsing Category

ଓଡିଶା

Odisha

ସରକାରୀ ଅଧିକାରୀଙ୍କ ଦରମା ବନ୍ଦ ନେଇ ନିର୍ଦ୍ଦେଶନାମା ସଂଶୋଧିତ, ୯୧ ନୁହେଁ ୩୬ ଜଣଙ୍କ ଦରମା କାଟ୍

ଭୁବନେଶ୍ଵର: କଟକ ଜିଲ୍ଲାର ୯୧ ଅଧିକାରୀଙ୍କ ଦରମା ବନ୍ଦ ନେଇ ନିର୍ଦ୍ଦେଶନାମା ସଂଶୋଧିତ ହୋଇଛି। ୯୧ ନୁହେଁ ୩୬ ଜଣଙ୍କ ଦରମା ବନ୍ଦ ହୋଇଛି। ୯୧ ବଦଳରେ ୩୬ ଜଣ ଅଧିକାରୀଙ୍କ ଦରମା ବନ୍ଦ ହୋଇଥିବା ସୂଚନା ଦିଆଯାଇଛି। ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ସଂଶୋଧିତ ତାଲିକାରୁ ବାଦ୍ ପଡିଛନ୍ତି।…

କିମ୍‍ସରେ ଓଡ଼ିଶାର ପ୍ରଥମ ଡିଜିଟାଲ୍ ପାଥୋଲୋଜି ସ୍କାନର୍‍

ଭୁବନେଶ୍ୱର: କିମ୍‍ସରେ ଓଡ଼ିଶାର ପ୍ରଥମ ଅତ୍ୟାଧୁନିକ ଡିଜିଟାଲ୍ ପାଥୋଲୋଜି ସ୍କାନର କାର୍ଯ୍ୟ ଆରମ୍ଭ କରିଛି। କିମସ ପାଥୋଲୋଜି ବିଭାଗରେ ଅତ୍ୟାଧୁନିକ ଏସ୍‍ଜି ୬୦ ଡିଜିଟାଲ୍ ପାଥୋଲୋଜି ସ୍କାନରକୁ କାର୍ଯ୍ୟକ୍ଷମ କରାଯାଇଛି। ସଠିକ୍ ରୋଗ ନିଦାନ କ୍ଷେତ୍ରରେ ଏହା ଏକ ବଡ଼ ସଫଳତା ବୋଲି କୁହାଯାଉଛି।…

Brown sugar seized:୧୦୫ ଗ୍ରାମର ଧଳା ଜହର ଜବତ, ୩ ଗିରଫ

ଖୋର୍ଦ୍ଧା:ଗୁରୁବାର ବେଗୁନିଆ ଅବକାରୀ ବିଭାଗରେ ଚଢାଉ କରି ୧୦୫ ଗ୍ରାମର ଧଳା ଜହର ବ୍ରାଉନ ସୁଗାର ଜବତ କରି ୩ଜଣଙ୍କୁ ଗିରଫ କରିଛି। ଏହା ସହିତ ତିନୋଟି ମୋବାଇଲ ଦୁଇଟି ବାଇକ ଜବତ କରିଥିବା ସୂଚନା ମିଳିଛି। ଜବତ ବ୍ରାଉନ ସୁଗାର ମୂଲ୍ଯ ୧୦ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ…

Maoist arrested: ଅସ୍ତ୍ରଶସ୍ତ୍ର ସହ ମାଓବାଦୀ ରାଜା ହେମନ୍ତ ଗିରଫ

ବିଶ୍ରା: ଝାଡ଼ଖଣ୍ଡରେ ସ୍ୱତନ୍ତ୍ର ନକ୍ସଲ ବିରୋଧୀ ଅଭିଯାନ ଅଧୀନରେ ଲୋହରଦଗା ପୋଲିସକୁ ଏକ ବଡ଼ ସଫଳତା ହାସଲ କରିଛି।  ଝାଡ଼ଖଣ୍ଡର ଲୋହାରଦଗା ପୋଲିସ ଜଣେ ମାଓବାଦୀକୁ ଗିରଫ କରିଛି। ସେ ହେଉଛି ଭାକପା ମାଓବାଦୀ ସଙ୍ଗଠନର ଆଞ୍ଚଳିକ କମାଣ୍ଡର ତଥା ମୁଣ୍ଡ ଉପରେ ୧୫ ଲକ୍ଷ ଟଙ୍କାର ପୁରସ୍କାର ଥିବା…

କାର୍ଯ୍ୟରେ ଅବହେଳା ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ, ବନ୍ଦ ହେଲା ୯୧ ସରକାରୀ ଅଧିକାରୀଙ୍କ ଦରମା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇଥିବା ଅଭିଯୋଗ ଗୁଡ଼ିକର ନିର୍ଦ୍ଧିଷ୍ଟ ସମୟସୀମା ଭିତରେ ସମାଧାନ ନକରିଵାରୁ କଟକର ୯୧ଜଣ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଚିଠି କରିଛନ୍ତି। ନଭେମ୍ବର ମାସର ଦରମା ବନ୍ଦ ପାଇଁ ଜିଲ୍ଲା ଟ୍ରେଜେରୀ ଅଫିସର୍…

ପ୍ରତ୍ୟାହୃତ ହେଲା ବସ୍‌ ବନ୍ଦ ଡାକରା

ଭୁବନେଶ୍ୱର: ଡିସେମ୍ବର ୧ ତାରିଖରୁ ବସ୍‌ ବନ୍ଦ ଡାକରା ନିଷ୍ପତ୍ତି ପ୍ରତ୍ୟାହୃତ। ବସ୍‌ ବନ୍ଦ ଡାକରା ପ୍ରତ୍ୟାହୃତ ନେଇ ଘରୋଇ ବସ୍‌ ସଂଘର ସୂଚନା। ରାଜ୍ୟ ପରିବହନ ବିଭାଗ ସହ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି। ପୋଲିସ ଚେକିଂ ବ୍ୟବସ୍ଥା ଲାଗୁ ହେବନି ପ୍ରତିଶ୍ରୁତି…

କଇଁଛଙ୍କ ଅଣ୍ଡାଦାନ ପାଇଁ ଜାରି ହେଲା କଟକଣା

ଭୁବନେଶ୍ୱର: ଶୀତର ଆଗମନ ସହିତ ଓଡ଼ିଶା ଉପକୂଳ ଏବେ ବିଦେଶୀ ଅତିଥି ଅଲିଭ ରିଡଲେ କଇଁଛଙ୍କ ପାଇଁ ଚଳଚଞ୍ଚଳ ହୋଇଉଠିଛି । ବର୍ତ୍ତମାନ ସମୟରେ ଅଲିଭ ରିଡଲେ କଇଁଛଙ୍କ ମିଳନ ଋତୁ ଚାଲିଥିବାବେଳେ ଗଭୀର ସମୁଦ୍ର ମଧ୍ୟରୁ କଇଁଛଙ୍କ ଏକ ଏକ୍ସକ୍ଲୁସିଭ୍‌ ଭିଡିଓ ସାମ୍ନାକୁ ଆସିଛି । ହଜାର ହଜାର ମାଇଲ ଦୂର…

Teacher Transfer: ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରସଙ୍ଗ; ନେତାଙ୍କ ସୁପାରିଶ କ୍ଷମତାକୁ ହାଇକୋର୍ଟଙ୍କ ନାପସନ୍ଦ

ଭୁବନେଶ୍ବର :ଶିକ୍ଷକ ଶିକ୍ଷୟିତ୍ରୀ ବଦଳି ନେଇ ରାଜ୍ୟ ସରକାରଙ୍କୁ ଝଟକା। ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ହାଇକୋର୍ଟଙ୍କ ନାପସନ୍ଦ । ଏ ନେଇ ରାଜ୍ୟ ସରକାର ଜାରି କରିଥିବା ନିର୍ଦ୍ଦେଶନାମାକୁ ଖାରଜ କରିଛନ୍ତି। ଏପରି କଲେ ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପ ହେବ ବୋଲି…

Weather update: ପୁଣି ଥରେ ଫେରିଲା ଶୀତ;୪ସ୍ଥାନରେ ତାପମାତ୍ରା ୧୨ ଡିଗ୍ରୀ ତଳେ

ଭୁବନେଶ୍ୱର:ପୁଣି ରାଜ୍ୟକୁ ଫେରିଛି ଶୀତ । କନ୍ଧମାଳ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତର ପ୍ରଭାବ ଅଧିକ ଅନୁଭୂତ ହେଉଛି । ୧୯ତାରିଖ ଠାରୁ ପାରଦ ପୁଣି ବଢ଼ିବାରେ ଲାଗିଥିଲା । ୧୫ଟି ସ୍ଥାନର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ୪ଟି ସ୍ଥାନର ତାପମାତ୍ରା ୧୨ ଡିଗ୍ରୀ ବା ଏହାଠାରୁ ତଳକୁ…

ତାଳଚେରରେ ବିଜେଡିକୁ ଶକ୍ତ ଧକ୍କା; ନଗରପାଳଙ୍କ ସହ ୧୩ କାଉନସିଲର ଛାଡ଼ିଲେ ଦଳ

ଅନୁଗୁଳ: ତାଳଚେର ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ବିଜେଡି ଛାଡ଼ିଲେ ତାଳଚେର ପୌରପରିଷଦ ନଗରପାଳ ପବିତ୍ର ଭୂତିଆଙ୍କ ସମେତ ୧୩ ଜଣ କାଉନସିଲର । ନଗରପାଳଙ୍କ ସମେତ ୧୩ ଜଣ କାଉନସିଲର ବିଜେଡ଼ି ସାଧାରଣ ସଦସ୍ୟତା ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି ।ଏମାନେ ତାଳଚେର ବିଧାୟକ ତଥା ଅନୁଗୁଳ ଜିଲ୍ଲା…