Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜମି ଜମା ପଞ୍ଜୀକରଣରେ ସ୍ୱଚ୍ଛତା: ଓଡ଼ିଶାର ସବ୍‌-ରେଜିଷ୍ଟ୍ରାର୍ ଅଫିସରେ ଏଣିକି କ୍ୟାଶ୍‌ଲେସ୍ କାରବାର

ଭୁବନେଶ୍ୱର: ରାଜ୍ୟରେ ଜମି ଜମା ଓ ସମ୍ପତ୍ତି ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ଦୁର୍ନୀତିମୁକ୍ତ ଏବଂ ଜନହିତକର କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ରାଜ୍ୟର ସମସ୍ତ ସବ୍‌-ରେଜିଷ୍ଟ୍ରାର୍ ଏବଂ ଜିଲ୍ଲା ସବ୍‌-ରେଜିଷ୍ଟ୍ରାର୍ ଅଫିସଗୁଡ଼ିକରେ ନଗଦ…

ଚଳନ୍ତା ଟ୍ରେନରେ ନାବାଳିକାଙ୍କୁ ଅସଦାଚରଣ: କଂଗ୍ରେସ ବିଧାୟକଙ୍କ ଡ୍ରାଇଭର ଗିରଫ

ରାୟଗଡ଼ା: ଚଳନ୍ତା ଟ୍ରେନରେ ଜଣେ ନାବାଳିକାଙ୍କୁ ଅସଦାଚରଣ ଓ ଦୁର୍ବ୍ୟବହାର କରାଯାଇଥିବା ଭଳି ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣା ସାମ୍ନାକୁ ଆସିଛି। ଆଉ ଏହି ସଂଗୀନ କାଣ୍ଡ ଭିଆଇଛି ଜଣେ ମାନ୍ୟବର ବିଧାୟକଙ୍କ ଗାଡ଼ି ଚାଳକ। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ…

ବ୍ରହ୍ମପୁର ଛାତ୍ରୀ ମୃତ୍ୟୁ ମାମଲା: ପରିବହନ ମନ୍ତ୍ରୀଙ୍କ ପୁତୁରା ବିଶ୍ୱଜିତ ଗିରଫ

ବ୍ରହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଗାନ୍ଧୀ କଲେଜ ହଷ୍ଟେଲ୍‌ରୁ ବିସିଏ ଶେଷ ବର୍ଷର ଛାତ୍ରୀ ସ୍ମୃତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା; ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ପୁତୁରା ବିଶ୍ୱଜିତ ଜେନା ଗିରଫ। ପୋଲିସ ବିଶ୍ୱଜିତଙ୍କୁ ଗୋଳନ୍ଥରା ଥାନାକୁ ଆଣି ଘଟଣା ସମ୍ପର୍କରେ…

ଗ୍ୟାସ୍ ଲିକ୍ ଘଟଣା; ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଆ ଶ୍ରମିକମାନଙ୍କ ସହାୟତା ପାଇଁ ତାମିଲନାଡୁ ଗଲେ ୩…

ଭୁବନେଶ୍ୱର: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣା ବିଷୟରେ ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଘଟଣାରେ ସେ ଅତ୍ୟନ୍ତ ମର୍ମାହତ । ଏହି ଦୁଃଖଦ…

ନିଶାଖୋର ପୁଅ ପାଇଁ ଆତ୍ମହତ୍ୟା କଲେ ମା’-ବାପା !

ପୁରୀ :ନିଶାଖୋର ପୁଅ ପାଇଁ ଜୀବନ ହାରିଲେ ବାପା ମା’ । ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ସେନାପତି ବଗିଚା ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ରବିବାର ଦେଖିବାକୁ ମିଳିଛି। ଘର ଭିତରୁ ପୋଲିସ ଦମ୍ପତିଙ୍କ ମୃତଦେହ ଜବତ କରିଛି । ମୃତ ଦମ୍ପତି ହେଲେ ଅନାମ ମିଶ୍ର ଏବଂ ସଙ୍ଗୀତା ମିଶ୍ର । ତାଳବଣିଆ ଥାନା…

୪ ଦିନ ଯାଏଁ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ଚାରି ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି। ରାଜ୍ୟର ଅଧିକ ଅଂଶକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହିତ ହେବା ପାଇଁ ପରିସ୍ଥିତି ଅନୁକୂଳ ରହିଛି।…

Newborn Theft:ମେଡିକାଲରୁ ନବଜାତ ଶିଶୁପୁତ୍ର ଚୋରି ଅଭିଯୋଗ;ଡାକ୍ତର କହିଲେ ସତ୍ୟତା ନାହିଁ

ନବରଙ୍ଗପୁର:ଉମରକୋଟ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ । ଉପଖଣ୍ଡ ଚିକିତ୍ସାଳୟରେ ନବଜାତ ଶିଶୁ ପୁତ୍ର ଚୋରି ହୋଇଥିବା ଅଭିଯୋଗ ଆଣି ଜଣେ ଦମ୍ପତି ଉମରକୋଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଚିକିତ୍ସାଳୟରେ ପ୍ରସବ ପରେ ତାଙ୍କ ଶିଶୁ ନିଖୋଜ ହୋଇଥିବା ଅଭିଯୋଗ…

ସହରାଞ୍ଚଳ ବିକାଶରେ ନୂଆ ଅଧ୍ୟାୟ: ଆସନ୍ତା ୨୪ରୁ ରାଜ୍ୟବ୍ୟାପୀ ‘ଜନସମ୍ପର୍କ ଓ ନାଗରିକ ଭାଗିଦାରୀ’…

ଭୁବନେଶ୍ୱର: ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ଓଡ଼ିଶା ସରକାରଙ୍କ ସଫଳ ଶାସନର ଦୁଇ ବର୍ଷ ପୂର୍ତ୍ତି ଅବସରରେ ସହରାଞ୍ଚଳର ବିକାଶ ଏବଂ ସାଧାରଣ ଜନତାଙ୍କୁ ପ୍ରଶାସନର ନିକଟତର କରିବା ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ରାଜ୍ୟ ଗୃହନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ…

ରାଜଧାନୀରେ ପୁଣି ଗୁଣ୍ଡାରାଜ୍‌: ମିଠା ଦୋକାନୀଙ୍କୁ ବନ୍ଧୁକ ଦେଖାଇ ଦାଦାବଟି ମାଗିବା ଅଭିଯୋଗ, ଆକ୍ସନ ମୋଡ଼ରେ ପୋଲିସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅପରାଧୀ ଓ ଦୁର୍ବୃତ୍ତଙ୍କ ପ୍ରାଦୁର୍ଭାବ କମିବାର ନାଁ ନେଉନାହିଁ। ଦିନକୁ ଦିନ ବ୍ୟବସାୟୀଙ୍କୁ ଟାର୍ଗେଟ୍ କରି ଦାଦାବଟି ମାଗିବା ଏବଂ ଆତଙ୍କ ସୃଷ୍ଟି କରିବା ଘଟଣା ସାଧାରଣ ଜନତାଙ୍କ ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସହରର…

ନ୍ୟାୟ ନମିଳିବାରୁ ଥାନା ଆଗରେ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ, ମୟୂରଭଞ୍ଜରେ ଜାତୀୟ ରାଜପଥ ଅବରୋଧ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରୁ ଏକ ସଙ୍ଗୀନ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ପୋଲିସ ପାଖରୁ ନ୍ୟାୟ ନମିଳିବା ଏବଂ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ଯୋଗୁଁ କ୍ଷୁବ୍ଧ ହୋଇ ଜଣେ ଯୁବକ ସିଧାସଳଖ ଥାନା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ…