Latest Odisha News

BREAKING NEWS

Browsing Category

ଓଡିଶା

Odisha

Odisha Assembly Winter Session: ଆଜିଠୁ ବିଧାନସଭା, ପ୍ରଥମ ଦିନରେ ଗୃହକୁ ସମ୍ବୋଧିତ କରିବେ ମହାମହିମ…

ଭୁବନେଶ୍ୱର: ଆଜିଠୁ(ଗୁରୁବାର) ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତକାଳୀନ ଅଧିବେଶନ। ଆଜିଠୁ ପୁଣି ସରଗରମ ହେବ ଗୃହ। ସବୁଠୁ ବଡ଼ କଥା ହେଉଛି ଇତିହାସରେ ପ୍ରଥମ ଥର ଓଡ଼ିଶା ବିଧାନସଭାକୁ ସମ୍ବୋଧିତ କରିବାକୁ ଯାଉଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ଓଡ଼ିଶା ବିଧାନସଭା ଇତିହାସରେ ଏକ…

Foreign Education Scholarship: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଦେଶ ଶିକ୍ଷାବୃତ୍ତି ଯୋଜନାର ଶୁଭାରମ୍ଭ; ଚଳିତ…

ଭୁବନେଶ୍ୱର : ଗତକାଲି ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ବିଦେଶ ଶିକ୍ଷାବୃତ୍ତି ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ବିଦେଶ ଶିକ୍ଷାବୃତ୍ତି ଚଳିତ ଶିକ୍ଷାବର୍ଷ ୨୦୨୫-୨୬ରୁ ଲାଗୁ କରାଯିବ। ଅନୁସୂଚିତ ଜାତି ଓ

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା: ଶ୍ରେଷ୍ଠ ପୁରସ୍କାର ପାଇଁ ମନୋନୀତ ହେଲା ଓଡ଼ିଶା ପାଭିଲିୟନ୍

ଭୁବନେଶ୍ବର: ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ପରିସରରେ ଆୟୋଜିତ ହୋଇଯାଇଛି ୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫। ଶ୍ରେଷ୍ଠତ୍ଵ ପାଇଁ ଯୋଗ୍ୟ ବିବେଚିତ ହୋଇଛି ଓଡ଼ିଶା ପାଭିଲିୟନ୍। ଲଗାତାର ଚତୁର୍ଥ ଥର ପାଇଁ ଏହି ପୁରସ୍କାର ଗ୍ରହଣ କରିବ ଓଡ଼ିଶା ପାଭିଲିୟନ୍। ସୂଚନା ଅନୁଯାୟୀ,…

BJD: ‘ଲୋକଙ୍କ ସମସ୍ୟା ଓ ସରକାରଙ୍କ ଅପାରଗତା ଉପରେ ବିଧାନ ସଭାରେ ସ୍ୱର ଉଠାଇବ ବିଜେଡି’

ଭୁବନେଶ୍ୱର: ବିଜେଡି ବିଧାୟକ ଦଳର ବୈଠକ ଆଜି ଶଙ୍ଖ ଭବନଠାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ସାଂପ୍ରତିକ ରାଜନୈତିକ ପରିସ୍ଥିତି ଓ ଲୋକଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଉଦ୍‌ବୋଧନ ଦେଇ ବିରୋଧୀ ଦଳ…

Drug Control Team: ବେଆଇନ ଗର୍ଭ ନିରୋଧକ ବଟିକା ବିକ୍ରି ନେଇ ଡ୍ରଗସ କଣ୍ଟ୍ରୋଲ ଟିମ୍ ଚଢ଼ାଉ

ଭୁବନେଶ୍ୱର: ରାଜଧାନୀରେ ଡ୍ରଗସ କଣ୍ଟ୍ରୋଲ ଟିମ୍ ର ଚଢାଉ । ବେଆଇନ ଗର୍ଭ ନିରୋଧକ ବଟିକା ବିକ୍ରି ନେଇ ଚନ୍ଦ୍ରଶେଖରପୁର ଶୈଳଶ୍ରୀ ବିହାରର ବିଭିନ୍ନ ମେଡ଼ିସିନ ଦୋକାନରେ ଏହି ଚଢାଉ କରାଯାଇଛି । ଏନେଇ ଦୋକାନର ଷ୍ଟକ ରିପୋର୍ଟ ଯାଞ୍ଚ ସହସେଲ ରିପୋର୍ଟ ମଧ୍ୟ ଯାଞ୍ଚ କରାଯାଉଛି ।…

Naxals Surrender: କୋଟିଏ ଟଙ୍କାର ପୁରସ୍କାର ରାଶି ଥିବା ୪୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୋଲିସକୁ ବଡ ସଫଳତା । ପୁଣି ୪୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ନାଁ ୧ କୋଟି ୧୯ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କ ମଧ୍ୟରେ ପିଏଲଜିଏ ବାଟାଲିୟନ ନମ୍ବର ୧ର…

Operation Chakra: ଅପରେସନ ଚକ୍ରକୁ ସଫଳତା: ୩ ମାସରେ ୧୪୨ ନାବାଳିକା ଏବଂ ଯୁବତୀ ଉଦ୍ଧାର

ପୁରୀ: ପୁରୀ ପୁଲିସ ଦ୍ୱାରା ଚାଲିଥିବା ଅପରେସନ “ଚକ୍ର” ଅଭିଯାନକୁ ସଫଳତା । ପୁରୀ ଏସପି ପ୍ରତୀକ ସିଂ ଜିଲ୍ଲାରେ ଆରମ୍ଭ କରିଥିବା ଏହି ଅଭିଯାନ ମାଧ୍ୟମରେ ୩ ମାସରେ ୧୪୨ ନାବାଳିକା ଏବଂ ଯୁବତୀ ଉଦ୍ଧାର ହୋଇଛନ୍ତି । ଉଦ୍ଧାରଙ୍କ ମଧ୍ୟରେ ୬୨ ଜଣ ନାବାଳିକା ଥିବା ବେଳେ ୮୦ ଜଣ ଯୁବତୀ ରହିଥିବା…

ଘୋଷଣା ହେଲା ୩ ବର୍ଷର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ

ଭୁବନେଶ୍ବର: ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ବର୍ଷ ୨୦୨୩,୨୦୨୪ ଓ ୨୦୨୫ ନିମନ୍ତେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର, ଏକାଡେମୀ ପୁରସ୍କାର, ଉପାୟନ ଓ କବିଚନ୍ଦ୍ର କାଳୀଚରଣ ଯୁବ ପ୍ରତିଭା ପୁରସ୍କାର ପାଇଁ ନାମ ଘୋଷଣା କରାଯାଇଛି। ଭୁବନେଶ୍ୱରର ଲୋକସେବା ଭବନର କନଭେନସନ…

ସାଇ-ଟେଡ୍‌ ୨୦୨୫ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସଭ୍ୟତାର ବିକାଶ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତକୁ ବିଶ୍ୱଶକ୍ତି ହେବାକୁ ହେଲେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ଆମ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ହାସଲ କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ସ୍ଥିତ…

ଅତିରିକ୍ତ ମୁଖ୍ୟ ସଚିବ ରାଙ୍କଙ୍କୁ ଆଇଏଏସ୍ ଅଧିକାରୀ ଚିତ୍ରା ଅରୁମୁଗମଙ୍କ ପଦୋନ୍ନତି

ଭୁବନେଶ୍ୱର: ଓଡ଼ିଶା ସରକାର ବରିଷ୍ଠ ଆଇଏଏସ୍ ଅଧିକାରୀ ଚିତ୍ରା ଅରୁମୁଗମଙ୍କୁ ଆପେକ୍ସ ଗ୍ରେଡ୍ (ପେ ମ୍ୟାଟ୍ରିକ୍ସର ସ୍ତର-୧୭)କୁ ପଦୋନ୍ନତି ଦେଇ ଅତିରିକ୍ତ ମୁଖ୍ୟ ସଚିବ ଭାବରେ କରିଛନ୍ତି। ତେବେ ନଭେମ୍ବର ୨୫ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଏକ ବିଜ୍ଞପ୍ତି ଜାରି କରାଯାଇ ଏହି…