Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆସନ୍ତା ୪୮ ଘଣ୍ଟାରେ ରାଜ୍ୟରେ ସୃଷ୍ଟି ହୋଇପାରେ ଲଘୁଚାପ; ଆଜି ଏସବୁ ଜିଲ୍ଲାରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା..

ଭୁବନେଶ୍ବର: ଗଲ୍ଫ ଅଫ ମନାର ଓ ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାର ପ୍ରଭାବରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପାଇଁ…

ଆକ୍ସନ ମୋଡରେ କମିଶନରେଟ ପୋଲିସ: ଜୋରଦାର ହେଲା ନାଇଟ୍ ପେଟ୍ରୋଲିଂ ଓ ବ୍ଲକିଂ ଚେକିଂ

ଭୁବନେଶ୍ବର: ବାଲିଅନ୍ତା ଘଟଣାକୁ ନେଇ ସମାଲୋଚନା ପରେ ଏବେ ସକ୍ରିୟ ହୋଇଛି କମିଶନରେଟ ପୋଲିସ । ରାଜଧାନୀ ଭୁବନେଶ୍ବରରେ ନାଇଟ ଅପରେସନ ଆରମ୍ଭ କରିଛି କମିଶନରେଟ ପୋଲିସ । ରବିବାର ରାତିରେ ସହରର ବିଭିନ୍ନ ପ୍ରମୁଖ ଛକରେ ଜୋରଦାର ନାଇଟ୍ ପାଟ୍ରୋଲିଂ ସହ ବ୍ଲକିଂ ଚେକିଂ କରାଯାଇଥିବା ଦେଖିବାକୁ…

ବିଜେଡିର ନାରୀ ଅଧିକାର ଅଭିଯାନ ଆରମ୍ଭ; ୨୫ ଯାଏଁ ସମସ୍ତ ନିର୍ବାଚନମଣ୍ଡଳୀରେ…

ଭୁବନେଶ୍ୱର: ମାତୃ ଦିବସ ଅବସରରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଆଜି ଶଙ୍ଖ ଭବନଠାରେ ବିଜେଡି ନାରୀ ଅଧିକାର ଅଭିଯାନ ବିକ୍ଷୋଭ ସମାବେଶ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟରେ ନାରୀ ସୁରକ୍ଷା ଅଧିକାରର ଉଲ୍ଲଂଘନ, ନାରୀ ନିର୍ଯାତନା, ସାମାଜିକ ଅସୁରକ୍ଷିତା,…

ଆଗୁଆ ପରୀକ୍ଷଣ ଦ୍ୱାରା ଲୁପସ ବ୍ୟାଧିକୁ ପରାସ୍ତ କରି ହେବ: ବିଶେଷଜ୍ଞ

ଭୁବନେଶ୍ୱର: ଆଗୁଆ ପରୀକ୍ଷଣ ଦ୍ୱାରା ଲୁପସ ବ୍ୟାଧିକୁ ପରାସ୍ତ କରି ହେବ। ଅନେକ ଜାଣନ୍ତି ନାହିଁ ଯେ ଲୁପସ୍ ହେଉଛି ଏକ ଅଟୋଇମ୍ୟୁନ ବ୍ୟାଧି ଯେଉଁଥିରେ ଶରୀରର ପ୍ରତିରକ୍ଷା ପ୍ରଣାଳୀ ନିଜର ସୁସ୍ଥ କୋଷକୁ ଆକ୍ରମଣ କରେ । ଏହି ସମସ୍ୟା ୨୦ ବର୍ଷରୁ ଆରମ୍ଭ କରି ୫୦ ବର୍ଷ ପର୍ଯ୍ୟନ୍ତ ମହିଳାମାନଙ୍କ…

ଖଇରମାଳରେ ମାଡିଲାଣି ଜଣ୍ଡିସ୍‌ ;୧୩ ଆକ୍ରାନ୍ତ, ଆହୁରି ୧୬ ଜଣଙ୍କ ରକ୍ତ ନମୁନା ସଂଗ୍ରହ

କଳାହାଣ୍ଡି: ଖଇରମାଳରେ ଜଣ୍ଡିସ୍‌ ଆତଙ୍କ । ୧୩ ଜଣ ଆକ୍ରାନ୍ତ ଚିହ୍ନଟ । ଗତ ଶନିବାର ସ୍ବାସ୍ଥ୍ୟ ବିଭାଗ ଓ ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜର ଏକ ସ୍ୱତନ୍ତ୍ର ଟିମ୍ ଗାଁରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି । ଆହୁରି ୧୬ଟି ସନ୍ଦେହଜନକ…

ବାଲିଅନ୍ତା ଓ ବାଲିପାଟଣା ଘଟଣାରେ ପୋଲିସ ଡିଜିଙ୍କ ସମୀକ୍ଷା; କହିଲେ କିଛି ତ୍ରୁଟି ଥିଲେ…

ଭୁବନେଶ୍ବର: ବାଲିଅନ୍ତା ଓ ବାଲିପାଟଣା ଘଟଣା ସମୀକ୍ଷା ପରେ ପୋଲିସ ଡିଜି ପ୍ରତିକ୍ରିୟା ଦେଇଛନ୍ତି । ଯଦି କିଛି ତ୍ରୁଟି ଥାଏ ସୁଧାରିବୁ, ଅପଗ୍ରେଡ୍‌ ଦରକାର ଥିଲେ କରିବୁ ବୋଲି କହିଛନ୍ତି ଡିଜିପି ୱାଇ ବି ଖୁରାନିଆ। ଉକ୍ତ ସମୀକ୍ଷା ବୈଠକରେ ଆଇଜି, ଡିଆଇଜି, ଏସ୍ପି, ପୋଲିସ କମିଶନର,…

Gas Cylinder Blast: ଫାଟିଲା ଗ୍ୟାସ୍‌ ସିଲିଣ୍ଡର;ମହିଳା ଓ ଶିଶୁଙ୍କ ସମେତ ୬ ଆହତ

ଗଞ୍ଜାମ: ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ଭୟଙ୍କର ବିସ୍ଫୋରଣ । ଆଜି (ରବିବାର) ସନ୍ଧ୍ୟାରେ ରୋଷେଇ ପାଇଁ ଗ୍ଯାସ ଲଗାଇବା ବେଳେ ହଠାତ୍ ସିଲିଣ୍ଡରଟି ବିସ୍ପୋରଣ ହୋଇ ନିଆଁ ଲାଗିଯାଇଥିଲା । ଏହି ବିସ୍ଫୋରଣରେ ଘରର ଟିଣ ଉଡିଯାଇଥିବା ବେଳେ ଜିନିଷପତ୍ର ମଧ୍ୟ ପୋଡିଯାଇଛି ।ଏହି…

‘ଯାତ୍ରା କରୁଛୁ କିନ୍ତୁ ପାରିଶ୍ରମିକ ମାଲିକ ଦେଉନି’; ଅଭିଯୋଗ ନେଇ ଥାନାରେ ତାରିଣୀ ଗଣନାଟ୍ୟର କଳାକାର

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ନେଇ ପହଞ୍ଚିଲେ ତାରିଣୀ ଗଣନାଟ୍ୟର କଳାକାର ଓ କର୍ମଚାରୀ । ଦୀର୍ଘ ଦିନ ଯାତ୍ରା ପାର୍ଟିରେ କାମ କରି ମଧ୍ୟ ମିଳିଲା ନାହିଁ ଦରମା ବୋଲି ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ,ସେମାନେ ଦୀର୍ଘ ଦିନ ଧରି ତାରିଣୀ ଗଣନାଟ୍ୟରେ କାର୍ଯ୍ୟ କରୁଥିଲେ ।…

ଏନସିବି କର୍ମଚାରୀଙ୍କୁ ଗାଡ଼ିଧକ୍କା କରି ମାରିଦେବାକୁ ଉଦ୍ୟମ, ୩ ଗଞ୍ଜେଇ ମାଫିଆ ଗିରଫ

ଭୁବନେଶ୍ବର: ରାଜଧାନୀରେ ଛାତିରେ ଚାଲିଛି ବେଧଡକ ଗଞ୍ଜେଇ ଚୋରା ଚାଲାଣ । ଧରପଗଡ ସମୟରେ ପୋଲିସ ଉପରକୁ ଗାଡି ଚଢାଇ ମାରି ଦେବାକୁ ଉଦ୍ୟମ କରିଛନ୍ତି ଗଞ୍ଜେଇ ମାଫିଆମାନେ । ଚେକପୋଷ୍ଟକୁ ଭାଙ୍ଗି ଖସିପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଅଭିଯୁକ୍ତମାନଙ୍କୁ ଗୋଡାଇ ଗୋଡାଇ ଧରିଛି । ଏହି…

୫୬ ଗ୍ରାମ ହେରୋଇନ ଜବତ;ଜଣେ ଗିରଫ

ଜଗତସିଂହପୁର: ବିରିଡ ଥାନା ଅନ୍ତର୍ଗତ ମାଣିତିରି ଅଞ୍ଚଳର ନିଶା ମାଫିଆ ସରୋଜ ନାୟକ ଗିରଫ । ଯାଞ୍ଚ ପରେ ତାଙ୍କ ପାଖରୁ ହେରୋଇନ୍ , ଏକ ଫୋନ ଏବଂ ନିଶା ବେପାରରେ ବ୍ୟବହାର ହେଉଥିବା ମୋଟର ସାଇକେଲ ଜବତ କରାଯାଇଛି । ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥା ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି ।…