Latest Odisha News

BREAKING NEWS

Browsing Category

ଓଡିଶା

Odisha

Cyclone Senyar: ସୃଷ୍ଟି ହେଲା ବାତ୍ୟା ‘ସେନୟାର’; ଏହି ସବୁ ରାଜ୍ୟ ପାଇଁ ସତର୍କତା ଜାରି..

ଭୁବନେଶ୍ବର: ତୀବ୍ର ଅବପାତ ଘନୀଭୂତ ହୋଇ ସୃଷ୍ଟି ହେଲା ବାତ୍ୟା 'ସେନୟାର' । ସକାଳ ସାଢେ ୫ଟାରେ ଉପଗ୍ରହ ପର୍ଯ୍ୟବେକ୍ଷଣ ଅନୁଯାୟୀ ବାତ୍ୟାର ରୂପ ନେଲା ଗଭୀର ଅବପାତ । ମାଲାକ୍କା ସମୁଦ୍ର ସନ୍ଧି ପାର୍ଶ୍ଵବର୍ତ୍ତୀ ଉତ୍ତର ପୂର୍ବ ଇଣ୍ଡୋନେସିଆରେ ବାତ୍ୟା ସୃଷ୍ଟି ହୋଇଛି । ଏନେଇ ସୂଚନା…

ବାଲି ମାଫିଆଙ୍କ ନିଦ ହଜାଇ ଦେଇଛି ରାତି ଅଧିଆ ଚଢାଉ, ଥରକେ ୪୮ ଚୋରା ବାଲି ବୋଝେଇ ହାଇୱା ଜବତ

ଜଗତସିଂହପୁର: ସାବାଡ୍ ହେବେ ବାଲି ମାଫିଆ। ଜଗତସିଂହପୁରରେ ବେଆଇନ ବାଲି ଘାଟରେ ରାତି ଅଧିଆ ଚଢାଉ। କିଲିପାଳ ଘାଟରୁ ବେଆଇନ ବାଲି ଚାଲାଣ ରୋକିବାକୁ ଚାଲିଛି ରେଡ୍‌। ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ଡିଆଇଜି ଓ ଏସ୍‌ପିଙ୍କ ତତ୍ତ୍ବାବଧାନରେ ଚାଲିଛି ଚଢ଼ାଉ। ୪୦ରୁ ଊର୍ଦ୍ଧ୍ବ ହାଇୱା, ଟ୍ରାକ୍ଟର ଅଟକ…

Tragic Wedding: ପୁଅର ବର ଗାଡ଼ି ଚକା ତଳେ ଗଲା ବାପାର ଜୀବନ

ବଲାଙ୍ଗୀର: ବର ଶୋଭାଯାତ୍ରା ବେଳେ ବଡ଼ ଅଘଟଣ । ପୁଅ ବାହା କରିବାକୁ ବରଯାତ୍ରୀ ନେଇ ଆସିଥିବା ବାପା ମୃତ । ବର ବେଶରେ ପୁଅ ବସିଥିବା କାର୍ ଟି ବାପା ଉପରେ ମାଡ଼ିଯିବାରୁ ଚାଲିଗଲା ଜୀବନ । ବଲାଙ୍ଗୀର ଜିଲ୍ଲା ଉପଖଣ୍ଡ ବେଲପଡ଼ା ଥାନା ମଣ୍ଡଳ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ଘଟିଛି । ମୃତକ…

ପୁଣି ବିଜେଡିକୁ ସୋସିଆଲ୍‌ ମିଡିଆରେ ଶ୍ରୀମୟୀ ମିଶ୍ରଙ୍କ ନିଶାନା: ‘ଅନ୍ୟ ମୁଣ୍ଡରେ ଅଠା ବୋଳ’ ହେଉଛି…

ଭୁବନେଶ୍ୱର: ପୁଣି ବିଜେଡିକୁ ସୋସିଆଲ୍‌ ମିଡିଆରେ ଶ୍ରୀମୟୀ ମିଶ୍ରଙ୍କ ନିଶାନା। ଆଜି ପାଣ୍ଡିଆନଙ୍କୁ ଘେରିଲେ ଶ୍ରୀମୟୀ। କବିତା ଛାନ୍ଦରେ ପାଣ୍ଡିଆନଙ୍କୁ ତେରେଚ୍ଛା ‘ଅଠା’ ଆକ୍ରମଣ କଲେ ଶ୍ରୀମୟୀ ମିଶ୍ର । କହିଲେ, ଅନ୍ୟ ମୁଣ୍ଡରେ ଅଠା ବୋଳ ହେଉଛି ଏକ ତାମିଲ ଖେଳ। ଅନାମ ବାବୁଙ୍କ ମୁହଁରେ…

ବାଲି ଗାଡ଼ି ସିଜ୍ କରିବାରୁ ତହସିଲଦାରଙ୍କ ସହ ୪ ଜଣଙ୍କୁ ବାଲି ମାଫିଆଙ୍କ ଆକ୍ରମଣ

ବାରିପଦା: ବାଲି ଗାଡ଼ି ସିଜ୍ କରିବାରୁ ତହସିଲଦାରଙ୍କୁ ଆକ୍ରମଣ। ନବନିଯୁକ୍ତ ବେତନଟୀ ତହସିଲଦାରଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ। ତହସିଲଦାରଙ୍କ ଡ୍ରାଇଭରଙ୍କ ମୁଣ୍ଡ ଫଟାଇବା ସହ ଆକ୍ରମଣ କଲେ ବାଲି ମାଫିଆ। ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନାରେ ତହସିଲଦାରଙ୍କ ଲିଖିତ ଅଭିଯୋଗ। ଯାହା ଫଳରେ ଅଞ୍ଚଳରେ…

Rapper Abhinav Death Case: ବହୁଚର୍ଚ୍ଚିତ ରାପର ଅଭିନବ ସିଂ ମୃତ୍ୟୁ ମାମଲା, ଗିରଫ ହେଲେ ପତ୍ନୀ

କଟକ: ବହୁଚର୍ଚ୍ଚିତ ରାପର ଅଭିନବ ସିଂ ମୃତ୍ୟୁ ମାମଲା। ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ପତ୍ନୀ ଗିରଫ। ଉତ୍କଳ ଦୀପିକା ରାଉତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ। ୨୮୫ ଦିନର ତଦନ୍ତ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ। ଫେବୃଆରୀ ୧୦ ତାରିଖରେ ବେଙ୍ଗାଲୁରୁରେ ଆତ୍ମହତ୍ୟା କରିଥିଲେ ରାପର୍।…

Air Pollution: ଦେଶର ଷଷ୍ଠ ପ୍ରଦୂଷିତ ସହର ଅନୁଗୁଳ, ଆଶ୍ଚର୍ଯ କରୁଛି ଏକ୍ୟୁଆଇ ରିପୋର୍ଟ

ଭୁବନେଶ୍ୱର: ଶୀତ ଋତୁ ଆରମ୍ଭ ହେଲେ ବାୟୁ ପ୍ରଦୂଷଣ ହେବାରେ ଲାଗେ। ଦେଶରେ ସବୁଠାରୁ ପ୍ରଦୂଷିତ ସହର ହେଉଛି ଦିଲ୍ଲୀ। ତେବେ ଓଡ଼ିଶା ମଧ୍ୟ ଏହି ତାଲିକାରୁ ବାଦ ପଡିନାହିଁ। କାରଣ ଅନୁଗୁଳ ସହରରେ ପ୍ରଦୂଷଣ ସ୍ତର ଭୟଙ୍କର ସ୍ଥିତିକୁ ଯାଇଛି। ଏଠାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ବା ବାୟୁର…

Job fair Bhubaneswar: ୧୨ବିଭାଗରେ ନିଯୁକ୍ତି ପାଇଲେ ୭,୨୯୩: ନବନିଯୁକ୍ତଙ୍କୁ ୪ଟି ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆପଣମାନେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ସାଧୁତାପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ଜରିଆରେ ସରକାରୀ ଚାକିରୀ ଯୋଗ ଦେଉଛନ୍ତି । ତେଣୁ ଆପଣଙ୍କ କର୍ତ୍ତବ୍ୟପଥରେ ସାଧୁତା ଓ ସ୍ୱଚ୍ଛତା ଅବଲମ୍ୱନ କରିବା ପାଇଁ ସଂକଳ୍ପବଦ୍ଧ ହେବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦ୍ୱାଦଶ ନିଯୁକ୍ତିମେଳା…

Kotia: ସର୍ଭେ କରିବାକୁ କୋଟିଆ ଆସିଥିଲେ ଆନ୍ଧ୍ର ଅଧିକାରୀ; ତଡ଼ିଲେ ପଟାଙ୍ଗି ବିଡିଓ

କୋରାପୁଟ:ବାରମ୍ବାର ତାଗିଦ ପରେ ମଧ୍ୟ ଆନ୍ଧ୍ରର କୋଟିଆ ଦଖଲ ଅଭିଯାନ ଜାରି ରଖିଛି। ଗତକାଲି ଆନ୍ଧ୍ର ସରକାରଙ୍କ ୩ ଜଣ ଅଧିକାରୀ କୋଟିଆ ପଞ୍ଚାୟତର ହରମାଣ୍ଡାଙ୍ଗିରେ ପଶି କୃଷି ଓ ଜୀବନଜୀବିକା ମିଶନ ଉପରେ ସର୍ଭେ କରୁଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ କୋଟିଆ ଥାନା ପୋଲିସ, ପଟାଙ୍ଗି…

ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି; ଭୁବନେଶ୍ୱରରେ ଟ୍ରାଫିକ କଟକଣା ଜାରି…

ଭୁବନେଶ୍ୱର: ରାଷ୍ଟ୍ରପତି ଆସନ୍ତା ନଭେମ୍ବର ୨୭ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ଏହାକୁ ନଜରରେ ରଖି କମିଶନରେଟ ପୋଲିସ୍ ପକ୍ଷରୁ ଟ୍ରାଫିକ ଆଡଭାଇଜରି ଜାରି କରାଯାଇଛି। ରାଷ୍ଟ୍ରପତିଙ୍କ ସୁରକ୍ଷା ଓ ଜନସାଧାରଣଙ୍କ ସୁଗମନାଗମନକୁ ଦୃଷ୍ଟିରେ ରଖି ଓଡିଶା…