Latest Odisha News

BREAKING NEWS

Browsing Category

ଓଡିଶା

Odisha

ODISHA VIGILANCE: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ARI

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଏଆରଆଇ (ARI)। ଲାଞ୍ଚ ନେଇ ଧରାପଡ଼ିଲେ କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଈର ସହକାରୀ ରାଜସ୍ୱ ନୀରିକ୍ଷକ ଅଭିମନ୍ୟୁ ବେହେରା । ଅଫିସ ସମେତ ବିଭିନ୍ନ ସ୍ଥାନରେ ଚାଲିଛି ରେଡ। ଖବର ଅନୁଯାୟୀ, ଜମିର କିସମ ପରିବର୍ତ୍ତନ ପାଇଁ ଜମି ମାଲିକଙ୍କ ଠାରୁ ନେଉଥିଲେ ୧୨…

Tiger Population: ଚଳିତବର୍ଷ ରାଜ୍ୟରେ ବୃଦ୍ଧି ପାଇଛି ବାଘ ସଂଖ୍ୟା

ମୟୂରଭଞ୍ଜ: ଚଳିତବର୍ଷ ରାଜ୍ୟରେ ବୃଦ୍ଧି ପାଇଛି ବାଘ ସଂଖ୍ୟା । ଗତବର୍ଷ ଶିମିଳିପାଳରେ ୨୭ଟି ବାଘ ଥିବାବେଳେ, ଏହି ସଂଖ୍ୟାରେ ବୃଦ୍ଧି ଘଟି ୩୨ରେ ପହଞ୍ଚିଛି । ସେହିପରି ଶିମିଳିପାଳରେ ୯ଟି ଛୋଟ ବାଘ ଥିବା ଗତ ୨ ମାସତଳେ ହୋଇଥିବା ସର୍ଭେରୁ ଜଣାପଡିଥିବା ନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ…

Mao Leader: ଅଡିଓ କ୍ଲିପ୍ ଜାରି କରି ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲା ମାଓ ନେତା ଅନନ୍ତ, କହିଲା…

ମାଲକାନଗିରି: ଛତିଶଗଡ଼, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ମାଓ ସଂଗଠନର ଏମଏମସିର ପ୍ରବକ୍ତ ତଥା ମାଓ ନେତା ଅନନ୍ତ ଏକ ପ୍ରେସ୍ ରିଲିଜ ଓ ଅଡିଓ କ୍ଲିପ ଜାରି କରିଛନ୍ତି । ଏଥିରେ ସେ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷାକର୍ମୀଙ୍କ ଅପରେସନ ବନ୍ଦ କରିବା ପାଇଁ ନିବେଦନ କରିଛନ୍ତି । ଆସନ୍ତା…

ବିଧାନସଭା ପରିସରରେ ପୋଲିସ କମିଶନର, କଡ଼ାକଡ଼ି ସିକ୍ୟୁରଟି ଯାଞ୍ଚ

ଭୁବନେଶ୍ୱର: ଆସନ୍ତା ୨୭ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ବିଧାନସଭା ଶୀତକାଳୀନ ଅଧିବେଶନ ପାଇଁ ସିକ୍ୟୁରଟି ଯାଞ୍ଚ କଡ଼ାକଡ଼ି କରାଯାଇଛି। ପୋଲିସ କମିଶନର ଏସ. ଦେବଦତ୍ତ ସିଂ ବିଧାନସଭା ପରିସରରେ ସୁରକ୍ଷା ଯାଞ୍ଚ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ…

Human Sagar Death: ସାମ୍ନାକୁ ଆସିଲା ଅର୍ପିତାଙ୍କ ବୟାନ! ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ଏମିତି କହିଲେ…

ଭୁବନେଶ୍ବର: ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଦେହାନ୍ତ ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି । ଅତି କମ୍ ବୟସରେ ଯୁବପିଢ଼ିଙ୍କ ହୃଦୟରେ ରାଜ୍ କରିଥିଲେ ହ୍ୟୁମାନ ସାଗର । କହିବାକୁ ଗଲେ ଓଡ଼ିଶାର ପ୍ରତି ଘରେ ହ୍ୟୁମାନଙ୍କୁ ଲୋକେ ଜାଣୁଥିଲେ । ଦୀର୍ଘ ଦିନ ଧରି ଲିଭର ସିରୋସିସ…

Police Raid: ମଦ୍ୟପାନ ବେଳେ ରେଡ୍; ବ୍ରାଉନ ସୁଗାର ସହ ବନ୍ଧୁକ ଜବତ, ୩ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ ପୋଲିସକୁ ବଡ଼ ସଫଳତା । ମଙ୍ଗଳବାର ସକାଳୁ ମଦ୍ୟପାନ ବେଳେ ରେଡ୍ କରିଥିଲା ପୋଲିସ। ଏହି ରେଡ ବେଳେ ବ୍ରାଉନ ସୁଗାର ଧରାପଡିଛି । ଏହା ସହ ବନ୍ଧୁକ ମଧ୍ୟ ଜବତ ହୋଇଛି। ରେଡ୍ ବେଳେ ୩ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। ସୂଚନା ଅନୁଯାୟୀ, ଅନୁଗୁଳ ଟାଉନ ଥାନା…

ଜଗତସିଂହପୁରରୁ ଧରାପଡ଼ିଥିବା ବାଂଲାଦେଶୀଙ୍କୁ ପଠାଇ ଦିଆଯିବ ବାଂଲାଦେଶ

ଜଗତସିଂହପୁର: ସାରା ଦେଶରେ ଜୋରସୋରରେ ଚାଲିଛି ବାଂଲାଦେଶୀଙ୍କୁ ଚିହ୍ନଟ କରି ବାଂଲାଦେଶ ପଠାଇବା କାର୍ଯ୍ୟକ୍ରମ। ଏଥିରେ ଓଡିଶା ବାଦ ପଡିନି। ଜଗତସିଂହପୁର ଜିଲ୍ଲା ବେରାହିଁପୁର ଓ ଧନିପୁର ଅଞ୍ଚଳ ସାତପୁରା ଠାରୁ ଧରାପଡ଼ିଥିବା ବାଂଲାଦେଶୀଙ୍କୁ ପଠାଇ ଦିଆଯିବ ବାଂଲାଦେଶ । ୩୭ ସଂଧିଗ୍ଧ…

SI Recruitment Scam: ଏସଆଇ ପରୀକ୍ଷା ଅନିୟମିତତା ମାମଲା: ଝାରପଡ଼ା ଜେଲକୁ ସ୍ଥାନାନ୍ତର ହେଲେ ୧୨ ଅଭିଯୁକ୍ତ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ପୋଲିସ ଏସଆଇ କେଳେଙ୍କାରୀ ମାମଲାରେ ଗିରଫ ହୋଇ ବ୍ରହ୍ମପୁର ଜେଲରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଭୁବନେଶ୍ବର ସ୍ଥିତ ଝାରପଡ଼ା ଜେଲକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ରାତିରେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ସାମ୍ବା, ଶଙ୍କର ପୃଷ୍ଟି, ସୁରେଶ ନାୟକଙ୍କ ସମେତ…

Cyclone Likely to Form: ମାଡିଆସୁଛି ଭୟଙ୍କର ବାତ୍ୟା!, ଗୋଟିଏ ନୁହେଁ ବଙ୍ଗୋପସାଗରରେ ଦୁଇଟି ସିଷ୍ଟମ୍…

ଭୁବନେଶ୍ବର: ପୁଣି ଘାରିଲାଣି ବାତ୍ୟା ଆଶଙ୍କା...ବଙ୍ଗୋପସାଗରରେ ଦାନା ବାନ୍ଧୁଛି...ଓଡିଶା, ଆନ୍ଧ୍ର ନା ତାମିଲନାଡୁ?...କେଉଁଠି ହେବ ମାଡ?...ବାତ୍ୟା ଆଶଙ୍କାରେ ଚିନ୍ତାରେ ଚାଷୀ କୂଳ... ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ସୃଷ୍ଟି ପାଇଁ ପାଗ ଅନୁକୂଳ ହେଉଥିବା ବେଳେ ମ୍ୟାଲେସିଆ ଓ ସଂଲଗ୍ନ…

Road Accident: ମର୍ମନ୍ତୁଦ ଦୁର୍ଘଟଣା: ଟ୍ୟାଙ୍କରକୁ ପିଟିଲା ବୋଲେରୋ, ୩ମୃତ

କଟକ: ଡିଭାଇଡର୍ ଭାଙ୍ଗି କଣ୍ଟେନର୍ ସହ ପିଟିହେଲା ବୋଲେରୋ । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ପଠାଯାଇଛି । କଟକଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ବଇଁଚୁଆ ରଜକଣା ଛକରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…