Latest Odisha News

BREAKING NEWS

Browsing Category

ଓଡିଶା

Odisha

ଢେଙ୍କାନାଳରେ ହାଇଡ୍ରାମା; ଟାୱାର ଉପରେ ଚଢ଼ିଲେ ପୂର୍ବତନ ଓଏସଏପି କନଷ୍ଟେବଳ

ଢେଙ୍କାନାଳ: ଓଡ଼ିଶା ସ୍ପେଶାଲ୍ ଆର୍ମଡ୍ ପୋଲିସ (ଓଏସଏପି)ର ଜଣେ ପୂର୍ବତନ କନଷ୍ଟେବଳ ଶନିବାର ଦିନ ଢେଙ୍କାନାଳର ଟାଉନ୍ ଥାନା ସମ୍ମୁଖରେ ଥିବା ଏକ ମୋବାଇଲ୍ ଟାୱାର ଉପରେ ଚଢ଼ି ଧମକ ଦେଇଥିଲେ। ଚାକିରିରେ ପୁନଃନିଯୁକ୍ତ ଏବଂ ମାଆଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦାବି କରିଥିଲେ ସେ।…

ବର୍ଷାଦିନେ ବନ୍ଦ ହେବ ଖୋଳାତଡା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ବର୍ଷା ଦିନ ଆସିଲେ ରାସ୍ତାରେ ପାଣି ଜମିବା ଆରମ୍ଭ ହୁଏ। ଏହାସାଙ୍ଗକୁ ରାସ୍ତା କିମ୍ବା ଡ୍ରେନ ଖୋଳତାଡ ଆରମ୍ଭ ହୋଇଯାଏ। ଏହାକୁ ନେଇ ବିଏମସି ପକ୍ଷକୁ ଏବେ ନୂଆ ନିୟମ ଜାରି କରାଯାଇଛି। ବର୍ଷା ଦିନେ ଖୋଳାତଡା ବନ୍ଦ ରହିବ। ଯଦି କୌଣସି ସଂସ୍ଥା ଏହାକୁ ଅଣଦେଖା କରନ୍ତି ତାହାଲେ…

ବସ୍‌-ଟ୍ରକ୍ ଧକ୍କା; ଜଣେ ମୃତ, ୧୫ରୁ ଉର୍ଦ୍ଧ୍ୱ ଆହତ

ଭୁବନେଶ୍ବର: ଖଲ୍ଲିକୋଟର କୋଦଳାରେ ଘରୋଇ ବସ୍‌-ଟ୍ରକ୍ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଛି। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି। ସୂଚନାନୁଯାୟୀ, ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ…

ସିବିଆଇ ପଞ୍ଝାରେ CGST ସୁପରିଟେଣ୍ଡେଣ୍ଟ

ଭୁବନେଶ୍ୱର: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶୁକ୍ରବାର ଦିନ  ବାଲେଶ୍ୱରରେ ଏକ ଘରୋଇ କମ୍ପାନୀର ମାଲିକଙ୍କଠାରୁ ୫୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସିଜିଏସଟିର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଗିରଫ କରିଛି। ଅଭିଯୁକ୍ତ ଓମ ପ୍ରକାଶ ନାୟକ ୧୬ ଲକ୍ଷ ଟଙ୍କା ଜିଏସଟି ରିଫଣ୍ଡ ଦେବା ପାଇଁ…

ବାଲିଅନ୍ତା ପରେ ବାଲିପାଟଣାରେ ହତ୍ୟା;ଅଭିଯୁକ୍ତ ଗିରଫ

ଭୁବନେଶ୍ୱର:ରାଜଧାନୀ ଉପକଣ୍ଠ ବାଲିଅନ୍ତା ହତ୍ୟାକାଣ୍ଡ ଘଟଣାକୁ ୨୪ ଘଣ୍ଟା ପୂରିନଥିବା ବେଳେ ବାଲିପାଟଣାରେ ହତ୍ୟାକାଣ୍ଡ । ବାଲିପାଟଣା ପୁଣି ଜଣେ ଯବକଙ୍କୁ ପିଟି ପିଟି ହତ୍ୟା । ଅଠାନ୍ତର ଛକରେ ରାକେଶଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ମାଡ଼ ମରାଯିବା ପରେ ଗୁରୁତର…

ଅନଲାଇନ ଟ୍ରେଡିଂରେ ରୋଜଗାର ଲୋଭ ଦେଖାଇ ଠକି ନେଲେ ୨୦ ଲକ୍ଷ ୫୦ ହଜାର

କୋରାପୁଟ :ଅନଲାଇନ ଟ୍ରେଡିଂରେ ରୋଜଗାର ଲୋଭ ଦେଖାଇ କୋରାପୁଟ ଜୟପୁରର ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ଲକ୍ଷ ୫୦ ହଜାର ଟଙ୍କା ଠକେଇ ମାମଲା । ଏହି ସାଇବର ଠକେଇ ମାମଲାରେ ଜଣେ ଗିରଫ । ଠକ ଜଣକ ହେଲେ ଆନ୍ଧ୍ରପ୍ରଦେଶର ସୀଦାରାପୁ ତମ୍ମାୟା । ଏହି ମାମଲାରେ କୋରାପୁଟ ସାଇବର କ୍ରାଇମ ଓ ଅର୍ଥନୈତିକ…

ବାଲିଅନ୍ତା ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ମୋଡ଼: ‘ଦୁଷ୍କର୍ମ ନୁହେଁ, ଫିଡ୍‌ସ ମାରିବାରୁ ଘଟିଥିଲା ଅଘଟଣ’, ସାଙ୍ଗ…

ବାଲିଅନ୍ତା/ଭୁବନେଶ୍ୱର: ବାଲିଅନ୍ତା ଅଞ୍ଚଳରେ ଯୁବକ ସୌମ୍ୟରଞ୍ଜନଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ମାମଲାରେ ଏବେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଘଟଣା ସମୟରେ ସୌମ୍ୟରଞ୍ଜନଙ୍କ ସହ ଉପସ୍ଥିତ ଥିବା ତାଙ୍କ ସାଙ୍ଗ ଓମ୍ ଏହି ପୂରା ମାମଲା ଉପରୁ ପରଦା ହଟାଇଛନ୍ତି। ଓମ୍‌ଙ୍କ…

ପୁରୀକୁ ଜଗିବେ ଏନଏସଜି କମାଣ୍ଡୋ ସହ ୨୨୦ ପ୍ଲାଟୁନ ଫୋର୍ସ, ଚଳାଚଳ କରିବ ୪୦୦ ଅଧିକ ଟ୍ରେନ୍

ପୁରୀ: ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଥମ ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ ହୋଇଛି । ରଥଯାତ୍ରା ବୈଠକରେ ସ୍ଵାସ୍ଥ୍ୟ ସମସ୍ୟା ନେଇ ଆଲୋଚନା ଚାଲିଥିବାବେଳେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ସେହିପରି ଟାଟା ପାୱାର ଅଧିକାରୀଙ୍କୁ କହିବାକୁ ସୁଯୋଗ ଦିଆଯାଇନଥିଲା । ରଥଯାତ୍ରାରେ ୧୬୦୦ ଅସ୍ଥାୟୀ…

ଏହି ଗାଁରେ କାୟା ମେଲାଉଛି କିଡନି ରୋଗ;ବର୍ଷକରେ ଗଲାଣି ୨୫ ଜଣଙ୍କ ଜୀବନ !

ବଲାଙ୍ଗୀର:ତୁରେକେଲା ବ୍ଲକ ଅନ୍ତର୍ଗତ ଧମାନଡଙ୍ଗା ପଞ୍ଚାୟତର କନ୍ଧବାହାଲ ଗାଁରେ କିଡନୀ ରୋଗ ଆତଙ୍କ। ବର୍ଷକ ଭିତରେ ୨୫ରୁ ଅଧିକ ଜଣଙ୍କ କିଡନିରେ ମୃତ୍ୟୁ ହୋଇସାରିଥିବା ବେଳେ ଏବେବି ୫୦ରୁ ଅଧିକ ଆକ୍ରାନ୍ତ ଥିବା ଅଭିଯୋଗ ହୋଇଛି। ଗାଁରେ ସ୍ୱଚ୍ଛ ପିଇବା ପାଣିର ଅଭାବ ହିଁ ମାରାତ୍ମକ ରୋଗର…

PMAY-U 2.0:ଦେଶରେ ସୁଲଭ ସହରାଞ୍ଚଳ ଆବାସ ଯୋଜନାରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଓଡ଼ିଶା ଆଜି ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା–ସହରାଞ୍ଚଳ (PMAY-U 2.0)’ ଅଧୀନରେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପାଦନରେ ଦେଶର ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି। ସେପ୍ଟେମ୍ବର ୨୦୨୪ରେ PMAY-U 2.0 ର ଶୁଭାରମ୍ଭ ପରଠାରୁ…