Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାର୍ଚ୍ଚ ୧୯ରୁ ମାଟ୍ରିକ୍‌ ଖାତା ଦେଖା

କଟକ: ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ଶେଷ ହୋଇଛି। ଏଥିରେ କୌଣସି ପରୀକ୍ଷାର୍ଥୀ କପି ଅଭିଯୋଗରେ ବୁକ୍ ବା ଏମ୍ପି ହୋଇନଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ମାଟ୍ରିକ୍ ପରୀକ୍ଷା ଖାତା ଦେଖା ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହେବ। ଏହି ମୂଲ୍ୟାୟନ ପ୍ରକ୍ରିୟା ଏପ୍ରିଲ୍ ୨…

ନିଜ ଅପହରଣ ନାଟକ ରଚିଥିଲେ ନବବଧୂ, ପ୍ରେମିକ ଅଟକ…

ବଲାଙ୍ଗିର: ବଲାଙ୍ଗିରରେ ନବବଧୂ ଅପହରଣ ଘଟଣା ଭିନ୍ନ ମୋଡ଼ ନେଇଛି। ମଙ୍ଗଳବାର ଦିନ ଓଡ଼ିଶା ପୋଲିସ ସମ୍ବଲପୁରର ପ୍ରଫେସର ପଡ଼ା ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ନବବିବାହିତା କନ୍ୟା ଏବଂ ତାଙ୍କ ପୂର୍ବତନ ପ୍ରେମିକଙ୍କୁ ଧରିଛି। ନବବଧୂ ତଥା କଣ୍ଟାମାଳ ଥାନା ଅନ୍ତର୍ଗତ କଣ୍ଟାମାଳ ବ୍ଲକ ଛକର…

ବେଲଘର ହାତୀ ମୃତ୍ୟୁ ଘଟଣା: ଆତ୍ମସମର୍ପଣ କଲେ ପଳାତକ ଡେପୁଟି ରେଞ୍ଜର

କନ୍ଧମାଳ: ବହୁ ଚର୍ଚ୍ଚିତ ବେଲଘର ହାତୀ ମୃତ୍ୟୁ ଘଟଣାରେ ଆତ୍ମସମର୍ପଣ କଲେ ପଳାତକ ଡେପୁଟି ରେଞ୍ଜର୍‌ ବିନୟ ବିଶି । ଦୀର୍ଘ ଦେଢ଼ ମାସ ଫେରାର ହୋଇ ରହିବା ପରେ ତୁମୁଡିବନ୍ଧ କୋର୍ଟ ଜେଏମଏଫସିଙ୍କ ନିକଟରେ ହାଜର ହୋଇ ଆତ୍ମସମର୍ପଣ କରିଛନ୍ତି । ହାଜର ହେବାର ୪୮ ଘଣ୍ଟା ଭିତରେ ସମସ୍ତ ଦସ୍ତାବିଜ…

Maoist Killed: ସୁରକ୍ଷାକର୍ମୀଙ୍କ ଗୁଳିଲେ ଟଳିଲେ ୨ କ୍ୟାଡର୍‌ ମାଓବାଦୀ, ମାଓଶିବିର ଧ୍ବଂସ..

କନ୍ଧମାଳ: କନ୍ଧମାଳଜିଲ୍ଲା ରାଇକିଆ ନନ୍ଦାବାଲି ସଂରକ୍ଷିତ ଜଙ୍ଗଲରେ ମାଓଶିବିର ଧ୍ବଂସ କଲେ ସୁରକ୍ଷାକର୍ମୀ । ଏହି ସମୟରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ କେକେବିଏନ୍‌ ମାଓ ଡିଭିଜନ୍‌ର ଡେପୁଟି କମାଣ୍ଡର୍‌ ଜଗେଶ ଓ ମହିଳା କ୍ୟାଡର୍‌ ରତ୍ନା ନିହତ ହୋଇଛନ୍ତି । ଉଭୟ…

ପାରାଦୀପ ହେବ ସ୍ପୋର୍ଟସ୍ ହବ୍

ଭୁବନେଶ୍ବର: ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଓ ତୃଣମୂଳସ୍ତରରୁ ପ୍ରତିଭାଙ୍କୁ ଆଗକୁ ଆଣିବା ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଏହିକ୍ରମରେ ପାରାଦୀପକୁ ପ୍ରମୁଖ କ୍ରୀଡା ହବ୍ ଭାବେ ଗଢି ତୋଳିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ…

୮ ଘଣ୍ଟା ଧରି ଜଳୁଛି ସୁପରମାର୍ଟ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

ଭୁବନେଶ୍ବର: ଜଳୁଛି ସୁପର ମାର୍କେଟ। ଗତକାଲି ରାତିରୁ ନିଆଁ ଲାଗିଛି। ଦୀର୍ଘ ୮ ଘଣ୍ଟା ପରେ ମଧ୍ୟ ଆୟତ୍ତ ହୋଇପାରିନି ନିଆଁ। ଧଉଳି ଲିଙ୍ଗିପୁର ନିକଟରେ ଥିବା ସୁପରମାର୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଦୀର୍ଘ ୮ ଘଣ୍ଟା ପରେ ବି ହୁତୁ ହୁତୁ ହୋଇ ଜଳୁଛି ନିଆଁ। ନିଆଁ ଲିଭାଇବାରେ ଲାଗିଛି…

ଜାତୀୟ ପତାକାର ବ୍ୟବହାର ନେଇ କେନ୍ଦ୍ର ଗୃହ ବିଭାଗର ନିର୍ଦ୍ଦେଶନାମା

ଭୁବନେଶ୍ବର: କେନ୍ଦ୍ର ଗୃହ ବିଭାଗ ଜାତୀୟ ପତାକାର ବ୍ୟବହାର ଏବଂ ସମ୍ମାନ ପ୍ରଦର୍ଶନ ନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। 'ଜାତୀୟ ସମ୍ମାନର ଅପମାନ ନିବାରଣ ଆଇନ, ୧୯୭୧' ଏବଂ 'ଭାରତୀୟ ଜାତୀୟ ପତାକା ସଂହିତା, ୨୦୦୨ (୨୦୨୧ ଏବଂ ୨୦୨୨ ରେ ସଂଶୋଧିତ) ରେ ଜାତୀୟ ପତାକାର…

୮ ଦଫା ଦାବି ପୂରଣ ନେଇ ରାସ୍ତାକୁ ଓହ୍ଲାଇଲେ ଠିକାଦାର ସଂଘ

ଭୁବନେଶ୍ଵର: ସାଧାରଣତଃ ନିର୍ମାଣ କାର୍ଯ୍ୟରେ ସ୍ୱଚ୍ଛତା ଆଣିବାକୁ ସରକାର ଟେଣ୍ଡର ପ୍ରକ୍ରିୟାରେ ଠିକା କାମ ପ୍ରଦାନ କରିଥାନ୍ତି। ଏବେ କିନ୍ତୁ ଟେଣ୍ଡର ପ୍ରକ୍ରିୟାରେ ଚଞ୍ଚକତା କରି ନିୟମ ଅଣାଯାଉଛି। ସରକାରଙ୍କ ଏହି ନିୟମକୁ ଓଡ଼ିଶା ଠିକାଦାର ମହାସଂଘ ମିଳିତ ମଞ୍ଚ ବିରୋଧ କରୁଛି। ଏହାସହିତ…

ରାଜ୍ୟରେ ବଢିବ ଆମ ବସ୍‌ ସେବା: ଆଉ ୬୦୦ ଇ-ବସ୍‌ କିଣିବାକୁ ବଜେଟରେ ୪୨୧କୋଟି ଟଙ୍କା ବ୍ୟୟବରାଦ

ଭୁବନେଶ୍ୱର: ରାଜ୍ୟରେ ଚାଲୁଥିବା ଇ-ବସ୍ ତାଲିକାରେ ଯୋଡିହାବ ଆଉ ୬୦୦ଟି ନୂଆ ଇ-ବସ୍ । ଏଥିପାଇଁ ୨୦୨୬-୨୭ ଆର୍ଥିକ ବର୍ଷ ବଜେଟରେ ୪୨୧ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏହି ପଦକ୍ଷେପ ମାଧ୍ୟମରେ…

ସରକାରୀ ଚାକିରିଆ ସାବଧାନ! ମାର୍ଚ୍ଚ ୩୧ ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ କର, ନହଲେ…

ଭୁବନେଶ୍ବର: ସରକାରୀ ଚାକିରିଆଙ୍କୁ ତାଗିଦ । ଯେଉଁମାନେ ବର୍ତ୍ତମାନ ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ କରି ନାହାନ୍ତି, ସେମାନେ ମାର୍ଚ୍ଚ ୩୧ ସୁଦ୍ଧା ସମ୍ପତ୍ତି ତାଲିକା ଦାଖଲ କରିବା ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଧାରିତ ସମୟରେ ସମ୍ପତ୍ତି ତାଲିକା ଦାଖଲ ନ କଲେ ଶୃଙ୍ଖଳାଗତ…