Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶାର ୫ ସହରରେ ବାୟୁ ପ୍ରଦୂଷଣ ଚିନ୍ତାଜନକ, ୩୦୦ ପାର୍‌ କରୁଛି ଏକ୍ୟୁଆଇ

ଭୁବନେଶ୍ୱର(ଅଭିନୟ ଆଦିତ୍ୟ ନାୟକ ): ରାଜ୍ୟରେ ବାୟୁ ପ୍ରଦୂଷଣ ଏବେ ଚିନ୍ତାର କାରଣ ପାଲଟିଛି। ବାୟୁର ଗୁଣବତ୍ତା ଉପରେ ନଜର ରଖିବା ପାଇଁ ୨୮ଟି ସ୍ଥାନରେ ମନିଟରିଂ କରାଯାଉଥିବା ବେଳେ ୫ଟି ସହରରେ ପ୍ରଦୂଷଣର ମାତ୍ରା ଅଧିକ ରହୁଥିବା ଚିନ୍ତା ବଢ଼ାଇଛି। ଭୁବନେଶ୍ୱରର କ୍ୟାପିଟାଲ ପୋଲିସ ଷ୍ଟେସନ…

କୋଟିଆରେ ନିର୍ବାଚନ ତାରିଖ ବଦଳାଇଲେ ଆନ୍ଧ୍ର ନିର୍ବାଚନ କମିଶନର

କୋରାପୁଟ: ଆନ୍ଧ୍ର ପ୍ରଦେଶ ରାଜ୍ୟ ନିର୍ବାଚନ କମିଶନ (APSEC) ଓଡ଼ିଶାର କୋରାପୁଟ ଜିଲ୍ଲା ସୀମାନ୍ତ କୋଟିଆ ଅଞ୍ଚଳରେ ନିର୍ବାଚନ ତାରିଖ ବଦଳାଇଛନ୍ତି। ପୂର୍ବରୁ ଧାର୍ଯ୍ୟ ହୋଇଥିବା ତାରିଖ ଅନୁସାରେ ନଭେମ୍ବର ୩, ୨୦୨୬ରେ ZPTC ଓ MPTC (ଜିଲ୍ଲା ପରିଷଦ ଏବଂ ସମିତି ସଭ୍ୟ) ପାଇଁ ନିର୍ବାଚନ…

ଓଡ଼ିଶାର ଗର୍ବ: ବିରଳ ନମନୀୟ ପିତ୍ତଳ ମାଛ ଶିଳ୍ପ ପାଇଁ ଜାତୀୟ ହସ୍ତଶିଳ୍ପ ପୁରସ୍କାର ଜିତିଲେ ଓଡ଼ିଆ କାରିଗର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାର ବିଶିଷ୍ଟ କାରିଗର ପ୍ରଦୀପ କୁମାର ମହାରଣାଙ୍କୁ ସେଠାକାର ଶତାବ୍ଦୀ ପ୍ରାଚୀନ ବିରଳ ଓ ପାରମ୍ପରିକ ନମନୀୟ ପିତ୍ତଳ ମାଛ (Flexible Brass Fish) କଳାକୃତିର ସଂରକ୍ଷଣ ତଥା ବିକାଶ ପାଇଁ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ 'ଜାତୀୟ ହସ୍ତଶିଳ୍ପ…

ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି

ପୁରୀ: ବାତ୍ୟା 'ଅର୍ଣ୍ଣବ' ଜନିତ ପ୍ରବଳ ବର୍ଷା ଓ ପବନ ମଧ୍ୟରେ ବୁଧବାର ଦିନ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ମନ୍ଦିର ଉପରେ ଉଡୁଥିବା ପବିତ୍ର 'ପତିତପାବନ ବାନା'ରେ ଏକ 'ଶୂନ୍ୟ ଗଣ୍ଠି' ସୃଷ୍ଟି ହୋଇଛି। ଏହି ସମୟରେ ନୀଳଚକ୍ରରେ ବନ୍ଧା ଯାଇଥିବା ଅନେକ…

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ବର୍ଷା, ଭାଙ୍ଗିଲା ପୂଜା ତୋରଣ

ଭୁବନେଶ୍ୱର: ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ସହ ଜୋରଦାର ପବନ ବହିବା ଫଳରେ ଜନଜୀବନ ବ୍ୟାହତ ହୋଇଛି। ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ଜଳବନ୍ଦୀ ସମସ୍ୟା ଦେଖାଦେଇଥିବା ବେଳେ ଚନ୍ଦ୍ରଶେଖରପୁର ଅଞ୍ଚଳର ଡମଣା ଖେଳ ପଡ଼ିଆରେ ନିର୍ମିତ ଏକ ଲକ୍ଷ୍ମୀ ପୂଜା ପେଣ୍ଡାଲ…

ବଢୁଛି ହରଭଙ୍ଗୀ ଡ୍ୟାମ୍‌ର ଜଳସ୍ତର;ଖୋଲିଲା ୪ ଗେଟ୍

ମୋହନା: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ବର୍ଷା ପ୍ରଭାବରେ ଗଜପତି ଜିଲ୍ଲା ଅଡ଼ବା ଅଞ୍ଚଳରେ ଥିବା ହରଭଙ୍ଗୀ ଡ୍ୟାମ୍‌ର ଜଳସ୍ତର ବଢିବାରେ ଲାଗିଛି। ଫଳରେ ଜଳସମ୍ପଦ ବିଭାଗ ପକ୍ଷରୁ ଡ୍ୟାମ୍‌ର ୮ଟି ଗେଟ୍‌ ମଧ୍ୟରୁ ୪ଟି ଗେଟ୍‌ ଖୋଲାଯାଇ ବନ୍ୟାଜଳ…

ଜେନେରେଟର ଗ୍ୟାସରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ;୩ ଗୁରୁତର

ବାଂଶପାଳ: ଜେନେରେଟର ଗ୍ୟାସରେ ସମସ୍ତେ ଶ୍ୱାସରୁଦ୍ଧ ଚାଲିଗଲା ଯୁବକମାନଙ୍କ ଜୀବନ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ସୁଡୁଙ୍ଗ ଗାଁରେ। ଗାଁରେ ଲକ୍ଷ୍ମୀପୂଜା ଚାଲିଥିଲା । ଲାଇନ୍ ଚାଲିଯିବା ପରେ ଗତକାଲି ରାତିରେ ୫ଜଣ ପିଲା ଗୋଟିଏ ଘରେ…

ବାତ୍ୟା ଅର୍ଣ୍ଣବ; ୫୦ର ଉର୍ଦ୍ଧ୍ୱ ଟ୍ରେନ୍ ଓ ବିମାନ ବାତିଲ

ନୂଆଦିଲ୍ଲୀ: ବଙ୍ଗୋପସାଗରରୁ ସୃଷ୍ଟି ହୋଇଥିବା ବାତ୍ୟା ଅର୍ଣ୍ଣବ ମଙ୍ଗଳବାର ଭୋର ୩:୩୦ ସମୟରେ ଆନ୍ଧ୍ର ପ୍ରଦେଶ ଉପକୂଳରେ ମାଡ଼ କରିଥିଲା। ଏହି ସମୟରେ ରାଜ୍ୟରେ ପ୍ରବଳ ବର୍ଷା ଏବଂ ୧୨୫ ରୁ ୧୩୫ କିଲୋମିଟର ବେଗରେ ପବନ ବହିଛି। ଘଟଣାରେ ଆନ୍ଧ୍ର ପ୍ରଦେଶରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା…

ବାତ୍ୟା ଅର୍ଣ୍ଣବକୁ ନେଇ ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କଲେ ରାଜସ୍ୱ ମନ୍ତ୍ରୀ, ଚାଷୀଙ୍କୁ ମିଳିବ କ୍ଷତିପୂରଣ

ଭୁବନେଶ୍ୱର: ରାଜ୍ୟରେ ସମ୍ଭାବ୍ୟ ବାତ୍ୟା 'ଅର୍ଣ୍ଣବ' (Cyclone Arnab) ଏବଂ ପ୍ରଭାବିତ ଚାଷୀଙ୍କ କ୍ଷତିପୂରଣ ସମ୍ପର୍କରେ ରାଜ୍ଯ ସରକାର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ଫସଲ ଓ ବିଭିନ୍ନ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ନିୟମ ଅନୁସାରେ ସରକାରୀ ସହାୟତା…

ରସିକିଆ ସ୍ୱାମୀର କଳା କାରନାମା, ୪ ଜଣଙ୍କୁ ବିବାହ କରି ନିର୍ଯାତନା ଦେଉଥିବା ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଜଣେ ରସିକିଆ ସ୍ୱାମୀ ଗିରଫ ହୋଇଛି, ଯିଏ ଜଣେ କି ଦୁଇ ଜଣ ନୁହେଁ ବରଂ ୪ ଜଣ ମହିଳାଙ୍କୁ ବିବାହ କରି ସେମାନଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଘର ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋଠସାହି । ଦୁଷ୍କର୍ମ ଅଭିଯୋଗରେ କୈଳାସକୁ ଗିରଫ କଲା ଭୁବନେଶ୍ୱର…