Latest Odisha News

BREAKING NEWS

Browsing Category

ଓଡିଶା

Odisha

ସମ୍ବଲପୁର ଘଟଣାକୁ ପୁଣିଥରେ ଉସକେଇବାକୁ ପ୍ରୟାସ କରୁଛି ବିଜେପି: ବିଜେଡି

ଭୁବନେଶ୍ୱର: ସମ୍ବଲପୁର ଘଟଣାକୁ ବିଜେପି ଉସକେଇବାକୁ ପ୍ରୟାସ କରୁଛି। ଏହା ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣା । ଏବେ ଶାନ୍ତି ଫେରି ଆସୁଥିବାବେଳେ ଓଡ଼ିଶା ବିଜେପି ସାମ୍ବାଦିକ ସମ୍ମିଳନୀ କରି ପୁଣିଥରେ ଏହି ପ୍ରସଙ୍ଗକୁ ଉସକେଇବାକୁ ଚାହୁଁଛି ଏବଂ ଏଥିରୁ ରାଜନୈତିକ ଫାଇଦା ନେବାକୁ ଉଦ୍ୟମ କରୁଛି।…

ଜେଜେ ମା’ ଅନ୍ତିମ ସଂସ୍କାରରେ ଯୋଗ ଦେବା ପରେ ସିଆରପିଏଫ ଯବାନ ନିଖୋଜ!

ଜଗତସିଂହପୁର: ଏରସମା ଥାନା ଅନ୍ତର୍ଗତ ସୋମପୁର ଗାଁର ସୂର୍ଯ୍ୟକାନ୍ତ କୁଅଁର ନାମକ ଜଣେ ସିଆରପିଏଫ ଯବାନ ଗତ ୩ ଦିନ ହେବ ନିଖୋଜ ଥିବା ଅଭିଯୋଗ ହୋଇଛି। ତାଙ୍କ ପତ୍ନୀଙ୍କ କହିବାନୁସାରେ, ଏପ୍ରିଲ ୧୭ ତାରିଖରେ ତାଙ୍କ ଜେଜେମା'ଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପରଠାରୁ କୁଅଁର ନିଖୋଜ ଅଛନ୍ତି।…

ସ୍ତ୍ରୀର ପରକୀୟାପ୍ରୀତିକୁ ସହିନପାରି ହତ୍ୟା କଲା ସ୍ୱାମୀ!

ଭୁବନେଶ୍ୱର: ସ୍ତ୍ରୀର ପରକୀୟାପ୍ରୀତିକୁ ସହିନପାରି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ରହିଛି। ରାଜଧାନୀ ଉପକଣ୍ଠ ଭରତପୁର ଅଞ୍ଚଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କରିବା ସହ ପରକୀୟା ପ୍ରୀତି ସନ୍ଦେହରେ ମୃତ ମାମା ପ୍ରଧାନଙ୍କୁ ହତ୍ୟା କରାଯାଇଥିବା କହିଛି ପୋଲିସ। ଉଭୟଙ୍କ…

ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଯକ୍ଷ୍ମା ରୋଗ ଦୂର କରିବା ପାଇଁ ସଚେତନତା ଅଭିଯାନ

ଝାରସୁଗୁଡା: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଝାରସୁଗୁଡା ଠାରେ ଯକ୍ଷ୍ମା (ଟିବି) ଉପରେ ସଚେତନତା ଡ୍ରାଇଭ୍ ଏକ ସିରିଜ୍ ସମାପ୍ତ କରି ୧୩ ଟି ଗାଁର ୩୫୦୦ ରୁ ଅଧିକ ବାସିନ୍ଦାଙ୍କ ନିକଟରେ ପହଂଚିଥିଲା । ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ହଁ, ଆମେ ଟିବି ଶେଷ…

ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ସବ୍-ରେଜିଷ୍ଟ୍ରାର ଅଫିସର ବରିଷ୍ଠ କିରାଣି

ପୁରୀ: ଭିଜିଲାନ୍ସ ଜାଲରେ ପୁରୀ ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟର ବରିଷ୍ଠ କିରାଣି । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବରିଷ୍ଠ କିରାଣି ରଘୁନାଥ ବିଷୋୟୀ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ପାୱାର ଆଟର୍ଣ୍ଣିଂ ଲାଗି ବରିଷ୍ଠ କିରାଣି ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ…

ଖୋର୍ଦ୍ଧାରେ ‘ବିଜୁ ମହାବୀର ଜୟପୁର ଫୁଟ୍‌ ସେଣ୍ଟର’ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧାର ଗୁରୁଜଙ୍ଗ ଠାରେ ପ୍ରସିଦ୍ଧ ଜୟପୁର ଫୁଟ୍‌ର ଏକ ନୂଆ କେନ୍ଦ୍ର ‘ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର’ ଉଦ୍‌ଘାଟନ କରିଛନ୍ତି । ଏହାଦ୍ବାରା ରାଜ୍ୟର ଭିନ୍ନକ୍ଷମ ମାନଙ୍କ ପାଇଁ ନୂଆ ଆଶା ସଞ୍ଚାର ହୋଇଛି । ଜୟପୁର ଫୁଟ୍‌ର କୃତ୍ରିମ…

୪୩ ଡିଗ୍ରୀ ଉପରେ ରାଜ୍ୟର ୧୧ ସହର, ବାରିପଦା ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର: ଅସହ୍ୟ ତାତି, ଅସମ୍ଭାଳ ଖରା । ତାତିରେ ଆଉଟୁ ପାଉଟୁ ସାରା ଓଡ଼ିଶା । ଉପକୂଳରୁ ପଶ୍ଚିମ ଓ ଦକ୍ଷିଣ ସବୁଠି ରୌଦ୍ର ତାପ । ଆଜି ରାଜ୍ୟର ୩୦ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ୧୧ ସହରରେ ପାରଦ ୪୩ ଡେଇଁଥିବା ବେଳେ ୪୪.୫ ଡିଗ୍ରୀ ତାପମାତ୍ରାରେ ଭାଜି ହୋଇଛି ବାରିପଦା ।…

ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ବିସ୍ଫୋରକ ବୟାନ ! ଅକ୍ଷୟ ପରିଜା ଚକ୍ରାନ୍ତକାରୀ, ସମୟ ଆସିଲେ ସବୁ କହିବୁ

ଭୁବନେଶ୍ୱର : ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ବିସ୍ଫୋରକ ବୟାନ। ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣି ଜଗବନ୍ଧୁ କହିଛନ୍ତି, ଆମ ମୁଣ୍ଡରେ ଅଠା ବୋଳାଯାଇଛି । ସବୁ ସେଇ ଅକ୍ଷୟ ପରିଜାଙ୍କ ଚକ୍ରାନ୍ତ ବୋଲି ବୁଧବାର ଭୁବନେଶ୍ବର…

‘ଝାରସୁଗୁଡ଼ା ଉପନିର୍ବାଚନ’ ଖରା ତାତିକୁ ତାତୁଛି ପ୍ରଚାର

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏବେ ଫୋକସରେ ରହିଛି ପ୍ରଚାର। ସାଧାରଣ ନିର୍ବାଚନ ପୂର୍ବରୁ ଝାରସୁଗୁଡ଼ା ଉପନିର୍ବାଚନ ବହୁ ଗୁରୁତ୍ୱ ରଖୁଥିବାରୁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଭଲ ପ୍ରଦର୍ଶନ ପାଇଁ…

‘କୋଟିଆ’ ଦୁଃଖ ଆଣିଦେଲା ଗୋ ବ୍ୟାକ ନାରା !

ଭୁବନେଶ୍ୱର: କୋଟିଆରେ ଧର୍ମେନ୍ଦ୍ରଙ୍କ ଗୋ ବ୍ୟାକ ଆନ୍ଧ୍ର ନାରା ପରେ କୋଟିଆକୁ ନେଇ ରାଜନୈତିକ ଚର୍ଚ୍ଚା ଥମୁନି। ଏହି ନାରାକୁ ନେଇ ବିଜେଡି ଓ କଂଗ୍ରେସ ଧର୍ମେନ୍ଦ୍ରଙ୍କ ସମେତ ବିଜେପିକୁ ଟାର୍ଗେଟ କରିଥିଲେ। ଏପରିକି ଆନ୍ଧ୍ର ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ଏ ବୟାନକୁ ସମାଲୋଚନା କରିଥିଲା। ଏ…