Latest Odisha News

BREAKING NEWS

Browsing Category

ଓଡିଶା

Odisha

LandScam: ଜମି ଠକେଇ ମାମଲାରେ SSB ଯବାନ ଗିରଫ

ଭୁବନେଶ୍ବର:୪୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବନ୍ଧା ହେଲେ SSB ଯବାନ । ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ଜମି ଦେବା ନାଁରେ ଠକେଇ ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ଜଣକ ହେଲେ ଏସ୍‌ଏସ୍‌ବି ଯବାନ ସଚିତ୍ର ସେନାପତି। ସହୀଦନଗର ପୋଲିସ ତାଙ୍କୁ ଗିରଫ କରିଛି। ସଚିତ୍ର ସ୍ପେଶାଲ ସିକ୍ୟୁରିଟି…

ରାଜ୍ୟରେ ୪୭୫ ଇନ୍ସପେକ୍ଟର୍‌ଙ୍କ ବଦଳି

କଟକ: ସବ୍ଇନ୍ସପେକ୍ଟର୍‌ରୁ ଇନ୍ସପେକ୍ଟର ପାହ୍ୟାକୁ ଦେଢ଼ ମାସ ତଳୁ ପଦୋନ୍ନତି ପାଇଥିଲେ ସୁଦ୍ଧା ଥାନା, ଫାଣ୍ଡିରେ ସବ୍ଇନ୍ସପେକ୍ଟର ଭାବେ କାମ କରୁଥିବା ୪୨୬ ଇନ୍ସପେକ୍ଟର୍ ଏବେ ଆଶ୍ୱସ୍ତ ହୋଇଛନ୍ତି। ନୂଆ କରି ପଦୋନ୍ନତି ପାଇଥିବା ଅଧିକାରୀମାନଙ୍କ ସହ ଆଉ ୪୯ ଜଣଙ୍କୁ ମିଶାଇ ମୋଟ ୪୭୫ ଜଣ…

ଅନ୍ୟ ବାଡ଼ିରୁ ଫୁଲ ତୋଳିବା ହେଲା କାଳ,ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ !

ବାଲେଶ୍ୱର:କାଳ ହେଲା ଫୁଲ ଚୋରି । ଫୁଲ ତୋଳିବାକୁ ଯାଇଥିବା ବେଳେ ଲାଗିଲା ବିଦ୍ୟୁତ ଆଘାତ । ଚାଲିଗଲା ଯୁବକଙ୍କ ଜୀବନ ।ବାଲେଶ୍ୱର ଜିଲ୍ଲା ନୀଳଗିରି ଏନଏସି ୫ ନମ୍ବର ଓ୍ବାର୍ଡ ଅଧିନ ସାନଅତା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଉଛନନ୍ତି ତାପସ ଦାସ। ଭୋର ସମୟରେ ପଡୋଶୀ ଦିଲ୍ଲୀପ…

ବିହାର ବିଜୟ ମୋଦିଙ୍କ ନେତୃତ୍ୱକୁ ବଡ଼ ସ୍ୱୀକୃତି ଦେଇଛି: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ବିହାର ବିଧାନସଭା ନିର୍ବାଚନର ବିନ୍ଧାଣି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି। ବିହାରରେ ଏନ୍‌ଡିଏ ଚମତ୍କାର ପ୍ରଦର୍ଶନ ପରେ ସେ ଓଡ଼ିଶା ଆସୁଥିବା ହେତୁ ତାଙ୍କୁ ଭୁବନେଶ୍ବର ବିମାନବନ୍ଦରରେ ଭବ୍ୟ ସ୍ବାଗତ…

ଅଡ଼ୁଆରେ ହ୍ୟୁମାନ ସାଗରଙ୍କ ମ୍ୟାନେଜର, ବଲାଙ୍ଗୀର ଟାଉନ ଥାନାରେ ଏତଲା

ଭୁବନେଶ୍ଵର: ହ୍ୟୁମାନ ସାଗରଙ୍କ ମୃତ୍ୟୁ ପଛରେ ଅନେକ ଲୋକେ ଦାୟୀ ଥିବା ତାଙ୍କ ମାଆ ଅଭିଯୋଗ କରିଛନ୍ତି। ଏହାରି ଭିତରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ହ୍ୟୁମାନଙ୍କ ୨ ମ୍ୟାନେଜରଙ୍କୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। କାରଣ ହ୍ୟୁମାନଙ୍କ ୨ ମ୍ୟାନେଜରଙ୍କ କଥା ଥାନାରେ ପହଞ୍ଚିଛି। ବଲାଙ୍ଗୀର…

ନଭେମ୍ବର ୨୫ରେ କଳିଙ୍ଗ ଷ୍ଟାଡିୟମରେ ନିଯୁକ୍ତି ମେଳା, ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରେ ମେଗା ନିଯୁକ୍ତି ମେଳା କରିବେ ରାଜ୍ୟ ସରକାର। ୧୩ଟି ବିଭାଗରେ ୭ ହଜାରରୁ ଅଧିକ ଜଣଙ୍କୁ ବଣ୍ଟନ ହେବ ନିଯୁକ୍ତି ପତ୍ର। ଏନେଇ ତାଲିକା ମଧ୍ୟ ପ୍ରସ୍ତୁତ ହୋଇଛି । ୨୫ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଏହି ନିଯୁକ୍ତି ମେଳାରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ…

IED Defused: ହିଡମା ଏନକାଉଣ୍ଟର ପରେ ମାଓବାଦୀଙ୍କ ବଡ଼ ଷଡ଼ଯନ୍ତ୍ର ପଣ୍ଡ, ୧୦ କେଜିର IED ନିଷ୍କ୍ରିୟ କଲେ ଯବାନ

ମାଲକାନଗିରି:ମାଓବାଦୀଙ୍କ ବିସ୍ଫୋରଣ ଯୋଜନା ପଣ୍ଡ କଲେ ଯବାନ । ନଭେମ୍ବର ୧୮ ତାରିଖରେ ତେଲେଙ୍ଗାନା ଏବଂ ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ଯବାନଙ୍କ ସହ ଏନକାଉଣ୍ଟରରେ କୁଖ୍ୟାତ ନକ୍ସଲ ମାଡଭି ହିଡମା ନିହତ ହୋଇଥିଲା। ହିଡମାର ମୃତ୍ୟୁ ପରଠାରୁ ଯବାନମାନେ ମାଲକାନଗିରି ଜିଲ୍ଲା ସୀମାନ୍ତ ବସ୍ତରରେ…

ଓଡ଼ିଶାର ଖୋଲିବ ବିଶ୍ୱର ପ୍ରଥମ କଳାବାଘ ସଫାରୀ, ଖୁବଶୀଘ୍ର ବୁଲିପାରିବେ ପର୍ଯ୍ୟଟକ

ଭୁବନେଶ୍ୱର: ବାରିପଦାରେ ଖୁବ୍ ଶୀଘ୍ର ଖୋଲିବାକୁ ଯାଉଛି କଳାବାଘ ସଫାରୀ । ବହୁ ଦିନର ପ୍ରତୀକ୍ଷା ପରେ ବାରିପଦାର ମଞ୍ଚାବେଡ଼ା ଠାରେ ବିଶ୍ୱର ପ୍ରଥମ କଳା ବାଘ ସଫାରୀ ଖୋଲିବାକୁ ଯାଉଛି। କଳାବାଘ ସଫାରୀ ଖୋଲିବା ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ(ସିଜେଡଏ)ଙ୍କ ସବୁଜ ସଂକେତ ମିଳି…

ବାଲିଯାତ୍ରା ପଡ଼ିଆକୁ ନେଇ ହାଇକୋର୍ଟଙ୍କ ଅସନ୍ତୋଷ, ତୁରନ୍ତ ସଫେଇ ପାଇଁ ଦେଲେ ନିର୍ଦ୍ଦେଶ

କଟକ: ବାଲିଯାତ୍ରା ପଡ଼ିଆକୁ ନେଇ ହାଇକୋର୍ଟଙ୍କ ଅସନ୍ତୋଷ। ହାଇକୋର୍ଟରେ କଟକ ସହର ସମସ୍ୟା ମାମଲାର ଶୁଣାଣି ବେଳେ ବାଲିଯାତ୍ରା ଶେଷ ହେବା ପରେ ପଡ଼ିଆ ସଫେଇ ହୋଇ ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଅଦାଲତ। ୩୫ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଘରୋଇ ଏଜେନ୍ସିକୁ ସଫେଇ ଦାୟିତ୍ବ ଦିଆଯାଇଥିଲେ…

Pitavas Murder Case: ପୀତବାସ ପଣ୍ଡା ହତ୍ୟା ମାମଲା: ୪ ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ନେଲା ପୋଲିସ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୁଣି ୪ଜଣଙ୍କୁ ରିମାଣ୍ଡରେ ନେଲା ପୋଲିସ । କୁରୁପତି ଭୂୟାଁ, ଚିଣ୍ଟୁ ପ୍ରଧାନ, ଉମା ବିଷୋୟୀ ଓ ଯୋଗୀ ରାଉତଙ୍କୁ ପୋଲିସ ୨ ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି । ବୈଦ୍ୟନାଥପୁର ଥାନାରେ ଏସପି ସର୍ବଣା ବିବେକ ଏମ ଦୀର୍ଘ ସମୟ ଧରି…